Shuru
Apke Nagar Ki App…
Banshidhar Bemal
- ସୁବୁଦବାସକେOdishaon 14 December
- User6206Balangir, Odisha🙏on 14 December
- Tarani. Kanta. RanaKochinda, Sambalpur🤝on 13 December
- User10803Sambalpur (M), Odisha😤on 10 December
- User8942Nayagarh, Odisha👏on 10 December
More news from Sambalpur and nearby areas
- मैं शेरगढ़ ब्लॉक अध्यक्ष पर भाजपा के गुंडों द्वारा किए गए घातक हमले की कड़ी निंदा करता हूं। #Nabinpatnaik #excmoodisha1
- ସମ୍ବଲପୁର ଜିଲ୍ଲା ଜୁଯୁମୁରା ଥାନା ଅଞ୍ଚଳରୁ ଗତ ଡିସେମ୍ବର 10 ତାରିଖରୁ ଜଣେ ଦଶମ ଶ୍ରେଣୀ ପଢ଼ୁଥିବା ନାବାଳିକା ଘରୁ ନିଖୋଜ ହୋଇଯାଇଥିବା ବେଳେ ପରିବାର ଲୋକେ ଜୁଯୁମୁରା ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ର ଖାମଖିଆଲି ମନବୃତି ଯୋଗୁଁ ନାବାଳିକା ଜଣକ ଆଜି ପର୍ଯ୍ୟନ୍ତ ଠାବ ହୋଇପାରିନାହାନ୍ତି l ଏନେଇ ନାବାଳିକା ଙ୍କ ପରିବାର ଲୋକ ଜୁଯୁମୁରା ଥାନା କୁ ବାରମ୍ବାର ଦୌଡି ନିରାଶ ହେବା ପରେ ଆଜି ସମ୍ବଲପୁର ଏସପି ଙ୍କ କାର୍ଯ୍ୟାଳୟ କୁ ଆସି ଏସପି ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର ଙ୍କୁ ଏନେଇ ଲିଖିତ ଭାବରେ ଅଭିଯୋଗ କରିଛନ୍ତି l ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ନାବାଳିକା ଙ୍କୁ ବଲାଙ୍ଗୀର ଅଞ୍ଚଳର ଜଣେ ଯୁବକ ମିଛସତ କହି କୁଆଡେ ନେଇଯାଇଛନ୍ତି l ତେବେ ଜୁଯୁମୁରା ଥାନା ଏ ବିଷୟରେ ଜାଣି ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି l ତେବେ ଆଜି ଏନେଇ ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ଯଥାଶୀଘ୍ର ବିହିତ କାର୍ଯ୍ୟାନୁଷ୍ଠାନ ନେବ ଓ ଯଥାଶୀଘ୍ର ନାବାଳିକା ଙ୍କୁ ଠାବ କରିବା ବୋଲି ଆଶ୍ବସନା ଦେଇଛନ୍ତି l1
- ଜିଲ୍ଲା ସ୍ତରୀୟ ପି.ଏମ. ଶ୍ରୀ ଉତ୍ସବ ସୁବର୍ଣ୍ଣପୁର: ଜିଲ୍ଲାର ଜିଲ୍ଲା ସ୍ତରୀୟ ପି.ଏମ. ଶ୍ରୀ ଉତ୍ସବ ସୋନପୁର ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମ ସ୍ଥିତ କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।1
- ତରଭା ସେବା ସମବାୟ ସମିତି ରେ ନିଯୁକ୍ତି ନାଁରେ ବ୍ୟାପକ ଦୁର୍ନୀତି1
- Post by Sonepur news khulasa1
- ସୁବର୍ଣ୍ଣପୁର ଜିଲ୍ଲାର ଜନଗଣନା ୨୦୨୭ ର ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପ୍ରଶିକ୍ଷକଙ୍କ ତାଲିମ କାର୍ଯକ୍ରମ ଜିଲ୍ଲାପାଳଙ୍କ କାର୍ଯାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ପ୍ରମୁଖ ଜନଗଣନା ଅଧିକାରୀ ସୁବର୍ଣ୍ଣପୁରଙ୍କ ଦ୍ୱାରା ଆୟୋଜିତ ଓ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯକ୍ରମରେ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର ଶ୍ରୀ ପ୍ରଫୁଲ୍ଲ ଦାସ ଓ ଉପ ଜିଲ୍ଲାପାଳ ସୋନପୁର ଡ଼ ସୌମ୍ୟରୁପା ରଥ ପୁଙ୍ଖାନୁପୁଙ୍ଖ କ୍ଷେତ୍ର କ୍ଷେତ୍ର ପ୍ରଶିକ୍ଷକ ମାନଙ୍କୁ କିପରି ଘର ତାଳିକା ପ୍ରସ୍ତୁତି ଓ ଘର ଗଣନା କରାଯିବ ସେ ବିଷୟରେ ତିନିଦିନ ଧରି ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ କାର୍ଯକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଉପସ୍ଥିତ ରହି ତଦାରଖ କରିଥିଲେ । ଶ୍ରୀ ଶିବମ ଜୟଶ୍ୱାଳ, ଜିଲ୍ଲା ସଂଯୋଜକ ଭାବେ ରାଜ୍ୟ ସ୍ତରରୁ ତିନିଦିନ ବ୍ୟାପି ଯୋଗଦାନ କରିଥିଲେ । ଜିଲ୍ଲାସ୍ତରରୁ ଡେପୁଟି କଲେକ୍ଟର ଶ୍ରୀ ଆଜାଦ ସାହୁ ତାଲିମ କାର୍ଯକ୍ରମ ପରିଚାଳନା କରିଥିଲେ । ଏହି କ୍ଷେତ୍ର ପ୍ରଶିକ୍ଷକ ତାଲିମ କାର୍ଯକ୍ରମରେ ସର୍ବମୋଟ ୨୪ ଜଣ କ୍ଷେତ୍ର ପ୍ରଶିକ୍ଷକ ତିନିଦିନ ବ୍ୟାପି ଯୋଗଦାନ କରିଥିଲେ । ଉଭୟ ସମ୍ମିଳନୀ କକ୍ଷରେ ତାଲିମ ଗ୍ରହଣ କରିବା ସହିତ କ୍ଷେତ୍ର ସ୍ତରରେ ବିଭିନ୍ନ ଗାଁ ଗୁଡିକ ପରିଦର୍ଶନ କରି ବ୍ୟବହାରିକ ଓ ପ୍ରାୟୋଗିକ ତାଲିମ ଗ୍ରହଣ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମ ରେ ଉଭୟ ଉପଜିଲ୍ଲାପାଳଙ୍କ ସହକାରୀ ଓ ଡେପୁଟି କଲେକ୍ଟର, ତହସିଲ କାର୍ଯାଳୟର ରେଭିନ୍ୟୁ ସୁପରଭାଇଜର, ବିଭିନ୍ନ ବ୍ଲକର ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ବ୍ଲକ ମତ୍ସ୍ୟ ଅଧିକାରୀ, ଅତିରିକ୍ତ ପ୍ରୋଗ୍ରାମ ଅଧିକାରୀ ଓ ବିଭିନ୍ନ ମହାବିଦ୍ୟାଳୟ ର ଅଧ୍ୟାପକ ବୃନ୍ଦ କ୍ଷେତ୍ର ପ୍ରଶିକ୍ଷକ ଭାବେ ଯୋଗଦାନ କରିଥିଲେ । ଆଜି ଶେଷ ଦିନରେ ସମାପନ ସମୟରେ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦାନ କରିଥିଲେ।3
- 🔴 ଅଜଣା ଗାଡି ଧକ୍କାରେ ତରଭା ଏନଏସି ଜେଇଙ୍କ ମୃତ୍ୟୁ 🔴 ସୋନପୁର–ବଲାଙ୍ଗୀର ରାସ୍ତା ସାନ ଝିଙ୍କି ଛକରେ ଦୁର୍ଘଟଣା 🔴 ମୃତକ ଜେଇ ଅଶୋକ ପଧାନ, ତରଭା ଏନଏସିରେ କାର୍ଯ୍ୟରତ 🔴 ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ମାରିଲା ଅଜଣା ଗାଡି 🔴 ଘଟଣାସ୍ଥଳରେ ହିଁ ଜେଇ ଅଶୋକ ପଧାନଙ୍କ ମୃତ୍ୟୁ 🔴 ଉଲୁଣ୍ଡା ବ୍ଲକ ବାଘଲପୁର ଗାଁର ଥିଲେ ମୃତ ଅଶୋକ ପଧାନ1
- ओडिशा पर्व 2026 में शामिल हुए केंद्र मंत्री धर्मेंद्र प्रधान1