logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାସ୍ତା ନଥିବାରୁ ଉପଯୋଗ ହୋଇ ପାରୁନି ଶବଦାହ ଗୃହ, ଶବଦାହ ପାଇଁ ସମସ୍ୟା l ବାମରା ବ୍ଲକ ଅନ୍ତର୍ଗତ ଜରାବଗା ଗ୍ରାମରେ ଶବଦାହ ଗୃହ ବ୍ୟବହାର ଉପଯୋଗୀ ନଥିବାରୁ ଗ୍ରାମବାସୀ ଅନେକ ଅସୁବିଧା ର ସମ୍ମୁଖୀନ ହେଉଥିବାର ଅଭିଯୋଗ ହେଉଛି l କିଛି ବର୍ଷ ଆଗରୁ ଜରାବଗା ପଞ୍ଚାୟତ ଆଣ୍ଠିରୁ ଏକ ଶବଦାହ ଗୃହ ନିର୍ମାଣ କରାଯାଇଥିଲା l କିନ୍ତୁ ଉପଯୁକ୍ତ ରାସ୍ତା ନଥିବାରୁ ତାହା ବ୍ୟବହାର ହୋଇପାରୁ ନଥିବା ବେଳେ ଅପନ୍ତରା ହୋଇ ପଡି ରହିଛି ଶୀଘ୍ର ରାସ୍ତା ଏବଂ ନଳକୂପ ର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି l

3 hrs ago
user_Suresh Kumar Ghosh
Suresh Kumar Ghosh
Social worker ମାହୁଲପାଲି, ସମ୍ବଲପୁର, ଓଡ଼ିଶା•
3 hrs ago

ରାସ୍ତା ନଥିବାରୁ ଉପଯୋଗ ହୋଇ ପାରୁନି ଶବଦାହ ଗୃହ, ଶବଦାହ ପାଇଁ ସମସ୍ୟା l ବାମରା ବ୍ଲକ ଅନ୍ତର୍ଗତ ଜରାବଗା ଗ୍ରାମରେ ଶବଦାହ ଗୃହ ବ୍ୟବହାର ଉପଯୋଗୀ ନଥିବାରୁ ଗ୍ରାମବାସୀ ଅନେକ ଅସୁବିଧା ର ସମ୍ମୁଖୀନ ହେଉଥିବାର ଅଭିଯୋଗ ହେଉଛି l କିଛି ବର୍ଷ ଆଗରୁ ଜରାବଗା ପଞ୍ଚାୟତ ଆଣ୍ଠିରୁ ଏକ ଶବଦାହ ଗୃହ ନିର୍ମାଣ କରାଯାଇଥିଲା l କିନ୍ତୁ ଉପଯୁକ୍ତ ରାସ୍ତା ନଥିବାରୁ ତାହା ବ୍ୟବହାର ହୋଇପାରୁ ନଥିବା ବେଳେ ଅପନ୍ତରା ହୋଇ ପଡି ରହିଛି ଶୀଘ୍ର ରାସ୍ତା ଏବଂ ନଳକୂପ ର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି l

More news from ଓଡ଼ିଶା and nearby areas
  • ବାମରା ବ୍ଲକ ଅନ୍ତର୍ଗତ ଜରାବଗା ଗ୍ରାମରେ ଶବଦାହ ଗୃହ ବ୍ୟବହାର ଉପଯୋଗୀ ନଥିବାରୁ ଗ୍ରାମବାସୀ ଅନେକ ଅସୁବିଧା ର ସମ୍ମୁଖୀନ ହେଉଥିବାର ଅଭିଯୋଗ ହେଉଛି l କିଛି ବର୍ଷ ଆଗରୁ ଜରାବଗା ପଞ୍ଚାୟତ ଆଣ୍ଠିରୁ ଏକ ଶବଦାହ ଗୃହ ନିର୍ମାଣ କରାଯାଇଥିଲା l କିନ୍ତୁ ଉପଯୁକ୍ତ ରାସ୍ତା ନଥିବାରୁ ତାହା ବ୍ୟବହାର ହୋଇପାରୁ ନଥିବା ବେଳେ ଅପନ୍ତରା ହୋଇ ପଡି ରହିଛି ଶୀଘ୍ର ରାସ୍ତା ଏବଂ ନଳକୂପ ର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି l
    1
    ବାମରା ବ୍ଲକ ଅନ୍ତର୍ଗତ ଜରାବଗା ଗ୍ରାମରେ ଶବଦାହ ଗୃହ ବ୍ୟବହାର ଉପଯୋଗୀ ନଥିବାରୁ ଗ୍ରାମବାସୀ ଅନେକ ଅସୁବିଧା ର ସମ୍ମୁଖୀନ ହେଉଥିବାର ଅଭିଯୋଗ ହେଉଛି l କିଛି ବର୍ଷ ଆଗରୁ ଜରାବଗା ପଞ୍ଚାୟତ ଆଣ୍ଠିରୁ ଏକ ଶବଦାହ ଗୃହ ନିର୍ମାଣ କରାଯାଇଥିଲା l କିନ୍ତୁ ଉପଯୁକ୍ତ ରାସ୍ତା ନଥିବାରୁ ତାହା ବ୍ୟବହାର ହୋଇପାରୁ ନଥିବା ବେଳେ ଅପନ୍ତରା ହୋଇ ପଡି ରହିଛି ଶୀଘ୍ର ରାସ୍ତା ଏବଂ ନଳକୂପ ର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି l
    user_Suresh Kumar Ghosh
    Suresh Kumar Ghosh
    Social worker ମାହୁଲପାଲି, ସମ୍ବଲପୁର, ଓଡ଼ିଶା•
    3 hrs ago
  • ଡକାୟତି ପ୍ରସ୍ତୁତି ସମୟରେ ୬ ଜଣ ଗିରଫ – ଅସ୍ତ୍ର ଜବତ ବ୍ରାହ୍ମା ଣି ତରଙ୍ଗ |୦୩.୦୪.୨୦୨୬ ରାଜଗଙ୍ଗପୁର ପୋଲିସ ଦ୍ୱାରା ୦୨/୦୩.୦୪.୨୦୨୬ ରାତିରେ ସୁରୁଡିହି ଗ୍ରାମ ନିକଟରେ ଡକାୟତି ପ୍ରସ୍ତୁତି କରୁଥିବା ୬ ଜଣକୁ ଗିରଫ କରାଯାଇଛି। ଗୁପ୍ତ ସୂଚନା ଆଧାରରେ ପୋଲିସ ଦଳ ଛାପା ମାରି ଅଭିଯୁକ୍ତମାନଙ୍କୁ ଧରିଥିଲେ। ସେମାନଙ୍କ ପାଖରୁ ଛୁରି, ଲୋହା ରଡ, ଗାମଛା ଏବଂ ଲଙ୍କା ଗୁଣ୍ଡ ପ୍ୟାକେଟ୍ ଜବତ କରାଯାଇଛି। ଆଉ ୨ ଜଣ ଅଭିଯୁକ୍ତ ପଳାଇଯାଇଛନ୍ତି। ପଚାରାଉଥିବା ସମୟରେ ଗିରଫ ଅଭିଯୁକ୍ତମାନେ ଘରେ ଡକାୟତି କରିବା ପାଇଁ ଏକତ୍ର ହୋଇଥିବା କଥା ସ୍ୱୀକାର କରିଛନ୍ତି। ଏହି ଘଟଣାରେ ରାଜଗଙ୍ଗପୁର ପୋଲିସ ଷ୍ଟେସନ କେସ୍ ନଂ 203, ତାରିଖ 03.04.2026, ଧାରା 310(4)/310(5) BNS ରେ ମାମଲା ରଜିଷ୍ଟର କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଆଦାଲତକୁ ପ୍ରେରଣ କରାଯାଇଛି ଏବଂ ପଳାତକମାନଙ୍କୁ ଧରିବା ପାଇଁ ପୋଲିସ ପ୍ରୟାସ ଜାରି ରହିଛି।
    1
    ଡକାୟତି ପ୍ରସ୍ତୁତି ସମୟରେ ୬ ଜଣ ଗିରଫ – ଅସ୍ତ୍ର ଜବତ
ବ୍ରାହ୍ମା ଣି ତରଙ୍ଗ |୦୩.୦୪.୨୦୨୬
ରାଜଗଙ୍ଗପୁର ପୋଲିସ ଦ୍ୱାରା ୦୨/୦୩.୦୪.୨୦୨୬ ରାତିରେ ସୁରୁଡିହି ଗ୍ରାମ ନିକଟରେ ଡକାୟତି ପ୍ରସ୍ତୁତି କରୁଥିବା ୬ ଜଣକୁ ଗିରଫ କରାଯାଇଛି।
ଗୁପ୍ତ ସୂଚନା ଆଧାରରେ ପୋଲିସ ଦଳ ଛାପା ମାରି ଅଭିଯୁକ୍ତମାନଙ୍କୁ ଧରିଥିଲେ। ସେମାନଙ୍କ ପାଖରୁ ଛୁରି, ଲୋହା ରଡ, ଗାମଛା ଏବଂ ଲଙ୍କା ଗୁଣ୍ଡ ପ୍ୟାକେଟ୍ ଜବତ କରାଯାଇଛି। ଆଉ ୨ ଜଣ ଅଭିଯୁକ୍ତ ପଳାଇଯାଇଛନ୍ତି।
ପଚାରାଉଥିବା ସମୟରେ ଗିରଫ ଅଭିଯୁକ୍ତମାନେ ଘରେ ଡକାୟତି କରିବା ପାଇଁ ଏକତ୍ର ହୋଇଥିବା କଥା ସ୍ୱୀକାର କରିଛନ୍ତି।
ଏହି ଘଟଣାରେ ରାଜଗଙ୍ଗପୁର ପୋଲିସ ଷ୍ଟେସନ କେସ୍ ନଂ 203, ତାରିଖ 03.04.2026, ଧାରା 310(4)/310(5) BNS ରେ ମାମଲା ରଜିଷ୍ଟର କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଆଦାଲତକୁ ପ୍ରେରଣ କରାଯାଇଛି ଏବଂ ପଳାତକମାନଙ୍କୁ ଧରିବା ପାଇଁ ପୋଲିସ ପ୍ରୟାସ ଜାରି ରହିଛି।
    user_Rabindra Nayak
    Rabindra Nayak
    ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
    2 hrs ago
  • କୁଚିଣ୍ଡାର ଗର୍ବ ଓ ଗୌରବକୁ ନେଇ ଆରମ୍ଭ ହୋଇଥିବା **ଗୁଦଗୁଦା ମହୋତ୍ସବ** ମହା ସମାରୋହରେ ସମାପ୍ତ ହୋଇଛି। ତୃତୀୟ ତଥା ଅନ୍ତିମ ସନ୍ଧ୍ୟାରେ କୁଚିଣ୍ଡା ସହର ଉତ୍ସବମୁଖର ହୋଇଉଠିଥିଲା। ✨ ମୁଖ୍ୟ ଆକର୍ଷଣ: ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବଛା ବଛା କଳାକାରଙ୍କ ଦ୍ୱାରା ପରିବେଷିତ ସମ୍ବଲପୁରୀ ନୃତ୍ୟ ଓ ଗୀତରେ ଦୁଲୁକୁଥିଲା ମଞ୍ଚ। ବୌଦ୍ଧ, ଗଞ୍ଜାମ, ବଲାଙ୍ଗୀର ସମେତ ସ୍ଥାନୀୟ କୁଚିଣ୍ଡା, ଜମନକିରା ଓ ବାମରା ଅଞ୍ଚଳର କଳାକାରମାନେ ନିଜର ଶ୍ରେଷ୍ଠ କଳା ପ୍ରଦର୍ଶନ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। 🤝 ଅତିଥି ବୃନ୍ଦ: ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବର ସଫଳତା କାମନା କରିଥିଲେ: ✅ **ସିଦ୍ଧେଶ୍ୱର ବୋଳିରାମ ବୋନ୍ଦର** (ଜିଲ୍ଲାପାଳ, ସମ୍ବଲପୁର) ✅ **ମୁକେଶ କୁମାର ଭାମୁ** (ଆରକ୍ଷୀ ଅଧିକ୍ଷକ, ସମ୍ବଲପୁର) ✅ **ରୋହନ କ୍ଷେତ୍ରୀ** (କମିଶନର, ମହାନଗର ନିଗମ) ✅ **ସରୱାନନ ସ** (ଉପଜିଲ୍ଲାପାଳ ତଥା ମହୋତ୍ସବ କମିଟି ସଭାପତି) ✅ **ପ୍ରଦୀପ ପଣ୍ଡା** (ବରିଷ୍ଠ ନାଟ୍ୟକାର) ✅ **ରଞ୍ଜନ କୁମାର ସାହୁ** (ଲୋକନୃତ୍ୟ ଗୁରୁ) ✅ **ସୁରଥ ଚନ୍ଦ୍ର ନାୟକ** (ବରିଷ୍ଠ କଳାକାର) ଏହି ମହୋତ୍ସବ ଆମ ଅଞ୍ଚଳର କଳା ଓ ସଂସ୍କୃତିକୁ ଏକ ନୂଆ ପରିଚୟ ଦେଇଛି।
    1
    କୁଚିଣ୍ଡାର ଗର୍ବ ଓ ଗୌରବକୁ ନେଇ ଆରମ୍ଭ ହୋଇଥିବା **ଗୁଦଗୁଦା ମହୋତ୍ସବ** ମହା ସମାରୋହରେ ସମାପ୍ତ ହୋଇଛି। ତୃତୀୟ ତଥା ଅନ୍ତିମ ସନ୍ଧ୍ୟାରେ କୁଚିଣ୍ଡା ସହର ଉତ୍ସବମୁଖର ହୋଇଉଠିଥିଲା।
✨ ମୁଖ୍ୟ ଆକର୍ଷଣ:
ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବଛା ବଛା କଳାକାରଙ୍କ ଦ୍ୱାରା ପରିବେଷିତ ସମ୍ବଲପୁରୀ ନୃତ୍ୟ ଓ ଗୀତରେ ଦୁଲୁକୁଥିଲା ମଞ୍ଚ। ବୌଦ୍ଧ, ଗଞ୍ଜାମ, ବଲାଙ୍ଗୀର ସମେତ ସ୍ଥାନୀୟ କୁଚିଣ୍ଡା, ଜମନକିରା ଓ ବାମରା ଅଞ୍ଚଳର କଳାକାରମାନେ ନିଜର ଶ୍ରେଷ୍ଠ କଳା ପ୍ରଦର୍ଶନ କରି ଦର୍ଶକଙ୍କୁ ବିମୋହିତ କରିଥିଲେ।
🤝 ଅତିଥି ବୃନ୍ଦ:
ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବର ସଫଳତା କାମନା କରିଥିଲେ:
✅ **ସିଦ୍ଧେଶ୍ୱର ବୋଳିରାମ ବୋନ୍ଦର** (ଜିଲ୍ଲାପାଳ, ସମ୍ବଲପୁର)
✅ **ମୁକେଶ କୁମାର ଭାମୁ** (ଆରକ୍ଷୀ ଅଧିକ୍ଷକ, ସମ୍ବଲପୁର)
✅ **ରୋହନ କ୍ଷେତ୍ରୀ** (କମିଶନର, ମହାନଗର ନିଗମ)
✅ **ସରୱାନନ ସ** (ଉପଜିଲ୍ଲାପାଳ ତଥା ମହୋତ୍ସବ କମିଟି ସଭାପତି)
✅ **ପ୍ରଦୀପ ପଣ୍ଡା** (ବରିଷ୍ଠ ନାଟ୍ୟକାର)
✅ **ରଞ୍ଜନ କୁମାର ସାହୁ** (ଲୋକନୃତ୍ୟ ଗୁରୁ)
✅ **ସୁରଥ ଚନ୍ଦ୍ର ନାୟକ** (ବରିଷ୍ଠ କଳାକାର)
ଏହି ମହୋତ୍ସବ ଆମ ଅଞ୍ଚଳର କଳା ଓ ସଂସ୍କୃତିକୁ ଏକ ନୂଆ ପରିଚୟ ଦେଇଛି।
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    4 hrs ago
  • आखिर क्यों आम आदमी पार्टी राघव चढ़ा के पीछे पड़ी हुई है और क्यों उन्हें संसद में बोलने नहीं दिया जा रहा है ओर उनके बोलने पर क्यों रोक लगाया जा रहा है #raghavchadda #ParliamentSession #AamAadmiParty
    1
    आखिर क्यों आम आदमी पार्टी राघव चढ़ा के पीछे पड़ी हुई है और क्यों उन्हें संसद में बोलने नहीं दिया जा रहा है ओर उनके बोलने पर क्यों रोक लगाया जा रहा है  #raghavchadda #ParliamentSession #AamAadmiParty
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    10 hrs ago
  • ଥାନା ପରିସରରେ ଶିଶୁଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଲକ୍ଷରେ ସରକାର ଶିଶୁ ମିତ୍ର ଥାନାର ପରିକଳ୍ପନା କରିଛନ୍ତି । ଦେବଗଡ ଜିଲ୍ଲା ବାରକୋଟ ଥାନା ଆଜି ଏଥିରେ ଯୋଡି ହୋଇଥିବା ବେଳେ ଶିଶୁମିତ୍ର ଥାନାର ଉଦଘାଟନ କରାଯାଇଛି । ଥାନା ଭିତରେ ପିଲାଙ୍କ ପାଇଁ ଶିଶୁ ଅନୁକୂଳ ପ୍ରକୋଷ୍ଠ ଖୋଲାଯାଇଛି । ଦେବଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ପ୍ରକୋଷ୍ଠକୁ ଫିତାକାଟି ଉଦଘାଟନ କରିଛନ୍ତି । ବିଭିନ୍ନ ସମୟରେ ପୋଲିସର ସହାୟତା ପାଇଁ କିମ୍ବା ପରିବାର ଲୋକଙ୍କ ସହିତ ଶିଶୁ ମାନେ ଥାନା ପରିସରକୁ ଆସିଥାନ୍ତି । ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନଙ୍କୁ ଥାନାରେ ରହିବାକୁ ମଧ୍ୟ ପଡିଥାଏ । ଉକ୍ତ ସମୟରେ ଥାନା ପରିସରରେ ଶିିଶୁ ମାନେ ଯେଭଳି ଏକ ଅନୁକୂଳ ପରିବେଶ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେଇ ପୁଲିସ ତରଫରୁ ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ଶିଶୁଙ୍କ ପାଇଁ ଖୋଲାଯାଇଥିବା ସ୍ୱତନ୍ତ୍ର ପ୍ରକୋଷ୍ଠ ଭିତରେ ବିଭିନ୍ନ ପ୍ରକାରର ଖେଳଣା ରଖାଯାଇଛି । ପଢିବା ପାଇଁ ପିଲାଙ୍କ ବହି ରଖାଯାଇଥିବା ବେଳେ ଥାନା ପରିସରରେ ବିଭିନ୍ନ ପ୍ରକାରର ଦୋଳି ଖଂଜା ଯାଇଛି । ପ୍ରକୋଷ୍ଠର ସମସ୍ତ କାନ୍ଥରେ ପିଲାଙ୍କୁ ସୁହାଇଲା ଭଳି ରଙ୍ଗ ବେରଙ୍ଗର ବିଭିନ୍ନ ଚିତ୍ର ଅଙ୍କାଯାଇଛି । ଶିଶୁ ଆଇନ, ଶିଶୁ ସୁରକ୍ଷା ଏବଂ ଶିଶୁଙ୍କ ଅଧିକାର ସମ୍ବଳିତ ବିଭିନ୍ନ ବ୍ୟାନର ଲଗାଯାଇଛି । ଖାଲି ଏତିକି ନୁହେଁ କୌଣସି ମହିଳା ଯଦି ଶିଶୁଙ୍କୁ ସାଙ୍ଗରେ ନେଇ ଆସିଥାନ୍ତି ସ୍ତନ୍ୟପାନ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଉକ୍ତ ପ୍ରକୋଷ୍ଠ ପାଇଁ ଜଣେ ମହିଳା ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଥାନା ଭିତରେ ପୁଲିସ ପ୍ରତି ଜଣେ ଶିଶୁର ଭୟ ଯେଭଳି ସୃଷ୍ଟି ନହେବ ଏବଂ ଏକ ଉତମ ପରିବେଶ ଭିତରେ ନିଜକୁ ସାମିଲ କରିପାରିବ ସେଥିପ୍ରତି ସମ୍ପୁର୍ଣ୍ଣ ଧ୍ୟାନ ଦିଆଯାଇଛି । ଏଥିପାଇଁ ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦିଆଯାଇଥିବା ଜଣାପଡିଛି । ତେବେ ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ଶତାଧିକ କୁନିକୁନୀ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ବାରକୋଟ ଥାନା ଅଧିକାରୀ ସୁଶାନ୍ତ କୁମାର ବଢେଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଆଜି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରମେଶ କୁମାର ମାହାନା, ଡିଆଇବି ଡିଏସପି ପବିତ୍ର କିସାନ, ଏଚଆରପିସି ଡିଏସପି ଅମୂଲ୍ୟ ପୁନମ ଲାକ୍ରା, ଦେବଗଡ ଥାନା ଅଧିକାରୀ ସବ୍ୟଶାଚୀ ଶତପଥି, ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, କିଶୋର ନ୍ୟାୟ ପରିଷଦ ସଦସ୍ୟା ଗାୟତ୍ରୀ ଦ୍ୱିବେଦୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଲିଗାଲ ପ୍ରୋବେସନ ଅଫିସର ଚିନ୍ମୟ ସ୍ୱାଇଁ, ଅଭିଯୋଜନ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ, ନିରଞ୍ଜନ ନାୟକ, ଚାଇଲ୍ଟ ହେଲ୍ପଲାଇନ କରିସ୍ମା ମହାକୁଡ ପ୍ରମୁଖ ଯୋଗଦେଇଥିଲେ । ବାରକୋଟ ଥାନାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ପର୍ଯ୍ୟାୟକ୍ରମେ ଜିଲ୍ଲାର ଅନ୍ୟ ସମସ୍ତ ରିଆମାଳ, କୁଣ୍ଢେଇଗୋଳା ଏବଂ ଲଇମୁରା ଥାନାକୁ ମଧ୍ୟ ଏହି ଅଭିଯାନରେ ସାମିଲ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି ।
    4
    ଥାନା ପରିସରରେ ଶିଶୁଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଲକ୍ଷରେ ସରକାର ଶିଶୁ ମିତ୍ର ଥାନାର ପରିକଳ୍ପନା କରିଛନ୍ତି । ଦେବଗଡ ଜିଲ୍ଲା ବାରକୋଟ ଥାନା ଆଜି ଏଥିରେ ଯୋଡି ହୋଇଥିବା ବେଳେ ଶିଶୁମିତ୍ର ଥାନାର ଉଦଘାଟନ କରାଯାଇଛି । ଥାନା ଭିତରେ ପିଲାଙ୍କ ପାଇଁ ଶିଶୁ ଅନୁକୂଳ ପ୍ରକୋଷ୍ଠ ଖୋଲାଯାଇଛି । ଦେବଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ପ୍ରକୋଷ୍ଠକୁ ଫିତାକାଟି ଉଦଘାଟନ କରିଛନ୍ତି । ବିଭିନ୍ନ ସମୟରେ ପୋଲିସର ସହାୟତା ପାଇଁ କିମ୍ବା ପରିବାର ଲୋକଙ୍କ ସହିତ ଶିଶୁ ମାନେ ଥାନା ପରିସରକୁ ଆସିଥାନ୍ତି । ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନଙ୍କୁ ଥାନାରେ ରହିବାକୁ ମଧ୍ୟ ପଡିଥାଏ । ଉକ୍ତ ସମୟରେ ଥାନା ପରିସରରେ ଶିିଶୁ ମାନେ ଯେଭଳି ଏକ ଅନୁକୂଳ ପରିବେଶ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେଇ ପୁଲିସ ତରଫରୁ ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ଶିଶୁଙ୍କ ପାଇଁ ଖୋଲାଯାଇଥିବା ସ୍ୱତନ୍ତ୍ର ପ୍ରକୋଷ୍ଠ ଭିତରେ ବିଭିନ୍ନ ପ୍ରକାରର ଖେଳଣା ରଖାଯାଇଛି । ପଢିବା ପାଇଁ ପିଲାଙ୍କ ବହି ରଖାଯାଇଥିବା ବେଳେ ଥାନା ପରିସରରେ ବିଭିନ୍ନ ପ୍ରକାରର ଦୋଳି ଖଂଜା ଯାଇଛି । ପ୍ରକୋଷ୍ଠର ସମସ୍ତ କାନ୍ଥରେ ପିଲାଙ୍କୁ ସୁହାଇଲା ଭଳି ରଙ୍ଗ ବେରଙ୍ଗର ବିଭିନ୍ନ ଚିତ୍ର ଅଙ୍କାଯାଇଛି । ଶିଶୁ ଆଇନ, ଶିଶୁ ସୁରକ୍ଷା ଏବଂ ଶିଶୁଙ୍କ ଅଧିକାର ସମ୍ବଳିତ ବିଭିନ୍ନ ବ୍ୟାନର ଲଗାଯାଇଛି ।  ଖାଲି ଏତିକି ନୁହେଁ କୌଣସି ମହିଳା ଯଦି ଶିଶୁଙ୍କୁ ସାଙ୍ଗରେ ନେଇ ଆସିଥାନ୍ତି ସ୍ତନ୍ୟପାନ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଉକ୍ତ ପ୍ରକୋଷ୍ଠ ପାଇଁ ଜଣେ ମହିଳା ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଥାନା ଭିତରେ ପୁଲିସ ପ୍ରତି ଜଣେ ଶିଶୁର ଭୟ ଯେଭଳି ସୃଷ୍ଟି ନହେବ ଏବଂ ଏକ ଉତମ ପରିବେଶ ଭିତରେ ନିଜକୁ ସାମିଲ କରିପାରିବ ସେଥିପ୍ରତି ସମ୍ପୁର୍ଣ୍ଣ ଧ୍ୟାନ ଦିଆଯାଇଛି । ଏଥିପାଇଁ ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦିଆଯାଇଥିବା ଜଣାପଡିଛି । ତେବେ ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ଶତାଧିକ କୁନିକୁନୀ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ବାରକୋଟ ଥାନା ଅଧିକାରୀ ସୁଶାନ୍ତ କୁମାର ବଢେଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଆଜି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରମେଶ କୁମାର ମାହାନା, ଡିଆଇବି ଡିଏସପି ପବିତ୍ର କିସାନ, ଏଚଆରପିସି ଡିଏସପି ଅମୂଲ୍ୟ ପୁନମ ଲାକ୍ରା, ଦେବଗଡ ଥାନା ଅଧିକାରୀ ସବ୍ୟଶାଚୀ ଶତପଥି, ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, କିଶୋର ନ୍ୟାୟ ପରିଷଦ ସଦସ୍ୟା ଗାୟତ୍ରୀ ଦ୍ୱିବେଦୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଲିଗାଲ ପ୍ରୋବେସନ ଅଫିସର ଚିନ୍ମୟ ସ୍ୱାଇଁ, ଅଭିଯୋଜନ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ, ନିରଞ୍ଜନ ନାୟକ, ଚାଇଲ୍ଟ ହେଲ୍ପଲାଇନ କରିସ୍ମା ମହାକୁଡ ପ୍ରମୁଖ ଯୋଗଦେଇଥିଲେ । ବାରକୋଟ ଥାନାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ପର୍ଯ୍ୟାୟକ୍ରମେ ଜିଲ୍ଲାର ଅନ୍ୟ ସମସ୍ତ ରିଆମାଳ, କୁଣ୍ଢେଇଗୋଳା ଏବଂ ଲଇମୁରା ଥାନାକୁ ମଧ୍ୟ ଏହି ଅଭିଯାନରେ ସାମିଲ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି ।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    9 hrs ago
  • ओडिशा के पुरी बीच पर मुस्तैद लाइफगार्ड्स ने अपनी सतर्कता से दो पर्यटकों की जान बचाकर देवदूत की भूमिका निभाई है। एक पर्यटक को नहाते समय दौरा पड़ा, जबकि दूसरा लहरों में बह गया था। समय पर रेस्क्यू कर दोनों को सुरक्षित बाहर निकाला गया। पर्यटकों से अपील है कि समंदर में नहाते समय लाइफगार्ड्स की हिदायतों का पालन करें।
    1
    ओडिशा के पुरी बीच पर मुस्तैद लाइफगार्ड्स ने अपनी सतर्कता से दो पर्यटकों की जान बचाकर देवदूत की भूमिका निभाई है। एक पर्यटक को नहाते समय दौरा पड़ा, जबकि दूसरा लहरों में बह गया था। समय पर रेस्क्यू कर दोनों को सुरक्षित बाहर निकाला गया। पर्यटकों से अपील है कि समंदर में नहाते समय लाइफगार्ड्स की हिदायतों का पालन करें।
    user_Ram kumar meena
    Ram kumar meena
    Bargarh, Odisha•
    14 hrs ago
  • ଗାଁ ଗାଁ ରେ ନିଷ୍ଠା ଓ କାଷ୍ଟା ର ପାରମ୍ପରିକ ଯାତ୍ରା -ଦଣ୍ଡ ଯାତ୍ରା ... ଦଣ୍ଡୁଆ ଙ୍କ ମଣି ଡାକରେ ଉଛିଳିବ ଗାଁ ଦାଣ୍ଡ... ଓଡ଼ିଆରେ ବାର ମାସ ରେ ତେର ପର୍ବ, ସେଇ ତେର ପର୍ବ ଭିତରୁ ଚୈତ୍ର ମାସ ରେ ଶିବ ଓ ଶକ୍ତି ଙ୍କ ଗାଁ ଗାଁ ଭ୍ରମଣ ସହ ଦଣ୍ଡ ନୃତ୍ୟ ରେ ଗାଁ ଦlଣ୍ଡଭକ୍ତି ମୟ ପରିବେଶ ରେ ଉଛୁଳି ପଡୁଛି l ଚୈତ୍ର ମାସରେ ଆରମ୍ଭ ହହୋଇଥାଏ ଶିବ ପାର୍ବତୀ ଙ୍କ ଦଣ୍ଡ ନୃତ୍ୟ, ଏହି ମାସ ରେ ପ୍ରଭୁ ଶ୍ରୀରାମ ଙ୍କ ନବମୀ ପୂଜା ଅର୍ଚନା ବିଭିନ୍ନ ସ୍ଥାନ ରେ ପାଳିତ ହେଉଥିବା ବେଳେ, ଠିକ ସେହିପରି ରେ ପ୍ରଭୁ ଶିବ ଙ୍କ ର ଦଣ୍ଡ ଯାତ୍ରା ବା ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ l ଏହି ମାସ ରେ ବିଭିନ୍ନ ଗ୍ରାମରେ ଥିବା ଦଣ୍ଡ ଯାତ୍ରା ପରମ୍ପରା କୁ ବଜାୟ ରଖିବା ପାଇଁ ଶିବ, ପାର୍ବତୀ ଙ୍କୁ ସାଙ୍ଗ ନେଇ ମାନସିକ ଧାରୀ ଭକ୍ତ ମାନେ ଛତି ଛତ୍ର. ବାନା. ଚାଉଁର ଘଣ୍ଟ. ମହୁରୀ ଢୋଲ ବାଦ୍ୟ ଦ୍ୱରା ଶିବ କାଳୀଙ୍କୁ ଗ୍ରାମେ ଗ୍ରାମେ ବୁଲାଇ ଥାନ୍ତି l ଏନେଇ ପୁର ପଲ୍ଲୀ ଠୁ ଆରମ୍ଭ କରି ବିଭିନ୍ନ ସ୍ଥାନ ରେ ଶିବଭକ୍ତ ମୟ ପରିବେଶ, ଦଣ୍ଡ ଯାତ୍ରା ଦ୍ୱାରା ଗାଁ ଦଣ୍ଡ ଉଛୁଳି ପଡୁଛି lଏପଟେ ଶିବ କାଳୀଙ୍କୁ ମଣି ଡାକ ରେ ପୁରା ପରିବେଶ ପ୍ରକମ୍ପିତ ହେଉଛି l ସେନେଇ ବୌଦ୍ଧ ଜିଲ୍ଲା ରେ ବିଭିନ୍ନ ସ୍ଥାନ ରେ ଚୈତ୍ର ଦଣ୍ଡ ଉଠିଥାଏ । ଏହି ଚୈତ୍ର ଦଣ୍ଡ ବା ଝାମୁ ଯାତ୍ରା 21ଦିନ 17,13 ଦିନ ଧରି ନିଷ୍ଠା କାଷ୍ଟା ସହିତ ପାଳିତ ହୋଇଥାଏ l ଦଣ୍ଡୁ ଆଙ୍କ କହିବା ଅନୁଯାୟୀ ତେର ଭୁକ୍ତା ବା ଦଣ୍ଡୁଆଙ୍କ ମେଳରେ ରୀତିନୀତି ଅନୁସାରେ ଦକ୍ଷିଣକାଳୀ ଓ ରୁଦ୍ରକାଳୀ ଙ୍କୁ ପୂଜାର୍ଚ୍ଚନା କରାଯାଇ ନିସାର୍ଦ୍ଧ ରାତିରେ ଦଣ୍ଡ ଉଠିଥାଏ ।ଦଣ୍ଡ ଉଠିବାର ପର ଦିନ ଗ୍ରାମ ପରିକ୍ରମା କରିବା ସହିତ ବନ୍ଦାଣ ଘେନିହୋଇଥାଏ । ଶ୍ରଦ୍ଧାଳୁ ଦଣ୍ଡୁଆମାନେ ମାସ ସାରା ନିଷ୍ଠାର ସହ ବ୍ରତ କରି କାଳୀଙ୍କୁ ପୂଜାକରି କଠିନ ସାଧନା କରିଥାନ୍ତି ଏବଂ ଆଗାମୀ ବିଷୁବ ସଂକ୍ରାନ୍ତି ବା ମେରୁ ଯାତ୍ରା ଦିନ ବ୍ରତ ଭଙ୍ଗ କରିଥାନ୍ତି।ଯାତ୍ରା ସମୟରେ ତେର ଭୁକ୍ତା ମାନଙ୍କୁ କଠୋର ନିୟମ ମାନି ଚଳିବାକୁ ହୁଏ ଧୂଳି ଦଣ୍ଡ, ପାଣି ଦଣ୍ଡ ଆଦି କରିଥାନ୍ତି। ଏଭଳି ସାଧନା ଓ ଆରାଧନାରେ ଦେବୀ ତୁଷ୍ଟ ହୋଇ ଭୁକ୍ତା ଓ ମାନସିକଧାରୀଙ୍କ ମନୋସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଚଳିତ ବର୍ଷ ଜିଲ୍ଲା ର ବୌଦ୍ଧ ର ବିଭିନ୍ନ ଗ୍ରାମ ସହିତ ହରଭଙ୍ଗା ବ୍ଲକ ବହୁ ପୁରାତନ ହରଭଙ୍ଗା, କୁସଙ୍ଗ,ତିଲେଶ୍ଵର, ସରଧାପୁର, ପୁରୁଣା କଟକ, ତାକୁଡ଼, ଖଣ୍ଡହତା, ବୁରୁବୁଡ଼ା, ସାକୁସିଙ୍ଗା, ଧଳପୁର, କରଡ଼ି, ପୁରୁଣା କଟକ, ବନ୍ତିଝୁଲି, ଖଲିଆପାଲି,ଲଣ୍ଡେ ଜୁର, ସରସରା, ମହୁଲ ବୁରୀ, ବିରାମଚନ୍ଦ୍ର ପୁର ଆଦି ଗ୍ରାମ ଗୁଡିକ ରେ ଚୈତ୍ର ଦଣ୍ଡ ଯାତ୍ରା ହେଉଥିବାବେଳେ ଏହି ଯାତ୍ରା ହେଉଥିବା ଗ୍ରାମ ଗୁଡିକ ରେ ଆମିଷ ବାରଣ ରହିଥାଏ l
    1
    ଗାଁ ଗାଁ ରେ ନିଷ୍ଠା ଓ କାଷ୍ଟା ର ପାରମ୍ପରିକ ଯାତ୍ରା -ଦଣ୍ଡ ଯାତ୍ରା 
... ଦଣ୍ଡୁଆ ଙ୍କ ମଣି ଡାକରେ ଉଛିଳିବ ଗାଁ ଦାଣ୍ଡ...
ଓଡ଼ିଆରେ ବାର ମାସ ରେ ତେର ପର୍ବ, ସେଇ ତେର ପର୍ବ ଭିତରୁ ଚୈତ୍ର ମାସ ରେ ଶିବ ଓ ଶକ୍ତି ଙ୍କ ଗାଁ ଗାଁ ଭ୍ରମଣ ସହ ଦଣ୍ଡ ନୃତ୍ୟ ରେ ଗାଁ ଦlଣ୍ଡଭକ୍ତି ମୟ ପରିବେଶ ରେ ଉଛୁଳି ପଡୁଛି l ଚୈତ୍ର ମାସରେ  ଆରମ୍ଭ ହହୋଇଥାଏ ଶିବ ପାର୍ବତୀ ଙ୍କ ଦଣ୍ଡ ନୃତ୍ୟ, ଏହି ମାସ ରେ ପ୍ରଭୁ ଶ୍ରୀରାମ ଙ୍କ ନବମୀ ପୂଜା ଅର୍ଚନା ବିଭିନ୍ନ ସ୍ଥାନ ରେ ପାଳିତ ହେଉଥିବା ବେଳେ, ଠିକ ସେହିପରି ରେ ପ୍ରଭୁ ଶିବ ଙ୍କ ର ଦଣ୍ଡ ଯାତ୍ରା ବା ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ l ଏହି ମାସ ରେ ବିଭିନ୍ନ ଗ୍ରାମରେ ଥିବା ଦଣ୍ଡ ଯାତ୍ରା ପରମ୍ପରା କୁ ବଜାୟ ରଖିବା ପାଇଁ ଶିବ, ପାର୍ବତୀ ଙ୍କୁ ସାଙ୍ଗ ନେଇ ମାନସିକ ଧାରୀ ଭକ୍ତ ମାନେ ଛତି ଛତ୍ର. ବାନା. ଚାଉଁର ଘଣ୍ଟ. ମହୁରୀ ଢୋଲ ବାଦ୍ୟ ଦ୍ୱରା ଶିବ କାଳୀଙ୍କୁ ଗ୍ରାମେ ଗ୍ରାମେ ବୁଲାଇ ଥାନ୍ତି l ଏନେଇ ପୁର ପଲ୍ଲୀ ଠୁ ଆରମ୍ଭ କରି  ବିଭିନ୍ନ ସ୍ଥାନ ରେ ଶିବଭକ୍ତ ମୟ ପରିବେଶ, ଦଣ୍ଡ ଯାତ୍ରା ଦ୍ୱାରା ଗାଁ ଦଣ୍ଡ ଉଛୁଳି ପଡୁଛି lଏପଟେ ଶିବ କାଳୀଙ୍କୁ ମଣି ଡାକ ରେ ପୁରା ପରିବେଶ ପ୍ରକମ୍ପିତ ହେଉଛି l ସେନେଇ ବୌଦ୍ଧ ଜିଲ୍ଲା ରେ ବିଭିନ୍ନ ସ୍ଥାନ ରେ ଚୈତ୍ର ଦଣ୍ଡ ଉଠିଥାଏ । ଏହି ଚୈତ୍ର ଦଣ୍ଡ ବା ଝାମୁ ଯାତ୍ରା 21ଦିନ 17,13 ଦିନ ଧରି ନିଷ୍ଠା କାଷ୍ଟା ସହିତ ପାଳିତ ହୋଇଥାଏ l ଦଣ୍ଡୁ ଆଙ୍କ କହିବା ଅନୁଯାୟୀ ତେର ଭୁକ୍ତା ବା ଦଣ୍ଡୁଆଙ୍କ ମେଳରେ ରୀତିନୀତି ଅନୁସାରେ ଦକ୍ଷିଣକାଳୀ ଓ ରୁଦ୍ରକାଳୀ ଙ୍କୁ ପୂଜାର୍ଚ୍ଚନା କରାଯାଇ ନିସାର୍ଦ୍ଧ ରାତିରେ ଦଣ୍ଡ ଉଠିଥାଏ ।ଦଣ୍ଡ ଉଠିବାର ପର ଦିନ  ଗ୍ରାମ ପରିକ୍ରମା କରିବା ସହିତ ବନ୍ଦାଣ ଘେନିହୋଇଥାଏ । ଶ୍ରଦ୍ଧାଳୁ ଦଣ୍ଡୁଆମାନେ ମାସ ସାରା ନିଷ୍ଠାର ସହ ବ୍ରତ କରି  କାଳୀଙ୍କୁ ପୂଜାକରି କଠିନ ସାଧନା କରିଥାନ୍ତି ଏବଂ ଆଗାମୀ ବିଷୁବ ସଂକ୍ରାନ୍ତି ବା ମେରୁ ଯାତ୍ରା ଦିନ ବ୍ରତ ଭଙ୍ଗ କରିଥାନ୍ତି।ଯାତ୍ରା ସମୟରେ ତେର ଭୁକ୍ତା ମାନଙ୍କୁ କଠୋର ନିୟମ ମାନି ଚଳିବାକୁ ହୁଏ ଧୂଳି ଦଣ୍ଡ, ପାଣି ଦଣ୍ଡ ଆଦି କରିଥାନ୍ତି। ଏଭଳି ସାଧନା ଓ ଆରାଧନାରେ ଦେବୀ ତୁଷ୍ଟ ହୋଇ ଭୁକ୍ତା ଓ ମାନସିକଧାରୀଙ୍କ ମନୋସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଚଳିତ ବର୍ଷ ଜିଲ୍ଲା ର ବୌଦ୍ଧ ର ବିଭିନ୍ନ ଗ୍ରାମ ସହିତ ହରଭଙ୍ଗା ବ୍ଲକ ବହୁ ପୁରାତନ ହରଭଙ୍ଗା, କୁସଙ୍ଗ,ତିଲେଶ୍ଵର, ସରଧାପୁର, ପୁରୁଣା କଟକ, ତାକୁଡ଼, ଖଣ୍ଡହତା, ବୁରୁବୁଡ଼ା, ସାକୁସିଙ୍ଗା, ଧଳପୁର, କରଡ଼ି, ପୁରୁଣା କଟକ, ବନ୍ତିଝୁଲି, ଖଲିଆପାଲି,ଲଣ୍ଡେ ଜୁର, ସରସରା, ମହୁଲ ବୁରୀ, ବିରାମଚନ୍ଦ୍ର ପୁର ଆଦି ଗ୍ରାମ ଗୁଡିକ ରେ ଚୈତ୍ର ଦଣ୍ଡ ଯାତ୍ରା ହେଉଥିବାବେଳେ ଏହି ଯାତ୍ରା ହେଉଥିବା ଗ୍ରାମ ଗୁଡିକ ରେ ଆମିଷ ବାରଣ ରହିଥାଏ  l
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    1 hr ago
  • ଡକାୟତି ପ୍ରସ୍ତୁତି ସମୟରେ ୬ ଜଣ ଗିରଫ – ଅସ୍ତ୍ର ଜବତ ବ୍ରାହ୍ମା ଣି ତରଙ୍ଗ |୦୩.୦୪.୨୦୨୬ ରାଜଗଙ୍ଗପୁର ପୋଲିସ ଦ୍ୱାରା ୦୨/୦୩.୦୪.୨୦୨୬ ରାତିରେ ସୁରୁଡିହି ଗ୍ରାମ ନିକଟରେ ଡକାୟତି ପ୍ରସ୍ତୁତି କରୁଥିବା ୬ ଜଣକୁ ଗିରଫ କରାଯାଇଛି। ଗୁପ୍ତ ସୂଚନା ଆଧାରରେ ପୋଲିସ ଦଳ ଛାପା ମାରି ଅଭିଯୁକ୍ତମାନଙ୍କୁ ଧରିଥିଲେ। ସେମାନଙ୍କ ପାଖରୁ ଛୁରି, ଲୋହା ରଡ, ଗାମଛା ଏବଂ ଲଙ୍କା ଗୁଣ୍ଡ ପ୍ୟାକେଟ୍ ଜବତ କରାଯାଇଛି। ଆଉ ୨ ଜଣ ଅଭିଯୁକ୍ତ ପଳାଇଯାଇଛନ୍ତି। ପଚାରାଉଥିବା ସମୟରେ ଗିରଫ ଅଭିଯୁକ୍ତମାନେ ଘରେ ଡକାୟତି କରିବା ପାଇଁ ଏକତ୍ର ହୋଇଥିବା କଥା ସ୍ୱୀକାର କରିଛନ୍ତି। ଏହି ଘଟଣାରେ ରାଜଗଙ୍ଗପୁର ପୋଲିସ ଷ୍ଟେସନ କେସ୍ ନଂ 203, ତାରିଖ 03.04.2026, ଧାରା 310(4)/310(5) BNS ରେ ମାମଲା ରଜିଷ୍ଟର କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଆଦାଲତକୁ ପ୍ରେରଣ କରାଯାଇଛି ଏବଂ ପଳାତକମାନଙ୍କୁ ଧରିବା ପାଇଁ ପୋଲିସ ପ୍ରୟାସ ଜାରି ରହିଛି।
    1
    ଡକାୟତି ପ୍ରସ୍ତୁତି ସମୟରେ ୬ ଜଣ ଗିରଫ – ଅସ୍ତ୍ର ଜବତ
ବ୍ରାହ୍ମା ଣି ତରଙ୍ଗ |୦୩.୦୪.୨୦୨୬
ରାଜଗଙ୍ଗପୁର ପୋଲିସ ଦ୍ୱାରା ୦୨/୦୩.୦୪.୨୦୨୬ ରାତିରେ ସୁରୁଡିହି ଗ୍ରାମ ନିକଟରେ ଡକାୟତି ପ୍ରସ୍ତୁତି କରୁଥିବା ୬ ଜଣକୁ ଗିରଫ କରାଯାଇଛି।
ଗୁପ୍ତ ସୂଚନା ଆଧାରରେ ପୋଲିସ ଦଳ ଛାପା ମାରି ଅଭିଯୁକ୍ତମାନଙ୍କୁ ଧରିଥିଲେ। ସେମାନଙ୍କ ପାଖରୁ ଛୁରି, ଲୋହା ରଡ, ଗାମଛା ଏବଂ ଲଙ୍କା ଗୁଣ୍ଡ ପ୍ୟାକେଟ୍ ଜବତ କରାଯାଇଛି। ଆଉ ୨ ଜଣ ଅଭିଯୁକ୍ତ ପଳାଇଯାଇଛନ୍ତି।
ପଚାରାଉଥିବା ସମୟରେ ଗିରଫ ଅଭିଯୁକ୍ତମାନେ ଘରେ ଡକାୟତି କରିବା ପାଇଁ ଏକତ୍ର ହୋଇଥିବା କଥା ସ୍ୱୀକାର କରିଛନ୍ତି।
ଏହି ଘଟଣାରେ ରାଜଗଙ୍ଗପୁର ପୋଲିସ ଷ୍ଟେସନ କେସ୍ ନଂ 203, ତାରିଖ 03.04.2026, ଧାରା 310(4)/310(5) BNS ରେ ମାମଲା ରଜିଷ୍ଟର କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଆଦାଲତକୁ ପ୍ରେରଣ କରାଯାଇଛି ଏବଂ ପଳାତକମାନଙ୍କୁ ଧରିବା ପାଇଁ ପୋଲିସ ପ୍ରୟାସ ଜାରି ରହିଛି।
    user_Rabindra Nayak
    Rabindra Nayak
    ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.