Shuru
Apke Nagar Ki App…
ମୁଣ୍ଡ ଗୁଞ୍ଜିବାକୁ ସଂଘର୍ଷ କରୁଛନ୍ତି ଓଡିଶା ପାଇଁ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିଵା ଦୃଷ୍ଟିବାଧିତ କ୍ରୀଡ଼ାବିତ.. ଜରିପାଲ ତଳେ ମୁଣ୍ଡ ଗୁଞ୍ଜୁ୍ଛନ୍ତି ଜାତୀୟ ସ୍ତରର କ୍ରୀଡ଼ାବିତ, ଆହାର କେନ୍ଦ୍ର ର ୫ ଟଙ୍କିଆ ଭାତ ଡାଲମା ଖାଇ ଦେଶ ଓ ରାଜ୍ୟ ପାଇଁ ଖେଳିବାକୁ ସ୍ବପ୍ନ ଦେଖୁଥିବା ଏହି ଦୃଷ୍ଟି ବାଧିତ ଖେଳାଳି ମାନଙ୍କୁ ମୁଣ୍ଡ ଗୁଞ୍ଜବାକୁ ଘର ନାହିଁ, ଜରିପାଲ ତମ୍ବୁ ଟାଣି ଜୀବନ ମୁଣ୍ଡ ଗୁଞ୍ଜିବାକୁ ପ୍ରୟାସ ଚଳାଇଥିବା ବେଳେ ଏହି ସ୍ଥାନରୁ ଉଠିବାକୁ ବନ୍ଦର ଇଷ୍ଟେଟ ବିଭାଗ କହିବା ପରେ ଚିନ୍ତାରେ ଏହି ଦୃଷ୍ଟିହୀନ ଖେଳାଳି, ଗତ ଦୁଇମାସ ତଳେ ରାଜସ୍ଥାନ ରେ ପାରାଜୁଡୋ ଅଲିମ୍ପିକ ରେ ଓଡିଶା ପାଇଁ ମେଡାଲ ଜିତି ଗର୍ବ ଆଣି ବିଭିନ୍ନ ବିଭାଗ ତରଫରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧିତ ହୋଇଥିବା ଏହି ଯୁବ ପ୍ରତିଭା ମାନେ ଆଜି ଜୀବନ ଜିଇଁବାକୁ ଚଳାଇଛନ୍ତି ସଂଘର୍ଷ.......
Biraja prasad tripathy Tripathy

More news from ଓଡ଼ିଶା and nearby areas
- ଜରିପାଲ ତଳେ ମୁଣ୍ଡ ଗୁଞ୍ଜୁ୍ଛନ୍ତି ଜାତୀୟ ସ୍ତରର କ୍ରୀଡ଼ାବିତ, ଆହାର କେନ୍ଦ୍ର ର ୫ ଟଙ୍କିଆ ଭାତ ଡାଲମା ଖାଇ ଦେଶ ଓ ରାଜ୍ୟ ପାଇଁ ଖେଳିବାକୁ ସ୍ବପ୍ନ ଦେଖୁଥିବା ଏହି ଦୃଷ୍ଟି ବାଧିତ ଖେଳାଳି ମାନଙ୍କୁ ମୁଣ୍ଡ ଗୁଞ୍ଜବାକୁ ଘର ନାହିଁ, ଜରିପାଲ ତମ୍ବୁ ଟାଣି ଜୀବନ ମୁଣ୍ଡ ଗୁଞ୍ଜିବାକୁ ପ୍ରୟାସ ଚଳାଇଥିବା ବେଳେ ଏହି ସ୍ଥାନରୁ ଉଠିବାକୁ ବନ୍ଦର ଇଷ୍ଟେଟ ବିଭାଗ କହିବା ପରେ ଚିନ୍ତାରେ ଏହି ଦୃଷ୍ଟିହୀନ ଖେଳାଳି, ଗତ ଦୁଇମାସ ତଳେ ରାଜସ୍ଥାନ ରେ ପାରାଜୁଡୋ ଅଲିମ୍ପିକ ରେ ଓଡିଶା ପାଇଁ ମେଡାଲ ଜିତି ଗର୍ବ ଆଣି ବିଭିନ୍ନ ବିଭାଗ ତରଫରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧିତ ହୋଇଥିବା ଏହି ଯୁବ ପ୍ରତିଭା ମାନେ ଆଜି ଜୀବନ ଜିଇଁବାକୁ ଚଳାଇଛନ୍ତି ସଂଘର୍ଷ.......1
- ଜଗତସିଂହପୁର ୨/୪- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟକ - ପାରାଦ୍ୱୀପ ରାସ୍ତା ସାରଳା ରୋଡ ଗ୍ରାମ୍ୟବ୍ୟାଙ୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦୁଇଜଣ ଆହତ l କାର ଘୋଷାଡ଼ିନେଲା ମଟରସାଇକେଲକୁ l ମଟରସାଇକେଲରେ ପ୍ରଶାନ୍ତ ସାହୁ, ପ୍ରଭୁ ପଦ ସାହୁ, (୨୬) ବାପା ପୁଅ କଟକରୁ ଆପାଚି ମଟର ସାଇକେଲ ନମ୍ବର ଓଡି ୨୧ ଏସ ୪୪୯୩ ରେ ପଞ୍ଚୁପଲାଇ ପୋଖରିଆପଡା ନିଜ ଘରକୁ ଫେରୁଥିଲେ l ପାରାଦ୍ୱୀପ କଷ୍ଟମ କାର୍ଯ୍ୟାଳୟ ରେ ଲାଗିଥିବା ମାରୁତି ସୁଇଫ୍ଟ ଡିଜେୟାର ନମ୍ବର ଓଡି ୩୩ ଟି ୪୩୧୬, ପାରାଦ୍ୱୀପରୁ କଟକ ଅଭିମୁଖେ ଦ୍ରୁତଗତିରେ ଯାଉଥିବାବେଳ କଟକ - ପାରାଦ୍ୱୀପ ରାସ୍ତା ସାରଳା ରୋଡ଼ ଗ୍ରାମ୍ୟବ୍ୟାଙ୍କ ସମ୍ମୁଖରେ ମଟର ସାଇକେଲକୁ ଡାହାଣରୁ ଘୋଷାଡ଼ି ଆଣିଥିଲା ଚାପିଦେଇଥିଲା l ଯାହାଫଳରେ ମଟରସାଇକଲେରେ ଥିବା ଦୁଇଜଣ ବାପାପୁଅ ରାସ୍ତାକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ l ଉପସ୍ଥିତ କିଛି ଯୁବକ ସଙ୍ଗେ ସଙ୍ଗେ ସ୍ଥାନୀୟ ମଣିଜଙ୍ଗା ମେଡିକାଲକୁ ନେଇଯାଇଥିଲେ l ସେଠାରେ ସେମାନେ ଚିକିଶ୍ଚିତ ହେଉଥିବା ଜଣାପଡିଛି l ମାରୁତି ସୁଇଫ୍ଟ ଡିଜେୟାର ନମ୍ବର ଓଡି ୩୩ ଟି ୪୩୧୬ ଗାଡିଟି ପାରାଦ୍ୱୀପ ଅଞ୍ଚଳର ବୋଲି ଜଣାପଡିଛି l ଉଭୟ ଦୁଇଟି ଗାଡିକୁ ତିର୍ତ୍ତୋଲ ପୋଲିସ ଜବତ କରି ଥାନାକୁ ନେଇଥିବା ଜଣାପଡିଛି l2
- Post by ନିଷ୍ଠୁର ଦୁନିଆ Live1
- Post by ଯାଜପୁର ଖବର ପ୍ରସାରିତ1
- ନିଜ ସ୍ୱାମୀ ଓ ଛୁଆକୁ ଛାଡ଼ି ଅନ୍ୟ ପୁରୁଷ ସହ ପଳାଇଲା। ଏବେ ସେ ପୁରୁଷର ସ୍ତ୍ରୀକୁ ମାଗୁଛି ଭିକ। ତା ସ୍ତ୍ରୀ ମୋତେ ଦେବ ସିନ୍ଦୁରରୁ ଭାଗ। ତାର ଯେତିକି ଅଧିକାର ମୋର ସେତିକି ଅଧିକାର।1
- Post by NEWS MANORANJAN1
- Post by Gagan Bhoi1
- Post by ନିଷ୍ଠୁର ଦୁନିଆ Live1