logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗଞ୍ଜାମ ଜିଲ୍ଲା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ପୋଲିସ ସରକାରୀ ଦଳର ହାତବାରିସୀ ସାଜିବା, କଟନିଛଟନି, ମଣ୍ଡି ସମସ୍ୟା, ନାରୀ ନିର୍ଯାତନା, ଏବଂ ବେରୋଜଗାରୀ ସମସ୍ୟାର ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ବିଜେଡି ପକ୍ଷରୁ ଆଜି ଆର୍ ଡି ସି ଅଫିସ ଘେରାଉ କରାଯାଇଛି । ବିରୋଧୀ ଦଳରେ ଥିବାବେଳେ ଯେଉଁ ନେତା ମାନେ ମଣ୍ଡିକୁ ମଣ୍ଡି ବୁଲୁଥିଲେ,ଏବେ ସରକାରରେ ଆସିବା ପରେ ସେହି ନେତାମାନେ ଚାଷୀକୁଳର ସମସ୍ୟାକୁ ଗମ୍ଭୀରତାର ସହିତ ନେଉନାହାନ୍ତି । ବିଜେଡି କର୍ମୀ ମାନଙ୍କର କୌଣସି ଦୋଷ ନଥିଲେ ମଧ୍ୟ ତାଙ୍କୁ ଏକତରଫା ଭାବେ ଗିରଫ କରାଯାଉଛି । ଅପରପକ୍ଷରେ, ଅନେକ ଜଘଣ୍ୟ ଅପରାଧ ମାମଲାରେ ଶାସକ ଦଳର ସମର୍ଥକ ସାମିଲ ଥିଲା ବେଳେ ତାଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଗଣେଶ ପାଣିଗ୍ରାହୀ ରିପୋର୍ଟ

on 19 February
user_GANESH PANlGRAHl
GANESH PANlGRAHl
ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
on 19 February

ଗଞ୍ଜାମ ଜିଲ୍ଲା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ପୋଲିସ ସରକାରୀ ଦଳର ହାତବାରିସୀ ସାଜିବା, କଟନିଛଟନି, ମଣ୍ଡି ସମସ୍ୟା, ନାରୀ ନିର୍ଯାତନା, ଏବଂ ବେରୋଜଗାରୀ ସମସ୍ୟାର ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ବିଜେଡି ପକ୍ଷରୁ ଆଜି ଆର୍ ଡି ସି ଅଫିସ ଘେରାଉ କରାଯାଇଛି । ବିରୋଧୀ ଦଳରେ ଥିବାବେଳେ ଯେଉଁ ନେତା ମାନେ ମଣ୍ଡିକୁ ମଣ୍ଡି ବୁଲୁଥିଲେ,ଏବେ ସରକାରରେ ଆସିବା ପରେ ସେହି ନେତାମାନେ ଚାଷୀକୁଳର ସମସ୍ୟାକୁ ଗମ୍ଭୀରତାର ସହିତ ନେଉନାହାନ୍ତି । ବିଜେଡି କର୍ମୀ ମାନଙ୍କର କୌଣସି ଦୋଷ ନଥିଲେ ମଧ୍ୟ ତାଙ୍କୁ ଏକତରଫା ଭାବେ ଗିରଫ କରାଯାଉଛି । ଅପରପକ୍ଷରେ, ଅନେକ ଜଘଣ୍ୟ ଅପରାଧ ମାମଲାରେ ଶାସକ ଦଳର ସମର୍ଥକ ସାମିଲ ଥିଲା ବେଳେ ତାଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଗଣେଶ ପାଣିଗ୍ରାହୀ ରିପୋର୍ଟ

More news from ଓଡ଼ିଶା and nearby areas
  • ହୁକାବାର ରେ ବିଧାୟକ ଙ୍କ ଡ୍ୟାନସ କୁ ନେଇ ବର୍ଷିଲେ କଂଗ୍ରେସ ନେତ୍ରୀ ସୋନାଲି ସାହୁ #spnewstvliveodia #breakingnews #khordanews
    1
    ହୁକାବାର ରେ ବିଧାୟକ ଙ୍କ ଡ୍ୟାନସ କୁ ନେଇ  ବର୍ଷିଲେ କଂଗ୍ରେସ ନେତ୍ରୀ ସୋନାଲି ସାହୁ #spnewstvliveodia #breakingnews #khordanews
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    12 hrs ago
  • ନରସିଂହପୁର ଓକିଲ ସଂଘ ର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଯେଉଁଥିରେ ବହୁ ଓକିଲ ଓ ସ୍ଥାନୀୟ ବିଧାୟକ ବିଜୟ ଦଳ ବେହେରା ଉପସ୍ଥିତ ଥିଲେ। କଟକ ଓଡିଶା ବାର କାଉନ୍ସିଲ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ନରସିଂହପୁର ଓକିଲ ସଂଘ ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
    1
    ନରସିଂହପୁର ଓକିଲ ସଂଘ ର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଯେଉଁଥିରେ ବହୁ ଓକିଲ ଓ ସ୍ଥାନୀୟ ବିଧାୟକ ବିଜୟ ଦଳ ବେହେରା ଉପସ୍ଥିତ ଥିଲେ। କଟକ ଓଡିଶା ବାର କାଉନ୍ସିଲ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ନରସିଂହପୁର ଓକିଲ ସଂଘ ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
    user_Narasinghpur News
    Narasinghpur News
    Local News Reporter ନରସିଂହପୁର, କଟକ, ଓଡ଼ିଶା•
    8 hrs ago
  • ଅଙ୍ଗଦାନ କରି ଅମର ହୋଇଗଲେ ରମେଶ ରଣସିଂ। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଜାଲିବାଡି ଗାଁର ରମେଶ ରଣସିଂ ନିଜର ଅଙ୍ଗ ଦାନ କରି ଅମର ହୋଇ ଯାଇଛନ୍ତି। ଗତ 31 ମାର୍ଚ୍ଚରେ ନିଜ ସମ୍ପର୍କୀୟ ଙ୍କ ସହ ବାଇକରେ ଯାଉଥିବା ବେଳେ ବଡ ସିନ୍ଧବl ଗ୍ରାମ ନିକଟରେ ଅନ୍ୟ ଏକ ବାଇକ ସହ ମୁହାଁ ମୁହିଁ ଧକ୍କା ହୋଇ ଦୁର୍ଘଟଣାର ଶିକାର ହୋଇ ଦୁଇ ବାଇକ୍ ଆରୋହୀ ଗୁରୁତ୍ତର ହୋଇ ପଡ଼ି ଥିଲେ। ଦୁଇ ଗୁରୁତରଙ୍କୁ ପ୍ରଥମେ ଚନ୍ଦ୍ରଗିରି ମେଡିକାଲରେ ପ୍ରାଥମିକ ଚିକିତ୍ସା କରି ପରେ ବ୍ରହ୍ମପୁର ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା l ସ୍ୱାସ୍ଥ୍ୟ ବସ୍ଥା ଗୁରୁତ୍ତର ହେବାରୁ ରମେଶଙ୍କୁ ଶ୍ରୀକାକୁଲମ ମେଡିକାଲ କୁ ନିଆ ଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀକାକୁଲମ ମେଡିକାଲ ରେ ରମେଶ ଙ୍କ ମୃତ୍ୟୁ ଘଟିଥିଲା l ଗାଁରେ ରମେଶ ଙ୍କ ମର ଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ତାଙ୍କର ଏହି ମହତ ଦାନ ପାଇଁ ମୋହନା ଥାନା ପୋଲିସ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆ ଯାଇଛି l
    1
    ଅଙ୍ଗଦାନ କରି ଅମର ହୋଇଗଲେ ରମେଶ ରଣସିଂ।
ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଜାଲିବାଡି ଗାଁର ରମେଶ ରଣସିଂ ନିଜର ଅଙ୍ଗ ଦାନ କରି ଅମର ହୋଇ ଯାଇଛନ୍ତି। ଗତ 31 ମାର୍ଚ୍ଚରେ ନିଜ ସମ୍ପର୍କୀୟ ଙ୍କ ସହ ବାଇକରେ ଯାଉଥିବା ବେଳେ ବଡ ସିନ୍ଧବl ଗ୍ରାମ ନିକଟରେ ଅନ୍ୟ ଏକ ବାଇକ ସହ ମୁହାଁ ମୁହିଁ ଧକ୍କା ହୋଇ ଦୁର୍ଘଟଣାର ଶିକାର ହୋଇ ଦୁଇ ବାଇକ୍ ଆରୋହୀ ଗୁରୁତ୍ତର ହୋଇ ପଡ଼ି ଥିଲେ। ଦୁଇ ଗୁରୁତରଙ୍କୁ ପ୍ରଥମେ ଚନ୍ଦ୍ରଗିରି ମେଡିକାଲରେ ପ୍ରାଥମିକ ଚିକିତ୍ସା କରି ପରେ ବ୍ରହ୍ମପୁର ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା l ସ୍ୱାସ୍ଥ୍ୟ ବସ୍ଥା ଗୁରୁତ୍ତର ହେବାରୁ ରମେଶଙ୍କୁ ଶ୍ରୀକାକୁଲମ ମେଡିକାଲ କୁ ନିଆ ଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ  ଶ୍ରୀକାକୁଲମ ମେଡିକାଲ ରେ ରମେଶ ଙ୍କ ମୃତ୍ୟୁ ଘଟିଥିଲା l ଗାଁରେ ରମେଶ ଙ୍କ ମର ଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ତାଙ୍କର ଏହି ମହତ ଦାନ ପାଇଁ ମୋହନା ଥାନା ପୋଲିସ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆ ଯାଇଛି l
    user_AK14TV
    AK14TV
    ସାମ୍ବାଦିକ ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    15 hrs ago
  • 🤭🙂🙄🥺🥺🙄🙄🙄🙄🙄
    1
    🤭🙂🙄🥺🥺🙄🙄🙄🙄🙄
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    2 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel ପୁରୀ (M), ପୁରୀ, ଓଡ଼ିଶା•
    10 hrs ago
  • Post by Manoj kumar baliyarsingh
    3
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    11 hrs ago
  • ରଣପୁର ରେ ଚଢ଼ାଉ ୩୨ ଗ୍ୟାସ ଟାଙ୍କି ଜବତ #spnewstvliveodia #breakingnews #ranapurnews
    1
    ରଣପୁର ରେ ଚଢ଼ାଉ ୩୨ ଗ୍ୟାସ ଟାଙ୍କି ଜବତ #spnewstvliveodia #breakingnews #ranapurnews
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    14 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel ପୁରୀ (M), ପୁରୀ, ଓଡ଼ିଶା•
    12 hrs ago
  • ଗାଁ ଗାଁ ରେ ନିଷ୍ଠା ଓ କାଷ୍ଟା ର ପାରମ୍ପରିକ ଯାତ୍ରା -ଦଣ୍ଡ ଯାତ୍ରା ... ଦଣ୍ଡୁଆ ଙ୍କ ମଣି ଡାକରେ ଉଛିଳିବ ଗାଁ ଦାଣ୍ଡ... ଓଡ଼ିଆରେ ବାର ମାସ ରେ ତେର ପର୍ବ, ସେଇ ତେର ପର୍ବ ଭିତରୁ ଚୈତ୍ର ମାସ ରେ ଶିବ ଓ ଶକ୍ତି ଙ୍କ ଗାଁ ଗାଁ ଭ୍ରମଣ ସହ ଦଣ୍ଡ ନୃତ୍ୟ ରେ ଗାଁ ଦlଣ୍ଡଭକ୍ତି ମୟ ପରିବେଶ ରେ ଉଛୁଳି ପଡୁଛି l ଚୈତ୍ର ମାସରେ ଆରମ୍ଭ ହହୋଇଥାଏ ଶିବ ପାର୍ବତୀ ଙ୍କ ଦଣ୍ଡ ନୃତ୍ୟ, ଏହି ମାସ ରେ ପ୍ରଭୁ ଶ୍ରୀରାମ ଙ୍କ ନବମୀ ପୂଜା ଅର୍ଚନା ବିଭିନ୍ନ ସ୍ଥାନ ରେ ପାଳିତ ହେଉଥିବା ବେଳେ, ଠିକ ସେହିପରି ରେ ପ୍ରଭୁ ଶିବ ଙ୍କ ର ଦଣ୍ଡ ଯାତ୍ରା ବା ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ l ଏହି ମାସ ରେ ବିଭିନ୍ନ ଗ୍ରାମରେ ଥିବା ଦଣ୍ଡ ଯାତ୍ରା ପରମ୍ପରା କୁ ବଜାୟ ରଖିବା ପାଇଁ ଶିବ, ପାର୍ବତୀ ଙ୍କୁ ସାଙ୍ଗ ନେଇ ମାନସିକ ଧାରୀ ଭକ୍ତ ମାନେ ଛତି ଛତ୍ର. ବାନା. ଚାଉଁର ଘଣ୍ଟ. ମହୁରୀ ଢୋଲ ବାଦ୍ୟ ଦ୍ୱରା ଶିବ କାଳୀଙ୍କୁ ଗ୍ରାମେ ଗ୍ରାମେ ବୁଲାଇ ଥାନ୍ତି l ଏନେଇ ପୁର ପଲ୍ଲୀ ଠୁ ଆରମ୍ଭ କରି ବିଭିନ୍ନ ସ୍ଥାନ ରେ ଶିବଭକ୍ତ ମୟ ପରିବେଶ, ଦଣ୍ଡ ଯାତ୍ରା ଦ୍ୱାରା ଗାଁ ଦଣ୍ଡ ଉଛୁଳି ପଡୁଛି lଏପଟେ ଶିବ କାଳୀଙ୍କୁ ମଣି ଡାକ ରେ ପୁରା ପରିବେଶ ପ୍ରକମ୍ପିତ ହେଉଛି l ସେନେଇ ବୌଦ୍ଧ ଜିଲ୍ଲା ରେ ବିଭିନ୍ନ ସ୍ଥାନ ରେ ଚୈତ୍ର ଦଣ୍ଡ ଉଠିଥାଏ । ଏହି ଚୈତ୍ର ଦଣ୍ଡ ବା ଝାମୁ ଯାତ୍ରା 21ଦିନ 17,13 ଦିନ ଧରି ନିଷ୍ଠା କାଷ୍ଟା ସହିତ ପାଳିତ ହୋଇଥାଏ l ଦଣ୍ଡୁ ଆଙ୍କ କହିବା ଅନୁଯାୟୀ ତେର ଭୁକ୍ତା ବା ଦଣ୍ଡୁଆଙ୍କ ମେଳରେ ରୀତିନୀତି ଅନୁସାରେ ଦକ୍ଷିଣକାଳୀ ଓ ରୁଦ୍ରକାଳୀ ଙ୍କୁ ପୂଜାର୍ଚ୍ଚନା କରାଯାଇ ନିସାର୍ଦ୍ଧ ରାତିରେ ଦଣ୍ଡ ଉଠିଥାଏ ।ଦଣ୍ଡ ଉଠିବାର ପର ଦିନ ଗ୍ରାମ ପରିକ୍ରମା କରିବା ସହିତ ବନ୍ଦାଣ ଘେନିହୋଇଥାଏ । ଶ୍ରଦ୍ଧାଳୁ ଦଣ୍ଡୁଆମାନେ ମାସ ସାରା ନିଷ୍ଠାର ସହ ବ୍ରତ କରି କାଳୀଙ୍କୁ ପୂଜାକରି କଠିନ ସାଧନା କରିଥାନ୍ତି ଏବଂ ଆଗାମୀ ବିଷୁବ ସଂକ୍ରାନ୍ତି ବା ମେରୁ ଯାତ୍ରା ଦିନ ବ୍ରତ ଭଙ୍ଗ କରିଥାନ୍ତି।ଯାତ୍ରା ସମୟରେ ତେର ଭୁକ୍ତା ମାନଙ୍କୁ କଠୋର ନିୟମ ମାନି ଚଳିବାକୁ ହୁଏ ଧୂଳି ଦଣ୍ଡ, ପାଣି ଦଣ୍ଡ ଆଦି କରିଥାନ୍ତି। ଏଭଳି ସାଧନା ଓ ଆରାଧନାରେ ଦେବୀ ତୁଷ୍ଟ ହୋଇ ଭୁକ୍ତା ଓ ମାନସିକଧାରୀଙ୍କ ମନୋସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଚଳିତ ବର୍ଷ ଜିଲ୍ଲା ର ବୌଦ୍ଧ ର ବିଭିନ୍ନ ଗ୍ରାମ ସହିତ ହରଭଙ୍ଗା ବ୍ଲକ ବହୁ ପୁରାତନ ହରଭଙ୍ଗା, କୁସଙ୍ଗ,ତିଲେଶ୍ଵର, ସରଧାପୁର, ପୁରୁଣା କଟକ, ତାକୁଡ଼, ଖଣ୍ଡହତା, ବୁରୁବୁଡ଼ା, ସାକୁସିଙ୍ଗା, ଧଳପୁର, କରଡ଼ି, ପୁରୁଣା କଟକ, ବନ୍ତିଝୁଲି, ଖଲିଆପାଲି,ଲଣ୍ଡେ ଜୁର, ସରସରା, ମହୁଲ ବୁରୀ, ବିରାମଚନ୍ଦ୍ର ପୁର ଆଦି ଗ୍ରାମ ଗୁଡିକ ରେ ଚୈତ୍ର ଦଣ୍ଡ ଯାତ୍ରା ହେଉଥିବାବେଳେ ଏହି ଯାତ୍ରା ହେଉଥିବା ଗ୍ରାମ ଗୁଡିକ ରେ ଆମିଷ ବାରଣ ରହିଥାଏ l
    1
    ଗାଁ ଗାଁ ରେ ନିଷ୍ଠା ଓ କାଷ୍ଟା ର ପାରମ୍ପରିକ ଯାତ୍ରା -ଦଣ୍ଡ ଯାତ୍ରା 
... ଦଣ୍ଡୁଆ ଙ୍କ ମଣି ଡାକରେ ଉଛିଳିବ ଗାଁ ଦାଣ୍ଡ...
ଓଡ଼ିଆରେ ବାର ମାସ ରେ ତେର ପର୍ବ, ସେଇ ତେର ପର୍ବ ଭିତରୁ ଚୈତ୍ର ମାସ ରେ ଶିବ ଓ ଶକ୍ତି ଙ୍କ ଗାଁ ଗାଁ ଭ୍ରମଣ ସହ ଦଣ୍ଡ ନୃତ୍ୟ ରେ ଗାଁ ଦlଣ୍ଡଭକ୍ତି ମୟ ପରିବେଶ ରେ ଉଛୁଳି ପଡୁଛି l ଚୈତ୍ର ମାସରେ  ଆରମ୍ଭ ହହୋଇଥାଏ ଶିବ ପାର୍ବତୀ ଙ୍କ ଦଣ୍ଡ ନୃତ୍ୟ, ଏହି ମାସ ରେ ପ୍ରଭୁ ଶ୍ରୀରାମ ଙ୍କ ନବମୀ ପୂଜା ଅର୍ଚନା ବିଭିନ୍ନ ସ୍ଥାନ ରେ ପାଳିତ ହେଉଥିବା ବେଳେ, ଠିକ ସେହିପରି ରେ ପ୍ରଭୁ ଶିବ ଙ୍କ ର ଦଣ୍ଡ ଯାତ୍ରା ବା ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ l ଏହି ମାସ ରେ ବିଭିନ୍ନ ଗ୍ରାମରେ ଥିବା ଦଣ୍ଡ ଯାତ୍ରା ପରମ୍ପରା କୁ ବଜାୟ ରଖିବା ପାଇଁ ଶିବ, ପାର୍ବତୀ ଙ୍କୁ ସାଙ୍ଗ ନେଇ ମାନସିକ ଧାରୀ ଭକ୍ତ ମାନେ ଛତି ଛତ୍ର. ବାନା. ଚାଉଁର ଘଣ୍ଟ. ମହୁରୀ ଢୋଲ ବାଦ୍ୟ ଦ୍ୱରା ଶିବ କାଳୀଙ୍କୁ ଗ୍ରାମେ ଗ୍ରାମେ ବୁଲାଇ ଥାନ୍ତି l ଏନେଇ ପୁର ପଲ୍ଲୀ ଠୁ ଆରମ୍ଭ କରି  ବିଭିନ୍ନ ସ୍ଥାନ ରେ ଶିବଭକ୍ତ ମୟ ପରିବେଶ, ଦଣ୍ଡ ଯାତ୍ରା ଦ୍ୱାରା ଗାଁ ଦଣ୍ଡ ଉଛୁଳି ପଡୁଛି lଏପଟେ ଶିବ କାଳୀଙ୍କୁ ମଣି ଡାକ ରେ ପୁରା ପରିବେଶ ପ୍ରକମ୍ପିତ ହେଉଛି l ସେନେଇ ବୌଦ୍ଧ ଜିଲ୍ଲା ରେ ବିଭିନ୍ନ ସ୍ଥାନ ରେ ଚୈତ୍ର ଦଣ୍ଡ ଉଠିଥାଏ । ଏହି ଚୈତ୍ର ଦଣ୍ଡ ବା ଝାମୁ ଯାତ୍ରା 21ଦିନ 17,13 ଦିନ ଧରି ନିଷ୍ଠା କାଷ୍ଟା ସହିତ ପାଳିତ ହୋଇଥାଏ l ଦଣ୍ଡୁ ଆଙ୍କ କହିବା ଅନୁଯାୟୀ ତେର ଭୁକ୍ତା ବା ଦଣ୍ଡୁଆଙ୍କ ମେଳରେ ରୀତିନୀତି ଅନୁସାରେ ଦକ୍ଷିଣକାଳୀ ଓ ରୁଦ୍ରକାଳୀ ଙ୍କୁ ପୂଜାର୍ଚ୍ଚନା କରାଯାଇ ନିସାର୍ଦ୍ଧ ରାତିରେ ଦଣ୍ଡ ଉଠିଥାଏ ।ଦଣ୍ଡ ଉଠିବାର ପର ଦିନ  ଗ୍ରାମ ପରିକ୍ରମା କରିବା ସହିତ ବନ୍ଦାଣ ଘେନିହୋଇଥାଏ । ଶ୍ରଦ୍ଧାଳୁ ଦଣ୍ଡୁଆମାନେ ମାସ ସାରା ନିଷ୍ଠାର ସହ ବ୍ରତ କରି  କାଳୀଙ୍କୁ ପୂଜାକରି କଠିନ ସାଧନା କରିଥାନ୍ତି ଏବଂ ଆଗାମୀ ବିଷୁବ ସଂକ୍ରାନ୍ତି ବା ମେରୁ ଯାତ୍ରା ଦିନ ବ୍ରତ ଭଙ୍ଗ କରିଥାନ୍ତି।ଯାତ୍ରା ସମୟରେ ତେର ଭୁକ୍ତା ମାନଙ୍କୁ କଠୋର ନିୟମ ମାନି ଚଳିବାକୁ ହୁଏ ଧୂଳି ଦଣ୍ଡ, ପାଣି ଦଣ୍ଡ ଆଦି କରିଥାନ୍ତି। ଏଭଳି ସାଧନା ଓ ଆରାଧନାରେ ଦେବୀ ତୁଷ୍ଟ ହୋଇ ଭୁକ୍ତା ଓ ମାନସିକଧାରୀଙ୍କ ମନୋସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଚଳିତ ବର୍ଷ ଜିଲ୍ଲା ର ବୌଦ୍ଧ ର ବିଭିନ୍ନ ଗ୍ରାମ ସହିତ ହରଭଙ୍ଗା ବ୍ଲକ ବହୁ ପୁରାତନ ହରଭଙ୍ଗା, କୁସଙ୍ଗ,ତିଲେଶ୍ଵର, ସରଧାପୁର, ପୁରୁଣା କଟକ, ତାକୁଡ଼, ଖଣ୍ଡହତା, ବୁରୁବୁଡ଼ା, ସାକୁସିଙ୍ଗା, ଧଳପୁର, କରଡ଼ି, ପୁରୁଣା କଟକ, ବନ୍ତିଝୁଲି, ଖଲିଆପାଲି,ଲଣ୍ଡେ ଜୁର, ସରସରା, ମହୁଲ ବୁରୀ, ବିରାମଚନ୍ଦ୍ର ପୁର ଆଦି ଗ୍ରାମ ଗୁଡିକ ରେ ଚୈତ୍ର ଦଣ୍ଡ ଯାତ୍ରା ହେଉଥିବାବେଳେ ଏହି ଯାତ୍ରା ହେଉଥିବା ଗ୍ରାମ ଗୁଡିକ ରେ ଆମିଷ ବାରଣ ରହିଥାଏ  l
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.