Shuru
Apke Nagar Ki App…
Dren nihate aabsayak
Chanchal Goud
Dren nihate aabsayak
More news from ଓଡ଼ିଶା and nearby areas
- Post by Mantu1
- ତଳସରା ଥାନା ଅନ୍ତର୍ଗତ ରାସୀପତ୍ରା ଗ୍ରାମରେ ଏକ ହତ୍ୟା ଘଟଣା ସାମ୍ନାକୁ କୁ ଆସିଛି। ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କୁ ହତ୍ୟା କରି ପୋଖରୀରେ ଫୋଫାଡ଼ି ଦେଇଥିବା ଦେଖିବାକୁ ମିଳିଛି । ଖବର ପାଇ ସବଡେଗା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିବା ଜଣାପଡିଛି ।1
- चंपुआ से सटे बॉर्डर झारखंड जैतगढ़ मैं एक इस्लामी भाव जलसा आयोजन हुआ और इसमें चारों तरफ से लोग आकर इस जलसे में सहयोग दिए और इसे सफल बनाया काफी खूबसूरती के साथ यह जलसा सफल हुआ(चंपुआ से मामूर खान की रिपोर्ट2
- ପ୍ରତ୍ୟେକ ବର୍ଷ ଚୈତ୍ର ମାସରୁ ଆରମ୍ଭ ହୁଏ ଦଣ୍ଡ ବ୍ରତଧାରୀ ଙ୍କ ଦଣ୍ଡ ଯାତ୍ରା, ଯାହାକି ୨୧ ଦିନ ପର୍ଯ୍ୟନ୍ତ ଚାଲିଥାଏ,ଦଣ୍ଡ ବ୍ରତଧାରୀ ଗ୍ରାମ ଗ୍ରାମ ଖାଲି ପାଦ ରେ ବୁଲି ଥାଆନ୍ତି ଯେଉଁ ଗ୍ରାମବାସୀ ଙ୍କ ମାନସିକ ଥାଏ ସେଇ ଗାଁ ରେ ବ୍ରତ ଧାରୀ ଦିନବେଳା ଖରା ତାତି ରେ ପାଣି ଦଣ୍ଡ କରିଥାନ୍ତି ଏବଂ ରାତ୍ରି ରେ ଭଗବାନ ଶିବ ଏଂବ ମା କାଳୀ ଙ୍କ ପୂଜାର୍ଚ୍ଚନା କରି ବିଭିର୍ନ ନୃତ୍ୟ ଗୀତ ମାଧ୍ୟମ ରେ ପୌରାଣିକ ବିଷୟ ବସ୍ତୁ ଆଦୃତ କରାଯାଇଥାଏ, ଏବଂ ୨୧ ଦିନ ପୂରଣ ହେଲା ପରେ ବ୍ରତ ଧାରୀ ନିଜ ଗାଁ କୁ ଫେରି ମେରୁ ଭଙ୍ଗ କରି ଦଣ୍ଡ ବ୍ରତ ପୂରଣ କରିଥାନ୍ତି, ଏ ପରିପେକ୍ଷୀ ରେ ଆଜି ଜମନକିରା ବ୍ଲକ ଅନ୍ତର୍ଗତ ଗାରିଆବାହାଲ ଦଣ୍ଡବ୍ରତ ଧାରୀ ଙ୍କ ମେରୁ ଯାତ୍ରା ପଶ୍ଚିମ ଓଡିଶା ର ଅନନ୍ୟ ପରମ୍ପରା ଏଇ ଦଣ୍ଡ ନୃତ୍ୟ କୁ ଗରିଆବାହାଲ ଗ୍ରାମର ର ପ୍ରାୟ ୪୫ ଜଣ ବ୍ରତଧାରୀ ଦୀର୍ଘ ୧୩ ବର୍ଷ ହେଲା ଏଇ ବ୍ରତ ପାଳନ କରି ଦଣ୍ଡ ନୃତ୍ୟ କରି ଆସୁଛନ୍ତି, ପ୍ରତ୍ୟେକ ବର୍ଷ ପରି ୨୧ ଦିନ ବିଭିର୍ନ ଗ୍ରାମରେ ଦଣ୍ଡ ନୃତ୍ୟ କରିବା ପରେ ଆଜି ନିଜ ଗାଁ କୁ ଫେରି ମେରୁ ଯାତ୍ରା ସମାପନ କରିଛନ୍ତି ଆଜିର ଏଇ ମେରୁ ଯାତ୍ରା ରେ ସୁରେନ୍ଦ୍ର ବେହେରା, ନିରଳା ବେହେରା ସୁବାଷ ଚନ୍ଦ୍ର ନାୟକ ସପତ୍ନୀକ କର୍ତ୍ତା ଦାୟିତ୍ୱ ତୁଳାଇ ଥିଲେ l ବହୁ ପୁରୁଣା କାଳରୁ ଦଣ୍ଡ ନୃତ୍ୟ ର ଏଇ ପରମ୍ପରା ଭକ୍ତ ଙ୍କ ଭଗବାନ ଙ୍କ ଉପରେ ଭରସା ଏବଂ ଏଇ ଯାତ୍ରା ଓ ବ୍ରତ ପାଳନ ଦ୍ୱାରା ମାନସିକ ପୂରଣ ହୋଇଥାଏ ବୋଲି ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ମନରେ ଅନେକ ବିଶ୍ୱାସ ରହିଛି l1
- ଝାରସୁଗୁଡ଼ା ଜିଲ୍ଲା ର ବେଲପାହାଡ଼ ଠାରେ ଥିବା କୁଡାଲୋଇ ଗ୍ରାମ ବାସିନ୍ଦାଙ୍କ ବେଦାନ୍ତ କମ୍ପାନୀ ବିରୋଧରେ ଗୋ ବେକ୍ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।1
- Post by Dharmu Oram1
- ये सच है कि मैं अति पिछड़े समाज से आता हूँ, लेकिन मेरा दायित्व समाज के सभी लोगों को साथ लेकर चलने का है। संविधान ने मुझे यही रास्ता दिखाया है। संविधान मेरे लिए सर्वोपरि है। - मा० प्रधानमंत्री श्री @narendramodi जी #NariShaktiVandan #NarendraModi #PMModi #Parliament #BJP1
- चंपुआ NAC नाम का या फिर काम का आप देख सकते हैं अपनी आंखों से यह एक नहीं और भी कई जगहों पर इस तरह का फ्रीजर सिस्टम लगा है और सभी में यही हाल है1