logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଡ଼୍ରାଇଭର ମର୍ଜୀ ରେ ଚାଲିଛି ଆମ ବସ୍ ସେବା ଷ୍ଟପେଜ ରେ କରୁନାହାନ୍ତି ବସ୍ , ଯାତ୍ରୀ ହନ୍ତସନ୍ତ। ଶୁକ୍ରବାର ଦିନ ଏହି ବସ୍ ଗୋପାଳପୁର ରୁ ବାହାରି ବ୍ରହ୍ମପୁର ଯିବା ସମୟରେ କରାପଲ୍ଲୀ ଷ୍ଟପେଜ ରେ ବସ କୁ ରଖି ନଥିଲେ।ଯା‌ହାଫଳରେ ସେଠାରେ ଅପେକ୍ଷା କରିଥିବା ଯାତ୍ରୀ ମାନେ ହଇରାଣ ହୋଇଥିଲେ। ପ୍ରଶାସନ ଦୃଷ୍ଟି ଦେଉ। ଗଣେଶ ପାଣିଗ୍ରାହୀ ରିପୋର୍ଟ

6 hrs ago
user_GANESH PANlGRAHl
GANESH PANlGRAHl
ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
6 hrs ago
8c12985a-9c4f-4f5a-a319-36ecac24b852
8a30a3bf-e75e-42ca-b911-15f5c30fec3a

ଡ଼୍ରାଇଭର ମର୍ଜୀ ରେ ଚାଲିଛି ଆମ ବସ୍ ସେବା ଷ୍ଟପେଜ ରେ କରୁନାହାନ୍ତି ବସ୍ , ଯାତ୍ରୀ ହନ୍ତସନ୍ତ। ଶୁକ୍ରବାର ଦିନ ଏହି ବସ୍ ଗୋପାଳପୁର ରୁ ବାହାରି ବ୍ରହ୍ମପୁର ଯିବା ସମୟରେ କରାପଲ୍ଲୀ ଷ୍ଟପେଜ ରେ ବସ କୁ ରଖି ନଥିଲେ।ଯା‌ହାଫଳରେ ସେଠାରେ ଅପେକ୍ଷା କରିଥିବା ଯାତ୍ରୀ ମାନେ ହଇରାଣ ହୋଇଥିଲେ। ପ୍ରଶାସନ ଦୃଷ୍ଟି ଦେଉ। ଗଣେଶ ପାଣିଗ୍ରାହୀ ରିପୋର୍ଟ

More news from Ganjam and nearby areas
  • ଭଞ୍ଜନଗର : ଜଗନ୍ନାଥପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇଂରାଜୀ ଅଧ୍ୟାପକଙ୍କ ବିରୁଧ ରେ ଅଭିଯୋଗ ଆଣି ଉପଜିଲାପାଳ ଙ୍କ କାର୍ଯ୍ୟାଳୟରେ ପଂହଁଚିଲେ ଛାତ୍ର ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର +୨ ର ଛାତ୍ର ମାନେ ଅତିଥି ଶିକ୍ଷକ ଭାବେ ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକଙ୍କୁ ନରଖିବା ପାଇଁ ଭଂଜନଗର ଉପଜିଲାପାଳ ଙ୍କ କାର୍ଯ୍ୟାଳୟରେ ପଂହଁଚି ସହକାରୀ ଜିଲାପାଳ ଚନ୍ଦ୍ରଗିରି ଗାୟତ୍ରୀ ଙ୍କୁ ଅଭିଯୋଗ ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା ଅବସର ନେଇଥିବା ଇଂରାଜୀ ଅଧ୍ୟାପାକ ସୁନିର କାନ୍ତ ମିଶ୍ର ଙ୍କୁ ପୁଣି ଅତିଥି ଅଧ୍ୟାପକ ଭାବେ ରଖିବାକୁ ବିରୋଧ କରିଛନ୍ତି । ସେ ଜଗନ୍ନଥପ୍ରସାଦ ନିକଟ ଜିରାବାଡ଼ି ଗାଁ ରେ କୋଚିଂ ସେଣ୍ଟର କରି ସେଠାରେ ପାଠ ପଢିବାକୁ ବାଧ୍ୟ କରୁଛନ୍ତି । ସେଠି ନପଢିଲେ ପିଲାଙ୍କୁ ମାନସିକ ଚାପ ଦେଉଛନ୍ତି । ମାର୍କ କାଟିବାକୁ ଧମକ ଦେଉଥିବା ଛାତ୍ର ମାନେ ଅଭିଯୋଗ କରିଛନ୍ତି ।
    1
    ଭଞ୍ଜନଗର : ଜଗନ୍ନାଥପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇଂରାଜୀ ଅଧ୍ୟାପକଙ୍କ ବିରୁଧ ରେ ଅଭିଯୋଗ ଆଣି ଉପଜିଲାପାଳ ଙ୍କ କାର୍ଯ୍ୟାଳୟରେ ପଂହଁଚିଲେ ଛାତ୍ର
ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର +୨ ର ଛାତ୍ର ମାନେ ଅତିଥି ଶିକ୍ଷକ ଭାବେ ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକଙ୍କୁ ନରଖିବା ପାଇଁ ଭଂଜନଗର ଉପଜିଲାପାଳ ଙ୍କ କାର୍ଯ୍ୟାଳୟରେ ପଂହଁଚି  ସହକାରୀ ଜିଲାପାଳ ଚନ୍ଦ୍ରଗିରି ଗାୟତ୍ରୀ ଙ୍କୁ ଅଭିଯୋଗ ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା ଅବସର ନେଇଥିବା ଇଂରାଜୀ ଅଧ୍ୟାପାକ ସୁନିର କାନ୍ତ ମିଶ୍ର ଙ୍କୁ ପୁଣି  ଅତିଥି ଅଧ୍ୟାପକ ଭାବେ ରଖିବାକୁ ବିରୋଧ କରିଛନ୍ତି ।  ସେ ଜଗନ୍ନଥପ୍ରସାଦ ନିକଟ ଜିରାବାଡ଼ି ଗାଁ  ରେ କୋଚିଂ ସେଣ୍ଟର କରି ସେଠାରେ ପାଠ ପଢିବାକୁ ବାଧ୍ୟ କରୁଛନ୍ତି । ସେଠି ନପଢିଲେ ପିଲାଙ୍କୁ ମାନସିକ ଚାପ ଦେଉଛନ୍ତି । ମାର୍କ କାଟିବାକୁ ଧମକ ଦେଉଥିବା ଛାତ୍ର ମାନେ ଅଭିଯୋଗ କରିଛନ୍ତି ।
    user_Pitabas dash
    Pitabas dash
    Asika, Ganjam•
    53 min ago
  • ମୋହନା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିଶ୍ୱର ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହେଇଚି ମୁଖ୍ୟ ଅତିଥି ଭାବେ ସୁତନ୍ତ୍ର ଉନୟନ ପରିଷଦ ଅଦକ୍ଷ କାମଦେବ ବଡ଼ନାୟକ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ରହିଥିଲେ
    1
    ମୋହନା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିଶ୍ୱର ରେ  ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହେଇଚି ମୁଖ୍ୟ ଅତିଥି ଭାବେ ସୁତନ୍ତ୍ର ଉନୟନ ପରିଷଦ ଅଦକ୍ଷ କାମଦେବ ବଡ଼ନାୟକ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ରହିଥିଲେ
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    2 hrs ago
  • ଜରଡା ଥାନା ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ; ୧୫୦ ଲିଟର ପୋଚ ଓ ୨୦ ଲିଟର ଦେଶୀ ମଦ ଜବତ #ExciseRaid #JaradaPolice #DigapahandiNews #GanjamNews #IllegalLiquor #JagrutiKhabar #OdiaNews #Ganjam #BreakingNewsOdia #OdishaPolice
    1
    ଜରଡା ଥାନା ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ; ୧୫୦ ଲିଟର ପୋଚ ଓ ୨୦ ଲିଟର ଦେଶୀ ମଦ ଜବତ
#ExciseRaid #JaradaPolice #DigapahandiNews #GanjamNews #IllegalLiquor #JagrutiKhabar #OdiaNews #Ganjam #BreakingNewsOdia #OdishaPolice
    user_Jagruti khabar
    Jagruti khabar
    TV News Anchor ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
    18 hrs ago
  • ଜୀବନର ପାଞ୍ଚୋଟି ମୂଲ୍ୟବାନ ଗହଣା କଣ ନିଶ୍ଚୟ ଭାବରେ ଶୁଣନ୍ତୁ କଣ କଣ.
    1
    ଜୀବନର ପାଞ୍ଚୋଟି ମୂଲ୍ୟବାନ ଗହଣା କଣ ନିଶ୍ଚୟ ଭାବରେ ଶୁଣନ୍ତୁ କଣ କଣ.
    user_PRATIKHYA WEB MEDIA,NAYAGARH
    PRATIKHYA WEB MEDIA,NAYAGARH
    Education Centre ନୟାଗଡ଼, ନୟାଗଡ଼, ଓଡ଼ିଶା•
    11 hrs ago
  • ଉପାନ୍ତ ପ୍ରହରୀଙ୍କ ଦ୍ୱାରା ଉନ୍ମୋଚନ ହେଲା ସମାଜସେବୀ ଲେଖକ ଶ୍ରୀ ଲାଜର ଲିମାଙ୍କ ରଚିତ ‘କଥାମ୍ବୃତ’ ପୁସ୍ତିକା *ଉପାନ୍ତ ପ୍ରହରୀଙ୍କ ଦ୍ୱାରା କଥାମୃତ’ ପୁସ୍ତିକା ଉନ୍ମୋଚନ *। ପାରଳାଖେମୁଣ୍ଡି ୩୧/୦୭ ସମାଜସେବୀ ଲେଖକ ଶ୍ରୀ ଲାଜର ଲିମାଙ୍କ ରଚିତ ‘କଥାମ୍ବୃତ’ ପୁସ୍ତିକା ଆଜି ଗଜପତି ଜିଲ୍ଲାର ଉପାନ୍ତ ପ୍ରହରୀ ଶ୍ରୀ ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର(ଓ.ଏ.ଏସ)(୧) ଅବସର ପ୍ରାପ୍ତ ତହସିଲ୍ ଦାର୍ ,ବରିଷ୍ଠ ସମାଜସେବୀ ଓ ଇତିହାସ ଲେଖକଙ୍କ କର କମଳରେ ଉନ୍ମୋଚିତ ହୋଇ ଯାଇଛି। ଏହି କାର୍ଯ୍ୟ କ୍ରମରେ ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷାବିତ୍ ଶ୍ରୀମତି ଆଶାଲତା ପାଣିଗ୍ରାହୀ, ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ବିଚିତ୍ରl ନନ୍ଦ ବେବର୍ତ୍ତା , ଶିକ୍ଷାବିତ୍ ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢି,ଶିକ୍ଷାବିତ୍ ଶ୍ରୀ ବିନୋଦ ଚନ୍ଦ୍ର ଜେନାଙ୍କ ଉପସ୍ଥିତରେ ଉନ୍ମୋଚନ କରାଯାଇଥିଲା ଏହି ଅବସରରେ ଶ୍ରୀ ମହାପାତ୍ର କହିଥିଲେ ଯେ, ପୁସ୍ତିକାରେ ସ୍ଥାନ ପାଇଥିବା ବିଷୟବସ୍ତୁ ଆଜିର ଯୁବପିଢ଼ୀଙ୍କୁ ସଠିକ୍ ଜୀବନଦର୍ଶନ ପ୍ରଦାନ କରିବା ସହ ଶୃଙ୍ଖଳିତ, ସଂସ୍କାରୀ ଓ ନୈତିକ ମୂଲ୍ୟବୋଧସମ୍ପନ୍ନ ଜୀବନଯାପନ ପାଇଁ ପ୍ରେରଣା ଦେବ । ଏହା ଏକ ଆଦର୍ଶ ପରିବାର ଓ ସୁସ୍ଥ ସମାଜ ଗଠନରେ ମଧ୍ୟ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ। ସେ ଆହୁରି କହିଥିଲେ ଯେ, ‘କଥାମ୍ବୃତ’ ପରି ପ୍ରେରଣାଦାୟକ ପୁସ୍ତିକାର ବ୍ୟାପକ ପ୍ରଚାର ଓ ପ୍ରସାର ହେଲେ ଆଗାମୀ ଯୁବପିଢ଼ୀ ଏକ ଆଦର୍ଶ, ଶୃଙ୍ଖଳିତ ଓ ଦାୟିତ୍ୱବାନ ସମାଜ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବେ। ଲେଖକ ଶ୍ରୀ ଲାଜର ଲିମାଙ୍କ ଏହି ସାମାଜିକ ଓ ସାହିତ୍ୟିକ ପ୍ରୟାସକୁ ସେଡ ଉଚ୍ଚ ପ୍ରଶଂସା କରିବା ସହ ଭବିଷ୍ୟତରେ ମଧ୍ୟ ଏଭଳି ମୂଲ୍ୟବୋଧଭିତ୍ତିକ ପୁସ୍ତକ ରଚନା କରି ସମାଜକୁ ସଠିକ୍ ଦିଗଦର୍ଶନ ଦେବାକୁ ଉତ୍ସାହିତ କରିଥିଲେ। ଉପସ୍ଥିତ ବୁଦ୍ଧିଜୀବୀ ଓ ଅତିଥିମାନେ ମଧ୍ୟ ପୁସ୍ତିକାଟି ଯୁବସମାଜ ପାଇ ପଥପ୍ରଦର୍ଶକରେ ସାବ୍ୟସ୍ତ ହେବ ବୋଲି ଆଶା ପ୍ରକାଶ କରିଥିଲେ।
    1
    ଉପାନ୍ତ ପ୍ରହରୀଙ୍କ ଦ୍ୱାରା ଉନ୍ମୋଚନ ହେଲା ସମାଜସେବୀ ଲେଖକ ଶ୍ରୀ ଲାଜର ଲିମାଙ୍କ ରଚିତ ‘କଥାମ୍ବୃତ’ ପୁସ୍ତିକା
*ଉପାନ୍ତ ପ୍ରହରୀଙ୍କ ଦ୍ୱାରା କଥାମୃତ’ ପୁସ୍ତିକା ଉନ୍ମୋଚନ *।
ପାରଳାଖେମୁଣ୍ଡି  ୩୧/୦୭ ସମାଜସେବୀ ଲେଖକ ଶ୍ରୀ ଲାଜର ଲିମାଙ୍କ ରଚିତ ‘କଥାମ୍ବୃତ’ ପୁସ୍ତିକା ଆଜି ଗଜପତି ଜିଲ୍ଲାର ଉପାନ୍ତ ପ୍ରହରୀ ଶ୍ରୀ ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର(ଓ.ଏ.ଏସ)(୧) ଅବସର ପ୍ରାପ୍ତ ତହସିଲ୍ ଦାର୍ ,ବରିଷ୍ଠ ସମାଜସେବୀ ଓ ଇତିହାସ ଲେଖକଙ୍କ କର କମଳରେ ଉନ୍ମୋଚିତ ହୋଇ ଯାଇଛି। ଏହି କାର୍ଯ୍ୟ କ୍ରମରେ ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷାବିତ୍ ଶ୍ରୀମତି ଆଶାଲତା ପାଣିଗ୍ରାହୀ, ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ବିଚିତ୍ରl ନନ୍ଦ ବେବର୍ତ୍ତା , ଶିକ୍ଷାବିତ୍ ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢି,ଶିକ୍ଷାବିତ୍ ଶ୍ରୀ ବିନୋଦ ଚନ୍ଦ୍ର ଜେନାଙ୍କ ଉପସ୍ଥିତରେ ଉନ୍ମୋଚନ କରାଯାଇଥିଲା 
ଏହି ଅବସରରେ ଶ୍ରୀ ମହାପାତ୍ର କହିଥିଲେ ଯେ, ପୁସ୍ତିକାରେ ସ୍ଥାନ ପାଇଥିବା ବିଷୟବସ୍ତୁ ଆଜିର ଯୁବପିଢ଼ୀଙ୍କୁ ସଠିକ୍ ଜୀବନଦର୍ଶନ ପ୍ରଦାନ କରିବା ସହ ଶୃଙ୍ଖଳିତ, ସଂସ୍କାରୀ ଓ ନୈତିକ ମୂଲ୍ୟବୋଧସମ୍ପନ୍ନ ଜୀବନଯାପନ ପାଇଁ ପ୍ରେରଣା ଦେବ । ଏହା ଏକ ଆଦର୍ଶ ପରିବାର ଓ ସୁସ୍ଥ ସମାଜ ଗଠନରେ ମଧ୍ୟ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ।
ସେ ଆହୁରି କହିଥିଲେ ଯେ, ‘କଥାମ୍ବୃତ’ ପରି ପ୍ରେରଣାଦାୟକ ପୁସ୍ତିକାର ବ୍ୟାପକ ପ୍ରଚାର ଓ ପ୍ରସାର ହେଲେ ଆଗାମୀ ଯୁବପିଢ଼ୀ ଏକ ଆଦର୍ଶ, ଶୃଙ୍ଖଳିତ ଓ ଦାୟିତ୍ୱବାନ ସମାଜ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବେ। ଲେଖକ ଶ୍ରୀ ଲାଜର ଲିମାଙ୍କ ଏହି ସାମାଜିକ ଓ ସାହିତ୍ୟିକ ପ୍ରୟାସକୁ ସେଡ ଉଚ୍ଚ ପ୍ରଶଂସା କରିବା ସହ ଭବିଷ୍ୟତରେ ମଧ୍ୟ ଏଭଳି ମୂଲ୍ୟବୋଧଭିତ୍ତିକ ପୁସ୍ତକ ରଚନା କରି ସମାଜକୁ ସଠିକ୍ ଦିଗଦର୍ଶନ ଦେବାକୁ ଉତ୍ସାହିତ କରିଥିଲେ। ଉପସ୍ଥିତ ବୁଦ୍ଧିଜୀବୀ ଓ ଅତିଥିମାନେ ମଧ୍ୟ ପୁସ୍ତିକାଟି ଯୁବସମାଜ ପାଇ  ପଥପ୍ରଦର୍ଶକରେ ସାବ୍ୟସ୍ତ ହେବ ବୋଲି ଆଶା ପ୍ରକାଶ କରିଥିଲେ।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    4 hrs ago
  • ଗଞ୍ଜାମ ଜିଲ୍ଲା ସୋରଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ସାଇବାଣୀ ମଳିକ ଙ୍କୁ ଅଧ୍ୟକ୍ଷା ପଦରୁ ହଟାଇଲେ ପଞ୍ଚାୟତ ରାଜ ବିଭାଗ ଗଞ୍ଜାମ ଜିଲ୍ଲା ସୋରଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦରୁ ହଟିଲେ ସାଇବାଣୀ ମଳିକ, ସୂଚନା ପ୍ରକାରେ ଅଧ୍ୟକ୍ଷା କ୍ରମାଗତ ସମିତି ବୈଠକ କରିବାରେ ବିଫଳତା ଯୋଗୁଁ ସମିତି ର ନିୟମିତ କାର୍ଯ୍ୟକାରିତା ଓ ଆଇନଗତ କାର୍ଯ୍ୟାବଳୀ ପ୍ରତିକୂଳ ଭାବେ ପ୍ରଭାବିତ ହୋଇ ବିଭିନ୍ନ କାର୍ଯ୍ୟ ଅଟକି ରହୁଥିବା ଅଭିଯୋଗ ରେ ଓଡିଶା ସରକାର ଙ୍କ ପଞ୍ଚାୟତ ରାଜ ବିଭାଗ ସାଇବାଣୀ ଙ୍କୁ ଅଧ୍ୟକ୍ଷା ପଦରୁ ଅପସାରିତ କରିଛନ୍ତି। ଅଧ୍ୟକ୍ଷା ଦାୟିତ୍ୱ ରୁ ଅପସାରିତ ହେବା ପରେ ପଞ୍ଚାୟତ ରାଜ ବିଭାଗ ର ନିର୍ଦେଶ ତଥା ନିୟମ ପ୍ରକାରେ ଆଜି ସୋରଡ଼ା ସୋରଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମିତି ର ଉପାଧ୍ୟକ୍ଷ ଅମୁଲ୍ୟ ସାହୁ ଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଛନ୍ତି,ଦାୟିତ୍ୱ ପ୍ରଦାନ ସମୟ ରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଜିଲ୍ଲା ପରିଷଦ ସଭ୍ୟ ସମରେନ୍ଦ୍ର ସାହୁ ଓ ରାମ ଶବର ଙ୍କ ସହ ବହୁ ସମିତି ସଭ୍ୟ ଓ ସରପଞ୍ଚ ଓ ତାଙ୍କରି ସମର୍ଥକ ଉପସ୍ଥିତ ରହିଥିଲେ। ବର୍ତମାନ ଉପାଧ୍ୟକ୍ଷ ସମିତି ର ଚାରି ବର୍ଷ ହେଲା ପଡିରହିଥିବା ଅଧୁରା କାମ କୁ ଛଅ ମାସ ମଧ୍ୟରେ ସମ୍ପୂର୍ଣ କରିବାର ଆଶା ରଖିଛନ୍ତି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ। ଗଣେଶ ପାଣିଗ୍ରାହୀ ରିପୋର୍ଟ ଗଞ୍ଜାମ ଜିଲ୍ଲା ସୋରଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ସାଇବାଣୀ ମଳିକ ଙ୍କୁ ଅଧ୍ୟକ୍ଷା ପଦରୁ ହଟାଇଲେ ପଞ୍ଚାୟତ ରାଜ ବିଭାଗ ଗଞ୍ଜାମ ଜିଲ୍ଲା ସୋରଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦରୁ ହଟିଲେ ସାଇବାଣୀ ମଳିକ, ସୂଚନା ପ୍ରକାରେ ଅଧ୍ୟକ୍ଷା କ୍ରମାଗତ ସମିତି ବୈଠକ କରିବାରେ ବିଫଳତା ଯୋଗୁଁ ସମିତି ର ନିୟମିତ କାର୍ଯ୍ୟକାରିତା ଓ ଆଇନଗତ କାର୍ଯ୍ୟାବଳୀ ପ୍ରତିକୂଳ ଭାବେ ପ୍ରଭାବିତ ହୋଇ ବିଭିନ୍ନ କାର୍ଯ୍ୟ ଅଟକି ରହୁଥିବା ଅଭିଯୋଗ ରେ ଓଡିଶା ସରକାର ଙ୍କ ପଞ୍ଚାୟତ ରାଜ ବିଭାଗ ସାଇବାଣୀ ଙ୍କୁ ଅଧ୍ୟକ୍ଷା ପଦରୁ ଅପସାରିତ କରିଛନ୍ତି। ଅଧ୍ୟକ୍ଷା ଦାୟିତ୍ୱ ରୁ ଅପସାରିତ ହେବା ପରେ ପଞ୍ଚାୟତ ରାଜ ବିଭାଗ ର ନିର୍ଦେଶ ତଥା ନିୟମ ପ୍ରକାରେ ଆଜି ସୋରଡ଼ା ସୋରଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମିତି ର ଉପାଧ୍ୟକ୍ଷ ଅମୁଲ୍ୟ ସାହୁ ଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଛନ୍ତି,ଦାୟିତ୍ୱ ପ୍ରଦାନ ସମୟ ରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଜିଲ୍ଲା ପରିଷଦ ସଭ୍ୟ ସମରେନ୍ଦ୍ର ସାହୁ ଓ ରାମ ଶବର ଙ୍କ ସହ ବହୁ ସମିତି ସଭ୍ୟ ଓ ସରପଞ୍ଚ ଓ ତାଙ୍କରି ସମର୍ଥକ ଉପସ୍ଥିତ ରହିଥିଲେ। ବର୍ତମାନ ଉପାଧ୍ୟକ୍ଷ ସମିତି ର ଚାରି ବର୍ଷ ହେଲା ପଡିରହିଥିବା ଅଧୁରା କାମ କୁ ଛଅ ମାସ ମଧ୍ୟରେ ସମ୍ପୂର୍ଣ କରିବାର ଆଶା ରଖିଛନ୍ତି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ। ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଗଞ୍ଜାମ ଜିଲ୍ଲା ସୋରଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ସାଇବାଣୀ ମଳିକ ଙ୍କୁ ଅଧ୍ୟକ୍ଷା ପଦରୁ ହଟାଇଲେ ପଞ୍ଚାୟତ ରାଜ ବିଭାଗ
ଗଞ୍ଜାମ ଜିଲ୍ଲା ସୋରଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦରୁ ହଟିଲେ ସାଇବାଣୀ ମଳିକ, ସୂଚନା ପ୍ରକାରେ ଅଧ୍ୟକ୍ଷା କ୍ରମାଗତ ସମିତି ବୈଠକ କରିବାରେ ବିଫଳତା ଯୋଗୁଁ ସମିତି ର ନିୟମିତ କାର୍ଯ୍ୟକାରିତା ଓ ଆଇନଗତ କାର୍ଯ୍ୟାବଳୀ ପ୍ରତିକୂଳ ଭାବେ ପ୍ରଭାବିତ ହୋଇ ବିଭିନ୍ନ କାର୍ଯ୍ୟ ଅଟକି ରହୁଥିବା ଅଭିଯୋଗ ରେ ଓଡିଶା ସରକାର ଙ୍କ ପଞ୍ଚାୟତ ରାଜ ବିଭାଗ ସାଇବାଣୀ ଙ୍କୁ ଅଧ୍ୟକ୍ଷା ପଦରୁ ଅପସାରିତ କରିଛନ୍ତି। ଅଧ୍ୟକ୍ଷା ଦାୟିତ୍ୱ ରୁ ଅପସାରିତ ହେବା ପରେ ପଞ୍ଚାୟତ ରାଜ ବିଭାଗ ର ନିର୍ଦେଶ ତଥା ନିୟମ ପ୍ରକାରେ ଆଜି ସୋରଡ଼ା ସୋରଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମିତି ର ଉପାଧ୍ୟକ୍ଷ ଅମୁଲ୍ୟ ସାହୁ ଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଛନ୍ତି,ଦାୟିତ୍ୱ ପ୍ରଦାନ ସମୟ ରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଜିଲ୍ଲା ପରିଷଦ ସଭ୍ୟ ସମରେନ୍ଦ୍ର ସାହୁ ଓ ରାମ ଶବର ଙ୍କ ସହ ବହୁ ସମିତି ସଭ୍ୟ ଓ ସରପଞ୍ଚ ଓ ତାଙ୍କରି ସମର୍ଥକ ଉପସ୍ଥିତ ରହିଥିଲେ। ବର୍ତମାନ ଉପାଧ୍ୟକ୍ଷ ସମିତି ର ଚାରି ବର୍ଷ ହେଲା ପଡିରହିଥିବା ଅଧୁରା କାମ କୁ ଛଅ ମାସ ମଧ୍ୟରେ ସମ୍ପୂର୍ଣ କରିବାର ଆଶା ରଖିଛନ୍ତି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ। ଗଣେଶ ପାଣିଗ୍ରାହୀ ରିପୋର୍ଟ
ଗଞ୍ଜାମ ଜିଲ୍ଲା ସୋରଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ସାଇବାଣୀ ମଳିକ ଙ୍କୁ ଅଧ୍ୟକ୍ଷା ପଦରୁ ହଟାଇଲେ ପଞ୍ଚାୟତ ରାଜ ବିଭାଗ
ଗଞ୍ଜାମ ଜିଲ୍ଲା ସୋରଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦରୁ ହଟିଲେ ସାଇବାଣୀ ମଳିକ, ସୂଚନା ପ୍ରକାରେ ଅଧ୍ୟକ୍ଷା କ୍ରମାଗତ ସମିତି ବୈଠକ କରିବାରେ ବିଫଳତା ଯୋଗୁଁ ସମିତି ର ନିୟମିତ କାର୍ଯ୍ୟକାରିତା ଓ ଆଇନଗତ କାର୍ଯ୍ୟାବଳୀ ପ୍ରତିକୂଳ ଭାବେ ପ୍ରଭାବିତ ହୋଇ ବିଭିନ୍ନ କାର୍ଯ୍ୟ ଅଟକି ରହୁଥିବା ଅଭିଯୋଗ ରେ ଓଡିଶା ସରକାର ଙ୍କ ପଞ୍ଚାୟତ ରାଜ ବିଭାଗ ସାଇବାଣୀ ଙ୍କୁ ଅଧ୍ୟକ୍ଷା ପଦରୁ ଅପସାରିତ କରିଛନ୍ତି। ଅଧ୍ୟକ୍ଷା ଦାୟିତ୍ୱ ରୁ ଅପସାରିତ ହେବା ପରେ ପଞ୍ଚାୟତ ରାଜ ବିଭାଗ ର ନିର୍ଦେଶ ତଥା ନିୟମ ପ୍ରକାରେ ଆଜି ସୋରଡ଼ା ସୋରଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମିତି ର ଉପାଧ୍ୟକ୍ଷ ଅମୁଲ୍ୟ ସାହୁ ଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଛନ୍ତି,ଦାୟିତ୍ୱ ପ୍ରଦାନ ସମୟ ରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଜିଲ୍ଲା ପରିଷଦ ସଭ୍ୟ ସମରେନ୍ଦ୍ର ସାହୁ ଓ ରାମ ଶବର ଙ୍କ ସହ ବହୁ ସମିତି ସଭ୍ୟ ଓ ସରପଞ୍ଚ ଓ ତାଙ୍କରି ସମର୍ଥକ ଉପସ୍ଥିତ ରହିଥିଲେ। ବର୍ତମାନ ଉପାଧ୍ୟକ୍ଷ ସମିତି ର ଚାରି ବର୍ଷ ହେଲା ପଡିରହିଥିବା ଅଧୁରା କାମ କୁ ଛଅ ମାସ ମଧ୍ୟରେ ସମ୍ପୂର୍ଣ କରିବାର ଆଶା ରଖିଛନ୍ତି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ। ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.