Shuru
Apke Nagar Ki App…
ଠାକୁରମୁଣ୍ଡା ଥାନା ତାଳପଦା ପଞ୍ଚାୟତ କାଳିଆପୋଷି ଗାଁ ମୁଣ୍ଡ ଚତୁରିପାଖ ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଠାବ କରଞ୍ଜିଆ,୧୭/୪(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଠାକୁରମୁଣ୍ଡା ଥାନା ତାଳପଦା ପଞ୍ଚାୟତ କାଳିଆପୋଷି ଗାଁ ମୁଣ୍ଡ ଚତୁରିପାଖରେ ଆଜି ସକାଳୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଠାବ ହୋଇଛି। ଝିଅଟି ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ପୁଅର ପରିଚୟ ମିଳିନାହିଁ। ଘଟଣାସ୍ଥଳରେ ଠାକୁରମୁଣ୍ଡା ପୋଲିସ ତଦନ୍ତ କରୁଛି।
Partha Prasanna Mishra
ଠାକୁରମୁଣ୍ଡା ଥାନା ତାଳପଦା ପଞ୍ଚାୟତ କାଳିଆପୋଷି ଗାଁ ମୁଣ୍ଡ ଚତୁରିପାଖ ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଠାବ କରଞ୍ଜିଆ,୧୭/୪(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଠାକୁରମୁଣ୍ଡା ଥାନା ତାଳପଦା ପଞ୍ଚାୟତ କାଳିଆପୋଷି ଗାଁ ମୁଣ୍ଡ ଚତୁରିପାଖରେ ଆଜି ସକାଳୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଠାବ ହୋଇଛି। ଝିଅଟି ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ପୁଅର ପରିଚୟ ମିଳିନାହିଁ। ଘଟଣାସ୍ଥଳରେ ଠାକୁରମୁଣ୍ଡା ପୋଲିସ ତଦନ୍ତ କରୁଛି।
More news from ଓଡ଼ିଶା and nearby areas
- ହାତ ସିଲାଇ ଟ୍ରିକ1
- चंपुआ में इलेक्ट्रिक का समस्या काफी दिनों से चल रहा है आम पब्लिक बहुत परेशान है इलेक्ट्रिक ऑफिस वाले हर महीने बिल लेने तो पहुंच जाते हैं मगर थोड़ी सी हवा चले या थोड़ी सी बारिश हो जाए तो फिर लाइन इस कदर काट देते हैं के घर में सोना दुश्वार मुश्किल हो जाता है क्योंकि यहां पर बहुत सारे गरीब परिवार से लोग बिलॉन्ग करते हैं जिनके घर में इनवर्टर भी नहीं है छोटे-छोटे बच्चे हैं और जिनके घर में इनवर्टर भी है तो उसे न फन चल सकता है ना ऐसी चल सकता है तो मैं चंपुआ के पब्लिक से रिक्वेस्ट करता हूं की सब मिलकर इस समस्या का समाधान करें1
- Post by ମିଲନ କୁମାର ନାଏକ1
- * ଚମ୍ପୁଆ: ସିବିଏସଇ ଦଶମ ଶ୍ରେଣୀ (2025-26) ପରୀକ୍ଷାରେ ଉତ୍କୃଷ୍ଟ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚମ୍ପୁଆର କେରଳା ଇଂଲିଶ୍ ମେଡିୟମ୍ ସ୍କୁଲରେ ଏକ ଭବ୍ୟ ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା। ଏହି ଅବସରରେ ଛାତ୍ର ଆସଦ କମାଲ ୯୮.୪% ଅଙ୍କ ଅଧିଗତ କରି ସ୍କୁଲର ଟପ୍ପର ହେବା ସହିତ ଏକ ନୂତନ ଇତିହାସ ଗଢ଼ିଛନ୍ତି। ସ୍କୁଲର ପୂର୍ବତନ ଫଳାଫଳ ତୁଳନାରେ ଏହା ସର୍ବୋଚ୍ଚ ଅଙ୍କ ଥିବାରୁ ତାଙ୍କର ଏହି ସଫଳତା ସ୍କୁଲ ପାଇଁ ଗର୍ବର ବିଷୟ ହୋଇପଡ଼ିଛି। ଆସଦ କମାଲ ତାଙ୍କର ଏହି ସଫଳତା ପାଇଁ ମାତାପିତା, ଶିକ୍ଷକ ଓ ସ୍କୁଲ ପରିବେଶକୁ ଶ୍ରେୟ ଦେଇଛନ୍ତି। ସେ ଭବିଷ୍ୟତରେ ଉଚ୍ଚ ଶିକ୍ଷା ଗ୍ରହଣ କରି ଏକ ସଫଳ ଆଇଟି ଇଞ୍ଜିନିୟର୍ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ସମାରୋହରେ ସ୍କୁଲର ଚେୟାରମ୍ୟାନ୍, ଡାକ୍ତର ରାଜ ମୋହନ ପି. ଏସ,ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକମାନେ ଉପସ୍ଥିତ ରହି ସମସ୍ତ ଟପ୍ପର ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ପ୍ରଶଂସାପତ୍ର ଓ ସ୍ମୃତିଚିହ୍ନ ଦେଇ ସମ୍ମାନିତ କରିଥିଲେ। ସେମାନେ ଛାତ୍ରଛାତ୍ରୀଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହି ସମ୍ମାନ ସମାରୋହ ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ଆହୁରି ଭଲ କରିବାକୁ ପ୍ରେରିତ କରିଛି। *ଚମ୍ପୁଆ ରୁ ଆବିଦ ଆନସାରୀ କଳିଙ୍ଗ 24 ଫୋକସ ନିୟୁସ*1
- Post by Rajib Behera3
- Odia Short reels video Mo Swapnoro Sauda ghara Kedar Naik Jay Jagannath1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 19.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- Post by Rajib Behera1