logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

14 hrs ago
user_Santosh Kumar Parida
Santosh Kumar Parida
Khalikote, Ganjam•
14 hrs ago

More news from Ganjam and nearby areas
  • ବେଗୁନିଆପଡ଼ା ବ୍ଲକ ପରିସରରୁ କୃଷି ସଚେତନତା ରଥର ଶୁଭାରମ୍ଭ 🚜🌾 ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରୁ କୃଷି ସଚେତନତା ରଥକୁ ଶୁଭାରମ୍ଭ କରାଯାଇଛି। ଦିବ୍ୟ ରଞ୍ଜନ ବିଶ୍ୱାଳ, ନିରଞ୍ଜନ ବେହେରା ଓ ରାମଲାଲ ସାମଦ ଉପସ୍ଥିତ ରହି ରଥକୁ ଶୁଭାରମ୍ଭ କରିଥିଲେ। ଆସନ୍ତା ୩ ଦିନ ଧରି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ପରିକ୍ରମା କରି ଚାଷୀମାନଙ୍କୁ ସରକାରୀ କୃଷି ଯୋଜନା, ଉନ୍ନତ କୃଷି ପ୍ରଣାଳୀ, ମୃତ୍ତିକା ପରୀକ୍ଷଣ, ସଠିକ ସାର ବ୍ୟବହାର ଓ ଆଧୁନିକ ଯନ୍ତ୍ରପାତି ସମ୍ପର୍କରେ ସଚେତନ କରାଯିବ। ପଥପ୍ରାନ୍ତ ନାଟକ ମାଧ୍ୟମରେ ମଧ୍ୟ ସନ୍ଦେଶ ପହଞ୍ଚାଯିବ। #Beguniapada #Ganjam #KrushiSachetanata #FarmersAwareness
    3
    ବେଗୁନିଆପଡ଼ା ବ୍ଲକ ପରିସରରୁ କୃଷି ସଚେତନତା ରଥର ଶୁଭାରମ୍ଭ 🚜🌾
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରୁ କୃଷି ସଚେତନତା ରଥକୁ ଶୁଭାରମ୍ଭ କରାଯାଇଛି। ଦିବ୍ୟ ରଞ୍ଜନ ବିଶ୍ୱାଳ, ନିରଞ୍ଜନ ବେହେରା ଓ ରାମଲାଲ ସାମଦ ଉପସ୍ଥିତ ରହି ରଥକୁ ଶୁଭାରମ୍ଭ କରିଥିଲେ।
ଆସନ୍ତା ୩ ଦିନ ଧରି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ପରିକ୍ରମା କରି ଚାଷୀମାନଙ୍କୁ ସରକାରୀ କୃଷି ଯୋଜନା, ଉନ୍ନତ କୃଷି ପ୍ରଣାଳୀ, ମୃତ୍ତିକା ପରୀକ୍ଷଣ, ସଠିକ ସାର ବ୍ୟବହାର ଓ ଆଧୁନିକ ଯନ୍ତ୍ରପାତି ସମ୍ପର୍କରେ ସଚେତନ କରାଯିବ। ପଥପ୍ରାନ୍ତ ନାଟକ ମାଧ୍ୟମରେ ମଧ୍ୟ ସନ୍ଦେଶ ପହଞ୍ଚାଯିବ।
#Beguniapada #Ganjam #KrushiSachetanata #FarmersAwareness
    user_Ganjam Khabar
    Ganjam Khabar
    Journalist Khalikote, Ganjam•
    1 hr ago
  • Post by Santosh Kumar Parida
    1
    Post by Santosh Kumar Parida
    user_Santosh Kumar Parida
    Santosh Kumar Parida
    Khalikote, Ganjam•
    14 hrs ago
  • ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଳକ ଅନ୍ତର୍ଗତ ବାହୁଦା ନଦୀ ରେ ଦୁଇ ଜଣ ଛାତ୍ର ବୁଡି ଯାଇ ମୃତୁ ବରଣ କରି ଛନ୍ତି, ଏ ଦୁଃଖଦ ଘଟଣା ସେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି। ଜିଲ୍ଲା ପ୍ରଶାସନ ମୃତ ଛାତ୍ର ଙ୍କ ପରିବାର କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ସ୍ଥାନୀୟ ଲୋକ ଅନୁରୋଧ କରିଛନ୍ତି।
    1
    ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଳକ ଅନ୍ତର୍ଗତ ବାହୁଦା ନଦୀ ରେ ଦୁଇ ଜଣ ଛାତ୍ର ବୁଡି ଯାଇ ମୃତୁ ବରଣ କରି ଛନ୍ତି, ଏ ଦୁଃଖଦ ଘଟଣା ସେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି। ଜିଲ୍ଲା ପ୍ରଶାସନ ମୃତ ଛାତ୍ର ଙ୍କ ପରିବାର କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ସ୍ଥାନୀୟ ଲୋକ ଅନୁରୋଧ କରିଛନ୍ତି।
    user_User9947
    User9947
    Social worker ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
    11 hrs ago
  • କୁକୁଡ଼ାଖଣ୍ଡି ପଞ୍ଚାୟତରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର #live_odisha_news_update #published_from #Brahamapur #kukudakhandi
    1
    କୁକୁଡ଼ାଖଣ୍ଡି ପଞ୍ଚାୟତରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର #live_odisha_news_update #published_from #Brahamapur #kukudakhandi
    user_Live Odisha NewsUpdate District reporter
    Live Odisha NewsUpdate District reporter
    Reporter ବ୍ରହ୍ମପୁର ସଦର, ଗଞ୍ଜାମ, ଓଡ଼ିଶା•
    6 hrs ago
  • ରାଜ୍ୟ ନିର୍ବାଚନ ଆୟୋଗ ତରଫରୁ ମତଦାତା ସଚେତନତା ସମ୍ପର୍କରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ସ୍ଲୋଗାନ ଓ ରିଲସ ବିଭାଗରେ ବୀରମହାରାଜପୁର ମହାବିଦ୍ୟାଳୟ ଓଡ଼ିଆ ସମ୍ମାନର ତୃତୀୟ ବର୍ଷର ଛାତ୍ରୀ ଚନ୍ଦ୍ରିକା କର୍ଣ୍ଣ ରାଜ୍ୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି I ଆସନ୍ତା ଜାନୁଆରୀ ୨୫ ତାରିଖ ଦିନ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଅନୁଷ୍ଠିତ ହେବାକୁଥିବା ଜାତୀୟ ମତଦାତା ଦିବସରେ ସେ ପୁରସ୍କୃତ ହେବେ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ରାଜ୍ୟ ନିର୍ବାଚନ ଆୟୋଗ ତରଫରୁ ମତଦାତା ସଚେତନତା ସମ୍ପର୍କରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ସ୍ଲୋଗାନ ଓ ରିଲସ ବିଭାଗରେ ବୀରମହାରାଜପୁର ମହାବିଦ୍ୟାଳୟ ଓଡ଼ିଆ ସମ୍ମାନର ତୃତୀୟ ବର୍ଷର ଛାତ୍ରୀ ଚନ୍ଦ୍ରିକା କର୍ଣ୍ଣ ରାଜ୍ୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି I ଆସନ୍ତା ଜାନୁଆରୀ ୨୫ ତାରିଖ ଦିନ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଅନୁଷ୍ଠିତ ହେବାକୁଥିବା ଜାତୀୟ ମତଦାତା ଦିବସରେ ସେ ପୁରସ୍କୃତ ହେବେ ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_Odisha Bhaskar
    Odisha Bhaskar
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    1 hr ago
  • BBsRNews BJPNEs
    1
    BBsRNews BJPNEs
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    3 hrs ago
  • ଏହି ମୁହୂର୍ତ୍ତରେ ଓଡ଼ିଶାର ଖବର #TopNewsOfTheHour #KanakNews #Odisha #8amHeadlines #23thjan2026
    1
    ଏହି ମୁହୂର୍ତ୍ତରେ ଓଡ଼ିଶାର ଖବର 
#TopNewsOfTheHour #KanakNews #Odisha #8amHeadlines  #23thjan2026
    user_Kanak News
    Kanak News
    Journalist ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    13 hrs ago
  • ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟାଳୟ ଶ୍ରେଣୀଗୃହ... ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ବି. ନୂଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ ନଥିବାରୁ ଛାତ୍ରଛାତ୍ରୀ ବାରଣ୍ଡାରେ ବସି ମଧ୍ୟାହ୍ନ ଭୋଜନ ଖାଉଛନ୍ତି। ତୁରନ୍ତ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଦାବି।
    3
    ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟାଳୟ ଶ୍ରେଣୀଗୃହ...
ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ବି. ନୂଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ ନଥିବାରୁ ଛାତ୍ରଛାତ୍ରୀ ବାରଣ୍ଡାରେ ବସି ମଧ୍ୟାହ୍ନ ଭୋଜନ ଖାଉଛନ୍ତି। ତୁରନ୍ତ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଦାବି।
    user_Ganjam Khabar
    Ganjam Khabar
    Journalist Kodala, Ganjam•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.