logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

#ହାଣ୍ଡି_ଭରସାରେ_ରାସ୍ତା_ପାର ବୁଡିଲା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ହରିପୁର ଏବଂ ସାହାରାଡିହା ଗ୍ରାମକୁ ଲମ୍ବିଥିବା ମୁଖ୍ୟ ରାସ୍ତା। ରାସ୍ତା ଉପରେ ଚାଲୁଛି ପ୍ରାୟ ୩ ଫୁଟ ଉଚ୍ଚର ବନ୍ୟାଜଳ। ହାଣ୍ଡି ଭରସାରେ ରାସ୍ତା ପାର ହେଉଛନ୍ତି ଗ୍ରାମବାସୀ ।

3 hrs ago
user_Rajib Behera
Rajib Behera
Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
3 hrs ago

#ହାଣ୍ଡି_ଭରସାରେ_ରାସ୍ତା_ପାର ବୁଡିଲା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ହରିପୁର ଏବଂ ସାହାରାଡିହା ଗ୍ରାମକୁ ଲମ୍ବିଥିବା ମୁଖ୍ୟ ରାସ୍ତା। ରାସ୍ତା ଉପରେ ଚାଲୁଛି ପ୍ରାୟ ୩ ଫୁଟ ଉଚ୍ଚର ବନ୍ୟାଜଳ। ହାଣ୍ଡି ଭରସାରେ ରାସ୍ତା ପାର ହେଉଛନ୍ତି ଗ୍ରାମବାସୀ ।

More news from ଓଡ଼ିଶା and nearby areas
  • ଦେଶରେ ଯେଉଁ କୋଣରେ ଲୁଛି ଥିଲେବି ପୋଲିସ ଆପଣଂକୁ ଜେ କୌଣସି ସମୟରେ ଧରିବ...
    1
    ଦେଶରେ ଯେଉଁ କୋଣରେ ଲୁଛି ଥିଲେବି ପୋଲିସ ଆପଣଂକୁ ଜେ କୌଣସି ସମୟରେ ଧରିବ...
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    29 min ago
  • ମୟୂରଭଞ୍ଜ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବାଲିଡିହା ଡ୍ୟାମ ରେ ଜଳ ସ୍ତର ବୃଦ୍ଧି; ପାଣି ଭିତରକୁ ଯାଇ ଗାଧୋଇବା ପାଇଁ ମନା ମୟୂରଭଞ୍ଜ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷାର ପ୍ରଭାବରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପେକ୍ଷୀରେ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବାଲିଡିହା ଡ୍ୟାମ ରେ ଜଳ ସ୍ତର ବୃଦ୍ଧି ପାଇ ତାହାର କରାଳ ରୂପ ଦେଖିବାକୁ ମିଳିଛି। ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଏଠାରେ ପ୍ରବାହିତ ହୋଇଛି। ତେବେ ଏହି ସମୟରେ କେହି ପର୍ଯ୍ୟଟକ ପାଣି ମଧ୍ୟକୁ ଗାଧୋଇବା ପାଇଁ ପାଣି ଭିତରକୁ ନଯିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।
    1
    ମୟୂରଭଞ୍ଜ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବାଲିଡିହା ଡ୍ୟାମ ରେ ଜଳ ସ୍ତର ବୃଦ୍ଧି; ପାଣି ଭିତରକୁ ଯାଇ ଗାଧୋଇବା ପାଇଁ ମନା
ମୟୂରଭଞ୍ଜ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷାର ପ୍ରଭାବରେ  ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପେକ୍ଷୀରେ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବାଲିଡିହା ଡ୍ୟାମ ରେ ଜଳ ସ୍ତର ବୃଦ୍ଧି ପାଇ ତାହାର କରାଳ ରୂପ ଦେଖିବାକୁ ମିଳିଛି। ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଏଠାରେ ପ୍ରବାହିତ ହୋଇଛି। ତେବେ ଏହି ସମୟରେ କେହି ପର୍ଯ୍ୟଟକ ପାଣି ମଧ୍ୟକୁ ଗାଧୋଇବା ପାଇଁ ପାଣି ଭିତରକୁ ନଯିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • ranigoda gramo ra bonya pani baharu nahi sarkar kichi podokhopo nou nahanti ranigoda gramo balasore
    1
    ranigoda gramo ra bonya  pani baharu nahi sarkar kichi podokhopo nou nahanti
ranigoda gramo  balasore
    user_M B GAMING
    M B GAMING
    Baleshwar (M), Odisha•
    1 hr ago
  • କେନ୍ଦୁଝରରେ ଲଗାଣ ବର୍ଷା ବିପର୍ଯ୍ୟୟ: କେରୀ ପାତ୍ର ସାହି କଂକ୍ରିଟ୍ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି, ଘରେ ପଶିଲା ବର୍ଷା ଜଳ! କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କେରୀ ପାତ୍ର ସାହିରେ ଲଗାଣ ବର୍ଷା ଯୋଗୁଁ ଅତ୍ୟନ୍ତ ସୋଚନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗାଁର କଂକ୍ରିଟ୍ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ପ୍ରଖର ସ୍ରୋତରେ ବହିଯାଉଥିବା ଦେଖିବାକୁ ମିଳିଛି, ଯାହାଫଳରେ ଗ୍ରାମବାସୀଙ୍କ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ​ସେହି ଗ୍ରାମର ଛୋଟ ଛୋଟ ଛାତ୍ରଛାତ୍ରୀମାନେ ନିଜର ପ୍ରାଥମିକ ସ୍କୁଲକୁ ଯିବା ପାଇଁ ଏହି ବିପଜ୍ଜନକ ପାଣି ଭିତରେ ପଶି ଯିବାକୁ ବାଧ୍ୟ ହେଉଛନ୍ତି। ଏହାସହ ବର୍ଷା ଜଳ ରାସ୍ତାରେ ନିଷ୍କାସିତ ନହୋଇ ସ୍ଥାନୀୟ କେତେକ ବାସିନ୍ଦାଙ୍କ ଘର ମଧ୍ୟକୁ ପଶିଯିବାରୁ ଲୋକଙ୍କ ନାହିଁନଥିବା ଅସୁବିଧା ସୃଷ୍ଟି ହୋଇଛି। ବର୍ଷା ହେଲେ ପ୍ରତିବର୍ଷ କେରୀ ପାତ୍ର ସାହିବାସୀ ଏହିପରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାରୁ ସାହିରେ ତୁରନ୍ତ କାମଚଳା ଓ ସ୍ଥାୟୀ ନାଳ (ଡ୍ରେନ୍) ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
    2
    କେନ୍ଦୁଝରରେ ଲଗାଣ ବର୍ଷା ବିପର୍ଯ୍ୟୟ: କେରୀ ପାତ୍ର ସାହି କଂକ୍ରିଟ୍ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି, ଘରେ ପଶିଲା ବର୍ଷା ଜଳ!


କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କେରୀ ପାତ୍ର ସାହିରେ ଲଗାଣ ବର୍ଷା ଯୋଗୁଁ ଅତ୍ୟନ୍ତ ସୋଚନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗାଁର କଂକ୍ରିଟ୍ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ପ୍ରଖର ସ୍ରୋତରେ ବହିଯାଉଥିବା ଦେଖିବାକୁ ମିଳିଛି, ଯାହାଫଳରେ ଗ୍ରାମବାସୀଙ୍କ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
​ସେହି ଗ୍ରାମର ଛୋଟ ଛୋଟ ଛାତ୍ରଛାତ୍ରୀମାନେ ନିଜର ପ୍ରାଥମିକ ସ୍କୁଲକୁ ଯିବା ପାଇଁ ଏହି ବିପଜ୍ଜନକ ପାଣି ଭିତରେ ପଶି ଯିବାକୁ ବାଧ୍ୟ ହେଉଛନ୍ତି। ଏହାସହ ବର୍ଷା ଜଳ ରାସ୍ତାରେ ନିଷ୍କାସିତ ନହୋଇ ସ୍ଥାନୀୟ କେତେକ ବାସିନ୍ଦାଙ୍କ ଘର ମଧ୍ୟକୁ ପଶିଯିବାରୁ ଲୋକଙ୍କ ନାହିଁନଥିବା ଅସୁବିଧା ସୃଷ୍ଟି ହୋଇଛି। ବର୍ଷା ହେଲେ ପ୍ରତିବର୍ଷ କେରୀ ପାତ୍ର ସାହିବାସୀ ଏହିପରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାରୁ ସାହିରେ ତୁରନ୍ତ କାମଚଳା ଓ ସ୍ଥାୟୀ ନାଳ (ଡ୍ରେନ୍) ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
    user_ସମୀର ପାତ୍ର
    ସମୀର ପାତ୍ର
    କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    19 hrs ago
  • ଉଦଳାରେ ଚାଞ୍ଚଲ୍ୟ, ମା' ଓ ଦିବ୍ୟାଙ୍ଗ ଝିଅଙ୍କ ମୃତ୍ୟୁ ଘଟଣାର କଡ଼ା ତଦନ୍ତ ଆରମ୍ଭ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ବହୁବନ୍ଧ ପଞ୍ଚାୟତର ଉର୍ମଳ ଗ୍ରାମରେ ଘଟିଥିବା ମା' ଓ ୧୪ ବର୍ଷୀୟ ଦିବ୍ୟାଙ୍ଗ ଝିଅଙ୍କ ମୃତ୍ୟୁ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପ୍ରାଥମିକ ସୂଚନା ଅନୁସାରେ, ଘର ଭିତରୁ ଫୁଲମଣି ହେମ୍ବ୍ରମଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଘର ନିକଟସ୍ଥ କେନାଲରୁ ତାଙ୍କର ୧୪ ବର୍ଷୀୟ ଦିବ୍ୟାଙ୍ଗ ଝିଅଙ୍କ ମୃତଦେହ ମିଳିଛି। ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଉଦଳା ପୋଲିସ ସହ ବାରିପଦାର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ପ୍ରମାଣ ସଂଗ୍ରହ କରି କଡ଼ା ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ମାମଲା ରୁଜୁ କରି ଉଭୟ ମୃତଦେହକୁ ଶବ ବ୍ୟବଛେଦ ପାଇଁ ପଠାଇଛି। ପୋଷ୍ଟମର୍ଟମ୍ ରିପୋର୍ଟ ଓ ସାଇଣ୍ଟିକ ଟିମ ର ତଦନ୍ତ ପରେ ମାତ୍ର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।
    1
    ଉଦଳାରେ ଚାଞ୍ଚଲ୍ୟ, ମା' ଓ ଦିବ୍ୟାଙ୍ଗ ଝିଅଙ୍କ ମୃତ୍ୟୁ ଘଟଣାର କଡ଼ା ତଦନ୍ତ ଆରମ୍ଭ
ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ବହୁବନ୍ଧ ପଞ୍ଚାୟତର ଉର୍ମଳ ଗ୍ରାମରେ ଘଟିଥିବା ମା' ଓ ୧୪ ବର୍ଷୀୟ ଦିବ୍ୟାଙ୍ଗ ଝିଅଙ୍କ ମୃତ୍ୟୁ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ପ୍ରାଥମିକ ସୂଚନା ଅନୁସାରେ, ଘର ଭିତରୁ ଫୁଲମଣି ହେମ୍ବ୍ରମଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଘର ନିକଟସ୍ଥ କେନାଲରୁ ତାଙ୍କର ୧୪ ବର୍ଷୀୟ ଦିବ୍ୟାଙ୍ଗ ଝିଅଙ୍କ ମୃତଦେହ ମିଳିଛି। ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।
ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଉଦଳା ପୋଲିସ ସହ ବାରିପଦାର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ପ୍ରମାଣ ସଂଗ୍ରହ କରି କଡ଼ା ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ମାମଲା ରୁଜୁ କରି ଉଭୟ ମୃତଦେହକୁ ଶବ ବ୍ୟବଛେଦ ପାଇଁ ପଠାଇଛି।
ପୋଷ୍ଟମର୍ଟମ୍ ରିପୋର୍ଟ ଓ ସାଇଣ୍ଟିକ ଟିମ ର ତଦନ୍ତ ପରେ ମାତ୍ର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।
    user_Damayanti behera
    Damayanti behera
    Nurse ଉଦଳା, ମୟୂରଭଞ୍ଜ, ଓଡ଼ିଶା•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.