logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କୁକୁଡ଼ାଖଣ୍ଡି ପଞ୍ଚାୟତରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର #live_odisha_news_update #published_from #Brahamapur #kukudakhandi

8 hrs ago
user_Live Odisha NewsUpdate District reporter
Live Odisha NewsUpdate District reporter
Reporter ବ୍ରହ୍ମପୁର ସଦର, ଗଞ୍ଜାମ, ଓଡ଼ିଶା•
8 hrs ago

କୁକୁଡ଼ାଖଣ୍ଡି ପଞ୍ଚାୟତରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର #live_odisha_news_update #published_from #Brahamapur #kukudakhandi

More news from ଓଡ଼ିଶା and nearby areas
  • କୁକୁଡ଼ାଖଣ୍ଡି ପଞ୍ଚାୟତରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର #live_odisha_news_update #published_from #Brahamapur #kukudakhandi
    1
    କୁକୁଡ଼ାଖଣ୍ଡି ପଞ୍ଚାୟତରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର #live_odisha_news_update #published_from #Brahamapur #kukudakhandi
    user_Live Odisha NewsUpdate District reporter
    Live Odisha NewsUpdate District reporter
    Reporter ବ୍ରହ୍ମପୁର ସଦର, ଗଞ୍ଜାମ, ଓଡ଼ିଶା•
    8 hrs ago
  • ରାଜ୍ୟ ନିର୍ବାଚନ ଆୟୋଗ ତରଫରୁ ମତଦାତା ସଚେତନତା ସମ୍ପର୍କରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ସ୍ଲୋଗାନ ଓ ରିଲସ ବିଭାଗରେ ବୀରମହାରାଜପୁର ମହାବିଦ୍ୟାଳୟ ଓଡ଼ିଆ ସମ୍ମାନର ତୃତୀୟ ବର୍ଷର ଛାତ୍ରୀ ଚନ୍ଦ୍ରିକା କର୍ଣ୍ଣ ରାଜ୍ୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି I ଆସନ୍ତା ଜାନୁଆରୀ ୨୫ ତାରିଖ ଦିନ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଅନୁଷ୍ଠିତ ହେବାକୁଥିବା ଜାତୀୟ ମତଦାତା ଦିବସରେ ସେ ପୁରସ୍କୃତ ହେବେ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ରାଜ୍ୟ ନିର୍ବାଚନ ଆୟୋଗ ତରଫରୁ ମତଦାତା ସଚେତନତା ସମ୍ପର୍କରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ସ୍ଲୋଗାନ ଓ ରିଲସ ବିଭାଗରେ ବୀରମହାରାଜପୁର ମହାବିଦ୍ୟାଳୟ ଓଡ଼ିଆ ସମ୍ମାନର ତୃତୀୟ ବର୍ଷର ଛାତ୍ରୀ ଚନ୍ଦ୍ରିକା କର୍ଣ୍ଣ ରାଜ୍ୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି I ଆସନ୍ତା ଜାନୁଆରୀ ୨୫ ତାରିଖ ଦିନ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଅନୁଷ୍ଠିତ ହେବାକୁଥିବା ଜାତୀୟ ମତଦାତା ଦିବସରେ ସେ ପୁରସ୍କୃତ ହେବେ ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_Odisha Bhaskar
    Odisha Bhaskar
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    2 hrs ago
  • ରାତି ପାଇଲେ ପୁଅର ବାହାଘର, ବିଦ୍ୟୁତ୍ ସଂସ୍ପର୍ଶରେ ବାପାର ମୃତ୍ୟୁ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଜାହାଡ଼ା ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଘଟଣା। ରାତି ପାହିଲେ ପୁଅର ବାହାଘର ଥିବା ବେଳେ, ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୬୦ ବର୍ଷୀୟ ବାପା ମଙ୍ଗୁଳୁ ଗୌଡଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଆସନ୍ତା କାଲି ମଙ୍ଗୁଳୁ ଗୌଡଙ୍କ ପୁଅ ଶିବ ଶଙ୍କରଙ୍କ ବାହାଘର ଥିଲା। ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା—ଟେଣ୍ଟ, ଭୋଜି ସାମଗ୍ରୀ, ହଣ୍ଡା-ହାଣ୍ଡି ସବୁ ଘର ଆଗରେ ଗଦା ହୋଇଥିଲା। ଖୁସିରେ ଘର ଚଞ୍ଚଳ ଥିବା ବେଳେ, ହଠାତ୍ ଦୁଃଖ ଆସି ପଡ଼ିଲା। ଘରେ ପାଣି ଭର୍ତ୍ତି ପାଇଁ ମଟର ଚାଲୁ କରୁଥିବା ସମୟରେ ମଙ୍ଗୁଳୁ ଗୌଡ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଆସିକା ମେଡିକାଲକୁ ନେଇଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାପାଙ୍କ ମୃତ୍ୟୁ ଖବର ମିଳିବା ସହିତ ବାହାଘରର ସମସ୍ତ ଖୁସି ଦୁଃଖରେ ପରିଣତ ହୋଇଯାଇଛି। ଘରେ କାନ୍ଦବୋବାଳି ଛାଇଯାଇଥିବା ବେଳେ, ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି।
    1
    ରାତି ପାଇଲେ ପୁଅର ବାହାଘର, ବିଦ୍ୟୁତ୍ ସଂସ୍ପର୍ଶରେ ବାପାର ମୃତ୍ୟୁ
ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଜାହାଡ଼ା ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଘଟଣା। ରାତି ପାହିଲେ ପୁଅର ବାହାଘର ଥିବା ବେଳେ, ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୬୦ ବର୍ଷୀୟ ବାପା ମଙ୍ଗୁଳୁ ଗୌଡଙ୍କ ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ, ଆସନ୍ତା କାଲି ମଙ୍ଗୁଳୁ ଗୌଡଙ୍କ ପୁଅ ଶିବ ଶଙ୍କରଙ୍କ ବାହାଘର ଥିଲା। ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା—ଟେଣ୍ଟ, ଭୋଜି ସାମଗ୍ରୀ, ହଣ୍ଡା-ହାଣ୍ଡି ସବୁ ଘର ଆଗରେ ଗଦା ହୋଇଥିଲା। ଖୁସିରେ ଘର ଚଞ୍ଚଳ ଥିବା ବେଳେ, ହଠାତ୍ ଦୁଃଖ ଆସି ପଡ଼ିଲା।
ଘରେ ପାଣି ଭର୍ତ୍ତି ପାଇଁ ମଟର ଚାଲୁ କରୁଥିବା ସମୟରେ ମଙ୍ଗୁଳୁ ଗୌଡ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଆସିକା ମେଡିକାଲକୁ ନେଇଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ବାପାଙ୍କ ମୃତ୍ୟୁ ଖବର ମିଳିବା ସହିତ ବାହାଘରର ସମସ୍ତ ଖୁସି ଦୁଃଖରେ ପରିଣତ ହୋଇଯାଇଛି। ଘରେ କାନ୍ଦବୋବାଳି ଛାଇଯାଇଥିବା ବେଳେ, ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି।
    user_Ganjam Khabar
    Ganjam Khabar
    Journalist Dharakote, Ganjam•
    3 hrs ago
  • BBsRNews BJPNEs
    1
    BBsRNews BJPNEs
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    5 hrs ago
  • ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଳକ ଅନ୍ତର୍ଗତ ବାହୁଦା ନଦୀ ରେ ଦୁଇ ଜଣ ଛାତ୍ର ବୁଡି ଯାଇ ମୃତୁ ବରଣ କରି ଛନ୍ତି, ଏ ଦୁଃଖଦ ଘଟଣା ସେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି। ଜିଲ୍ଲା ପ୍ରଶାସନ ମୃତ ଛାତ୍ର ଙ୍କ ପରିବାର କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ସ୍ଥାନୀୟ ଲୋକ ଅନୁରୋଧ କରିଛନ୍ତି।
    1
    ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଳକ ଅନ୍ତର୍ଗତ ବାହୁଦା ନଦୀ ରେ ଦୁଇ ଜଣ ଛାତ୍ର ବୁଡି ଯାଇ ମୃତୁ ବରଣ କରି ଛନ୍ତି, ଏ ଦୁଃଖଦ ଘଟଣା ସେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି। ଜିଲ୍ଲା ପ୍ରଶାସନ ମୃତ ଛାତ୍ର ଙ୍କ ପରିବାର କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ସ୍ଥାନୀୟ ଲୋକ ଅନୁରୋଧ କରିଛନ୍ତି।
    user_User9947
    User9947
    Social worker ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
    12 hrs ago
  • ଏହି ମୁହୂର୍ତ୍ତରେ ଓଡ଼ିଶାର ଖବର #TopNewsOfTheHour #KanakNews #Odisha #8amHeadlines #23thjan2026
    1
    ଏହି ମୁହୂର୍ତ୍ତରେ ଓଡ଼ିଶାର ଖବର 
#TopNewsOfTheHour #KanakNews #Odisha #8amHeadlines  #23thjan2026
    user_Kanak News
    Kanak News
    Journalist ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    15 hrs ago
  • Post by Santosh Kumar Parida
    1
    Post by Santosh Kumar Parida
    user_Santosh Kumar Parida
    Santosh Kumar Parida
    Khalikote, Ganjam•
    16 hrs ago
  • ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟାଳୟ ଶ୍ରେଣୀଗୃହ... ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ବି. ନୂଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ ନଥିବାରୁ ଛାତ୍ରଛାତ୍ରୀ ବାରଣ୍ଡାରେ ବସି ମଧ୍ୟାହ୍ନ ଭୋଜନ ଖାଉଛନ୍ତି। ତୁରନ୍ତ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଦାବି।
    3
    ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟାଳୟ ଶ୍ରେଣୀଗୃହ...
ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ବି. ନୂଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ ନଥିବାରୁ ଛାତ୍ରଛାତ୍ରୀ ବାରଣ୍ଡାରେ ବସି ମଧ୍ୟାହ୍ନ ଭୋଜନ ଖାଉଛନ୍ତି। ତୁରନ୍ତ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଦାବି।
    user_Ganjam Khabar
    Ganjam Khabar
    Journalist Kodala, Ganjam•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.