logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭୁବନେଶ୍ୱରରୁ ନବରଙ୍ଗପୁର ଯାଉଥିବା ଗୋଟିଏ ବେସରକାରୀ ବସ୍‌ ଆଜି ସକାଳେ ରାମଭଦ୍ରପୁରମ୍‌ ନିକଟରେ ଆଗ୍ନିକାଣ୍ଡରେ ପଡ଼ିଗଲା। ଭୁବନେଶ୍ୱରରୁ ନବରଙ୍ଗପୁର ଯାଉଥିବା ଗୋଟିଏ ବେସରକାରୀ ବସ୍‌ ଆଜି ସକାଳେ ରାମଭଦ୍ରପୁରମ୍‌ ନିକଟରେ ଆଗ୍ନିକାଣ୍ଡରେ ପଡ଼ିଗଲା। ବସ୍‌ଟିର ପଛ ଟାୟାର ଫାଟିଯିବା ପରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ବସ୍‌ରେ ଥିବା ସମସ୍ତ ୩୭ ଯାତ୍ରୀ ସୁରକ୍ଷିତ ଭାବେ ବାହାରି ପଡ଼ିଥିବାରୁ ବଡ଼ ଅପମୃତ୍ୟୁ ଟଳିଯାଇଛି। କିନ୍ତୁ କିଛି ସମୟ ମଧ୍ୟରେ ବସ୍‌ଟି ସମ୍ପୂର୍ଣ୍ଣ ଭାବେ ଆଗ୍ନିକାଣ୍ଡରେ ପୁଡ଼ି ଯାଇଛି। ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡାର ବିଧାୟକ ମଧ୍ୟ ଏହି ବସ୍‌ରେ ଯାତ୍ରା କରୁଥିଲେ। ସେ ମଧ୍ୟ ସୁରକ୍ଷିତ ଅବସ୍ଥାରେ ଅଛନ୍ତି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଆଗ୍ନିକୁ ନିୟନ୍ତ୍ରଣ କରିଥିଲା।

on 21 March
user_UD MEDIA NEWS
UD MEDIA NEWS
Journalist ଜୟପୁର, କୋରାପୁଟ, ଓଡ଼ିଶା•
on 21 March

ଭୁବନେଶ୍ୱରରୁ ନବରଙ୍ଗପୁର ଯାଉଥିବା ଗୋଟିଏ ବେସରକାରୀ ବସ୍‌ ଆଜି ସକାଳେ ରାମଭଦ୍ରପୁରମ୍‌ ନିକଟରେ ଆଗ୍ନିକାଣ୍ଡରେ ପଡ଼ିଗଲା। ଭୁବନେଶ୍ୱରରୁ ନବରଙ୍ଗପୁର ଯାଉଥିବା ଗୋଟିଏ ବେସରକାରୀ ବସ୍‌ ଆଜି ସକାଳେ ରାମଭଦ୍ରପୁରମ୍‌ ନିକଟରେ ଆଗ୍ନିକାଣ୍ଡରେ ପଡ଼ିଗଲା। ବସ୍‌ଟିର ପଛ ଟାୟାର ଫାଟିଯିବା ପରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ବସ୍‌ରେ ଥିବା ସମସ୍ତ ୩୭ ଯାତ୍ରୀ ସୁରକ୍ଷିତ ଭାବେ ବାହାରି ପଡ଼ିଥିବାରୁ ବଡ଼ ଅପମୃତ୍ୟୁ ଟଳିଯାଇଛି। କିନ୍ତୁ କିଛି ସମୟ ମଧ୍ୟରେ ବସ୍‌ଟି ସମ୍ପୂର୍ଣ୍ଣ ଭାବେ ଆଗ୍ନିକାଣ୍ଡରେ ପୁଡ଼ି ଯାଇଛି। ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡାର ବିଧାୟକ ମଧ୍ୟ ଏହି ବସ୍‌ରେ ଯାତ୍ରା କରୁଥିଲେ। ସେ ମଧ୍ୟ ସୁରକ୍ଷିତ ଅବସ୍ଥାରେ ଅଛନ୍ତି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଆଗ୍ନିକୁ ନିୟନ୍ତ୍ରଣ କରିଥିଲା।

More news from ଓଡ଼ିଶା and nearby areas
  • ଗୋଟିଏ ଦିନ ପାଇଁ ମନେ ପଡିଲା ଓଡିଆ ଅସ୍ମିତାର କଥା ଜୟପୁରରେ ଓଡିଆ ପକ୍ଷ ପାଳନ: ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ପକ୍ଷରୁ ଓଡିଆ ନାମ ଫଳକ ଅଭିଯାନରେ ସଚେତନତା ପଦଯାତ୍ରା
    1
    ଗୋଟିଏ ଦିନ ପାଇଁ ମନେ ପଡିଲା ଓଡିଆ ଅସ୍ମିତାର କଥା ଜୟପୁରରେ ଓଡିଆ ପକ୍ଷ ପାଳନ: ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ପକ୍ଷରୁ ଓଡିଆ ନାମ ଫଳକ ଅଭିଯାନରେ ସଚେତନତା ପଦଯାତ୍ରା
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    13 hrs ago
  • କୁଡମୁଲ ଗ୍ରାମରେ ଆଦିବାସୀ ପରମ୍ପରାରେ ମାଁ ମାଉଲି ଯାତ୍ରା ତଥା ପୋଢମରା ଯାତ୍ରା ଅନୁଷ୍ଠିତ ହୋଇଯାଇଛି
    1
    କୁଡମୁଲ ଗ୍ରାମରେ ଆଦିବାସୀ ପରମ୍ପରାରେ ମାଁ ମାଉଲି ଯାତ୍ରା ତଥା ପୋଢମରା ଯାତ୍ରା ଅନୁଷ୍ଠିତ ହୋଇଯାଇଛି
    user_Koraput News
    Koraput News
    ସାମ୍ବାଦିକ କୋରାପୁଟ, କୋରାପୁଟ, ଓଡ଼ିଶା•
    19 hrs ago
  • Moderate Mag. 4.4 Earthquake - 33 km Southwest of Sunabeda, Koraput, State of Odisha, India, on Saturday, Apr 4, 2026, at 11:31 pm (Kolkata Time)
    1
    Moderate Mag. 4.4 Earthquake - 33 km Southwest of Sunabeda, Koraput, State of Odisha, India, on Saturday, Apr 4, 2026, at 11:31 pm (Kolkata Time)
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    4 hrs ago
  • ମହମ୍ମଦ ମୋକିମଙ୍କ ଉପସ୍ଥିତିରେ ଅନ୍ୟ ଦଳ ଛାଡ଼ି ବହୁ ନେତା ଓଡ଼ିଆ ଜନତା କଂଗ୍ରେସ୍ ରେ ସାମିଲ। ଦଳରେ ମିଶିଲେ ଅନେକ ନେତା।
    1
    ମହମ୍ମଦ ମୋକିମଙ୍କ ଉପସ୍ଥିତିରେ ଅନ୍ୟ ଦଳ ଛାଡ଼ି ବହୁ ନେତା ଓଡ଼ିଆ ଜନତା କଂଗ୍ରେସ୍ ରେ ସାମିଲ। 
ଦଳରେ ମିଶିଲେ ଅନେକ ନେତା।
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    7 hrs ago
  • Post by HABIL DONGRI
    1
    Post by HABIL DONGRI
    user_HABIL DONGRI
    HABIL DONGRI
    ଦାସମନ୍ତପୁର, କୋରାପୁଟ, ଓଡ଼ିଶା•
    8 hrs ago
  • ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେ ଆଜି ଦଣ୍ଡ ନାଚ ଅନୁଷ୍ଠିତ ହୋଇଯାଇଛି
    1
    ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେ ଆଜି ଦଣ୍ଡ ନାଚ ଅନୁଷ୍ଠିତ ହୋଇଯାଇଛି
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    11 hrs ago
  • ଦେଖନ୍ତୁ ମାଁ ମାଟି ପାଇଁ ଲଢେଇ କରୁଛନ୍ତି ଆପଣ ମାନଙ୍କୁ ଭାଇ ଭଉଣୀ ମାନେ ରାୟଗଡ଼ା ଜିଲ୍ଲା କଳାହାଣ୍ଡି ର
    1
    ଦେଖନ୍ତୁ ମାଁ ମାଟି ପାଇଁ ଲଢେଇ କରୁଛନ୍ତି ଆପଣ ମାନଙ୍କୁ ଭାଇ ଭଉଣୀ ମାନେ ରାୟଗଡ଼ା ଜିଲ୍ଲା କଳାହାଣ୍ଡି ର
    user_Baleswar Naik
    Baleswar Naik
    Thuamul Rampur, Kalahandi•
    13 hrs ago
  • ଜୟପୁର ଠାରେ ବହୁ ଉତ୍ସାହ ଓ ଆନନ୍ଦର ସହିତ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂତନ ଶିକ୍ଷାବର୍ଷ ଆରମ୍ଭ ଅବସରରେ ଛୋଟ ଛୋଟ ଶିଶୁମାନଙ୍କୁ ବିଦ୍ୟାଳୟରେ ଶିକ୍ଷା ଯାତ୍ରାର ଶୁଭାରମ୍ଭ କରାଯାଇଛି।
    1
    ଜୟପୁର ଠାରେ ବହୁ ଉତ୍ସାହ ଓ ଆନନ୍ଦର ସହିତ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂତନ ଶିକ୍ଷାବର୍ଷ ଆରମ୍ଭ ଅବସରରେ ଛୋଟ ଛୋଟ ଶିଶୁମାନଙ୍କୁ ବିଦ୍ୟାଳୟରେ ଶିକ୍ଷା ଯାତ୍ରାର ଶୁଭାରମ୍ଭ କରାଯାଇଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.