ଫୋଲ ଷ୍ଟୋରୀ ଶାଶୁଘର ଯିବା ପୁର୍ବରୁ ୨୫ ବର୍ଷର ଝିଅ କୁ ନିର୍ମମ ଭାବେ ହତ୍ୟା ପୋଲିସ ସବକୁ କଲା ଜବତ ତଦନ୍ତ ଜାରି । ମୋ ଝିଅ ସହିତ ଫୋନରେ ଝଗଡ଼ା କରୁଥିବା ବ୍ୟକ୍ତି ମାରିଦେଲା ମୋ ଝିଅକୁ। ଏଭଳି କହି ଆକୁଳ ଚିତ୍କାର କରି କାନ୍ଦି କାନ୍ଦି ବେହୋସ ହୋଇ ପଡୁଛି ମାଁ ମୋତେ ନ୍ୟାୟ ଦିଅ ଆସାମୀ କୁ ଧର ଏଭଳି କହି ଆକୁଳ ଚିତ୍କାର ରେ ଗାଁ ଦାଣ୍ଡ ଫାଟି ପଡୁଛି ହଁ ଆଜ୍ଞା ଦର୍ଶକ ବନ୍ଧୁ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ସଦର ଥାନା କାଠିଆ ପଡା ଗ୍ରାମ ଦାସ ସାହିରେ ଘଟଣା ରୁ ପ୍ରକାଶ ଦାସ ସାହିର ପ୍ରମୋଦ ଦାସ ଙ୍କ ପ୍ରଥମ ସ୍ତ୍ରୀ ପ୍ରତିମା ଦାସ ଙ୍କ ସାନଝିଅ ସସ୍ମିତା ଦାସ କଟକ ଜିଲ୍ଲା ର ଜଣେ ବିବାହିତ ଯୁବକ ପୁପୁ ନାମକ ବ୍ୟକ୍ତି କୁ ମନପ୍ରାଣ ଦେଇ ଭଲପାଇ ବସିଥିବା ବେଳେ ପୁପୁ ଙ୍କ ସ୍ତ୍ରୀ ଜାଣିବା ପରେ ସସ୍ମିତା ଦାସ ଙ୍କ ସହିତ ଆରମ୍ଭ ହୋଇଥିଲା ଯୁକ୍ତିତର୍କ ପରେ ଗଣ୍ଡଗୋଳ ଜାହାକୁ ନେଇ ଉଭୟ ପକ୍ଷ ଥାନା ର ଦ୍ୱାରସ୍ଥ ହୋଇ ସମାଧାନ ହୋଇଥିଲା ସସ୍ମିତା ଦାସ ଓ ପୁପୁ ଙ୍କ ମଧ୍ୟରେ ପଡ଼ିଥିଲା ଫାଟ ସସ୍ମିତା ଦାସ କିନ୍ତୁ ଭିତରେ ପୁପୁ ସହିତ ରହିଥିଲା ସମ୍ପର୍କ ରାଜ୍ୟ ବାହାରକୁ କାମ କରିବାକୁ ଚାଲିଯାଇଥିଲା। ସସ୍ମିତା ସେଠାରେ ଏକ କମ୍ପାନୀ ରେ କାମ କରୁଥିବା ବେଳେ ଭଦ୍ରକ ଜିଲ୍ଲା ର ଜଣେ ବ୍ୟକ୍ତି ଙ୍କ ସହିତ ଗଢିଉଠିଥିଲା ପ୍ରେମ ସମ୍ପର୍କ ଜାହାକୁ ନେଇ ରବିବାର ଦିନ ଧୁଆପାରି ଅଞ୍ଚଳରେ ମାମୁଁ ଘର ଅଞ୍ଚଳରେ ନିର୍ବନ୍ଧ ମଧ୍ୟ ସରିଥିଲା ଆସନ୍ତା ୧୦ ତାରିଖ ଦିନ ସସ୍ମିତା ବିବାହ ବନ୍ଧନ ରେ ବାନ୍ଧି ହୋଇ ବାପା ମା ଭାଇ ଗ୍ରାମବାସୀ ଙ୍କୁ ଛାଡି ଶାଶୁଘର ଯାଇଥାନ୍ତା କେତେ ଖୁସିରେ ପରିବାର ଲୋକେ ଥିବା ବେଳେ ପରିବାର ର ଏତେ ଖୁସି ଦେଖି ଦଇବ ସହିପାରିଲା ନାହିଁ ସସ୍ମିତା ଶାଶୁଘର ଜିବା ପୁର୍ବରୁ ବାଟ ଜଗି ବସିଛି ନର ରାକ୍ଷସ ରବିବାର ନିର୍ବନ୍ଧ ସରିଥିଲା ସୋମବାର ରାତିରେ ମୋବାଇଲ ରେ ଆରମ୍ଭ ହୋଇଥିଲା ଝଗଡ଼ା ସେହିଦିନ ରାତି ପ୍ରାୟ ୧୧ ସମୟରେ ସସ୍ମିତା ଘରୁ ପଡ଼ୋଶୀ ଘରକୁ ଜାଉଛି କହି ଚାଲିଗଲା। ହେଲେ ଦିର୍ଘସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଝିଅ କୁ ମା ପ୍ରତିମା ଦାସ ବହୁ ଖୋଜାଖୋଜି ପରେ ନ ମିଳିବାରୁ ସ୍ବାମୀ ପ୍ରମୋଦ ଦାସ ଙ୍କୁ ଜଣାଇବା ପରେ ପ୍ରମୋଦ ଦାସ କାମରୁ ଆସି ବନ୍ଧୁ ବାନ୍ଧବ ଘର ଝିଅ ର ସାଙ୍ଗସାଥୀ ମାନଙ୍କ ଘର ବୁଲି ବୁଲି ଖୋଜାଖୋଜି ଜାରି ରଖିଥିବା ବେଳେ ଗ୍ରାମର କିଛି ଲୋକ ମୁଗ ଉପାଡିବାକୁ ଜାଇ ଜଣେ ମହିଳା ଙ୍କ ମୃତ ଦେହ ବିଲରେ ପଡ଼ିଥିବା ଦେଖି ଗ୍ରାମରେ ଜଣାଇବା ପରେ ଖବର ପାଇ ଦାସ ସାହିର କିଛି ଲୋକଙ୍କ ସହିତ ପ୍ରତିମା ଦାସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଦେଖି ପ୍ରତିମା ଦାସ ଙ୍କ ସତେ ଯେମିତି ପାଦତଳୁ ମାଟି ଖସି ଯାଇଥିଲା।ମୋ ଝିଅ କୁ କିଏ ମାରିଦେଲା କହି ଆକୁଳ ଛାତି ଫଟା ଚିତ୍କାର କରିଥିଲେ। ସସ୍ମିତା ର ମୃତ୍ୟୁ ଖବର ଵିଜୂଳି ପରି ଉକ୍ତ ଅଞ୍ଚଳରେ ପ୍ରଚାର ହେବାକ୍ଷଣି ଘଟଣା ସ୍ଥଳରେ ହଜାର ହଜାର ସଂଖ୍ୟାରେ ଲୋକ ଙ୍କ ଭିଡ଼ ବଢ଼ିବାରେ ଲାଗିଥିଲା ପରେ ବିଶେଷ ସୁତ୍ରରୁ ଖବର ପାଇ ଘଟଣାସ୍ଥଳରେ ନୁତନ ଏସଡିପିଓ ରଶ୍ମି ରଞ୍ଜନ ଦାଶ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଏବଂ ଅତିରିକ୍ତ ଥାନା ଅଧିକାରୀ ଙ୍କ ସହିତ ଏସ ଆଇ ମିତ୍ରଭାନୁ ଓଝା ଏବଂ ଅନେକ ପୋଲିସ କର୍ମଚାରୀ ପହଁଞ୍ଚିବା ପରେ ଆରମ୍ଭ ହୋଇଥିଲା ତଦନ୍ତ ପରେ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଜାରି ରଖିଥିବା ବେଳେ ସନ୍ଧାନୀ କୁକୁର ଟି ଏନ୍ ଏଚ ୫୫ ରାସ୍ତା ସଙ୍ଖ ପୋଲ ନିକଟରେ ପହଞ୍ଚି ନା ଆଗକୁ ଗଲା ନା ପଛକୁ ପରେ ପୋଲିସ ଫେରିଆସି ମୃତ୍ୟୁ ବରଣ କରିଥିବା ଯୁବତୀ ର ଶରିର କୁ ଓଲଟା ଓଲଟି କରି ଦେଖିବା ସମୟରେ ସସ୍ମିତା ଙ୍କ ବେକ ଗାଲ ଏବଂ କାନ୍ଧ କୁ କୌଣସି ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ସସ୍ମିତା ଦାସ ଙ୍କ ସବକୁ ଜବତ କରି ଜଗତସିଂହପୁର ଚିକିତ୍ସାଳୟ କୁ ସ୍ଥାନାନ୍ତର କରି ପରିବାର ଲୋକଙ୍କ ଓ ଗ୍ରାମବାସୀ ମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ସହିତ ଜଗତସିଂହପୁର ନୁତନ ଏସଡିପିଓ ରଶ୍ମି ରଞ୍ଜନ ଦାଶ ହତ୍ୟା କାରି କୁ ଖୁବ ଶୀଘ୍ର ଧରାଯିବ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟପଟେ ସସ୍ମିତା ଙ୍କ ଜନ୍ମକଲା ମା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ମୋ ଝିଅ ସହିତ ଜିଏ ଝଗଡ଼ା କରୁଥିଲା ସେହି ମୋ ଝିଅ କୁ ହାଣକି ମାରିଦେଇଛି। ଅନ୍ୟପଟେ ସସ୍ମିତା ପୁରଣା ପ୍ରେମିକ ସହ ଫାଟ ପରେ ସମ୍ପର୍କ ରହିଥିବା ସମୟରେ ନୁଆ ପ୍ରେମିକ ସହିତ ନିର୍ବନ୍ଧ ଏଭଳି ପରିସ୍ଥିତିରେ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ସସ୍ମିତା ହତ୍ୟା ପଛରେ ପୁରୁଣା ପ୍ରେମିକ ପୁପୁ ର ହାତ ନାହିଁତ ତେବେ ଦେଖିବାକୁ ବାକି ରହିଲା ଜଗତସିଂହପୁର ପୋଲିସ ସସ୍ମିତା ଦାସ ଙ୍କ ହତ୍ୟା କାରୀ ଙ୍କୁ କେବେ ଧରୁଛି। ହତ୍ୟା ପଛର ରହସ୍ୟ କେବେ ଲୋକ ଲୋଚନକୁ ଆସୁଛି । ଫୋଲ ଷ୍ଟୋରୀ ଶାଶୁଘର ଯିବା ପୁର୍ବରୁ ୨୫ ବର୍ଷର ଝିଅ କୁ ନିର୍ମମ ଭାବେ ହତ୍ୟା ପୋଲିସ ସବକୁ କଲା ଜବତ ତଦନ୍ତ ଜାରି । ମୋ ଝିଅ ସହିତ ଫୋନରେ ଝଗଡ଼ା କରୁଥିବା ବ୍ୟକ୍ତି ମାରିଦେଲା ମୋ ଝିଅକୁ। ଏଭଳି କହି ଆକୁଳ ଚିତ୍କାର କରି କାନ୍ଦି କାନ୍ଦି ବେହୋସ ହୋଇ ପଡୁଛି ମାଁ ମୋତେ ନ୍ୟାୟ ଦିଅ ଆସାମୀ କୁ ଧର ଏଭଳି କହି ଆକୁଳ ଚିତ୍କାର ରେ ଗାଁ ଦାଣ୍ଡ ଫାଟି ପଡୁଛି ହଁ ଆଜ୍ଞା ଦର୍ଶକ ବନ୍ଧୁ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ସଦର ଥାନା କାଠିଆ ପଡା ଗ୍ରାମ ଦାସ ସାହିରେ ଘଟଣା ରୁ ପ୍ରକାଶ ଦାସ ସାହିର ପ୍ରମୋଦ ଦାସ ଙ୍କ ପ୍ରଥମ ସ୍ତ୍ରୀ ପ୍ରତିମା ଦାସ ଙ୍କ ସାନଝିଅ ସସ୍ମିତା ଦାସ କଟକ ଜିଲ୍ଲା ର ଜଣେ ବିବାହିତ ଯୁବକ ପୁପୁ ନାମକ ବ୍ୟକ୍ତି କୁ ମନପ୍ରାଣ ଦେଇ ଭଲପାଇ ବସିଥିବା ବେଳେ ପୁପୁ ଙ୍କ ସ୍ତ୍ରୀ ଜାଣିବା ପରେ ସସ୍ମିତା ଦାସ ଙ୍କ ସହିତ ଆରମ୍ଭ ହୋଇଥିଲା ଯୁକ୍ତିତର୍କ ପରେ ଗଣ୍ଡଗୋଳ ଜାହାକୁ ନେଇ ଉଭୟ ପକ୍ଷ ଥାନା ର ଦ୍ୱାରସ୍ଥ ହୋଇ ସମାଧାନ ହୋଇଥିଲା ସସ୍ମିତା ଦାସ ଓ ପୁପୁ ଙ୍କ ମଧ୍ୟରେ ପଡ଼ିଥିଲା ଫାଟ ସସ୍ମିତା ଦାସ କିନ୍ତୁ ଭିତରେ ପୁପୁ ସହିତ ରହିଥିଲା ସମ୍ପର୍କ ରାଜ୍ୟ ବାହାରକୁ କାମ କରିବାକୁ ଚାଲିଯାଇଥିଲା। ସସ୍ମିତା ସେଠାରେ ଏକ କମ୍ପାନୀ ରେ କାମ କରୁଥିବା ବେଳେ ଭଦ୍ରକ ଜିଲ୍ଲା ର ଜଣେ ବ୍ୟକ୍ତି ଙ୍କ ସହିତ ଗଢିଉଠିଥିଲା ପ୍ରେମ ସମ୍ପର୍କ ଜାହାକୁ ନେଇ ରବିବାର ଦିନ ଧୁଆପାରି ଅଞ୍ଚଳରେ ମାମୁଁ ଘର ଅଞ୍ଚଳରେ ନିର୍ବନ୍ଧ ମଧ୍ୟ ସରିଥିଲା ଆସନ୍ତା ୧୦ ତାରିଖ ଦିନ ସସ୍ମିତା ବିବାହ ବନ୍ଧନ ରେ ବାନ୍ଧି ହୋଇ ବାପା ମା ଭାଇ ଗ୍ରାମବାସୀ ଙ୍କୁ ଛାଡି ଶାଶୁଘର ଯାଇଥାନ୍ତା କେତେ ଖୁସିରେ ପରିବାର ଲୋକେ ଥିବା ବେଳେ ପରିବାର ର ଏତେ ଖୁସି ଦେଖି ଦଇବ ସହିପାରିଲା ନାହିଁ ସସ୍ମିତା ଶାଶୁଘର ଜିବା ପୁର୍ବରୁ ବାଟ ଜଗି ବସିଛି ନର ରାକ୍ଷସ ରବିବାର ନିର୍ବନ୍ଧ ସରିଥିଲା ସୋମବାର ରାତିରେ ମୋବାଇଲ ରେ ଆରମ୍ଭ ହୋଇଥିଲା ଝଗଡ଼ା ସେହିଦିନ ରାତି ପ୍ରାୟ ୧୧ ସମୟରେ ସସ୍ମିତା ଘରୁ ପଡ଼ୋଶୀ ଘରକୁ ଜାଉଛି କହି ଚାଲିଗଲା। ହେଲେ ଦିର୍ଘସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଝିଅ କୁ ମା ପ୍ରତିମା ଦାସ ବହୁ ଖୋଜାଖୋଜି ପରେ ନ ମିଳିବାରୁ ସ୍ବାମୀ ପ୍ରମୋଦ ଦାସ ଙ୍କୁ ଜଣାଇବା ପରେ ପ୍ରମୋଦ ଦାସ କାମରୁ ଆସି ବନ୍ଧୁ ବାନ୍ଧବ ଘର ଝିଅ ର ସାଙ୍ଗସାଥୀ ମାନଙ୍କ ଘର ବୁଲି ବୁଲି ଖୋଜାଖୋଜି ଜାରି ରଖିଥିବା ବେଳେ ଗ୍ରାମର କିଛି ଲୋକ ମୁଗ ଉପାଡିବାକୁ ଜାଇ ଜଣେ ମହିଳା ଙ୍କ ମୃତ ଦେହ ବିଲରେ ପଡ଼ିଥିବା ଦେଖି ଗ୍ରାମରେ ଜଣାଇବା ପରେ ଖବର ପାଇ ଦାସ ସାହିର କିଛି ଲୋକଙ୍କ ସହିତ ପ୍ରତିମା ଦାସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଦେଖି ପ୍ରତିମା ଦାସ ଙ୍କ ସତେ ଯେମିତି ପାଦତଳୁ ମାଟି ଖସି ଯାଇଥିଲା।ମୋ ଝିଅ କୁ କିଏ ମାରିଦେଲା କହି ଆକୁଳ ଛାତି ଫଟା ଚିତ୍କାର କରିଥିଲେ। ସସ୍ମିତା ର ମୃତ୍ୟୁ ଖବର ଵିଜୂଳି ପରି ଉକ୍ତ ଅଞ୍ଚଳରେ ପ୍ରଚାର ହେବାକ୍ଷଣି ଘଟଣା ସ୍ଥଳରେ ହଜାର ହଜାର ସଂଖ୍ୟାରେ ଲୋକ ଙ୍କ ଭିଡ଼ ବଢ଼ିବାରେ ଲାଗିଥିଲା ପରେ ବିଶେଷ ସୁତ୍ରରୁ ଖବର ପାଇ ଘଟଣାସ୍ଥଳରେ ନୁତନ ଏସଡିପିଓ ରଶ୍ମି ରଞ୍ଜନ ଦାଶ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଏବଂ ଅତିରିକ୍ତ ଥାନା ଅଧିକାରୀ ଙ୍କ ସହିତ ଏସ ଆଇ ମିତ୍ରଭାନୁ ଓଝା ଏବଂ ଅନେକ ପୋଲିସ କର୍ମଚାରୀ ପହଁଞ୍ଚିବା ପରେ ଆରମ୍ଭ ହୋଇଥିଲା ତଦନ୍ତ ପରେ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଜାରି ରଖିଥିବା ବେଳେ ସନ୍ଧାନୀ କୁକୁର ଟି ଏନ୍ ଏଚ ୫୫ ରାସ୍ତା ସଙ୍ଖ ପୋଲ ନିକଟରେ ପହଞ୍ଚି ନା ଆଗକୁ ଗଲା ନା ପଛକୁ ପରେ ପୋଲିସ ଫେରିଆସି ମୃତ୍ୟୁ ବରଣ କରିଥିବା ଯୁବତୀ ର ଶରିର କୁ ଓଲଟା ଓଲଟି କରି ଦେଖିବା ସମୟରେ ସସ୍ମିତା ଙ୍କ ବେକ ଗାଲ ଏବଂ କାନ୍ଧ କୁ କୌଣସି ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ସସ୍ମିତା ଦାସ ଙ୍କ ସବକୁ ଜବତ କରି ଜଗତସିଂହପୁର ଚିକିତ୍ସାଳୟ କୁ ସ୍ଥାନାନ୍ତର କରି ପରିବାର ଲୋକଙ୍କ ଓ ଗ୍ରାମବାସୀ ମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ସହିତ ଜଗତସିଂହପୁର ନୁତନ ଏସଡିପିଓ ରଶ୍ମି ରଞ୍ଜନ ଦାଶ ହତ୍ୟା କାରି କୁ ଖୁବ ଶୀଘ୍ର ଧରାଯିବ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟପଟେ ସସ୍ମିତା ଙ୍କ ଜନ୍ମକଲା ମା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ମୋ ଝିଅ ସହିତ ଜିଏ ଝଗଡ଼ା କରୁଥିଲା ସେହି ମୋ ଝିଅ କୁ ହାଣକି ମାରିଦେଇଛି। ଅନ୍ୟପଟେ ସସ୍ମିତା ପୁରଣା ପ୍ରେମିକ ସହ ଫାଟ ପରେ ସମ୍ପର୍କ ରହିଥିବା ସମୟରେ ନୁଆ ପ୍ରେମିକ ସହିତ ନିର୍ବନ୍ଧ ଏଭଳି ପରିସ୍ଥିତିରେ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ସସ୍ମିତା ହତ୍ୟା ପଛରେ ପୁରୁଣା ପ୍ରେମିକ ପୁପୁ ର ହାତ ନାହିଁତ ତେବେ ଦେଖିବାକୁ ବାକି ରହିଲା ଜଗତସିଂହପୁର ପୋଲିସ ସସ୍ମିତା ଦାସ ଙ୍କ ହତ୍ୟା କାରୀ ଙ୍କୁ କେବେ ଧରୁଛି। ହତ୍ୟା ପଛର ରହସ୍ୟ କେବେ ଲୋକ ଲୋଚନକୁ ଆସୁଛି ।
ଫୋଲ ଷ୍ଟୋରୀ ଶାଶୁଘର ଯିବା ପୁର୍ବରୁ ୨୫ ବର୍ଷର ଝିଅ କୁ ନିର୍ମମ ଭାବେ ହତ୍ୟା ପୋଲିସ ସବକୁ କଲା ଜବତ ତଦନ୍ତ ଜାରି । ମୋ ଝିଅ ସହିତ ଫୋନରେ ଝଗଡ଼ା କରୁଥିବା ବ୍ୟକ୍ତି ମାରିଦେଲା ମୋ ଝିଅକୁ। ଏଭଳି କହି ଆକୁଳ ଚିତ୍କାର କରି କାନ୍ଦି କାନ୍ଦି ବେହୋସ ହୋଇ ପଡୁଛି ମାଁ ମୋତେ ନ୍ୟାୟ ଦିଅ ଆସାମୀ କୁ ଧର ଏଭଳି କହି ଆକୁଳ ଚିତ୍କାର ରେ ଗାଁ ଦାଣ୍ଡ ଫାଟି ପଡୁଛି ହଁ ଆଜ୍ଞା ଦର୍ଶକ ବନ୍ଧୁ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ସଦର ଥାନା କାଠିଆ ପଡା ଗ୍ରାମ ଦାସ ସାହିରେ ଘଟଣା ରୁ ପ୍ରକାଶ ଦାସ ସାହିର ପ୍ରମୋଦ ଦାସ ଙ୍କ ପ୍ରଥମ ସ୍ତ୍ରୀ ପ୍ରତିମା ଦାସ ଙ୍କ ସାନଝିଅ ସସ୍ମିତା ଦାସ କଟକ ଜିଲ୍ଲା ର ଜଣେ ବିବାହିତ ଯୁବକ ପୁପୁ ନାମକ ବ୍ୟକ୍ତି କୁ ମନପ୍ରାଣ ଦେଇ ଭଲପାଇ ବସିଥିବା ବେଳେ ପୁପୁ ଙ୍କ ସ୍ତ୍ରୀ ଜାଣିବା ପରେ ସସ୍ମିତା ଦାସ ଙ୍କ ସହିତ ଆରମ୍ଭ ହୋଇଥିଲା ଯୁକ୍ତିତର୍କ ପରେ ଗଣ୍ଡଗୋଳ ଜାହାକୁ ନେଇ ଉଭୟ ପକ୍ଷ ଥାନା ର ଦ୍ୱାରସ୍ଥ ହୋଇ ସମାଧାନ ହୋଇଥିଲା ସସ୍ମିତା ଦାସ ଓ ପୁପୁ ଙ୍କ ମଧ୍ୟରେ ପଡ଼ିଥିଲା ଫାଟ ସସ୍ମିତା ଦାସ କିନ୍ତୁ ଭିତରେ ପୁପୁ ସହିତ ରହିଥିଲା ସମ୍ପର୍କ ରାଜ୍ୟ ବାହାରକୁ କାମ କରିବାକୁ ଚାଲିଯାଇଥିଲା। ସସ୍ମିତା ସେଠାରେ ଏକ କମ୍ପାନୀ ରେ କାମ କରୁଥିବା ବେଳେ ଭଦ୍ରକ ଜିଲ୍ଲା ର ଜଣେ ବ୍ୟକ୍ତି ଙ୍କ ସହିତ ଗଢିଉଠିଥିଲା ପ୍ରେମ ସମ୍ପର୍କ ଜାହାକୁ ନେଇ ରବିବାର ଦିନ ଧୁଆପାରି ଅଞ୍ଚଳରେ ମାମୁଁ ଘର ଅଞ୍ଚଳରେ ନିର୍ବନ୍ଧ ମଧ୍ୟ ସରିଥିଲା ଆସନ୍ତା ୧୦ ତାରିଖ ଦିନ ସସ୍ମିତା ବିବାହ ବନ୍ଧନ ରେ ବାନ୍ଧି ହୋଇ ବାପା ମା ଭାଇ ଗ୍ରାମବାସୀ ଙ୍କୁ ଛାଡି ଶାଶୁଘର ଯାଇଥାନ୍ତା କେତେ ଖୁସିରେ ପରିବାର ଲୋକେ ଥିବା ବେଳେ ପରିବାର ର ଏତେ ଖୁସି ଦେଖି ଦଇବ ସହିପାରିଲା ନାହିଁ ସସ୍ମିତା ଶାଶୁଘର ଜିବା ପୁର୍ବରୁ ବାଟ ଜଗି ବସିଛି ନର ରାକ୍ଷସ ରବିବାର ନିର୍ବନ୍ଧ ସରିଥିଲା ସୋମବାର ରାତିରେ ମୋବାଇଲ ରେ ଆରମ୍ଭ ହୋଇଥିଲା ଝଗଡ଼ା ସେହିଦିନ ରାତି ପ୍ରାୟ ୧୧ ସମୟରେ ସସ୍ମିତା ଘରୁ ପଡ଼ୋଶୀ ଘରକୁ ଜାଉଛି କହି ଚାଲିଗଲା। ହେଲେ ଦିର୍ଘସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଝିଅ କୁ ମା ପ୍ରତିମା ଦାସ ବହୁ ଖୋଜାଖୋଜି ପରେ ନ ମିଳିବାରୁ ସ୍ବାମୀ ପ୍ରମୋଦ ଦାସ ଙ୍କୁ ଜଣାଇବା ପରେ ପ୍ରମୋଦ ଦାସ କାମରୁ ଆସି ବନ୍ଧୁ ବାନ୍ଧବ ଘର ଝିଅ ର ସାଙ୍ଗସାଥୀ ମାନଙ୍କ ଘର ବୁଲି ବୁଲି ଖୋଜାଖୋଜି ଜାରି ରଖିଥିବା ବେଳେ ଗ୍ରାମର କିଛି ଲୋକ ମୁଗ ଉପାଡିବାକୁ ଜାଇ ଜଣେ ମହିଳା ଙ୍କ ମୃତ ଦେହ ବିଲରେ ପଡ଼ିଥିବା ଦେଖି ଗ୍ରାମରେ ଜଣାଇବା ପରେ ଖବର ପାଇ ଦାସ ସାହିର କିଛି ଲୋକଙ୍କ ସହିତ ପ୍ରତିମା ଦାସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଦେଖି ପ୍ରତିମା ଦାସ ଙ୍କ ସତେ ଯେମିତି ପାଦତଳୁ ମାଟି ଖସି ଯାଇଥିଲା।ମୋ ଝିଅ କୁ କିଏ ମାରିଦେଲା କହି ଆକୁଳ ଛାତି ଫଟା ଚିତ୍କାର କରିଥିଲେ। ସସ୍ମିତା ର ମୃତ୍ୟୁ ଖବର ଵିଜୂଳି ପରି ଉକ୍ତ ଅଞ୍ଚଳରେ ପ୍ରଚାର ହେବାକ୍ଷଣି ଘଟଣା ସ୍ଥଳରେ ହଜାର ହଜାର ସଂଖ୍ୟାରେ ଲୋକ ଙ୍କ ଭିଡ଼ ବଢ଼ିବାରେ ଲାଗିଥିଲା ପରେ ବିଶେଷ ସୁତ୍ରରୁ ଖବର ପାଇ ଘଟଣାସ୍ଥଳରେ ନୁତନ ଏସଡିପିଓ ରଶ୍ମି ରଞ୍ଜନ ଦାଶ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଏବଂ ଅତିରିକ୍ତ ଥାନା ଅଧିକାରୀ
ଙ୍କ ସହିତ ଏସ ଆଇ ମିତ୍ରଭାନୁ ଓଝା ଏବଂ ଅନେକ ପୋଲିସ କର୍ମଚାରୀ ପହଁଞ୍ଚିବା ପରେ ଆରମ୍ଭ ହୋଇଥିଲା ତଦନ୍ତ ପରେ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଜାରି ରଖିଥିବା ବେଳେ ସନ୍ଧାନୀ କୁକୁର ଟି ଏନ୍ ଏଚ ୫୫ ରାସ୍ତା ସଙ୍ଖ ପୋଲ ନିକଟରେ ପହଞ୍ଚି ନା ଆଗକୁ ଗଲା ନା ପଛକୁ ପରେ ପୋଲିସ ଫେରିଆସି ମୃତ୍ୟୁ ବରଣ କରିଥିବା ଯୁବତୀ ର ଶରିର କୁ ଓଲଟା ଓଲଟି କରି ଦେଖିବା ସମୟରେ ସସ୍ମିତା ଙ୍କ ବେକ ଗାଲ ଏବଂ କାନ୍ଧ କୁ କୌଣସି ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ସସ୍ମିତା ଦାସ ଙ୍କ ସବକୁ ଜବତ କରି ଜଗତସିଂହପୁର ଚିକିତ୍ସାଳୟ କୁ ସ୍ଥାନାନ୍ତର କରି ପରିବାର ଲୋକଙ୍କ ଓ ଗ୍ରାମବାସୀ ମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ସହିତ ଜଗତସିଂହପୁର ନୁତନ ଏସଡିପିଓ ରଶ୍ମି ରଞ୍ଜନ ଦାଶ ହତ୍ୟା କାରି କୁ ଖୁବ ଶୀଘ୍ର ଧରାଯିବ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟପଟେ ସସ୍ମିତା ଙ୍କ ଜନ୍ମକଲା ମା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ମୋ ଝିଅ ସହିତ ଜିଏ ଝଗଡ଼ା କରୁଥିଲା ସେହି ମୋ ଝିଅ କୁ ହାଣକି ମାରିଦେଇଛି। ଅନ୍ୟପଟେ ସସ୍ମିତା ପୁରଣା ପ୍ରେମିକ ସହ ଫାଟ ପରେ ସମ୍ପର୍କ ରହିଥିବା ସମୟରେ ନୁଆ ପ୍ରେମିକ ସହିତ ନିର୍ବନ୍ଧ ଏଭଳି ପରିସ୍ଥିତିରେ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ସସ୍ମିତା ହତ୍ୟା ପଛରେ ପୁରୁଣା ପ୍ରେମିକ ପୁପୁ ର ହାତ ନାହିଁତ ତେବେ ଦେଖିବାକୁ ବାକି ରହିଲା ଜଗତସିଂହପୁର ପୋଲିସ ସସ୍ମିତା ଦାସ ଙ୍କ ହତ୍ୟା କାରୀ ଙ୍କୁ କେବେ ଧରୁଛି। ହତ୍ୟା ପଛର ରହସ୍ୟ କେବେ ଲୋକ ଲୋଚନକୁ ଆସୁଛି । ଫୋଲ ଷ୍ଟୋରୀ ଶାଶୁଘର ଯିବା ପୁର୍ବରୁ ୨୫ ବର୍ଷର ଝିଅ କୁ ନିର୍ମମ ଭାବେ ହତ୍ୟା ପୋଲିସ ସବକୁ କଲା ଜବତ ତଦନ୍ତ ଜାରି । ମୋ ଝିଅ ସହିତ ଫୋନରେ ଝଗଡ଼ା କରୁଥିବା ବ୍ୟକ୍ତି ମାରିଦେଲା ମୋ ଝିଅକୁ। ଏଭଳି କହି ଆକୁଳ ଚିତ୍କାର କରି କାନ୍ଦି କାନ୍ଦି ବେହୋସ ହୋଇ ପଡୁଛି ମାଁ ମୋତେ ନ୍ୟାୟ ଦିଅ ଆସାମୀ କୁ ଧର ଏଭଳି କହି ଆକୁଳ ଚିତ୍କାର ରେ ଗାଁ ଦାଣ୍ଡ ଫାଟି ପଡୁଛି ହଁ ଆଜ୍ଞା ଦର୍ଶକ ବନ୍ଧୁ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ସଦର ଥାନା କାଠିଆ ପଡା ଗ୍ରାମ ଦାସ ସାହିରେ ଘଟଣା ରୁ ପ୍ରକାଶ ଦାସ ସାହିର ପ୍ରମୋଦ ଦାସ ଙ୍କ ପ୍ରଥମ ସ୍ତ୍ରୀ ପ୍ରତିମା ଦାସ ଙ୍କ ସାନଝିଅ ସସ୍ମିତା ଦାସ କଟକ ଜିଲ୍ଲା ର ଜଣେ ବିବାହିତ ଯୁବକ ପୁପୁ ନାମକ ବ୍ୟକ୍ତି କୁ ମନପ୍ରାଣ ଦେଇ ଭଲପାଇ ବସିଥିବା ବେଳେ ପୁପୁ ଙ୍କ ସ୍ତ୍ରୀ ଜାଣିବା ପରେ ସସ୍ମିତା ଦାସ ଙ୍କ ସହିତ ଆରମ୍ଭ ହୋଇଥିଲା ଯୁକ୍ତିତର୍କ ପରେ ଗଣ୍ଡଗୋଳ ଜାହାକୁ ନେଇ ଉଭୟ ପକ୍ଷ ଥାନା ର ଦ୍ୱାରସ୍ଥ ହୋଇ ସମାଧାନ ହୋଇଥିଲା ସସ୍ମିତା ଦାସ ଓ ପୁପୁ ଙ୍କ ମଧ୍ୟରେ ପଡ଼ିଥିଲା ଫାଟ ସସ୍ମିତା ଦାସ କିନ୍ତୁ ଭିତରେ ପୁପୁ ସହିତ ରହିଥିଲା ସମ୍ପର୍କ ରାଜ୍ୟ ବାହାରକୁ କାମ କରିବାକୁ ଚାଲିଯାଇଥିଲା। ସସ୍ମିତା ସେଠାରେ ଏକ କମ୍ପାନୀ ରେ କାମ କରୁଥିବା ବେଳେ ଭଦ୍ରକ ଜିଲ୍ଲା ର ଜଣେ ବ୍ୟକ୍ତି ଙ୍କ ସହିତ ଗଢିଉଠିଥିଲା ପ୍ରେମ ସମ୍ପର୍କ ଜାହାକୁ ନେଇ ରବିବାର ଦିନ ଧୁଆପାରି ଅଞ୍ଚଳରେ ମାମୁଁ ଘର ଅଞ୍ଚଳରେ ନିର୍ବନ୍ଧ ମଧ୍ୟ ସରିଥିଲା ଆସନ୍ତା ୧୦ ତାରିଖ ଦିନ ସସ୍ମିତା ବିବାହ ବନ୍ଧନ ରେ
ବାନ୍ଧି ହୋଇ ବାପା ମା ଭାଇ ଗ୍ରାମବାସୀ ଙ୍କୁ ଛାଡି ଶାଶୁଘର ଯାଇଥାନ୍ତା କେତେ ଖୁସିରେ ପରିବାର ଲୋକେ ଥିବା ବେଳେ ପରିବାର ର ଏତେ ଖୁସି ଦେଖି ଦଇବ ସହିପାରିଲା ନାହିଁ ସସ୍ମିତା ଶାଶୁଘର ଜିବା ପୁର୍ବରୁ ବାଟ ଜଗି ବସିଛି ନର ରାକ୍ଷସ ରବିବାର ନିର୍ବନ୍ଧ ସରିଥିଲା ସୋମବାର ରାତିରେ ମୋବାଇଲ ରେ ଆରମ୍ଭ ହୋଇଥିଲା ଝଗଡ଼ା ସେହିଦିନ ରାତି ପ୍ରାୟ ୧୧ ସମୟରେ ସସ୍ମିତା ଘରୁ ପଡ଼ୋଶୀ ଘରକୁ ଜାଉଛି କହି ଚାଲିଗଲା। ହେଲେ ଦିର୍ଘସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଝିଅ କୁ ମା ପ୍ରତିମା ଦାସ ବହୁ ଖୋଜାଖୋଜି ପରେ ନ ମିଳିବାରୁ ସ୍ବାମୀ ପ୍ରମୋଦ ଦାସ ଙ୍କୁ ଜଣାଇବା ପରେ ପ୍ରମୋଦ ଦାସ କାମରୁ ଆସି ବନ୍ଧୁ ବାନ୍ଧବ ଘର ଝିଅ ର ସାଙ୍ଗସାଥୀ ମାନଙ୍କ ଘର ବୁଲି ବୁଲି ଖୋଜାଖୋଜି ଜାରି ରଖିଥିବା ବେଳେ ଗ୍ରାମର କିଛି ଲୋକ ମୁଗ ଉପାଡିବାକୁ ଜାଇ ଜଣେ ମହିଳା ଙ୍କ ମୃତ ଦେହ ବିଲରେ ପଡ଼ିଥିବା ଦେଖି ଗ୍ରାମରେ ଜଣାଇବା ପରେ ଖବର ପାଇ ଦାସ ସାହିର କିଛି ଲୋକଙ୍କ ସହିତ ପ୍ରତିମା ଦାସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଦେଖି ପ୍ରତିମା ଦାସ ଙ୍କ ସତେ ଯେମିତି ପାଦତଳୁ ମାଟି ଖସି ଯାଇଥିଲା।ମୋ ଝିଅ କୁ କିଏ ମାରିଦେଲା କହି ଆକୁଳ ଛାତି ଫଟା ଚିତ୍କାର କରିଥିଲେ। ସସ୍ମିତା ର ମୃତ୍ୟୁ ଖବର ଵିଜୂଳି ପରି ଉକ୍ତ ଅଞ୍ଚଳରେ ପ୍ରଚାର ହେବାକ୍ଷଣି ଘଟଣା ସ୍ଥଳରେ ହଜାର ହଜାର ସଂଖ୍ୟାରେ ଲୋକ ଙ୍କ ଭିଡ଼ ବଢ଼ିବାରେ ଲାଗିଥିଲା ପରେ ବିଶେଷ ସୁତ୍ରରୁ ଖବର ପାଇ ଘଟଣାସ୍ଥଳରେ ନୁତନ ଏସଡିପିଓ ରଶ୍ମି ରଞ୍ଜନ ଦାଶ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଏବଂ ଅତିରିକ୍ତ ଥାନା ଅଧିକାରୀ ଙ୍କ ସହିତ ଏସ ଆଇ ମିତ୍ରଭାନୁ ଓଝା ଏବଂ ଅନେକ ପୋଲିସ କର୍ମଚାରୀ ପହଁଞ୍ଚିବା ପରେ ଆରମ୍ଭ ହୋଇଥିଲା ତଦନ୍ତ ପରେ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଜାରି ରଖିଥିବା ବେଳେ ସନ୍ଧାନୀ କୁକୁର ଟି ଏନ୍ ଏଚ ୫୫ ରାସ୍ତା ସଙ୍ଖ ପୋଲ ନିକଟରେ ପହଞ୍ଚି ନା ଆଗକୁ ଗଲା ନା ପଛକୁ ପରେ ପୋଲିସ ଫେରିଆସି ମୃତ୍ୟୁ ବରଣ କରିଥିବା ଯୁବତୀ ର ଶରିର କୁ ଓଲଟା ଓଲଟି କରି ଦେଖିବା ସମୟରେ ସସ୍ମିତା ଙ୍କ ବେକ ଗାଲ ଏବଂ କାନ୍ଧ କୁ କୌଣସି ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ସସ୍ମିତା ଦାସ ଙ୍କ ସବକୁ ଜବତ କରି ଜଗତସିଂହପୁର ଚିକିତ୍ସାଳୟ କୁ ସ୍ଥାନାନ୍ତର କରି ପରିବାର ଲୋକଙ୍କ ଓ ଗ୍ରାମବାସୀ ମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ସହିତ ଜଗତସିଂହପୁର ନୁତନ ଏସଡିପିଓ ରଶ୍ମି ରଞ୍ଜନ ଦାଶ ହତ୍ୟା କାରି କୁ ଖୁବ ଶୀଘ୍ର ଧରାଯିବ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟପଟେ ସସ୍ମିତା ଙ୍କ ଜନ୍ମକଲା ମା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ମୋ ଝିଅ ସହିତ ଜିଏ ଝଗଡ଼ା କରୁଥିଲା ସେହି ମୋ ଝିଅ କୁ ହାଣକି ମାରିଦେଇଛି। ଅନ୍ୟପଟେ ସସ୍ମିତା ପୁରଣା ପ୍ରେମିକ ସହ ଫାଟ ପରେ ସମ୍ପର୍କ ରହିଥିବା ସମୟରେ ନୁଆ ପ୍ରେମିକ ସହିତ ନିର୍ବନ୍ଧ ଏଭଳି ପରିସ୍ଥିତିରେ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ସସ୍ମିତା ହତ୍ୟା ପଛରେ ପୁରୁଣା ପ୍ରେମିକ ପୁପୁ ର ହାତ ନାହିଁତ ତେବେ ଦେଖିବାକୁ ବାକି ରହିଲା ଜଗତସିଂହପୁର ପୋଲିସ ସସ୍ମିତା ଦାସ ଙ୍କ ହତ୍ୟା କାରୀ ଙ୍କୁ କେବେ ଧରୁଛି। ହତ୍ୟା ପଛର ରହସ୍ୟ କେବେ ଲୋକ ଲୋଚନକୁ ଆସୁଛି ।
- Post by Rajes Argus news1
- Post by KOSAL TIMES1
- Post by PABITRA BARIHA7
- ମହିଳା ବିରୋଧୀ ଆଭିମୁଖ୍ୟ ପୋଷଣ ତଥା ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କରୁଛନ୍ତି ବିରୋଧୀ। ଯାହାକୁ ନେଇ ଆଜି ସୁବର୍ଣ୍ଣପୁର ବିଜେପି ପକ୍ଷରୁ ଏକ ଜନ ଆକ୍ରୋଶ ମହିଳା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୨୨/୦୪/୨୦୨୬ ଗୁରୁଵାର । ଦିନର ୧୦ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।1
- Post by Sonepur news khulasa1
- 🌹🌹🌹🌹🌹🌹🇹🇯🌹🌹🇹🇯🌹🌹🌹🌹🌹🌹🌹🌹🌹♥️1
- ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ ବିରୋଧ ରେ ସରକାରଙ୍କୁ ଚିଠି ଲେଖିଲେ ଓଡିଶା ପୋଲିସ ହାବିଲଦାର କନେଷ୍ଟେବଳ ସଂଘ ଟଙ୍କା ନେଇ ବଦଳି କରୁଥିବାରୁ ଏବଂ 3 ବର୍ଷ ରୁ ଅଧିକ ସମୟ ଥିବା ପୋଲିସ ମାନଙ୍କୁ ପଇସା ନେଇ ଟ୍ରାନ୍ସଫର କରୁ ନଥିବାରୁ l ଏ ବିଷୟରେ ପ୍ରତିକ୍ରିୟା ରଖିଲେ ଆମ ଆଦମୀ ପାର୍ଟି ଜିଲ୍ଳାସଭାପତି ପୃଥ୍ୱୀରାଜ ଜଗଦଳା l1