Shuru
Apke Nagar Ki App…
BBsRNews BJPNEs
GANESH PANlGRAHl
BBsRNews BJPNEs
More news from Ganjam and nearby areas
- ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟାଳୟ ଶ୍ରେଣୀଗୃହ... ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ବି. ନୂଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ ନଥିବାରୁ ଛାତ୍ରଛାତ୍ରୀ ବାରଣ୍ଡାରେ ବସି ମଧ୍ୟାହ୍ନ ଭୋଜନ ଖାଉଛନ୍ତି। ତୁରନ୍ତ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଦାବି।3
- Post by Santosh Kumar Parida1
- Post by Chinmaya pradhan1
- Post by AK14TV1
- ଆଜି ଆମ ଗାଁ ରୋ କପା ନେଉଛନ୍ତି1
- #ଅ ଏଁ ଲପତ୍ର ସୁ ରୁ1
- ଗଞ୍ଜାମ ଜିଲ୍ଲା ଆପଣଙ୍କ ସାହାଯ୍ୟ ଅପେକ୍ଷାରେ ଭେଙ୍କେଟେଶ୍ୱର। ସହାୟତାର ହାତ ବଢ଼େଇଲା ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନ। ଗଣେଶ ପାଣିଗ୍ରାହୀ ରିପୋର୍ଟ account no:34876340674 (siba badatya) IFSC Code:SBIN00101311
- ବେଗୁନିଆପଡ଼ା ବ୍ଲକ ପରିସରରୁ କୃଷି ସଚେତନତା ରଥର ଶୁଭାରମ୍ଭ 🚜🌾 ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରୁ କୃଷି ସଚେତନତା ରଥକୁ ଶୁଭାରମ୍ଭ କରାଯାଇଛି। ଦିବ୍ୟ ରଞ୍ଜନ ବିଶ୍ୱାଳ, ନିରଞ୍ଜନ ବେହେରା ଓ ରାମଲାଲ ସାମଦ ଉପସ୍ଥିତ ରହି ରଥକୁ ଶୁଭାରମ୍ଭ କରିଥିଲେ। ଆସନ୍ତା ୩ ଦିନ ଧରି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ପରିକ୍ରମା କରି ଚାଷୀମାନଙ୍କୁ ସରକାରୀ କୃଷି ଯୋଜନା, ଉନ୍ନତ କୃଷି ପ୍ରଣାଳୀ, ମୃତ୍ତିକା ପରୀକ୍ଷଣ, ସଠିକ ସାର ବ୍ୟବହାର ଓ ଆଧୁନିକ ଯନ୍ତ୍ରପାତି ସମ୍ପର୍କରେ ସଚେତନ କରାଯିବ। ପଥପ୍ରାନ୍ତ ନାଟକ ମାଧ୍ୟମରେ ମଧ୍ୟ ସନ୍ଦେଶ ପହଞ୍ଚାଯିବ। #Beguniapada #Ganjam #KrushiSachetanata #FarmersAwareness3
- Post by AK14TV1