Shuru
Apke Nagar Ki App…
କଟକ ମହାନଗର ନିଗମ ର ନବ ନିର୍ବାଚିତ କାଉନସିଲ କୁ ୪ ବର୍ଷ ପୂର୍ତି ଅବସରରେ ଏକ ବିଶେଷ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଅଛି। ମାନ୍ୟବର ମେୟର କଟକ ଙ୍କ ଆବାସିକ କାର୍ଜ୍ୟାଳୟ ଠାରେ କଟକ ମହାନଗର ନିଗମ ର ନବ ନିର୍ବାଚିତ କାଉନସିଲ କୁ ୪ ବର୍ଷ ପୂର୍ତି ଅବସରରେ ଏକ ବିଶେଷ ସାମ୍ବାଦିକ ସମିଳନୀ ଆୟୋଜିତ ହୋଇଅଛି
Aritkumar Mohapatra
କଟକ ମହାନଗର ନିଗମ ର ନବ ନିର୍ବାଚିତ କାଉନସିଲ କୁ ୪ ବର୍ଷ ପୂର୍ତି ଅବସରରେ ଏକ ବିଶେଷ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଅଛି। ମାନ୍ୟବର ମେୟର କଟକ ଙ୍କ ଆବାସିକ କାର୍ଜ୍ୟାଳୟ ଠାରେ କଟକ ମହାନଗର ନିଗମ ର ନବ ନିର୍ବାଚିତ କାଉନସିଲ କୁ ୪ ବର୍ଷ ପୂର୍ତି ଅବସରରେ ଏକ ବିଶେଷ ସାମ୍ବାଦିକ ସମିଳନୀ ଆୟୋଜିତ ହୋଇଅଛି
More news from ଓଡ଼ିଶା and nearby areas
- Cuttack jila re barsha start1
- କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବାତିଲ କଟକ ବିଜେଡ଼ି ପକ୍ଷରୁ ବିକ୍ଷୋଭ। ବିଜେପି ସରକାର ମେଟ୍ରୋ ପ୍ରକଳ୍ପ ବନ୍ଦ କରି ଭୁବନେଶ୍ୱର-କଟକର ସ୍ୱପ୍ନକୁ ଧୂଳିସାତ କରିଛି: ବିଜେଡି କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ବର୍ତ୍ତମାନ ସରକାର ବାତିଲ କରିବା ପରିପ୍ରେକ୍ଷୀରେ କଟକ ବିଜେଡ଼ି ପକ୍ଷରୁ ପ୍ରତିବାଦ।1
- ମାନ୍ୟବର ମେୟର କଟକ ଙ୍କ ଆବାସିକ କାର୍ଜ୍ୟାଳୟ ଠାରେ କଟକ ମହାନଗର ନିଗମ ର ନବ ନିର୍ବାଚିତ କାଉନସିଲ କୁ ୪ ବର୍ଷ ପୂର୍ତି ଅବସରରେ ଏକ ବିଶେଷ ସାମ୍ବାଦିକ ସମିଳନୀ ଆୟୋଜିତ ହୋଇଅଛି4
- ଚକ୍ର ପାଣି ଙ୍କ ଚକ୍ରାନ୍ତ ରେ ପେଶୀ ହେବାକୁ ଦଶାନନ ରାବଣ ଶ୍ରୀ ମନ୍ଦିର କୁ ସିଂହ ଦ୍ୱାର ଦେଇ ପ୍ରବେଶ କରୁଛନ୍ତି..... ଜଗମୋହନ ପାଖରେ ନିଜ କଳା ର ଠାଣି ଦେଖାଇ ଆଜ୍ଞା ଆଣିବେ ରାମ ଲକ୍ଷ୍ମଣ ବେନି ଭାଇ ଙ୍କୁ ପରାଜିତ କରିବେ ! ମହାପ୍ରଭୁ ଚତୁରତାର ସହ ଆଜ୍ଞା ଦେବେ ହେଲେ ଫଳ ସ୍ୱରୂପରେ ମନ୍ଦାର ମାଳ...1
- Post by NEWS MANORANJAN1
- Post by Thabira Majhi1
- ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ କାଙ୍କଡପାଳ ଗ୍ରାମ ପଞ୍ଚାୟତ ଅଧିନ କୁଷୁପଦା ଗ୍ରାମରେ ଥିବା ଏକ ସରକାରୀ ଜମିକୁ ଉଛେଦ କରିବା ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ଗ୍ରାମ ନିକଟରେ ଥିବା ଏକ ସରକାରୀ ଜମି ଯେଉଁଥିରେ ଗ୍ରାମବାସୀମାନେ ସ୍ମଂଶାନ କରିଥିଲେ । ସେହି ଜମିକୁ ଜଣେ ବ୍ୟକ୍ତି ନିଜର କହି ଅନ୍ୟ ଜଣଙ୍କୁ ବିକ୍ରୟ କରି ଦେଇଛନ୍ତି । କିଣିଥିବା ବ୍ୟକ୍ତି ଜଣକ ସେହି ଜମିରେ ତାରବାଡ ଦେଇଥିବାରୁ ଗ୍ରାମବାସୀମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଏହାର ପ୍ରତିକାର ତଥା ସରକାରୀ ଜମିକୁ ଉଛେଦ ନେଇ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି |1
- କଟକ ସିଏମସିରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହେଉଥିବା ଅଭିଯୋଗ। ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।କଟକ ସିଏମସିରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହେଉଥିବା ଅଭିଯୋଗ। ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।1