logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କଳିଙ୍ଗନଗରରେ ଟ୍ରକ୍ ବ୍ୟାଟେରୀ ଚୋରି ର୍ୟାକ୍ର ପର୍ଦ୍ଦାଫାଶ: ୩ ଗିରଫ, ୯ଟି ବ୍ୟାଟେରୀ ଓ ବାଇକ୍ ଜବତ ଳିଙ୍ଗନଗର /୩୧ /୭ (ସନ୍ଧାନ ନ୍ୟୁଜ ):ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଞ୍ଚଳରେ ଟ୍ରକ୍‌ରୁ ବ୍ୟାଟେରୀ ଚୋରି ଚକ୍ରକୁ ଧରିବାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଛିଡ଼ା ହୋଇଥିବା ଭାରୀଯାନରୁ ବ୍ୟାଟେରୀ ଚୋରି କରୁଥିବା ଅଭିଯୋଗରେ ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୯ଟି ବ୍ୟାଟେରୀ ଏବଂ ଏକ ମୋଟରସାଇକେଲ୍ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସାରଙ୍ଗପୁର ଗ୍ରାମର ଲାଲୁ ମୁଣ୍ଡା (ପିତା: ଦୁର୍ଗା ମୁଣ୍ଡା), ସୁବଳ ପେରାଇ (ପିତା: ଆଲେଖ ପେରାଇ) ଏବଂ ପ୍ରଫୁଲ୍ଲ ଜେନା (ପିତା: ଦେବା ଜେନା)।ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବିଆର୍‌ପିଏଲ୍ ଛକ ନିକଟରେ ପାର୍କିଂ ହୋଇଥିବା ଏକ ଟ୍ରକ୍‌ରୁ ବ୍ୟାଟେରୀ ଚୋରି କରି ବାଇକ୍‌ ଯୋଗେ ନେଇ ଯାଉଥିବା ସମୟରେ ପୋଲିସ ପାଟ୍ରୋଲିଂ ଟିମ୍ ସେମାନଙ୍କୁ କାବୁ କରିଥିଲା। ପରେ ଅଭିଯୁକ୍ତମାନଙ୍କୁ ଥାନାରେ କଡ଼ା ଜେରା କରାଯିବା ପରେ ସେମାନଙ୍କ ସୂଚନା ଆଧାରରେ ବିଭିନ୍ନ ସ୍ଥାନରୁ ଆଉ ୭ଟି ଚୋରା ବ୍ୟାଟେରୀ ଉଦ୍ଧାର କରାଯାଇଥିଲା।ଏହି ସମ୍ବନ୍ଧରେ କଳିଙ୍ଗନଗର ଥାନାରେ କେସ୍ ନଂ୨୨୦/୨୬, ଧାରା ୩୦୩(୨)/୩(୫) ବିଏନ୍ଏସ୍ (BNS) ଅନୁସାରେ ଏକ ମାମଲା ରୁଜୁ କରାଯାଇଛି। ଆଜି ଶୁକ୍ରବାର ଦିନ ପୋଲିସ ପକ୍ଷରୁ ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି। ଇତିମଧ୍ୟରେ ଅଞ୍ଚଳରେ ବାରମ୍ବାର ଘଟୁଥିବା ଏଭଳି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଥିବାରୁ ସ୍ଥାନୀୟ ମାଲିକ ଓ ଟ୍ରକ ଚାଳକମାନେ ପୋଲିସର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

1 hr ago
user_Manash Rout
Manash Rout
ଧର୍ମଶାଳା, ଯାଜପୁର, ଓଡ଼ିଶା•
1 hr ago
f82a0169-0d12-4236-a3fa-7ec46a5930f4

More news from ଓଡ଼ିଶା and nearby areas
  • ଉପକୂଳ ଓଡ଼ିଶାରେ ମାଡୁଛି ପାଣି ବଢୁଛି ଭୟ,ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା। ଉପକୂଳ ଓଡ଼ିଶାରେ ବନ୍ୟାର ପ୍ରକୋପ ଜାରି; ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଥିବାବେଳେ ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା।
    1
    ଉପକୂଳ ଓଡ଼ିଶାରେ ମାଡୁଛି ପାଣି ବଢୁଛି ଭୟ,ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା।
ଉପକୂଳ ଓଡ଼ିଶାରେ ବନ୍ୟାର ପ୍ରକୋପ ଜାରି; ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଥିବାବେଳେ ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    4 hrs ago
  • The truth is out there! The ABC (Andha Bhakt Congressi) will not acknowledge it or be blind to it!
    1
    The truth is out there! The ABC (Andha Bhakt Congressi) will not acknowledge it or be blind to it!
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    7 hrs ago
  • ହୋଟେଲ ଖାଦ୍ୟକୁ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ହୋଟେଲ୍ ମାଲିକ
    1
    ହୋଟେଲ ଖାଦ୍ୟକୁ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ହୋଟେଲ୍ ମାଲିକ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    1 hr ago
  • ସରକାରୀ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ଚାଲିଥିବା ମଧ୍ୟାହ୍ନ ଭୋଜନ ଯୋଜନାକୁ ନେଇ ଯାଜପୁର ଜିଲ୍ଲାରୁ ଆସିଛି ସଙ୍ଗୀନ ଅଭିଯୋଗ। ବୈତରଣୀ ସରକାରୀ ନୋଡାଲ ବିଦ୍ୟାଳୟରେ ଅଣ୍ଡା ବଣ୍ଟନ ଓ ଉପସ୍ଥିତି ଖାତାରେ ଅନିୟମିତତା ହେଉଥିବା ନେଇ କିଛି ଅଭିଭାବକ ଅଭିଯୋଗ କରିଛନ୍ତି। #ଯାଜପୁର #ବୈତରଣୀ #SchoolNews #MidDayMeal #OdishaNews #JajpurNews #Education #BreakingNews #news7odia #Odisha #viralnews #jajpurdeo #koreibeo
    1
    ସରକାରୀ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ଚାଲିଥିବା ମଧ୍ୟାହ୍ନ ଭୋଜନ ଯୋଜନାକୁ ନେଇ ଯାଜପୁର ଜିଲ୍ଲାରୁ ଆସିଛି ସଙ୍ଗୀନ ଅଭିଯୋଗ। ବୈତରଣୀ ସରକାରୀ ନୋଡାଲ ବିଦ୍ୟାଳୟରେ ଅଣ୍ଡା ବଣ୍ଟନ ଓ ଉପସ୍ଥିତି ଖାତାରେ ଅନିୟମିତତା ହେଉଥିବା ନେଇ କିଛି ଅଭିଭାବକ ଅଭିଯୋଗ କରିଛନ୍ତି।
#ଯାଜପୁର #ବୈତରଣୀ #SchoolNews #MidDayMeal
#OdishaNews #JajpurNews #Education #BreakingNews #news7odia #Odisha #viralnews #jajpurdeo #koreibeo
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    15 hrs ago
  • ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିବା ଅଗର୍ଦା ଗ୍ରାମାର ଯୁବକ ମୃତ। ମୃତ ଶରୀରକୁ ଫ୍ରେରାଇ ଆଣିବା ପାଇଁ ପରିବାରର ଆକୁଳ ନିବେଦନ।
    1
    ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିବା ଅଗର୍ଦା ଗ୍ରାମାର ଯୁବକ ମୃତ।  ମୃତ ଶରୀରକୁ ଫ୍ରେରାଇ ଆଣିବା ପାଇଁ ପରିବାରର ଆକୁଳ ନିବେଦନ।
    user_Rudra Narayan Parida
    Rudra Narayan Parida
    TV News Anchor ଘାସିପୁରା, କେନ୍ଦୁଝର, ଓଡ଼ିଶା•
    4 hrs ago
  • ଲୋକଙ୍କ ବିରୋଧ ପରେ ମୁମ୍ବାଇ ବିଶ୍ୱବିଦ୍ୟାଳୟର "ଜଶ୍ନ-ଏ-ଉର୍ଦ୍ଦୁ" କାର୍ଯ୍ୟକ୍ରମରୁ ନସିରୁଦ୍ଦିନ ଶାହଙ୍କୁ ବାଦ ଦିଆଯାଇଛି। ଏହି ପ୍ରସଙ୍ଗରେ ଜଣେ ସାମ୍ବାଦିକ ପ୍ରଶ୍ନ କରିବାରୁ ନସିର୍ ରାଗିଯାଇଥିଲେ। `ମୋ ଦେଶ ବଦଳୁଛି`
    1
    ଲୋକଙ୍କ ବିରୋଧ ପରେ ମୁମ୍ବାଇ ବିଶ୍ୱବିଦ୍ୟାଳୟର "ଜଶ୍ନ-ଏ-ଉର୍ଦ୍ଦୁ" କାର୍ଯ୍ୟକ୍ରମରୁ ନସିରୁଦ୍ଦିନ ଶାହଙ୍କୁ ବାଦ ଦିଆଯାଇଛି। 
ଏହି ପ୍ରସଙ୍ଗରେ ଜଣେ ସାମ୍ବାଦିକ ପ୍ରଶ୍ନ କରିବାରୁ ନସିର୍ ରାଗିଯାଇଥିଲେ।

`ମୋ ଦେଶ ବଦଳୁଛି`
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    7 hrs ago
  • ବୈତରଣୀ ନଦୀ ବନ୍ୟା ଜଳ ରେ ଆଜ୍ଞା ମୋ ଘର ଭାସିଗଲା ମୋତେ ଟିକେ ସାହାଯ୍ୟ କର କୋରେଇ ମୂଳାପାଳ ପଞ୍ଚାୟତ ଶାଳବା ଗ୍ରାମ #FloodVictims #FloodRelief #HelpFloodVictims #OdishaFlood #Jajpur #CollectorJajpur #BDOKorei #RIKorei #CMOdisha #OdishaGovernment #DisasterRelief #SaveFloodVictims #News19ଓଡ଼ିଶା #OdishaNews #ReliefNeeded #BreakingNews #HumanityFirst #EmergencyRelief #ViralNews
    1
    ବୈତରଣୀ ନଦୀ ବନ୍ୟା ଜଳ ରେ ଆଜ୍ଞା ମୋ ଘର ଭାସିଗଲା
ମୋତେ ଟିକେ ସାହାଯ୍ୟ କର କୋରେଇ ମୂଳାପାଳ ପଞ୍ଚାୟତ ଶାଳବା ଗ୍ରାମ
#FloodVictims #FloodRelief #HelpFloodVictims
#OdishaFlood #Jajpur #CollectorJajpur #BDOKorei
#RIKorei #CMOdisha #OdishaGovernment #DisasterRelief
#SaveFloodVictims #News19ଓଡ଼ିଶା #OdishaNews #ReliefNeeded
#BreakingNews #HumanityFirst #EmergencyRelief #ViralNews
    user_Rajashree maharana
    Rajashree maharana
    Advertising agency ପାଣିକୋଇଲି, ଯାଜପୁର, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.