Shuru
Apke Nagar Ki App…
ଧରମପୁର ଗ୍ରାମରେ ପ୍ରାଇଭେଟ୍ କମ୍ପାନୀକୁ ସମ୍ପୂର୍ଣ୍ଣ ବିରୋଧ, ଗ୍ରାମରେ ଡ୍ରିଲିଂ କରାଇ ଦେବୁ ନାହିଁ ବୋଲି ଗ୍ରାମବାସୀଙ୍କ ବୈଠକରେ ନିଷ୍ପତି ପ୍ରାଇଭେଟ୍ କମ୍ପାନୀକୁ ସମର୍ଥନ କରି କିଛି ଲୋକ ଧରମପୁର ଗ୍ରାମରେ ଡ୍ରିଲିଂ କରାଇବାକୁ ବାରମ୍ବାର ଚକ୍ରାନ୍ତ କରୁଛନ୍ତି ବୋଲି ଗ୍ରାମବାସୀ ମାନେ କହୁଛନ୍ତି l ଏନେଇ ଗ୍ରାମରେ ଏକ ବୈଠକ ହୋଇଥିଲା l ଗ୍ରାମରେ ପ୍ରାଇଭେଟ୍ କମ୍ପାନୀକୁ ସମ୍ପୂର୍ଣ୍ଣ ବିରୋଧ କରାଯିବ l ଗ୍ରାମରେ ଡ୍ରିଲିଂ କରାଇ ଦେବୁ ନାହିଁ ବୋଲି ଗ୍ରାମବାସୀଙ୍କ ବୈଠକରେ ନିଷ୍ପତି ହୋଇଛି l ଧରମପୁର ଗ୍ରାମବାସୀ ମାନଙ୍କ ଗୋଟିଏ କଥା ପ୍ରାଇଭେଟ୍ କମ୍ପାନୀ ଦ୍ବାରା କୌଣସି ବି କାମ କୁ ପ୍ରଶ୍ରୟ ଦିଆ ଯାଇ ନାହିଁ ନା କେବେ ବି ଦିଆ ଯିବ ନାହିଁ l ଗ୍ରାମବାସି ମାନଙ୍କ ଗୋଟିଏ କଥା ପ୍ରାଇଭେଟ୍ କମ୍ପାନୀ କୁ ସମ୍ପୂର୍ଣ ବିରୋଧ କରାଯିବ ବୋଲି ଆଜି ର ବୈଠକରେ ନଡ଼ିଆ ଛୁଇଁ ଗ୍ରାମବାସୀ ମାନେ ଶପଥ କରିଥିବା ଜଣାପଡିଛି l
Priyamadhaba Das

More news from ଓଡ଼ିଶା and nearby areas
- Jangal ku jaithiba bele hati akrama krichi athmalik re1
- hi go cool unique hp food fog XL TX em go hop home FL to hmmm1
- Post by Banaja SAHOO samay Live news repoter2
- ଆଜି ଢେଙ୍କାନାଳର ରଗଡି ସାହିରେ ଏକ ବୁଲା ଷଣ୍ଢ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।1
- ଢେଙ୍କାନାଳ ପୋଲିସ୍ ପ୍ରଶାସନ ପକ୍ଷରୁ ଜୁଭେଣ୍ଟିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ........1
- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ୧୯୪ କୋଟି ଟଙ୍କାର ୪୮ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ କୃଷି କ୍ଷେତ୍ରକୁ ସୁଦୃଢ଼ କରିବ। ଏହା ସ୍ଥାନୀୟ ଜନସାଧାରଣଙ୍କ ସାମାଜିକ ଓ ଆର୍ଥିକ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ।1
- ଢ଼େଙ୍କାନାଳର ଭୁବନରେ ଜଣେ ବ୍ୟକ୍ତି ନିଜକୁ ବ୍ୟାଙ୍କ ମ୍ୟାନେଜର କହି ୫୦ ହଜାର ଟଙ୍କା ଠକି ନେଇଛି। ଏହି ଘଟଣା ସହ ଓଡ଼ିଶାରେ ସାଇବର ଅପରାଧ ବୃଦ୍ଧି ପାଉଥିବା ନେଇ ଚିନ୍ତା ବଢ଼ିଛି।1
- Post by Banaja SAHOO samay Live news repoter1