logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆଞ୍ଚଳିକ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା କୁ ପ୍ରଶଂସା କଲେ ନୂତନ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ

15 hrs ago
user_AK14TV
AK14TV
Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
15 hrs ago

ଆଞ୍ଚଳିକ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା କୁ ପ୍ରଶଂସା କଲେ ନୂତନ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ

More news from ଓଡ଼ିଶା and nearby areas
  • ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ମକା ଫସଲ ନଷ୍ଟ । ହଠାତ୍ ଅଗ୍ନିକାଣ୍ଡ ଘଟି ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ଅଧୀନରେ ଥିବା ତୀର୍ଷା ମାଳି,ଆନ୍ଦ୍ରିୟ ଜେନା,ସରସ ଆନନ୍ଦ,ସଂଜୁମଣୀ ଲିମାଙ୍କ ଲକ୍ଷାଧି ଟଙ୍କାର ଶୁଖିଲା ମକା ପୋଡ଼ି ପାଉଁଶ ହୋଇଯାଇଛି। ଗ୍ରାମବାସୀଙ୍କ ସହଯୋଗ ଏବଂ ଅଗ୍ନିଶ୍ରମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ସୁଦ୍ଧା ଲକ୍ଷ ଲକ୍ଷ ଟଙ୍କାର ମକା ପୋଡ଼ି ପାଉଁଶ ହୋଇଯିବା ଖରା, ବର୍ଷା, ଶୀତ କାକର କୁ ଖାତିର ନ କରି ପରିବାର ଚଳାଇବା ପାଇଁ ଏହି ଚାରିଜଣ କରିଥିବା ପରିଶ୍ରମ ଏବେ ପାଣିରେ ପଡ଼ିଲା ଭଳି ଲାଗୁଛି। ତୁରନ୍ତ ପ୍ରଶାସନ ଉକ୍ତ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।
    1
    ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ମକା ଫସଲ ନଷ୍ଟ । ହଠାତ୍ ଅଗ୍ନିକାଣ୍ଡ ଘଟି ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ଅଧୀନରେ ଥିବା ତୀର୍ଷା ମାଳି,ଆନ୍ଦ୍ରିୟ ଜେନା,ସରସ ଆନନ୍ଦ,ସଂଜୁମଣୀ ଲିମାଙ୍କ ଲକ୍ଷାଧି ଟଙ୍କାର ଶୁଖିଲା ମକା ପୋଡ଼ି ପାଉଁଶ ହୋଇଯାଇଛି। ଗ୍ରାମବାସୀଙ୍କ ସହଯୋଗ ଏବଂ ଅଗ୍ନିଶ୍ରମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ସୁଦ୍ଧା ଲକ୍ଷ ଲକ୍ଷ ଟଙ୍କାର ମକା ପୋଡ଼ି ପାଉଁଶ ହୋଇଯିବା ଖରା, ବର୍ଷା, ଶୀତ କାକର କୁ ଖାତିର ନ କରି ପରିବାର ଚଳାଇବା ପାଇଁ ଏହି ଚାରିଜଣ କରିଥିବା ପରିଶ୍ରମ ଏବେ ପାଣିରେ ପଡ଼ିଲା ଭଳି ଲାଗୁଛି। ତୁରନ୍ତ ପ୍ରଶାସନ ଉକ୍ତ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।
    user_GUMMA UPDATE NEWS
    GUMMA UPDATE NEWS
    Librarian ସେରଙ୍ଗୋ, ଗଜପତି, ଓଡ଼ିଶା•
    3 hrs ago
  • Post by GANESH PANlGRAHl
    1
    Post by GANESH PANlGRAHl
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    9 hrs ago
  • ରାଜ୍ୟ କୃଷକ ସଂଘ ସଭାପତିଙ୍କ ପ୍ରଭାକର ନାୟକ ଙ୍କ ନେତୃତ୍ୱରେ ଆଜି ବିଷମକଟକ ତହସିଲ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ଉଦ୍ଦେଶ୍ୟରେ ଚାଷୀମାନଙ୍କ ବିଭିନ୍ନ ଦାବୀ ନେଇ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ଅନୁପସ୍ଥିତିରେ, ତହସିଲ ବଡ଼ବାବୁ କାଳୀଚରଣ ରଥ ମହୋଦୟ ଦାବୀପତ୍ର ଗ୍ରହଣ କରିଥିଲେ । ଏହି ଅବସରରେ ରାୟଗଡ଼ା ଜିଲ୍ଲା ସଭାପତି ବାଳ ମୁକୁନ୍ଦ ପାଳ, ଜିଲ୍ଲା କ୍ୟାସିଅର ଅମିତ କୁମାର ପାଢ଼ୀ, ଜିଲ୍ଲା ସମ୍ପାଦକ ଜବାବ ପାଲକା, ମୁନିଗୁଡା ବ୍ଲକ ସଭାପତି ସୁକାନ୍ତ କୁମାର ସେଠୀ, ବିଷମକଟକ ବ୍ଲକ କୃଷକ ଶିବ ପ୍ରସାଦ ପାଢ଼ୀ, ବିଷମକଟକ ବ୍ଲକ କୃଷି ସଭାନେତ୍ରୀ ଏସ୍.କେ. ପଙ୍କଜିନୀ ନାଗ, ଯୁବ ଚାଷୀ ଅଜୟ କୁମାର ଗୁଡ଼ଲା, ଭି. ଅଶୋକ, ଶଶୀ ଭୂଷଣ ବେହେରା ଓ ଶିବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଚାଷୀମାନଙ୍କ ପକ୍ଷରୁ ଧାନ କ୍ରୟରେ ହେଉଥିବା ବିଳମ୍ବ, ଟୋକେନ୍ ଅଭାବ, କଟଣୀ–ଛଟଣୀ ନାମରେ ଚାଲିଥିବା ଅନିୟମ ଓ ଦୁର୍ନୀତିକୁ ତୁରନ୍ତ ବନ୍ଦ କରିବା ସହ ସମସ୍ତ ଚାଷୀଙ୍କ ଧାନ ତୁରନ୍ତ କ୍ରୟ କରିବାକୁ ଦାବୀ କରାଯାଇଛି । ଦାବୀପତ୍ର ଗ୍ରହଣ କରିଥିବା ତହସିଲ ବଡ଼ବାବୁ କାଳୀଚରଣ ରଥ ଚାଷୀମାନଙ୍କ ସମସ୍ୟା ସମ୍ପର୍କରେ ଉପରସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ଆଶ୍ୱାସନ ଦେଇଥିବା ଜଣାପଡ଼ିଛି । ବର୍ତ୍ତମାନ ଚାଷୀମାନେ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଆଶା କରୁଛନ୍ତି ।
    3
    ରାଜ୍ୟ କୃଷକ ସଂଘ ସଭାପତିଙ୍କ ପ୍ରଭାକର ନାୟକ ଙ୍କ ନେତୃତ୍ୱରେ ଆଜି ବିଷମକଟକ ତହସିଲ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ଉଦ୍ଦେଶ୍ୟରେ ଚାଷୀମାନଙ୍କ ବିଭିନ୍ନ ଦାବୀ ନେଇ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।
ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ଅନୁପସ୍ଥିତିରେ, ତହସିଲ ବଡ଼ବାବୁ କାଳୀଚରଣ ରଥ ମହୋଦୟ ଦାବୀପତ୍ର ଗ୍ରହଣ କରିଥିଲେ ।
ଏହି ଅବସରରେ ରାୟଗଡ଼ା ଜିଲ୍ଲା ସଭାପତି ବାଳ ମୁକୁନ୍ଦ ପାଳ, ଜିଲ୍ଲା କ୍ୟାସିଅର ଅମିତ କୁମାର ପାଢ଼ୀ, ଜିଲ୍ଲା ସମ୍ପାଦକ ଜବାବ ପାଲକା, ମୁନିଗୁଡା ବ୍ଲକ ସଭାପତି ସୁକାନ୍ତ କୁମାର ସେଠୀ, ବିଷମକଟକ ବ୍ଲକ କୃଷକ ଶିବ ପ୍ରସାଦ ପାଢ଼ୀ, ବିଷମକଟକ ବ୍ଲକ କୃଷି ସଭାନେତ୍ରୀ ଏସ୍.କେ. ପଙ୍କଜିନୀ ନାଗ, ଯୁବ ଚାଷୀ ଅଜୟ କୁମାର ଗୁଡ଼ଲା, ଭି. ଅଶୋକ, ଶଶୀ ଭୂଷଣ ବେହେରା ଓ ଶିବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଚାଷୀମାନଙ୍କ ପକ୍ଷରୁ ଧାନ କ୍ରୟରେ ହେଉଥିବା ବିଳମ୍ବ, ଟୋକେନ୍ ଅଭାବ, କଟଣୀ–ଛଟଣୀ ନାମରେ ଚାଲିଥିବା ଅନିୟମ ଓ ଦୁର୍ନୀତିକୁ ତୁରନ୍ତ ବନ୍ଦ କରିବା ସହ ସମସ୍ତ ଚାଷୀଙ୍କ ଧାନ ତୁରନ୍ତ କ୍ରୟ କରିବାକୁ ଦାବୀ କରାଯାଇଛି ।
ଦାବୀପତ୍ର ଗ୍ରହଣ କରିଥିବା ତହସିଲ ବଡ଼ବାବୁ କାଳୀଚରଣ ରଥ ଚାଷୀମାନଙ୍କ ସମସ୍ୟା ସମ୍ପର୍କରେ ଉପରସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ଆଶ୍ୱାସନ ଦେଇଥିବା ଜଣାପଡ଼ିଛି ।
ବର୍ତ୍ତମାନ ଚାଷୀମାନେ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଆଶା କରୁଛନ୍ତି ।
    user_Narattam Kumar padhy
    Narattam Kumar padhy
    Journalist ବିଷମାକଟକ, ରାୟଗଡା, ଓଡ଼ିଶା•
    17 hrs ago
  • 326 ଜାତୀୟ ରାଜ ପଥର ଉନ୍ନତୀକରଣ ଓ ପ୍ରଶସ୍ତିକରଣ ହେବା ନେଇ ଲକ୍ଷ୍ମୀପୁର ଠାରେ ସରକାରଙ୍କୁ ଧନ୍ଯବାଦ ଜଣାଇଲେ ବିଧାୟକ
    1
    326 ଜାତୀୟ ରାଜ ପଥର ଉନ୍ନତୀକରଣ ଓ ପ୍ରଶସ୍ତିକରଣ ହେବା ନେଇ ଲକ୍ଷ୍ମୀପୁର ଠାରେ ସରକାରଙ୍କୁ ଧନ୍ଯବାଦ ଜଣାଇଲେ ବିଧାୟକ
    user_KADAMBINI
    KADAMBINI
    Journalist ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    19 hrs ago
  • ବେଗୁନିଆପଡା ବ୍ଲକରେ ପ୍ରତାପ ନାୟକଙ୍କ ମାରାଥନ ଗସ୍ତ। ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ, ବିଭିନ୍ନ ସେବା ସମବାୟ ସମିତିରେ ଧାନମଣ୍ଡି ଉଦଘାଟନ ଓ କୋଦଳାରେ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ। ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ସିଧାସଳଖ ଯୋଗାଯୋଗ ଓ ସହଯୋଗର ଆଶ୍ୱାସନ।
    1
    ବେଗୁନିଆପଡା ବ୍ଲକରେ ପ୍ରତାପ ନାୟକଙ୍କ ମାରାଥନ ଗସ୍ତ।
ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ, ବିଭିନ୍ନ ସେବା ସମବାୟ ସମିତିରେ ଧାନମଣ୍ଡି ଉଦଘାଟନ ଓ କୋଦଳାରେ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ।
ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ସିଧାସଳଖ ଯୋଗାଯୋଗ ଓ ସହଯୋଗର ଆଶ୍ୱାସନ।
    user_Ganjam Khabar
    Ganjam Khabar
    Journalist Kodala, Ganjam•
    7 hrs ago
  • Post by Swadhin kumar behera
    1
    Post by Swadhin kumar behera
    user_Swadhin kumar behera
    Swadhin kumar behera
    Dancer କୋଡ଼ାଳା, ଗଞ୍ଜାମ, ଓଡ଼ିଶା•
    7 hrs ago
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    17 hrs ago
  • ଗଜପତି ଜିଲ୍ଲାରେ ଅବୈଧ ବାଲୁ ପରିବହନ ସହ ଜଡିତ ଏକ ଗମ୍ଭୀର ଘଟଣା ୯ ଜାନୁଆରୀ ୨୦୨୬ ତାରିଖରେ ସାମ୍ନାକୁ ଆସିଛି। **Odisha Mining Department**ର ମାଇନିଂ ଅଫିସର ଓ ଜୁନିୟର ମାଇନିଂ ଅଫିସର ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଅବୈଧ ଭାବେ ଆଣାଯାଉଥିବା ବାଲୁ ସହ ଦୁଇଟି ଟିପର ଟ୍ରକ ଜବତ କରିଥିଲେ। ସୂତ୍ର ଅନୁସାରେ, ସ୍ଥାନୀୟ ସଚେତନ ନାଗରିକଙ୍କ ସହଯୋଗରେ ଏହି ଅବୈଧ ପରିବହନକୁ ଧରାଯାଇଥିଲା। ଟ୍ରକ ଜବତ ପରେ ଅଭିଯୁକ୍ତ କେ. ଜୀବନ ରାଓ ଓ ତାଙ୍କ ସହଯୋଗୀମାନେ ମାଇନିଂ କାର୍ଯ୍ୟାଳୟକୁ ଯାଇ ଜୁନିୟର ମାଇନିଂ ଅଫିସରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗଲୋଜ କରିଥିବା ସହ ଟ୍ରକ ଚଢ଼ାଇ ପ୍ରାଣରେ ମାରିଦେବା ଧମକ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଏହି ଲୋକମାନେ ନିଜକୁ ଶାସକ ଦଳର ନେତା ବୋଲି ପରିଚୟ ଦେଇ ଅଧିକାରୀମାନଙ୍କୁ ଭୟଭୀତ କରୁଛନ୍ତି। କେ. ଜୀବନ ରାଓ ନିଜକୁ ବିଜେପିର ମଣ୍ଡଳ ସଭାପତି ବୋଲି କହୁଥିବା ଦାବି କରି ମାଇନିଂ ଅଧିକାରୀ ଓ ସଚେତନ ନାଗରିକଙ୍କୁ ଧମକ ଦେଇଥିବା ଅଭିଯୋଗ ଉଠିଛି। ସୂତ୍ର କହୁଛନ୍ତି ଯେ, ଅଭିଯୁକ୍ତ ପୂର୍ବରୁ ମଧ୍ୟ ଅନେକ ଥର ଅବୈଧ ବାଲୁ ପରିବହନ ମାମଲାରେ ଧରାପଡ଼ିଥିଲେ ମଧ୍ୟ, ଅନ୍ୟମାନଙ୍କ ନାମରେ ଟିପର ଟ୍ରକ ଲିଜ୍ ନେଇ ଏହି ଅବୈଧ ବ୍ୟବସାୟ ଚାଲୁ ରଖିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଲୋକେ ଶାସକ ଦଳର ନାମ ନେଇ ଅପରାଧ କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ, ମାଇନିଂ ଅଧିକାରୀ ଓ ସଚେତନ ନାଗରିକଙ୍କ ସୁରକ୍ଷା, ଏବଂ ଅବୈଧ ବାଲୁ ପରିବହନ ଉପରେ ସ୍ଥାୟୀ ନିୟନ୍ତ୍ରଣ ଦାବି କରିଛନ୍ତି।
    1
    ଗଜପତି ଜିଲ୍ଲାରେ ଅବୈଧ ବାଲୁ ପରିବହନ ସହ ଜଡିତ ଏକ ଗମ୍ଭୀର ଘଟଣା ୯ ଜାନୁଆରୀ ୨୦୨୬ ତାରିଖରେ ସାମ୍ନାକୁ ଆସିଛି। **Odisha Mining Department**ର ମାଇନିଂ ଅଫିସର ଓ ଜୁନିୟର ମାଇନିଂ ଅଫିସର ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଅବୈଧ ଭାବେ ଆଣାଯାଉଥିବା ବାଲୁ ସହ ଦୁଇଟି ଟିପର ଟ୍ରକ ଜବତ କରିଥିଲେ।
ସୂତ୍ର ଅନୁସାରେ, ସ୍ଥାନୀୟ ସଚେତନ ନାଗରିକଙ୍କ ସହଯୋଗରେ ଏହି ଅବୈଧ ପରିବହନକୁ ଧରାଯାଇଥିଲା। ଟ୍ରକ ଜବତ ପରେ ଅଭିଯୁକ୍ତ କେ. ଜୀବନ ରାଓ ଓ ତାଙ୍କ ସହଯୋଗୀମାନେ ମାଇନିଂ କାର୍ଯ୍ୟାଳୟକୁ ଯାଇ ଜୁନିୟର ମାଇନିଂ ଅଫିସରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗଲୋଜ କରିଥିବା ସହ ଟ୍ରକ ଚଢ଼ାଇ ପ୍ରାଣରେ ମାରିଦେବା ଧମକ ଦେଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ଏହି ଲୋକମାନେ ନିଜକୁ ଶାସକ ଦଳର ନେତା ବୋଲି ପରିଚୟ ଦେଇ ଅଧିକାରୀମାନଙ୍କୁ ଭୟଭୀତ କରୁଛନ୍ତି। କେ. ଜୀବନ ରାଓ ନିଜକୁ ବିଜେପିର ମଣ୍ଡଳ ସଭାପତି ବୋଲି କହୁଥିବା  ଦାବି କରି ମାଇନିଂ ଅଧିକାରୀ ଓ ସଚେତନ ନାଗରିକଙ୍କୁ ଧମକ ଦେଇଥିବା ଅଭିଯୋଗ ଉଠିଛି।
ସୂତ୍ର କହୁଛନ୍ତି ଯେ, ଅଭିଯୁକ୍ତ ପୂର୍ବରୁ ମଧ୍ୟ ଅନେକ ଥର ଅବୈଧ ବାଲୁ ପରିବହନ ମାମଲାରେ ଧରାପଡ଼ିଥିଲେ ମଧ୍ୟ, ଅନ୍ୟମାନଙ୍କ ନାମରେ ଟିପର ଟ୍ରକ ଲିଜ୍ ନେଇ ଏହି ଅବୈଧ ବ୍ୟବସାୟ ଚାଲୁ ରଖିଛନ୍ତି।
ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଲୋକେ ଶାସକ ଦଳର ନାମ ନେଇ ଅପରାଧ କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ, ମାଇନିଂ ଅଧିକାରୀ ଓ ସଚେତନ ନାଗରିକଙ୍କ ସୁରକ୍ଷା, ଏବଂ ଅବୈଧ ବାଲୁ ପରିବହନ ଉପରେ ସ୍ଥାୟୀ ନିୟନ୍ତ୍ରଣ ଦାବି କରିଛନ୍ତି।
    user_GUMMA UPDATE NEWS
    GUMMA UPDATE NEWS
    Librarian ସେରଙ୍ଗୋ, ଗଜପତି, ଓଡ଼ିଶା•
    5 hrs ago
  • ଆମେ ଏଠି ସମସ୍ତଙ୍କୁ ଶାସନ କରିବାରେ ଦେଖିଛୁ. ସବୁ Corrupted. ସରକାର ଆଉ କାର୍ଯ୍ୟଶୈଳୀ କୁ ପରିବର୍ତନ କରିବା ସମୟ ଆସିଯାଇଛି. ରାଷ୍ଟ୍ରପତି ଶାସନ ଲାଗୁ କରିବା ସମୟ ଆସିଯାଇଛି ଏକତ୍ରିତ ହୁଅ ସନାତନୀ ମାନେ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଆମେ ଏଠି ସମସ୍ତଙ୍କୁ ଶାସନ କରିବାରେ ଦେଖିଛୁ. ସବୁ Corrupted. ସରକାର ଆଉ କାର୍ଯ୍ୟଶୈଳୀ କୁ ପରିବର୍ତନ କରିବା ସମୟ ଆସିଯାଇଛି. ରାଷ୍ଟ୍ରପତି ଶାସନ ଲାଗୁ କରିବା ସମୟ ଆସିଯାଇଛି ଏକତ୍ରିତ ହୁଅ ସନାତନୀ ମାନେ  ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.