Shuru
Apke Nagar Ki App…
ନୂଆଗାଁ ପଞ୍ଚୁପାଣ୍ଡଵ ମୋହତ୍ସବ ଓ ପଲ୍ଲିଶ୍ରୀ ମେଳା @2026
Chinmaya pradhan
ନୂଆଗାଁ ପଞ୍ଚୁପାଣ୍ଡଵ ମୋହତ୍ସବ ଓ ପଲ୍ଲିଶ୍ରୀ ମେଳା @2026
More news from ଓଡ଼ିଶା and nearby areas
- ଦେବୋତ୍ତର ଜମି ହଡ଼ପ ଏବଂ ମହିଳା ଓ ବୃଦ୍ଧଙ୍କ ଉପରେ ପୋଲିସ ଉପସ୍ଥିତିରେ ଅତ୍ୟାଚାର - ସାହାଯ୍ୟ ପାଇଁ ନିବେଦନ। ମହାଶୟ, ମୁଁ ଅଞ୍ଜଳି ପରିଡ଼ା, ନନ୍ଦନକାନନ ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମରୁ ଏହି ଭିଡିଓ ପଠାଉଛି। ଆମ ଗ୍ରାମର କିଛି ପ୍ରଭାବଶାଳୀ ବ୍ୟକ୍ତି (ପୂର୍ବତନ ସରପଞ୍ଚଙ୍କ ସମେତ) ଜାଲ୍ ଦଲିଲ କରି ଏକ ଦେବୋତ୍ତର ଜମିକୁ ଜବରଦଖଲ କରୁଛନ୍ତି। ଗତ ୧୬ ଓ ୧୭ ତାରିଖ ରାତିରେ ପୋଲିସ ସହାୟତାରେ ଆମ ପରିବାରର ମହିଳା ଏବଂ ଜଣେ ୮୦ ବର୍ଷର ବୃଦ୍ଧଙ୍କୁ ଜୋରଜବରଦସ୍ତି ଘରୁ ବାହାର କରି ଦିଆଯାଇଛି। ଆମ ପିଲାମାନଙ୍କୁ ଥାନାକୁ ନେଇ ଜବରଦସ୍ତି ଦସ୍ତଖତ ରଖାଯାଇଛି। ଥାନା ଆମ ଅଭିଯୋଗ ଶୁଣୁନାହିଁ। ଏହି ଭିଡିଓରେ ଅଭିଯୁକ୍ତଙ୍କ ଗୁଣ୍ଡାଗର୍ଦ୍ଦି ଏବଂ ଆମ ପ୍ରତି ହେଉଥିବା ଅନ୍ୟାୟର ସ୍ପଷ୍ଟ ପ୍ରମାଣ ଅଛି। ଦୟାକରି ଏହି ଖବରକୁ ପ୍ରସାରଣ କରି ଆମକୁ ନ୍ୟାୟ ଦେବାରେ ସାହାଯ୍ୟ କରନ୍ତୁ। ସ୍ଥାନ: ମାଣ୍ଡିଆମୁଳି ଚକ, କଲ୍ୟାଣପୁର, ଭୁବନେଶ୍ୱର। ଗଣେଶ ପାଣିଗ୍ରାହୀ ରିପୋର୍ଟ ଯୋଗାଯୋଗ ନମ୍ବର:85969042401
- ଏହି ମୁହୂର୍ତ୍ତରେ ଓଡ଼ିଶାର ଖବର #TopNewsOfTheHour #KanakNews #Odisha #8amHeadlines #23thjan20261
- Post by Santosh Kumar Parida1
- ଓଶରଶତିନମନମମାଶରଶତନମନମବିଦେତାତେନମନମ1
- ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ଙ୍କ ପ୍ରବର୍ତ୍ତୀୟ ଜିଲ୍ଲା ଭକ୍ତ ସମ୍ମିଳନୀ, ଢେଙ୍କାନାଳ1
- Post by Manoj Das1
- ବେଗୁନିଆପଡ଼ା ବ୍ଲକ ପରିସରରୁ କୃଷି ସଚେତନତା ରଥର ଶୁଭାରମ୍ଭ 🚜🌾 ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରୁ କୃଷି ସଚେତନତା ରଥକୁ ଶୁଭାରମ୍ଭ କରାଯାଇଛି। ଦିବ୍ୟ ରଞ୍ଜନ ବିଶ୍ୱାଳ, ନିରଞ୍ଜନ ବେହେରା ଓ ରାମଲାଲ ସାମଦ ଉପସ୍ଥିତ ରହି ରଥକୁ ଶୁଭାରମ୍ଭ କରିଥିଲେ। ଆସନ୍ତା ୩ ଦିନ ଧରି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ପରିକ୍ରମା କରି ଚାଷୀମାନଙ୍କୁ ସରକାରୀ କୃଷି ଯୋଜନା, ଉନ୍ନତ କୃଷି ପ୍ରଣାଳୀ, ମୃତ୍ତିକା ପରୀକ୍ଷଣ, ସଠିକ ସାର ବ୍ୟବହାର ଓ ଆଧୁନିକ ଯନ୍ତ୍ରପାତି ସମ୍ପର୍କରେ ସଚେତନ କରାଯିବ। ପଥପ୍ରାନ୍ତ ନାଟକ ମାଧ୍ୟମରେ ମଧ୍ୟ ସନ୍ଦେଶ ପହଞ୍ଚାଯିବ। #Beguniapada #Ganjam #KrushiSachetanata #FarmersAwareness3
- ଗଞ୍ଜାମ ଜିଲ୍ଲା ଆପଣଙ୍କ ସାହାଯ୍ୟ ଅପେକ୍ଷାରେ ଭେଙ୍କେଟେଶ୍ୱର। ସହାୟତାର ହାତ ବଢ଼େଇଲା ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନ। ଗଣେଶ ପାଣିଗ୍ରାହୀ ରିପୋର୍ଟ account no:34876340674 (siba badatya) IFSC Code:SBIN00101311
- ଶୀମତନା୍ରାଜନନାରାଜନହରେହରେକି ସେନାରାଜନନାରାଜନହରେହରେ1