logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜଳେଶ୍ୱର ବ୍ଲକରେ ଥିବା ସେବା ସମବାୟ ସମିତି ରେ ଧାନ କିଣାରେ ଅନିୟମିତା କେନ୍ଦ୍ର କରି ଜଳେଶ୍ୱର କଂଗ୍ରେସ ତରଫରୁ ସାମ୍ବାଦିକ ସମିଳନୀ

7 hrs ago
user_Pradeep Jena 9090008815
Pradeep Jena 9090008815
ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
7 hrs ago

ଜଳେଶ୍ୱର ବ୍ଲକରେ ଥିବା ସେବା ସମବାୟ ସମିତି ରେ ଧାନ କିଣାରେ ଅନିୟମିତା କେନ୍ଦ୍ର କରି ଜଳେଶ୍ୱର କଂଗ୍ରେସ ତରଫରୁ ସାମ୍ବାଦିକ ସମିଳନୀ

More news from ଓଡ଼ିଶା and nearby areas
  • ଜଳେଶ୍ୱର ବ୍ଲକରେ ଥିବା ସେବା ସମବାୟ ସମିତି ରେ ଧାନ କିଣାରେ ଅନିୟମିତା କେନ୍ଦ୍ର କରି ଜଳେଶ୍ୱର କଂଗ୍ରେସ ତରଫରୁ ସାମ୍ବାଦିକ ସମିଳନୀ
    1
    ଜଳେଶ୍ୱର ବ୍ଲକରେ ଥିବା ସେବା ସମବାୟ ସମିତି ରେ ଧାନ କିଣାରେ ଅନିୟମିତା କେନ୍ଦ୍ର କରି ଜଳେଶ୍ୱର କଂଗ୍ରେସ ତରଫରୁ ସାମ୍ବାଦିକ ସମିଳନୀ
    user_Pradeep Jena 9090008815
    Pradeep Jena 9090008815
    ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    7 hrs ago
  • Post by Nandankumar lenka
    3
    Post by Nandankumar lenka
    user_Nandankumar lenka
    Nandankumar lenka
    ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    11 hrs ago
  • #ଦୁଇ_ବର୍ଷ_ହେବ_ହୋଇଥିଲା_ରାସ୍ତା_କାମ। #ହେଲେ_ଏମିତି_ହୋଇଛି_ରାସ୍ତା_ଅବସ୍ଥା ଜଳେଶ୍ଵର ରାଜଘାଟ ରୁ ବାରିପଦାକୁ ସଂଯୋଗ କରୁଥିବା ରାଜଘାଟ ଷ୍ଟେସନ ସମ୍ମୁଖରେ ଏହି ଦୃଶ୍ୟ । #dmbalasore #mahimatv #jalasore
    1
    #ଦୁଇ_ବର୍ଷ_ହେବ_ହୋଇଥିଲା_ରାସ୍ତା_କାମ।
#ହେଲେ_ଏମିତି_ହୋଇଛି_ରାସ୍ତା_ଅବସ୍ଥା 
ଜଳେଶ୍ଵର ରାଜଘାଟ ରୁ ବାରିପଦାକୁ ସଂଯୋଗ କରୁଥିବା ରାଜଘାଟ ଷ୍ଟେସନ ସମ୍ମୁଖରେ ଏହି ଦୃଶ୍ୟ ।
#dmbalasore #mahimatv #jalasore
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    13 hrs ago
  • ବିଦ୍ୟାଳୟ ଫାଟକରେ ପଡ଼ିଲା ତାଲା। ଫାଟକ ଆଗରେ ଦୁଇ ଘଣ୍ଟା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହିତ ଛାତ୍ରଛାତ୍ରୀ।
    1
    ବିଦ୍ୟାଳୟ ଫାଟକରେ ପଡ଼ିଲା ତାଲା। ଫାଟକ ଆଗରେ ଦୁଇ ଘଣ୍ଟା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହିତ ଛାତ୍ରଛାତ୍ରୀ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    5 hrs ago
  • ବାଲେଶ୍ୱରରେ ଆସନ୍ତା ଏପ୍ରିଲ 10 ତାରିଖରୁ Rapido ରାଇଡିଂ ସେବା ଆରମ୍ଭ ହେବାକୁ ଯାଉଛି। ଏହା ଦ୍ୱାରା ସହରର ଲୋକମାନେ ସହଜ ଏବଂ ସସ୍ତା ଭାବରେ ଯାତାୟାତ ସୁବିଧା ପାଇପାରିବେ। ସେହିପରି, ଯୁବମାନଙ୍କ ପାଇଁ ଏହା ଏକ ନୂଆ ରୋଜଗାର ସୁଯୋଗ ନେଇଆସିଛି। ଯେଉଁମାନେ କାମ କରିବାକୁ ଇଚ୍ଛୁକ, ସେମାନେ Rapido ସହିତ “କ୍ୟାପ୍ଟେନ” ଭାବେ ଯୋଗ ଦେଇ ନିଜ ବାଇକ୍‌ ଦ୍ୱାରା ଆୟ କରିପାରିବେ। ଏହା ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଅନଲାଇନ୍‌ ମାଧ୍ୟମରେ ରେଜିଷ୍ଟ୍ରେଶନ କରିପାରିବେ। ଏହି ସେବା ଆରମ୍ଭ ହେବା ସହିତ ସହରର ଯାତାୟାତ ବ୍ୟବସ୍ଥାରେ ନୂଆ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।
    1
    ବାଲେଶ୍ୱରରେ ଆସନ୍ତା ଏପ୍ରିଲ 10 ତାରିଖରୁ Rapido ରାଇଡିଂ ସେବା ଆରମ୍ଭ ହେବାକୁ ଯାଉଛି। ଏହା ଦ୍ୱାରା ସହରର ଲୋକମାନେ ସହଜ ଏବଂ ସସ୍ତା ଭାବରେ ଯାତାୟାତ ସୁବିଧା ପାଇପାରିବେ।
ସେହିପରି, ଯୁବମାନଙ୍କ ପାଇଁ ଏହା ଏକ ନୂଆ ରୋଜଗାର ସୁଯୋଗ ନେଇଆସିଛି। ଯେଉଁମାନେ କାମ କରିବାକୁ ଇଚ୍ଛୁକ, ସେମାନେ Rapido ସହିତ “କ୍ୟାପ୍ଟେନ” ଭାବେ ଯୋଗ ଦେଇ ନିଜ ବାଇକ୍‌ ଦ୍ୱାରା ଆୟ କରିପାରିବେ।
ଏହା ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଅନଲାଇନ୍‌ ମାଧ୍ୟମରେ ରେଜିଷ୍ଟ୍ରେଶନ କରିପାରିବେ। ଏହି ସେବା ଆରମ୍ଭ ହେବା ସହିତ ସହରର ଯାତାୟାତ ବ୍ୟବସ୍ଥାରେ ନୂଆ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    10 hrs ago
  • ବାରିପଦା, :- ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ବାସ୍ତବ ପରିବାର ଆନୁକୂଲ୍ୟରେ ତଥା ଆର କେ ଫାଉଣ୍ଡେସନର ସହଯୋଗରେ ବିଶିଷ୍ଟ ସମାଜସେବୀ ଅମର କୁମାର ସେଠୀ ତାଙ୍କ ୫୮ ତମ ଜନ୍ମଦିନ ଅବସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଶିବିରରେ ଅମର ସେଠୀଙ୍କ ସମେତ ମୋଟ ୧୨୫ ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ସମ୍ମାନିତ ଅତିଥି ଭାବେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ, କାଉନସିଲର ଅନନ୍ତ ଦାସ ଓ ଆର କେ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା କାଉନସିଲର ସୁକେଶିନୀ ସେଠି, ସୁନୀଲ ନାୟକ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ I ଏ ଅବସରରେ ୧ ନଂ ୱାର୍ଡର ବରିଷ୍ଠ ନାଗରିକ ସତ୍ୟନାରାୟଣ ଜି, କୈଳାଶ ବେହେରା, ଗୋକୁଳାନନ୍ଦ ଦାସ, ସଚିନ କରଙ୍କ ସମେତ ୨୫ ଜଣ ତଥା ସହରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା I ବାରୁଣୀ, ବେଲଗଡ଼ିଆ ଓ ରଘୁନାଥପୁର ଶ୍ମାଶନରେ ଶବଦାହ କରୁଥିବା ସମାଜସେବୀ ମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା I ସମାଜସେବୀ ସୋମନାଥ ସିଂହ, ଡଃ ଅସୀମ କୁମାର ଚକ୍ରବର୍ତ୍ତୀ, ଦୀପକ କୁମାର ମିଶ୍ର, ମଙ୍ଗଲ ହାଁସଦା, ରବିନାରାୟଣ ବେହେରା, କିଚକ ବେହେରା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ I ରକ୍ତ ଭଣ୍ଡାର ଅଧିକାରୀ ଡଃ ସୌମ୍ୟ ରଞ୍ଜନ ନାୟକ ଙ୍କ ନେତୃତ୍ୱରେ ରକ୍ତ ସଂଗ୍ରହ କରାଯାଇଥିଲା I #mayurbhanj #baripada #dlh_khabar
    1
    ବାରିପଦା, :- ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ବାସ୍ତବ ପରିବାର ଆନୁକୂଲ୍ୟରେ ତଥା ଆର କେ ଫାଉଣ୍ଡେସନର ସହଯୋଗରେ ବିଶିଷ୍ଟ ସମାଜସେବୀ ଅମର କୁମାର ସେଠୀ ତାଙ୍କ ୫୮ ତମ ଜନ୍ମଦିନ ଅବସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଶିବିରରେ ଅମର ସେଠୀଙ୍କ ସମେତ ମୋଟ ୧୨୫ ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ସମ୍ମାନିତ ଅତିଥି ଭାବେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ, କାଉନସିଲର ଅନନ୍ତ ଦାସ ଓ ଆର କେ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା କାଉନସିଲର ସୁକେଶିନୀ ସେଠି, ସୁନୀଲ ନାୟକ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ I
ଏ ଅବସରରେ ୧ ନଂ ୱାର୍ଡର ବରିଷ୍ଠ ନାଗରିକ ସତ୍ୟନାରାୟଣ ଜି, କୈଳାଶ ବେହେରା, ଗୋକୁଳାନନ୍ଦ ଦାସ, ସଚିନ କରଙ୍କ ସମେତ ୨୫ ଜଣ ତଥା ସହରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା I ବାରୁଣୀ, ବେଲଗଡ଼ିଆ ଓ ରଘୁନାଥପୁର ଶ୍ମାଶନରେ ଶବଦାହ କରୁଥିବା ସମାଜସେବୀ ମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା I ସମାଜସେବୀ ସୋମନାଥ ସିଂହ, ଡଃ ଅସୀମ କୁମାର ଚକ୍ରବର୍ତ୍ତୀ, ଦୀପକ କୁମାର ମିଶ୍ର, ମଙ୍ଗଲ ହାଁସଦା, ରବିନାରାୟଣ ବେହେରା, କିଚକ ବେହେରା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ I ରକ୍ତ ଭଣ୍ଡାର ଅଧିକାରୀ ଡଃ ସୌମ୍ୟ ରଞ୍ଜନ ନାୟକ ଙ୍କ ନେତୃତ୍ୱରେ ରକ୍ତ ସଂଗ୍ରହ କରାଯାଇଥିଲା I 
#mayurbhanj #baripada #dlh_khabar
    user_DLH KHABAR
    DLH KHABAR
    Voice of people ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    5 hrs ago
  • ବାର୍ଷିକ ସମ୍ମିଳନୀ ଅବସର ସମ୍ବର୍ଦ୍ଧନା ଓ ସାଧାରଣ ନିର୍ବାଚନ 2026
    1
    ବାର୍ଷିକ ସମ୍ମିଳନୀ ଅବସର ସମ୍ବର୍ଦ୍ଧନା ଓ ସାଧାରଣ ନିର୍ବାଚନ 2026
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    7 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 27.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update 
Date - 27.03.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.