logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଖଣି ମାଫିଆ ଙ୍କୁ ସୁରକ୍ଷା ଦେଉଛନ୍ତି କି ଉପ-ଜିଲ୍ଲାପାଳ ମହୋଦୟ #Boudh #district #harabhanga #block #Crusher #khanni #news #update #latest #OdishaNews

1 hr ago
user_Utkal Gourav
Utkal Gourav
Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
1 hr ago

ଖଣି ମାଫିଆ ଙ୍କୁ ସୁରକ୍ଷା ଦେଉଛନ୍ତି କି ଉପ-ଜିଲ୍ଲାପାଳ ମହୋଦୟ #Boudh #district #harabhanga #block #Crusher #khanni #news #update #latest #OdishaNews

More news from ଓଡ଼ିଶା and nearby areas
  • ଖଣି ମାଫିଆ ଙ୍କୁ ସୁରକ୍ଷା ଦେଉଛନ୍ତି କି ଉପ-ଜିଲ୍ଲାପାଳ ମହୋଦୟ #Boudh #district #harabhanga #block #Crusher #khanni #news #update #latest #OdishaNews
    1
    ଖଣି ମାଫିଆ ଙ୍କୁ ସୁରକ୍ଷା ଦେଉଛନ୍ତି କି ଉପ-ଜିଲ୍ଲାପାଳ ମହୋଦୟ
#Boudh
#district 
#harabhanga 
#block 
#Crusher 
#khanni
#news
#update
#latest
#OdishaNews
    user_Utkal Gourav
    Utkal Gourav
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    1 hr ago
  • ଖଣି ମାଫିଆ ଙ୍କୁ ସୁରକ୍ଷା ଦେଉଛନ୍ତି କି ଉପ-ଜିଲ୍ଲାପାଳ ମହୋଦୟ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଖଣି ମାଫିଆ ଙ୍କୁ ସୁରକ୍ଷା ଦେଉଛନ୍ତି କି ଉପ-ଜିଲ୍ଲାପାଳ ମହୋଦୟ
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    1 hr ago
  • ମୋହନା ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ପ୍ରତିକାର ନିମନ୍ତେ ସଚେତନତା ରଥ କୁ ଶୁଭ ଆରମ୍ବ କରିଛନ୍ତି ବନ ବିଭାଗ ଅଧିକାରୀ ଲକ୍ଷ୍ମୀ ବିଶୋଇ ଏହି ରଥ ବିଭିନ୍ନ ଗ୍ରାମ ରେ ପହଁଚି ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କରିବ ବୋଲି ସୂଚନା ମେଳିଛି
    1
    ମୋହନା ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ପ୍ରତିକାର ନିମନ୍ତେ ସଚେତନତା ରଥ କୁ ଶୁଭ ଆରମ୍ବ କରିଛନ୍ତି ବନ ବିଭାଗ ଅଧିକାରୀ ଲକ୍ଷ୍ମୀ ବିଶୋଇ ଏହି ରଥ ବିଭିନ୍ନ ଗ୍ରାମ ରେ ପହଁଚି ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କରିବ ବୋଲି ସୂଚନା ମେଳିଛି
    user_Ansubhai Pandey
    Ansubhai Pandey
    ସାମ୍ବାଦିକ ମୋହନା, ଗଜପତି, ଓଡ଼ିଶା•
    14 hrs ago
  • ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଆଜି ମାତୃଭାଷାରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ସକାଳ ୯ ଟାରୁ ସାଢେ ୧୧ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ସକାଳ ୮ଟା ୩୦ ପୂର୍ବରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ​ସମସ୍ତ ପରୀକ୍ଷା କେନ୍ଦ୍ରରେ ଏଆଇ ଯୁକ୍ତ ସିସିଟିଭି କ୍ୟାମେରା ଲଗାଯାଇଛି। କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ସ୍କ୍ୱାଡ ଓ ଜିଲ୍ଲା ସ୍ତରରେ ସ୍କ୍ୱାଡ ହୋଇଛି। ଫ୍ଲାଇଂ ସ୍କ୍ୱାଡ୍, ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ଗଠନ କରାଯାଇଛି। ପ୍ରଶ୍ନପତ୍ର ଓ ଉତ୍ତର ଖାତା ସୁରକ୍ଷା ବଳୟରେ ରଖାଯାଇଛି। ଏହି ଅବସରରେ ଛତ୍ରପୁର ରେ 11 ଟି କେନ୍ଦ୍ରରେ ପରୀକ୍ଷା ହେଉଛି | 2288 ପରୀକ୍ଷାଥି ଦେଉଛନ୍ତି ପରୀକ୍ଷା | ନିଜେ ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ଯାଞ୍ଚ କରିଥିଲେ | ପରୀକ୍ଷା କେନ୍ଦ୍ର ରେ ଛାତ୍ର /ଛାତ୍ରୀ ପାଇଁ ବିଭିନ୍ନ ସୁବିଧା ଯୋଗାଯାଇଛି | ପରୀକ୍ଷା କେନ୍ଦ୍ର ଗୁଡିକ କଡା ନଜର ରଖାଯିବା ସହ ପୋଲିସ ଜଗି ରହିଛନ୍ତି | ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଛାତ୍ର /ଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜିଲ୍ଲାପାଳ |
    1
    ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଆଜି ମାତୃଭାଷାରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ସକାଳ ୯ ଟାରୁ ସାଢେ ୧୧ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। 
ସକାଳ ୮ଟା ୩୦ ପୂର୍ବରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ​ସମସ୍ତ ପରୀକ୍ଷା କେନ୍ଦ୍ରରେ ଏଆଇ ଯୁକ୍ତ ସିସିଟିଭି କ୍ୟାମେରା ଲଗାଯାଇଛି। କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ସ୍କ୍ୱାଡ ଓ ଜିଲ୍ଲା ସ୍ତରରେ  ସ୍କ୍ୱାଡ ହୋଇଛି। ଫ୍ଲାଇଂ ସ୍କ୍ୱାଡ୍, ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ଗଠନ କରାଯାଇଛି। ପ୍ରଶ୍ନପତ୍ର ଓ ଉତ୍ତର ଖାତା ସୁରକ୍ଷା ବଳୟରେ ରଖାଯାଇଛି। ଏହି ଅବସରରେ ଛତ୍ରପୁର ରେ 11 ଟି କେନ୍ଦ୍ରରେ ପରୀକ୍ଷା ହେଉଛି | 2288 ପରୀକ୍ଷାଥି ଦେଉଛନ୍ତି ପରୀକ୍ଷା | ନିଜେ ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ଯାଞ୍ଚ କରିଥିଲେ | ପରୀକ୍ଷା କେନ୍ଦ୍ର ରେ ଛାତ୍ର /ଛାତ୍ରୀ ପାଇଁ ବିଭିନ୍ନ ସୁବିଧା ଯୋଗାଯାଇଛି | ପରୀକ୍ଷା କେନ୍ଦ୍ର ଗୁଡିକ କଡା ନଜର ରଖାଯିବା ସହ ପୋଲିସ ଜଗି ରହିଛନ୍ତି | ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଛାତ୍ର /ଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜିଲ୍ଲାପାଳ |
    user_Santosh Kumar Sahu
    Santosh Kumar Sahu
    ଛତ୍ରପୁର, ଗଞ୍ଜାମ, ଓଡ଼ିଶା•
    1 hr ago
  • ଲୋକେ ଭୟଭୀତ
    1
    ଲୋକେ ଭୟଭୀତ
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ G.Udayagiri, Kandhamal•
    20 hrs ago
  • Post by Dillip Parida
    1
    Post by Dillip Parida
    user_Dillip Parida
    Dillip Parida
    Local News Reporter Ranapur, Nayagarh•
    2 hrs ago
  • Post by Utkal sib
    1
    Post by Utkal sib
    user_Utkal sib
    Utkal sib
    ସାମ୍ବାଦିକ ରଣପୁର, ନୟାଗଡ଼, ଓଡ଼ିଶା•
    16 hrs ago
  • ଓଡିଶା ଚାଷୀ ଙ୍କୁ ମେଣ୍ଢା ଭାବୁଛି କି ଆନ୍ଧ୍ର ଚାଷୀ #Odisha #Farmer #Andra #Farming #kapa #farming #important #news #Update #viral #odisha #boudha #News #bhubaneswar
    1
    ଓଡିଶା ଚାଷୀ ଙ୍କୁ ମେଣ୍ଢା ଭାବୁଛି କି ଆନ୍ଧ୍ର ଚାଷୀ 
#Odisha
#Farmer 
#Andra
#Farming 
#kapa
#farming 
#important 
#news
#Update 
#viral
#odisha 
#boudha 
#News 
#bhubaneswar
    user_Utkal Gourav
    Utkal Gourav
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.