logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ସାକ୍ଷାତ କରି କୃତଜ୍ଞତା ସହ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଲେ କୋଇଲା ଖଣି ଅଂଚଳର ସମସ୍ତ ଠିକା ଶ୍ରମିକ ଭୁବନେଶ୍ବରୀ କୋଇଲା ଖଣି ଅନ୍ତର୍ଗତ ସିପଲ କମ୍ପାନୀରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କୁ ଏଚପିସି ହାରରେ ଦରମା ପ୍ରଦାନ ପାଇଁ ଦୀର୍ଘ ଦିନରୁ ଶ୍ରମିକମାନେ ଦାବି କରି ଆସୁଥିଲେ l ଏନେଇ ତାଳଚେର ବିଧାୟକଙ୍କ ଅକ୍ଲାନ୍ତ ପ୍ରଚେଷ୍ଟା ଓ ଦୃଢ଼ ନେତୃତ୍ବ ଯୋଗୁଁ ଏମସିଏଲ ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏବଂ କାର୍ମିକ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରି ଏହାକୁ ଅନୁମୋଦନ କରିଛନ୍ତି l ଏହି ସଫଳତା ପରେ ସମସ୍ତ ଠିକା ଶ୍ରମିକମାନେ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ସାକ୍ଷାତ କରି କୃତଜ୍ଞତା ସହ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି l

2 hrs ago
user_Priya Madhaba Das
Priya Madhaba Das
Journalist ତାଳଚେର ସଦର, ଅନୁଗୁଳ, ଓଡ଼ିଶା•
2 hrs ago
113751c4-038c-4501-9d7d-add7e2eb9d18

ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ସାକ୍ଷାତ କରି କୃତଜ୍ଞତା ସହ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଲେ କୋଇଲା ଖଣି ଅଂଚଳର ସମସ୍ତ ଠିକା ଶ୍ରମିକ ଭୁବନେଶ୍ବରୀ କୋଇଲା ଖଣି ଅନ୍ତର୍ଗତ ସିପଲ କମ୍ପାନୀରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କୁ ଏଚପିସି ହାରରେ ଦରମା ପ୍ରଦାନ ପାଇଁ ଦୀର୍ଘ ଦିନରୁ ଶ୍ରମିକମାନେ ଦାବି କରି ଆସୁଥିଲେ l ଏନେଇ ତାଳଚେର ବିଧାୟକଙ୍କ ଅକ୍ଲାନ୍ତ ପ୍ରଚେଷ୍ଟା ଓ ଦୃଢ଼ ନେତୃତ୍ବ ଯୋଗୁଁ ଏମସିଏଲ ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏବଂ କାର୍ମିକ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରି ଏହାକୁ ଅନୁମୋଦନ କରିଛନ୍ତି l ଏହି ସଫଳତା ପରେ ସମସ୍ତ ଠିକା ଶ୍ରମିକମାନେ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ସାକ୍ଷାତ କରି କୃତଜ୍ଞତା ସହ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି l

More news from Odisha and nearby areas
  • ପଳାଶୋଳ ୟୁଥ ହେଲପିଙ୍ଗି ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଞ୍ଚମ ବାର୍ଷିକ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ଜଗତସିଂହପୁର ବ୍ଲକର ପଳାଶୋଳ ୟୁଥ ହେଲପିଙ୍ଗ ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଞ୍ଚମ ବାର୍ଷିକ ରକ୍ଷା ବନ୍ଧନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି | #apanankakhabara #LatestNews #UpdateNews #rakhispecial❤️ #rakhispecial #rakhyabandhan_special #raskhabandhan ପଳାଶୋଳ ୟୁଥ ହେଲପିଙ୍ଗି ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଞ୍ଚମ ବାର୍ଷିକ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ଜଗତସିଂହପୁର ବ୍ଲକର ପଳାଶୋଳ ୟୁଥ ହେଲପିଙ୍ଗ ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଞ୍ଚମ ବାର୍ଷିକ ରକ୍ଷା ବନ୍ଧନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି | #apanankakhabara #LatestNews #UpdateNews #rakhispecial❤️ #rakhispecial #rakhyabandhan_special #raskhabandhan
    1
    ପଳାଶୋଳ ୟୁଥ ହେଲପିଙ୍ଗି ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଞ୍ଚମ ବାର୍ଷିକ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ 
ଜଗତସିଂହପୁର ବ୍ଲକର ପଳାଶୋଳ ୟୁଥ ହେଲପିଙ୍ଗ ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଞ୍ଚମ ବାର୍ଷିକ ରକ୍ଷା ବନ୍ଧନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି |
 #apanankakhabara #LatestNews #UpdateNews #rakhispecial❤️ #rakhispecial #rakhyabandhan_special #raskhabandhan
ପଳାଶୋଳ ୟୁଥ ହେଲପିଙ୍ଗି ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଞ୍ଚମ ବାର୍ଷିକ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ 
ଜଗତସିଂହପୁର ବ୍ଲକର ପଳାଶୋଳ ୟୁଥ ହେଲପିଙ୍ଗ ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଞ୍ଚମ ବାର୍ଷିକ ରକ୍ଷା ବନ୍ଧନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି |
#apanankakhabara #LatestNews #UpdateNews #rakhispecial❤️ #rakhispecial #rakhyabandhan_special #raskhabandhan
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    2 hrs ago
  • ଭୂମି ହିନ ହରିଜନ ପରିବାରକୁ ଗ୍ରାମବାସୀ ମାଡ଼ ମାରି ବାସ ସ୍ଥାନରୁ ହଟାଇବା ପାଇଁ କରୁଛନ୍ତି ଚକ୍ରାନ୍ତ ତହସିଲ ଅଫିସ୍ ଅଧିକାରୀ ମଧ୍ୟ କରୁଛନ୍ତି ଗ୍ରାମବାସୀଙ୍କୁ ସମର୍ଥନ, ଭୟଭୀତ ନିରୀହ ପରିବାର
    1
    ଭୂମି ହିନ ହରିଜନ ପରିବାରକୁ ଗ୍ରାମବାସୀ ମାଡ଼ ମାରି ବାସ ସ୍ଥାନରୁ ହଟାଇବା ପାଇଁ କରୁଛନ୍ତି ଚକ୍ରାନ୍ତ
ତହସିଲ ଅଫିସ୍ ଅଧିକାରୀ ମଧ୍ୟ କରୁଛନ୍ତି ଗ୍ରାମବାସୀଙ୍କୁ ସମର୍ଥନ, ଭୟଭୀତ ନିରୀହ ପରିବାର
    user_ସଞ୍ଜୟ ଦତ୍ତ ଆଚାର୍ଯ୍ୟ
    ସଞ୍ଜୟ ଦତ୍ତ ଆଚାର୍ଯ୍ୟ
    Voice of people ନୂଆଗାଁ, ନୟାଗଡ଼, ଓଡ଼ିଶା•
    10 hrs ago
  • ଏହି ଦିନ ବନ୍ଧାହେବ ରାକ୍ଷୀ (ହଟିବ ଦ୍ଵନ୍ଦ )🌺🌺🌺🌺🌺🌺🌺🌺🌺
    1
    ଏହି ଦିନ ବନ୍ଧାହେବ ରାକ୍ଷୀ (ହଟିବ ଦ୍ଵନ୍ଦ )🌺🌺🌺🌺🌺🌺🌺🌺🌺
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    2 hrs ago
  • ବାଙ୍କୀ ରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବାଙ୍କୀ ରେ ଶୁଖିଲା ରିଲିଫ ବଣ୍ଟନ #spnewstvliveodia #breakingnews #bankingnews ବାଙ୍କୀ ରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବାଙ୍କୀ ରେ ଶୁଖିଲା ରିଲିଫ ବଣ୍ଟନ #spnewstvliveodia #breakingnews #bankingnews
    1
    ବାଙ୍କୀ ରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବାଙ୍କୀ ରେ ଶୁଖିଲା ରିଲିଫ ବଣ୍ଟନ #spnewstvliveodia #breakingnews #bankingnews 
ବାଙ୍କୀ ରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବାଙ୍କୀ ରେ ଶୁଖିଲା ରିଲିଫ ବଣ୍ଟନ #spnewstvliveodia #breakingnews #bankingnews
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    3 hrs ago
  • ବାଲିଅନ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ । #ମଦ #Balianta #Baliantapolice #Police #DCPBhubaneswar #ACPbhubaneswar
    1
    ବାଲିଅନ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ । #ମଦ #Balianta #Baliantapolice #Police #DCPBhubaneswar #ACPbhubaneswar
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
  • ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ, ସମ୍ଭାବ୍ୟ ଦୁର୍ଘଟଣାକୁ ନେଇ ଗାଡି ଚାଳକ ଆତଙ୍କିତ ରାୟଗଡ଼ା ଜିଲ୍ଲାର ଜେକେପୁର ସ୍ଥିତ ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଆଶଙ୍କାରେ ଗାଡି ଚାଳକ ଓ ସ୍ଥାନୀୟ ଜନସାଧାରଣ ରହିଛନ୍ତି। ପ୍ରତିଦିନ ଶହ ଶହ କାର, ବସ, ମାଲବାହୀ ଟ୍ରକ ଚଳାଚଳ କରିଥାଏ। ପୋଲର ବାଡ଼ରେ ଏବଂ ପୋଲ ତଳ ଖମ୍ବରେ ଫାଟ ସୃଷ୍ଟି ହେବା ସହିତ ଗର୍ତ୍ତ ମଧ୍ୟ ସୃଷ୍ଟି ହେଲାଣି । କେତେବେଳେ ଯେ ପୋଲ ଭୁଶୁଡି‌ବ ନତୁବା ଭାଙ୍ଗିଯିବ ଏଭଳି ଆଶଂକା ପୋଲ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଘାରିଛି। ଆଉ ଏକ ନୂତନ ପୋଲ ନିର୍ମାଣର ଆବଶ୍ୟକତା ଥିବା କଥା କହିଛନ୍ତି ସମାଜସେବୀ ମୂର୍ତ୍ତି ମିଣିଆକା। କେନ୍ଦ୍ର ଓ ରାଜ୍ୟର ସଡକ ପରିବହନ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
    3
    ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ, ସମ୍ଭାବ୍ୟ ଦୁର୍ଘଟଣାକୁ ନେଇ ଗାଡି ଚାଳକ ଆତଙ୍କିତ 
ରାୟଗଡ଼ା ଜିଲ୍ଲାର ଜେକେପୁର ସ୍ଥିତ ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଆଶଙ୍କାରେ ଗାଡି ଚାଳକ ଓ ସ୍ଥାନୀୟ ଜନସାଧାରଣ ରହିଛନ୍ତି। ପ୍ରତିଦିନ ଶହ ଶହ କାର, ବସ, ମାଲବାହୀ ଟ୍ରକ ଚଳାଚଳ କରିଥାଏ। ପୋଲର ବାଡ଼ରେ ଏବଂ ପୋଲ ତଳ ଖମ୍ବରେ ଫାଟ ସୃଷ୍ଟି ହେବା ସହିତ ଗର୍ତ୍ତ ମଧ୍ୟ ସୃଷ୍ଟି ହେଲାଣି । କେତେବେଳେ ଯେ ପୋଲ ଭୁଶୁଡି‌ବ ନତୁବା ଭାଙ୍ଗିଯିବ ଏଭଳି ଆଶଂକା ପୋଲ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଘାରିଛି। ଆଉ ଏକ ନୂତନ ପୋଲ ନିର୍ମାଣର ଆବଶ୍ୟକତା ଥିବା କଥା କହିଛନ୍ତି ସମାଜସେବୀ ମୂର୍ତ୍ତି ମିଣିଆକା। କେନ୍ଦ୍ର ଓ ରାଜ୍ୟର ସଡକ ପରିବହନ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
    user_Nrusingh Barik
    Nrusingh Barik
    Photographer ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    18 hrs ago
  • ହୁମ୍ମା ଓଭରବ୍ରିଜ୍ ନିକଟରେ ସଡ଼କ ଦୁର୍ଘଟଣା ମାଲବୋଝେଇ ଗାଡ଼ି ଧକ୍କାରେ ଅଟୋ ଓ ସାଇକେଲ୍ ହୁମ୍ମା ଓଭରବ୍ରିଜ୍ ନିକଟରେ ସଡ଼କ ଦୁର୍ଘଟଣା ମାଲବୋଝେଇ ଗାଡ଼ି ଧକ୍କାରେ ଅଟୋ ଓ ସାଇକେଲ୍ ଚାଳକ ଆହତ #LatestNews #UpdateNews #apanankakhabara #news #OdishaNews #news
    1
    ହୁମ୍ମା ଓଭରବ୍ରିଜ୍ ନିକଟରେ ସଡ଼କ ଦୁର୍ଘଟଣା ମାଲବୋଝେଇ ଗାଡ଼ି ଧକ୍କାରେ ଅଟୋ ଓ ସାଇକେଲ୍  
ହୁମ୍ମା ଓଭରବ୍ରିଜ୍ ନିକଟରେ ସଡ଼କ ଦୁର୍ଘଟଣା ମାଲବୋଝେଇ ଗାଡ଼ି ଧକ୍କାରେ ଅଟୋ ଓ ସାଇକେଲ୍ ଚାଳକ ଆହତ #LatestNews #UpdateNews #apanankakhabara #news #OdishaNews #news
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    4 hrs ago
  • ବାଲିଅନ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ । ବାଲିଅନ୍ତା - ବାଲିଅନ୍ତା ଥାନା ଅଞ୍ଚଳରେ ବହୁତ ଦିନ ଧରି ଚାଲି ଆସୁଥିବା ବେଆଇନ୍ ମଦ ବିକ୍ରିକୁ ଆଜି ବାଲିଅନ୍ତା ଥାନା ଅଧିକାରୀ ରଶ୍ମିତା ବେହେରା ପୂର୍ବାହ୍ନରେ ସଦଳବଳେ ଚଢ଼ାଉ କରି ପେଟି ପେଟି ମଦ ଜବତ କରିଥିଲେ l ଦେଶୀ ଓ ବିଦେଶୀ ମଦ ସମେତ ପେଟି ପେଟି ବିଅର ବୋତଲ ଜବତ ହୋଇଥିଲା l ହେଲେ ପ୍ରକୃତ ମଦ ବେପାରୀ ସଞ୍ଜୟ ଭୋଇ ଘଟଣାସ୍ଥଳରୁ ଖସି ପଳାଇଥିଲେ l ହେଲେ ପୁଲିସ ସେଲସ ମ୍ୟାନ ସନ୍ନ୍ୟା ସୀ ପାତ୍ରକୁ ଘଟଣାସ୍ଥଳରୁ ଗିରଫ କରିଥିଲା l ସୂଚନା ଅନୁସାରେ ସଞ୍ଜୟ ଜଣେ ପେସାଦାର ନିଶା ବେପାରୀ l ଆଗରୁ ଅନେକ ଥର ବାଲିଅନ୍ତା ଥାନା ପୁଲିସ ହାତରେ ଗିରଫ ହୋଇ ଜେଲ ଯାଇଥିଲା l ପରେ ଜାମିନରେ ଆସି ପୁଣି ବେଧଡ଼କ କାରବାର ଚଳାଉଥିଲା l ବାଲିଅନ୍ତା ବଜାର ଅଞ୍ଚଳରେ ଏକ ଭଡା ଘରେ ସଞ୍ଜୟ ପେଟି ପେଟି ମଦ ବେପାରୀଙ୍କୁ ଖୋଲାମେଲାରେ ବିକ୍ରି କରେ l ହେଲେ ଆଜି ବାଲିଅନ୍ତା ପୁଲିସ ପେଟି ପେଟି ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି
    1
    ବାଲିଅନ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ । 
ବାଲିଅନ୍ତା - ବାଲିଅନ୍ତା ଥାନା ଅଞ୍ଚଳରେ ବହୁତ ଦିନ ଧରି ଚାଲି ଆସୁଥିବା ବେଆଇନ୍ ମଦ ବିକ୍ରିକୁ ଆଜି ବାଲିଅନ୍ତା ଥାନା ଅଧିକାରୀ ରଶ୍ମିତା ବେହେରା ପୂର୍ବାହ୍ନରେ ସଦଳବଳେ ଚଢ଼ାଉ କରି ପେଟି ପେଟି ମଦ ଜବତ କରିଥିଲେ l ଦେଶୀ ଓ ବିଦେଶୀ ମଦ ସମେତ ପେଟି ପେଟି ବିଅର ବୋତଲ ଜବତ ହୋଇଥିଲା l ହେଲେ ପ୍ରକୃତ ମଦ ବେପାରୀ ସଞ୍ଜୟ ଭୋଇ ଘଟଣାସ୍ଥଳରୁ ଖସି ପଳାଇଥିଲେ l ହେଲେ ପୁଲିସ ସେଲସ ମ୍ୟାନ ସନ୍ନ୍ୟା ସୀ ପାତ୍ରକୁ ଘଟଣାସ୍ଥଳରୁ ଗିରଫ କରିଥିଲା l ସୂଚନା ଅନୁସାରେ ସଞ୍ଜୟ ଜଣେ ପେସାଦାର ନିଶା ବେପାରୀ l ଆଗରୁ ଅନେକ ଥର ବାଲିଅନ୍ତା ଥାନା ପୁଲିସ ହାତରେ ଗିରଫ ହୋଇ ଜେଲ ଯାଇଥିଲା l ପରେ ଜାମିନରେ ଆସି ପୁଣି ବେଧଡ଼କ କାରବାର ଚଳାଉଥିଲା l ବାଲିଅନ୍ତା ବଜାର ଅଞ୍ଚଳରେ ଏକ ଭଡା ଘରେ ସଞ୍ଜୟ ପେଟି ପେଟି ମଦ ବେପାରୀଙ୍କୁ ଖୋଲାମେଲାରେ ବିକ୍ରି କରେ l ହେଲେ ଆଜି ବାଲିଅନ୍ତା ପୁଲିସ ପେଟି ପେଟି ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    19 hrs ago
  • ଜେକେ କାଗଜ କଳ ପକ୍ଷରୁ ଭୀମ ଭୋଇ ନଗରରେ ଜନ ସଚେତନତା କାର୍ଯ୍ୟକ୍ରମ ରାୟଗଡ଼ା ଜିଲ୍ଲାର ଜେକେପୁର ସ୍ଥିତ ଭୀମ ଭୋଇ ନଗରରେ ଜେକେ କାଗଜ କଳ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ହରିହର ଖମାରୀ, ସୁରକ୍ଷା ବିଭାଗର ଶ୍ରୀ ରମା ରଞ୍ଜନ ବିଶ୍ୱାଳ ଏବଂ ସିଏସଆର ବିଭାଗର ଶ୍ରୀ ବ୍ରହ୍ମାନନ୍ଦ ମହାପାତ୍ରଙ୍କ ଉପସ୍ଥିତିରେ ସ୍ଥାନୀୟ ବାସିନ୍ଦାଙ୍କୁ କ୍ଲୋରିନ ଗ୍ୟାସ ପ୍ରଭାବରୁ କିପରି ନିଜକୁ ସୁରକ୍ଷିତ ରଖିହେବ ସେନେଇ ପୋଷ୍ଟର ଓ ପ୍ରଚାର ପତ୍ର ମାଧ୍ୟମରେ ସଚେତନ କରାଯାଇଥିଲା । କାରଖାନା ନିକଟବର୍ତ୍ତୀ ସମସ୍ତ ଗ୍ରାମରେ ଏପରି ଜନସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବିଷାକ୍ତ ଗ୍ୟାସ ଜନିତ ଦୁର୍ଘଟଣାରେ ସତର୍କତା ଅବଲମ୍ବନ ସମ୍ପର୍କରେ ଆବାଳ ବୃଦ୍ଧ ବନିତାଙ୍କୁ ବୁଝାଯାଇଥିଲା ।
    1
    ଜେକେ କାଗଜ କଳ ପକ୍ଷରୁ ଭୀମ ଭୋଇ ନଗରରେ ଜନ ସଚେତନତା କାର୍ଯ୍ୟକ୍ରମ 
ରାୟଗଡ଼ା ଜିଲ୍ଲାର ଜେକେପୁର ସ୍ଥିତ ଭୀମ ଭୋଇ ନଗରରେ ଜେକେ କାଗଜ କଳ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ହରିହର ଖମାରୀ, ସୁରକ୍ଷା ବିଭାଗର ଶ୍ରୀ ରମା ରଞ୍ଜନ ବିଶ୍ୱାଳ ଏବଂ ସିଏସଆର ବିଭାଗର ଶ୍ରୀ ବ୍ରହ୍ମାନନ୍ଦ ମହାପାତ୍ରଙ୍କ ଉପସ୍ଥିତିରେ ସ୍ଥାନୀୟ ବାସିନ୍ଦାଙ୍କୁ କ୍ଲୋରିନ ଗ୍ୟାସ ପ୍ରଭାବରୁ କିପରି ନିଜକୁ ସୁରକ୍ଷିତ ରଖିହେବ ସେନେଇ ପୋଷ୍ଟର ଓ ପ୍ରଚାର ପତ୍ର ମାଧ୍ୟମରେ ସଚେତନ କରାଯାଇଥିଲା । କାରଖାନା ନିକଟବର୍ତ୍ତୀ ସମସ୍ତ ଗ୍ରାମରେ ଏପରି ଜନସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବିଷାକ୍ତ ଗ୍ୟାସ ଜନିତ ଦୁର୍ଘଟଣାରେ ସତର୍କତା ଅବଲମ୍ବନ ସମ୍ପର୍କରେ ଆବାଳ ବୃଦ୍ଧ ବନିତାଙ୍କୁ ବୁଝାଯାଇଥିଲା ।
    user_Nrusingh Barik
    Nrusingh Barik
    Photographer ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.