Shuru
Apke Nagar Ki App…
ଆଜି ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ ତରଫରୁ ବିଭିନ୍ନ ଦାବୀ ନେଇ ଭଦ୍ରକରେ କାର୍ଯ୍ୟରତ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଏହି ଆନ୍ଦୋଳନ ଯୋଗୁଁ ରୋଗୀ ସେବା ବ୍ୟାହତ ହୋଇଥିବା ଜଣାପଡ଼ିଛି।
Bhadrak bulletin
ଆଜି ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ ତରଫରୁ ବିଭିନ୍ନ ଦାବୀ ନେଇ ଭଦ୍ରକରେ କାର୍ଯ୍ୟରତ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଏହି ଆନ୍ଦୋଳନ ଯୋଗୁଁ ରୋଗୀ ସେବା ବ୍ୟାହତ ହୋଇଥିବା ଜଣାପଡ଼ିଛି।
More news from ଓଡ଼ିଶା and nearby areas
- ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏବଂ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ରେ ସାମିଲ ହେବେ। ସେମାନେ ନିଜ ସମର୍ଥକ କର୍ମୀଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟାଳୟ ଅଭିମୁଖେ ବାହାରିଛନ୍ତି। ଅପରାହ୍ନ ୪ ଘଟିକା ସମୟରେ, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଅନ୍ୟାନ୍ୟ ସମସ୍ତ ନେତୃ ମଣ୍ଡଳୀଙ୍କ ଉପସ୍ଥିତିରେ ଏହି ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।1
- ବନ୍ତ ବ୍ଲକର ମହତାବ ମଣ୍ଡଳରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ବଳିଦାନ ଦିବସ ପାଳିତ ହୋଇଯାଇଛି।1
- ଭୁବନେଶ୍ୱର ପଟୁ ଭଦ୍ରକ ଅଭିମୁଖେ ଆସୁଥିବା ଏକ କାରରୁ ସ୍ଥାନୀୟ ପେଟ୍ରୋଲିଂ ପୋଲିସ ୭୦ କେଜି ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇ ଗାଡ଼ିକୁ ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ଛତାବର ଟୋଲ ଗେଟ୍ ନିକଟ ଜାତୀୟ ରାଜପଥ ୧୬ରେ ପୋଲିସ ଭ୍ୟାନ୍ ମାଡ଼ିବସିଥିଲା।1
- ଘସିପୁରା ବ୍ଳକ୍ ଅନ୍ତର୍ଗତ କେଶଦୁରାପାଳଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ ଏବଂ ସୁଭଦ୍ରା ଶକ୍ତି ସମ୍ବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।1
- କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଘସିପୁରା ବ୍ଲକର କେଶଦୁରାପାଳ ପଞ୍ଚାୟତରେ ଏକ ପଞ୍ଚାୟତ ସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ ଏବଂ ସୁଭଦ୍ରା ଶକ୍ତି ସମ୍ବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।1
- ଆଜି ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ ତରଫରୁ ବିଭିନ୍ନ ଦାବୀ ନେଇ ଭଦ୍ରକରେ କାର୍ଯ୍ୟରତ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଏହି ଆନ୍ଦୋଳନ ଯୋଗୁଁ ରୋଗୀ ସେବା ବ୍ୟାହତ ହୋଇଥିବା ଜଣାପଡ଼ିଛି।1
- ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଛତାବର ଟୋଲ୍ ଗେଟ୍ ନିକଟରେ ପୋଲିସ ଚଢ଼ାଉ କରି ଏକ ବଡ଼ ଧରଣର ଗଞ୍ଜେଇ ଚୋରାଚାଲାଣ ଉଦ୍ୟମକୁ ପଣ୍ଡ କରିଛି। ଏହି ଅଭିଯାନରେ ପୋଲିସ ପ୍ରାୟ ୬୦ରୁ ୭୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ସୂଚନାନୁସାରେ, 24BH 3576E ନମ୍ବର ବିଶିଷ୍ଟ ଏକ ଗାଡ଼ି ଭୁବନେଶ୍ୱର ପଟରୁ ଭଦ୍ରକ ଅଭିମୁଖେ ଯାଉଥିବା ସମୟରେ ଛତାବର ଟୋଲ୍ ଗେଟ୍ ନିକଟରେ ପୋଲିସ ହାତରେ ଧରାପଡ଼ିଥିଲା। ପୋଲିସ ଗାଡ଼ିଟିକୁ ଅଟକ ରଖିବା ସହ ଗଞ୍ଜେଇ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।1