Shuru
Apke Nagar Ki App…
ଆଜି ବୌଦ୍ଧ କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ଠାରେ "ଖରିପ୍ ଧାନକ୍ରୟ ଶୁଭାରମ୍ଭ" ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭଉଦ୍ଘାଟନ କରିଥିଲେ । ଏଥିରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ ମଧ୍ୟ ଯୋଗଦେଇଥିଲେ ।
Ranjan Kumar Dash
ଆଜି ବୌଦ୍ଧ କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ଠାରେ "ଖରିପ୍ ଧାନକ୍ରୟ ଶୁଭାରମ୍ଭ" ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭଉଦ୍ଘାଟନ କରିଥିଲେ । ଏଥିରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ ମଧ୍ୟ ଯୋଗଦେଇଥିଲେ ।
More news from ଓଡ଼ିଶା and nearby areas
- ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ପାଇଁ ସଚେତନତା ସଭା l ବୌଦ୍ଧ ଜିଲ୍ଲାର ମାଧପୁର ବନାଞ୍ଚଳରେ ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା କରିବା ନିମନ୍ତେ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ମାଧପୁର ରେଞ୍ଜଅଧିକାରୀ ଆସିକ କୁମାର ଡିଗାଲଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସଚେତନତା ସଭାରେ ଅଞ୍ଚଳର ବହୁ ଜନସାଧାରଣ ଓ ବନ ସୁରକ୍ଷା ସହ ଜଡିତ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ।ସଭାରେ ଗ୍ରୀଷ୍ମ ଋତୁ ଆରମ୍ଭ ସହିତ ଜଙ୍ଗଲରେ ନିଆଁ ଲାଗିବାର ଆଶଙ୍କା ବଢ଼ିଥାଏ ବୋଲି ବନ ବିଭାଗ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଜଙ୍ଗଲ ଆମ ପରିବେଶ, ଜଳବାୟୁ ସମତୁଳନ ଓ ବନ୍ୟପ୍ରାଣୀଙ୍କ ଜୀବନ ପାଇଁ ଅତ୍ୟନ୍ତ ଜରୁରୀ ଥିବାରୁ ଏହାକୁ ନିଆଁ ଦାଉରୁ ସୁରକ୍ଷା କରିବାରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ରେଞ୍ଜର ଡିଗାଲ ମତ ପ୍ରକାଶ କରିଥିଲେ। ଜଙ୍ଗଲରେ ଅବହେଳାବଶତଃ ନିଆଁ ନ ଲଗାଇବା, ଶୁଖିଲା ପତ୍ର କିମ୍ବା ଘାସକୁ ଅଗ୍ନି ସଂସ୍ପର୍ଶ ନ କରିବା ଏବଂ କୌଣସି ସ୍ଥାନରେ ନିଆଁ ଦେଖିଲେ ସତ୍ବରେ ବନ ବିଭାଗକୁ ସୂଚନା ଦେବାକୁ ଲୋକମାନଙ୍କୁ ଏସି ଏଫ ଆଶିଷ କହଁର ଅନୁରୋଧ କରିଥିଲେ l ଏହି କାର୍ଯ୍ୟକ୍ରମରେ ଏସି ଏଫ ଆଶିଷ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଡଡେଣି ଗଡ଼ ପଞ୍ଚାୟତର ସରପଞ୍ଚ ଅଜିତ କୁମାର ପ୍ରଧାନ ଏବଂ ମାଧପୁର ରେଞ୍ଜରେ କାର୍ଯ୍ୟରତ ବନପାଳ ଅଭିମନ୍ୟୁ ମହାନ୍ତି, ଭକ୍ତ ବତ୍ସଳ ମଲ୍ଲିକ, ସୁମନ୍ତ ମଲ୍ଲିକ,ଫରେଷ୍ଟ ଗାର୍ଡ ଶରତ ନାଏକ, ସୀତାରାମ ବେହେରା, ମିଲି କିସ୍ପିଟା, ଗୀତା ଏକ୍କା, ବୀଣାପାଣି ଖଡୁଆ ସମେତ ସ୍କ୍ୱାର୍ଡ ଟିମ ଉପସ୍ଥିତ ରହିଥିଲେ। ସଭାରେ ଜଙ୍ଗଲ ସୁରକ୍ଷା ପାଇଁ ସମସ୍ତଙ୍କୁ ସଚେତନ ରହିବା ସହ ବନ ବିଭାଗକୁ ସହଯୋଗ କରିବାକୁ ଆହ୍ୱାନ କରାଯାଇଥିଲା।1
- ଆଜି ସନ୍ଧ୍ୟାରେ ମିଶନ ଶକ୍ତି ବିଭାଗ ଓ ଜ଼ିଲ୍ଲା ପ୍ରଶାସନ, ବୌଦ୍ଧଙ୍କ ମିଳିତ ଆନୁକୂଲ୍ୟରେ ଜ଼ିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ଷଷ୍ଠ ସନ୍ଧ୍ୟାର କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି l ଏହି ମେଳା ମାର୍ଚ୍ଚ 6 ତାରିଖ ଠାରୁ ଆରମ୍ଭ ହୋଇ 12 ମାର୍ଚ୍ଚ ପର୍ଯ୍ୟନ୍ତ କଚେରୀ ପଡିଆ ଠାରେ ଅନୁଷ୍ଠିତ ହେଉଛି l ଏହି ଉପଲକ୍ଷେ ମୋଟ 120 ଟି ଷ୍ଟଲ ଖୋଲା ଯାଇଛି l ଆଜିର ଷଷ୍ଠ ସନ୍ଧ୍ୟା କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଜ଼ିଲ୍ଲାପାଳ ବିଭୁତି ଭୂଷଣ ନାୟକ1
- Post by Pitambar Sahu1
- #କଥା_ଆପଣଙ୍କର, #ବ୍ୟଥା_ଲୋକଙ୍କର ସୁବର୍ଣ୍ଣପୁର: ଗତ ଅକ୍ଟୋବର ମାସରେ ବୁଲା ଗାଈଗୋରୁ ରାସ୍ତାରେ ଦୃଷ୍ଟି ଗୋଚର ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁବର୍ଣ୍ଣପୁର ଜିଲ୍ଲପାଳ ଡ ନୃପାରାଜ୍ ସାହୁ ପ୍ରତିଶ୍ରୁତି ଏବଂ ଚେତାବନୀ ଦେଇଥିଲେ। ହେଲେ ପାଞ୍ଚମାସ ବିତିଯାଇଥିଲେ ହେଁ ପୁରାଣ ହୋଇପାରିନାହିଁ।1
- Post by BAHUJAN ADHIKAR1
- Post by Sonepur news khulasa1
- ସୁବର୍ଣ୍ଣପୁର ଜିଲ୍ଲାରେ ଅଫିମ ଚାଷ l ଖବର ପାଇ ଏସପିଙ୍କ ନେତୃତ୍ୱରେ ଚଢ଼ାଉ କଲା ପୋଲିସ1
- ବୌଦ୍ଧ ସହର ନିକଟ ସରସରା ଗ୍ରାମକୁ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ । ବୃଦ୍ଧାଙ୍କୁ ସରକାରୀ ଯୋଜନାରେ ସାମିଲ କରିବାକୁ ହରଭଙ୍ଗା ବିଡ଼ିଓଙ୍କୁ ନିର୍ଦ୍ଦେଶ । ସରକାରୀ ଯୋଜନାରୁ ବଞ୍ଚିତ ନେଇ ଗାମା କହଁର ଜନଶୁଣାଣୀରେ ଅଭିଯୋଗ କରିଥିଲେ ।1