Shuru
Apke Nagar Ki App…
ବ୍ରେକିଙ୍ଗ ନ୍ୟୁଜ୍: ଗଞ୍ଜାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା... କବିସୂର୍ଯ୍ୟନଗର ଥାନା ବୁଢାଆମ୍ବ ନିକଟରେ ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ କୋଦଳା ଅଞ୍ଚଳର ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର। 📍 ମୃତକ: ରୁଦ୍ରନାରାୟଣ ଦାଶ ଓ ରଶ୍ମିରଞ୍ଜନ ପାଢ଼ୀ (କୋଦଳା)। 📍 ଆହତ: ପବିତ୍ର ବନ୍ଦଣି ଓ ଅନ୍ୟ ୨ ଜଣ (ବ୍ରହ୍ମପୁର MKCG ସ୍ଥାନାନ୍ତର)। ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି। #Ganjam #Accident #BreakingNews #Odisha #Kabisuryanagar #Kodala
Ganjam Khabar
ବ୍ରେକିଙ୍ଗ ନ୍ୟୁଜ୍: ଗଞ୍ଜାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା... କବିସୂର୍ଯ୍ୟନଗର ଥାନା ବୁଢାଆମ୍ବ ନିକଟରେ ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ କୋଦଳା ଅଞ୍ଚଳର ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର। 📍 ମୃତକ: ରୁଦ୍ରନାରାୟଣ ଦାଶ ଓ ରଶ୍ମିରଞ୍ଜନ ପାଢ଼ୀ (କୋଦଳା)। 📍 ଆହତ: ପବିତ୍ର ବନ୍ଦଣି ଓ ଅନ୍ୟ ୨ ଜଣ (ବ୍ରହ୍ମପୁର MKCG ସ୍ଥାନାନ୍ତର)। ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି। #Ganjam #Accident #BreakingNews #Odisha #Kabisuryanagar #Kodala
- Surendra pradbaniBoipariguda, Koraputbaipari guda news4 hrs ago
More news from ଓଡ଼ିଶା and nearby areas
- ଇଂରାଜୀ ନବବର୍ଷ ଉପଲକ୍ଷେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ। ପୁରୀ, ୧/୧ — ଇଂରାଜୀ ନବବର୍ଷ ଅବସରରେ ଶ୍ରୀକ୍ଷେତ୍ର ପୁରୀ ଆଜି ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼ରେ ଚଳଚଞ୍ଚଳ ହୋଇଉଠିଛି। ନବବର୍ଷର ପ୍ରଥମ ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ସହିତ ସମଗ୍ର ବଡ଼ଦାଣ୍ଡ ଏବଂ ସମୁଦ୍ରକୁଳ ଅଞ୍ଚଳରେ ଭକ୍ତମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି। ନବବର୍ଷକୁ ସ୍ମରଣୀୟ କରିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ସହିତ ପଡ଼ୋଶୀ ରାଜ୍ୟରୁ ମଧ୍ୟ ଭକ୍ତ ଓ ପର୍ଯ୍ୟଟକମାନେ ପୁରୀରେ ପହଞ୍ଚିଛନ୍ତି। ଶ୍ରୀମନ୍ଦିରରେ ସକାଳୁ ମଙ୍ଗଳ ଆଳତି ଓ ପହିଲି ଭୋଗ ଦର୍ଶନ ପାଇଁ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ। ଭକ୍ତ ଓ ପର୍ଯ୍ୟଟକଙ୍କ ସୁବିଧା ଓ ସୁରକ୍ଷା ନିମନ୍ତେ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବଡ଼ଦାଣ୍ଡ, ସମୁଦ୍ରତଟ ଓ ଶ୍ରୀମନ୍ଦିର ଆସପାସରେ ପୋଲିସ ମୁତୟନ ସହିତ ଟ୍ରାଫିକ୍ ନିୟନ୍ତ୍ରଣ କରାଯାଇଛି। ନବବର୍ଷର ଆନନ୍ଦ ଓ ଭକ୍ତିର ମାହୋଲରେ ଆଜି ସମଗ୍ର ଶ୍ରୀକ୍ଷେତ୍ର ପୁରୀରେ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଛି ।4
- Post by User5115 Susanta Kumar Pattnaik1
- Post by AK14TV1
- NUAPATANA PREMIER LEAGUE NPL -2K26 DATE 25TH $ 26TH JANUARY2
- OMSA ର OPD ସେବା ବନ୍ଦ1
- Post by Sadanandamallick1
- ବ୍ରେକିଙ୍ଗ ନ୍ୟୁଜ୍: ଗଞ୍ଜାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା... କବିସୂର୍ଯ୍ୟନଗର ଥାନା ବୁଢାଆମ୍ବ ନିକଟରେ ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ କୋଦଳା ଅଞ୍ଚଳର ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର। 📍 ମୃତକ: ରୁଦ୍ରନାରାୟଣ ଦାଶ ଓ ରଶ୍ମିରଞ୍ଜନ ପାଢ଼ୀ (କୋଦଳା)। 📍 ଆହତ: ପବିତ୍ର ବନ୍ଦଣି ଓ ଅନ୍ୟ ୨ ଜଣ (ବ୍ରହ୍ମପୁର MKCG ସ୍ଥାନାନ୍ତର)। ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି। #Ganjam #Accident #BreakingNews #Odisha #Kabisuryanagar #Kodala1
- ଇଂରାଜୀ ନବବର୍ଷରେ ପୁରୀ ବିଧାୟକ ସୁନୀଲ ମହାନ୍ତିଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଲେ ଶ୍ରୀକ୍ଷେତ୍ର ବାସୀ। ପୁରୀ, ୧/୧: ଇଂରାଜୀ ନବବର୍ଷ ୨୦୨୬ ଅବସରରେ ପୁରୀ ବିଧାୟକ ସୁନୀଲ ମହାନ୍ତିଙ୍କୁ ବିଭିନ୍ନ ସାମାଜିକ ସଂଗଠନ, ରାଜନୈତିକ କର୍ମୀ ଓ ସ୍ଥାନୀୟ ନାଗରିକମାନେ ଶୁଭେଚ୍ଛା ଜଣାଇଛନ୍ତି। ନବବର୍ଷଟି ପୁରୀ ଜିଲ୍ଲାର ସାମଗ୍ରିକ ବିକାଶ, ଶାନ୍ତି ଓ ସମୃଦ୍ଧି ଆଣୁ ଏବଂ ସମସ୍ତଙ୍କ ଜୀବନରେ ନୂଆ ଆଶା ଓ ଉତ୍ସାହ ସୃଷ୍ଟି କରୁ ବୋଲି ଶୁଭେଚ୍ଛାଦାତାମାନେ କାମନା କରିଛନ୍ତି। ଏହି ଅବସରରେ ବିଧାୟକ ସୁନୀଲ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଜଣାଇ ନବବର୍ଷରେ ପୁରୀର ସର୍ବାଙ୍ଗୀନ ବିକାଶ ପାଇଁ ସମୂହ ଚେଷ୍ଟା ଜାରି ରହିବ ବୋଲି ନିଜ ବକ୍ତବ୍ୟ ରେ କହିଛନ୍ତି।4
- 2026 ku sawgat2