logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାସୋଳ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନେଇ ଆଜି ଜିଲ୍ଲାପାଳଙ୍କୁ ଭେଟି ଅଂଚଳ ବାସୀ ଦେଲେ ଦାବିପତ୍ର. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ରାସୋଳ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନେଇ ଅଂଚଳର ବହୁ ବୁଦ୍ଧିଜୀବୀ ଜିଲ୍ଲାପାଳରଙ୍କୁ ଦେଲେ ଦାବିପତ୍ର. ରାସୋଳ ଠାରେ ସ୍ଥାନ ନିର୍ଧାରଣ ପରେ ପରିବର୍ତ୍ତନ ହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଅଞ୍ଚଳ ବାସୀଙ୍କ ସଜବାଜ.

on 12 March
user_BIKRAM SAHU
BIKRAM SAHU
City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
on 12 March

ରାସୋଳ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନେଇ ଆଜି ଜିଲ୍ଲାପାଳଙ୍କୁ ଭେଟି ଅଂଚଳ ବାସୀ ଦେଲେ ଦାବିପତ୍ର. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ରାସୋଳ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନେଇ ଅଂଚଳର ବହୁ ବୁଦ୍ଧିଜୀବୀ ଜିଲ୍ଲାପାଳରଙ୍କୁ ଦେଲେ ଦାବିପତ୍ର. ରାସୋଳ ଠାରେ ସ୍ଥାନ ନିର୍ଧାରଣ ପରେ ପରିବର୍ତ୍ତନ ହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଅଞ୍ଚଳ ବାସୀଙ୍କ ସଜବାଜ.

  • user_Rajkishor Rana
    Rajkishor Rana
    Harbhanga, Boudh
    🤝
    on 13 March
More news from ଓଡ଼ିଶା and nearby areas
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ ଏ ସି ୫ ନମ୍ବର ୱାର୍ଡରେ ହାତୀ ଆକ୍ରମଣରେ ଜଣେ ମହିଳା ଙ୍କ ମୃତ୍ୟୁ.ମୃତକ ମହିଳା ଜଣଙ୍କ ନିଜ କାଜୁ ବଗିଚାକୁ କାଜୁ ମଞ୍ଜି ସଂଗ୍ରହ ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣ କରିବା ଫଳରେ ମୃତ୍ୟୁ ହୋଇଥିବା ସୂଚନା. ମୃତକ ମହିଳା 55 ବର୍ଷୀୟା ଜୟନ୍ତୀ ସାହୁ.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ ଏ ସି ୫ ନମ୍ବର ୱାର୍ଡରେ ହାତୀ ଆକ୍ରମଣରେ ଜଣେ ମହିଳା ଙ୍କ ମୃତ୍ୟୁ.ମୃତକ ମହିଳା ଜଣଙ୍କ ନିଜ କାଜୁ ବଗିଚାକୁ କାଜୁ ମଞ୍ଜି ସଂଗ୍ରହ ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣ କରିବା ଫଳରେ ମୃତ୍ୟୁ ହୋଇଥିବା ସୂଚନା. ମୃତକ ମହିଳା 55 ବର୍ଷୀୟା ଜୟନ୍ତୀ ସାହୁ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    21 hrs ago
  • Post by Rajesh bahara Rajesh
    1
    Post by Rajesh bahara Rajesh
    user_Rajesh bahara Rajesh
    Rajesh bahara Rajesh
    Spa ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    19 hrs ago
  • ନାରୀ ଶକ୍ତି ବନ୍ଦନ ଅଧିନିୟମ 2023,33% ସଂରକ୍ଷିତ ହୋଇ ଗଲା।ଆମେ ବି ଏଥର ବିଧାୟିକା ଓ ସାଂସଦ ହେବୁ। ଆମେ ଏଥର politician ହେବୁ।ଆମେ ବି ଏଥର ଲୋକସଭା ଓ ବିଧାନ ସଭା ରେ ନିଜର ଅଧିକାର ମାଗି ପାରିବୁ। ଧନ୍ୟ ବାଦ୍ ଆଦର ନୀୟ ଭାରତ ର ପ୍ରଧାନ ମନ୍ତ୍ରୀ ମୋଦି ଜି।
    1
    ନାରୀ ଶକ୍ତି ବନ୍ଦନ ଅଧିନିୟମ 2023,33% ସଂରକ୍ଷିତ ହୋଇ ଗଲା।ଆମେ ବି ଏଥର ବିଧାୟିକା ଓ ସାଂସଦ  ହେବୁ। ଆମେ ଏଥର politician ହେବୁ।ଆମେ ବି ଏଥର ଲୋକସଭା ଓ ବିଧାନ ସଭା ରେ ନିଜର ଅଧିକାର ମାଗି ପାରିବୁ। ଧନ୍ୟ ବାଦ୍ ଆଦର ନୀୟ ଭାରତ ର ପ୍ରଧାନ ମନ୍ତ୍ରୀ ମୋଦି ଜି।
    user_Banaja SAHOO samay Live news repoter
    Banaja SAHOO samay Live news repoter
    Plumber କୋଲିୟରୀ, ଅନୁଗୁଳ, ଓଡ଼ିଶା•
    6 hrs ago
  • ତାଳଚେର ବାଇପାସ ସ୍ଥିତ ଗ୍ରୀନପାର୍କ ଠାରେ ଉତ୍କଳ ସାମ୍ବାଦିକ ସଂଘ, ଓଡିଶା ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ ରାଜ୍ୟ ସଭାପତି ବିଭୁତି ଭୂଷଣ କର, ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ଓ ରାଜ୍ୟର ବିଭିନ୍ନ ଜିଲ୍ଲା ସଭାପତି ମାନେ ଉପସ୍ଥିତ ଥିଲେ l
    1
    ତାଳଚେର ବାଇପାସ ସ୍ଥିତ ଗ୍ରୀନପାର୍କ ଠାରେ ଉତ୍କଳ ସାମ୍ବାଦିକ ସଂଘ, ଓଡିଶା ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ ରାଜ୍ୟ ସଭାପତି ବିଭୁତି ଭୂଷଣ କର, ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ଓ ରାଜ୍ୟର ବିଭିନ୍ନ ଜିଲ୍ଲା ସଭାପତି ମାନେ ଉପସ୍ଥିତ ଥିଲେ l
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    11 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    18 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    4 hrs ago
  • Post by News odia odisha
    1
    Post by News odia odisha
    user_News odia odisha
    News odia odisha
    Tailor Dhenkanal Sadar, Odisha•
    15 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.