Shuru
Apke Nagar Ki App…
ପୋଲିସକୁ ଆକ୍ରମଣ , ଗାଡ଼ି ଭଙ୍ଗା ରୁଚା ଅଭିଯୋଗ, ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଛି ପୋଲିସ
କଣ୍ଟାବାଞ୍ଜି ଖବର
ପୋଲିସକୁ ଆକ୍ରମଣ , ଗାଡ଼ି ଭଙ୍ଗା ରୁଚା ଅଭିଯୋଗ, ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଛି ପୋଲିସ
More news from ଓଡ଼ିଶା and nearby areas
- ନୂଆପଡା ଜିଲ୍ଲା ଖଡ଼ିଆଳ ଇଭାଞ୍ଜେଲିକାଲ ହସ୍ପିଟାଲରେ ପାଲିଏଟିଭ କେୟାର କାର୍ଯ୍ୟକ୍ରମ ଉଦ୍ଘାଟିତ I1
- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଏଫସିଆଇ ଛକ ରେ ବିଦ୍ୟୁତ ବିଭାଗ କମଖିଆଲି ମନୋଭାବ ଯୋଗୁଁ ଖୁଣ୍ଟ ଦୁକାନ ଉପରେ ଝୁଲି ରହିଛି। ଚା ଓ ପାନ ଦୁକାନ ଉପରେ ବିଦ୍ୟୁତ ଖୁଣ୍ଟ ଝୁଲି ରହି ଥିବା ବେଳେ କେତେବେଳେ ପଡି ଯିବ ତାହା ଜଣା ନାହିଁ ଯଦି ଦୁକାନ ଉପରେ ପଢିବ ତାହେଲେ ନିଶ୍ଚିତ ଭାବେ ଜୀବନ ପ୍ରତି ବିପଦ1
- ବରପାହାଡ଼ ପୀଠରେ ନିର୍ମାଣ ହୋଇଥିବା ଚେକ ଡେମ କୁ ନେଇ ଗ୍ରାମବାସୀ କଣ କହୁଛନ୍ତି ଶୁଣନ୍ତୁ #rishitv #checkdam #farmer #tarbha #subarnapur #ForestDeparment #dfosubarnapur #highlight1
- ସାହାସୀ ସମାଜସେବୀ ମାନସ ବେହେରା ଙ୍କର ପୋଲିସ ର କଡ଼ା କଟକଣା ଭିତରେ ନିଆରା ସେବା ସାହାସୀ ସମାଜସେବୀ ମାନସ ବେହେରା ଙ୍କର ପୋଲିସ ର କଡ଼ା କଟକଣା ଭିତରେ ନିଆରା ସେବା। ତା୦୧/୦୮/୨୦୨୬,ଶନିବାର।ମୁଣ୍ଡଳୀ,କଟକ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ। ଚଳିତବର୍ଷ କଟକ ଜିଲ୍ଲା ମୁଣ୍ଡଳୀ ନିକଟରେ ମହାନଦୀ ର ବନ୍ୟାଜଳ ପ୍ରବାହିତ ହେବା ପରେ ବନ୍ୟାଜଳ କୁ ଦେଖିବା ପାଇଁ ଲାଗିଛି ନାହିଁ ନଥିବା ଭିଡ ତେବେ ଏହି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ କର୍ତୁପକ୍ଷ ନେଇଛନ୍ତି କଡ଼ା ପଦକ୍ଷେପ।ଲୋକ ମାନଙ୍କୁ ମୁଣ୍ଡଳୀ ବ୍ରିଜ୍ ଉପରକୁ ଯାଇ ଅଯଥା ଭିଡ଼ କରିବାକୁ ବାରଣ କରାଯାଉଥିବା ବେଳେ ଫୋଟେ ଉଠାଇବା ପାଇଁ ମଧ୍ୟ ମନା କରାଯାଉଛି। ତେବେ ଗତକାଲି ସଂନ୍ଧ୍ୟା ସମୟ ରେ ମୁଣ୍ଡଳୀ ବ୍ରିଜ୍ ଉପରେ ନାହିଁ ନଥିବା ଭିଡକୁ ନିୟନ୍ତ୍ରଣ କରିବାକୁ ସ୍ଥାନୀୟ ପୋଲିସ ନାକେଦମ୍ ହୋଇ ପଡ଼ୁଥିବା ବେଳେ ଵ୍ରିଜ ଉପରେ ଜଣେ ଗୁରୁତର ମହିଳା ରୋଗୀଙ୍କୁ ଧରି ଆସୁଥିବା ଏକ ଆମ୍ବୁଲାନ୍ସ ଖୋଜୁଥିଲା ବାଟ।ଏପରି ସ୍ଥଳେ ଆମ୍ବୁଲାନ୍ସ ଡ଼୍ରାଇଭର ନିରୁପାୟ ହୋଇ ପଡ଼ୁଥିବା ବେଳେ ଦେବଦୂତ ସାଜି ଆସିଥିଲେ ସ୍ଥାନୀୟ ସାହାସୀ ଯୁବକ ତଥା ସମାଜସେବୀ ମାନସ ବେହେରା। ଆମ୍ବୁଲାନ୍ସ କୁ ବାଟ କଢ଼େଇ ନେବାରେ ଯେଉଁ ଭଳି ପ୍ରୟାସ କରୁଥିଲେ ନିହାତି ପ୍ରଶଂସନୀୟ। ଗୋଡ଼ ହାତ ଧରି ରାସ୍ତା ଅବରୋଧ କରିଥିବା ଗାଡି ଚାଳକ ମାନଙ୍କୁ ଅନୁରୋଧ ପୂର୍ବକ ଆମ୍ବୁଲାନ୍ସ ପାଇଁ ପ୍ରାୟ ତିନି କିଲୋମିଟର ରାସ୍ତା ନିଜେ ଚାଲି ଚାଲି ପରିଷ୍କାର କରିଥିଲେ। ରୋଗୀ ର ଜୀବନ ବଞ୍ଚାଇବା ପାଇଁ ତାଙ୍କର ଆକୁଳ ପ୍ରୟାସ ଉପସ୍ଥିତ ସମସ୍ତ ଗାଡ଼ି ଚାଳକ ମାନଙ୍କୁ ବୋଧ ହୁଏ ଆମ୍ବୁଲାନ୍ସ କୁ ବାଟ ଦେବାକୁ ବାଧ୍ୟ କରିଥିଲା।ମାନସ ଙ୍କର ଏତାଦୃଶ ସହଯୋଗ ମନୋଭାବ ପାଇଁ ସ୍ଥାନୀୟ ପୋଲିସ ତରଫରୁ ଧନ୍ୟବାଦ ପ୍ରଦାନ କରାଯିବା ସହିତ ସ୍ଥାନୀୟ ବାସିନ୍ଦା ଏତାଦୃଶ କାର୍ଯକୁ ପ୍ରଶଂସା କରିଛନ୍ତି। ପ୍ରକାଶ ଥାଉ କି ସମାଜସେବୀ ମାନସ ବେହେରା ବିଗତ ଦିନରେ ସାହାସୀ ସାମ୍ବାଦିକ ଅରିନ୍ଦମ ଙ୍କୁ ମୁଣ୍ଡଳୀ ପାଣି ରୁ ଛାଣି ଆଣିଥିଲେ ସିନା ବଞ୍ଚାଇ ପାରିନଥିଲେ କିନ୍ତୁ ଆଜି ଯେଉଁ ଭଳି ଆମ୍ବୁଲାନ୍ସ ପାଇଁ ରାସ୍ତା ପରିଷ୍କାର କରି ରୋଗୀ କୁ ଡାକ୍ତରଖାନା ପହଞ୍ଚାଇଲେ ନିହାତି ଜଣକ ଜୀବନ ବଞ୍ଚାଇ ଦେଲେ।1
- ସୁବର୍ଣ୍ଣପୁର ଜିଲ୍ଲା ଅଙ୍ଗନଦୀରେ ତିନିଦିନ ଧରି ବନ୍ୟା ପାଣିରେ ଚାଷ ଜମି ବୁଡି ରହିଥିବାରୁ ତଳିରୁଆ ହୋଇଥିବା ଚାଷ ସବୁ ନଷ୍ଟ1
- ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦେବେନ୍ଦ୍ର ପଣ୍ଡାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦୀର୍ଘ 37 ବର୍ଷ ଶିକ୍ଷକତା କଲାପରେ ଅବସର ନେଇଛନ୍ତି ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୁରପୁର ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରି ଅରିଗାଁ ବିଦ୍ୟାଳୟରୁ ଅବସର ନେବା ର 37 ବର୍ଷ ଏହି ମଣିଷ ତିଆରି କାରଖାନା ରେ କାମ କରି ନିଜର ନିଷ୍ଠାପର ସେବା, କର୍ତ୍ତବ୍ୟ ପରାୟଣତା , ସତ୍ୟନିଷ୍ଠ ଓ ଶିଷ୍ଠାଚାର ପାଇଁ ଅନ୍ୟ ମାନଙ୍କ ଆଗରେ ପ୍ରେରଣା ସାଜିଛନ୍ତି। ଏହି ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅରିଗାଁ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ବିନିକା ଗୋଷ୍ଠୀ ଶିକ୍ଷା ଅଧିକାର ଲକ୍ଷ୍ମଣ ମିଶ୍ର ଯୋଗଦେଇ ଥିଲେ। ସମାରୋହରେ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ମାନଙ୍କ ସହ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଗହଣରେ ଚାକିରୀରୁ ଅବସର ନେଇଥିବା ଶିକ୍ଷକଙ୍କୁ କୀର୍ତ୍ତନ କରି ନିଜର ସିନ୍ଦୁରପୁର ବାସ ଭବନ ପର୍ଯ୍ୟନ୍ତ ସମ୍ମାନିତ କରି ଅଣାଯାଇଅଛି।1
- ଢେଙ୍କାନାଳରେ ହୋଇଛି ବୋମାମାଡ। ତା୦୨/୦୮/୨୦୨୬,ରବିବାର। ଢେଙ୍କାନାଳ ଢେଙ୍କାନାଳରେ ହୋଇଛି ବୋମାମାଡ। ତା୦୨/୦୮/୨୦୨୬,ରବିବାର। ଢେଙ୍କାନାଳ ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ପ୍ରାପ୍ତ ସୂଚନା କ୍ରମେ ଢେଙ୍କାନାଳ ସହରର ଚଳଚଞ୍ଚଳ ଚନ୍ଦନ ବଜାର ଶାସନ ଛକ ନିକଟରେ ଗତ କାଲି ରାତି ପ୍ରାୟ ୯ଟା ବେଳକୁ ବୋମାମାଡ ହୋଇଛି।କେହି ଦୁର୍ବୃର୍ତ୍ତ ବାଇକ୍ ରେ ଆସି ବୋମାମାଡ କରି ପଳାଇଥିବା ସୁଚନା।ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି।ଦୁଇଟି ବୋମା ଫୁଟିଥିବା ବେଳେ ଆଉ ଗୋଟିଏ ଅଫୁଟା ବୋମା ଘଟଣାସ୍ଥଳରୁ ଜବତ ହୋଇଛି।ଏହି ଘଟଣାରେ ଟାଉନଥାନା ପୋଲିସ ତଦନ୍ତ ଜାରି ରଖିଛି। ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି।1