Shuru
Apke Nagar Ki App…
ବେଗୁନିଆପଡ଼ା ବ୍ଲକ ପରିସରରୁ କୃଷି ସଚେତନତା ରଥର ଶୁଭାରମ୍ଭ 🚜🌾 ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରୁ କୃଷି ସଚେତନତା ରଥକୁ ଶୁଭାରମ୍ଭ କରାଯାଇଛି। ଦିବ୍ୟ ରଞ୍ଜନ ବିଶ୍ୱାଳ, ନିରଞ୍ଜନ ବେହେରା ଓ ରାମଲାଲ ସାମଦ ଉପସ୍ଥିତ ରହି ରଥକୁ ଶୁଭାରମ୍ଭ କରିଥିଲେ। ଆସନ୍ତା ୩ ଦିନ ଧରି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ପରିକ୍ରମା କରି ଚାଷୀମାନଙ୍କୁ ସରକାରୀ କୃଷି ଯୋଜନା, ଉନ୍ନତ କୃଷି ପ୍ରଣାଳୀ, ମୃତ୍ତିକା ପରୀକ୍ଷଣ, ସଠିକ ସାର ବ୍ୟବହାର ଓ ଆଧୁନିକ ଯନ୍ତ୍ରପାତି ସମ୍ପର୍କରେ ସଚେତନ କରାଯିବ। ପଥପ୍ରାନ୍ତ ନାଟକ ମାଧ୍ୟମରେ ମଧ୍ୟ ସନ୍ଦେଶ ପହଞ୍ଚାଯିବ। #Beguniapada #Ganjam #KrushiSachetanata #FarmersAwareness
Ganjam Khabar

More news from Ganjam and nearby areas
- ବେଗୁନିଆପଡ଼ା ବ୍ଲକ ପରିସରରୁ କୃଷି ସଚେତନତା ରଥର ଶୁଭାରମ୍ଭ 🚜🌾 ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରୁ କୃଷି ସଚେତନତା ରଥକୁ ଶୁଭାରମ୍ଭ କରାଯାଇଛି। ଦିବ୍ୟ ରଞ୍ଜନ ବିଶ୍ୱାଳ, ନିରଞ୍ଜନ ବେହେରା ଓ ରାମଲାଲ ସାମଦ ଉପସ୍ଥିତ ରହି ରଥକୁ ଶୁଭାରମ୍ଭ କରିଥିଲେ। ଆସନ୍ତା ୩ ଦିନ ଧରି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ପରିକ୍ରମା କରି ଚାଷୀମାନଙ୍କୁ ସରକାରୀ କୃଷି ଯୋଜନା, ଉନ୍ନତ କୃଷି ପ୍ରଣାଳୀ, ମୃତ୍ତିକା ପରୀକ୍ଷଣ, ସଠିକ ସାର ବ୍ୟବହାର ଓ ଆଧୁନିକ ଯନ୍ତ୍ରପାତି ସମ୍ପର୍କରେ ସଚେତନ କରାଯିବ। ପଥପ୍ରାନ୍ତ ନାଟକ ମାଧ୍ୟମରେ ମଧ୍ୟ ସନ୍ଦେଶ ପହଞ୍ଚାଯିବ। #Beguniapada #Ganjam #KrushiSachetanata #FarmersAwareness3
- Post by Santosh Kumar Parida1
- ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଳକ ଅନ୍ତର୍ଗତ ବାହୁଦା ନଦୀ ରେ ଦୁଇ ଜଣ ଛାତ୍ର ବୁଡି ଯାଇ ମୃତୁ ବରଣ କରି ଛନ୍ତି, ଏ ଦୁଃଖଦ ଘଟଣା ସେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି। ଜିଲ୍ଲା ପ୍ରଶାସନ ମୃତ ଛାତ୍ର ଙ୍କ ପରିବାର କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ସ୍ଥାନୀୟ ଲୋକ ଅନୁରୋଧ କରିଛନ୍ତି।1
- କୁକୁଡ଼ାଖଣ୍ଡି ପଞ୍ଚାୟତରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର #live_odisha_news_update #published_from #Brahamapur #kukudakhandi1
- ରାଜ୍ୟ ନିର୍ବାଚନ ଆୟୋଗ ତରଫରୁ ମତଦାତା ସଚେତନତା ସମ୍ପର୍କରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ସ୍ଲୋଗାନ ଓ ରିଲସ ବିଭାଗରେ ବୀରମହାରାଜପୁର ମହାବିଦ୍ୟାଳୟ ଓଡ଼ିଆ ସମ୍ମାନର ତୃତୀୟ ବର୍ଷର ଛାତ୍ରୀ ଚନ୍ଦ୍ରିକା କର୍ଣ୍ଣ ରାଜ୍ୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି I ଆସନ୍ତା ଜାନୁଆରୀ ୨୫ ତାରିଖ ଦିନ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଅନୁଷ୍ଠିତ ହେବାକୁଥିବା ଜାତୀୟ ମତଦାତା ଦିବସରେ ସେ ପୁରସ୍କୃତ ହେବେ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- BBsRNews BJPNEs1
- ଏହି ମୁହୂର୍ତ୍ତରେ ଓଡ଼ିଶାର ଖବର #TopNewsOfTheHour #KanakNews #Odisha #8amHeadlines #23thjan20261
- ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟାଳୟ ଶ୍ରେଣୀଗୃହ... ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ବି. ନୂଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ ନଥିବାରୁ ଛାତ୍ରଛାତ୍ରୀ ବାରଣ୍ଡାରେ ବସି ମଧ୍ୟାହ୍ନ ଭୋଜନ ଖାଉଛନ୍ତି। ତୁରନ୍ତ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଦାବି।3