logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗଞ୍ଜାମ ଜିଲ୍ଲା ସୋରଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ସାଇବାଣୀ ମଳିକ ଙ୍କୁ ଅଧ୍ୟକ୍ଷା ପଦରୁ ହଟାଇଲେ ପଞ୍ଚାୟତ ରାଜ ବିଭାଗ ଗଞ୍ଜାମ ଜିଲ୍ଲା ସୋରଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦରୁ ହଟିଲେ ସାଇବାଣୀ ମଳିକ, ସୂଚନା ପ୍ରକାରେ ଅଧ୍ୟକ୍ଷା କ୍ରମାଗତ ସମିତି ବୈଠକ କରିବାରେ ବିଫଳତା ଯୋଗୁଁ ସମିତି ର ନିୟମିତ କାର୍ଯ୍ୟକାରିତା ଓ ଆଇନଗତ କାର୍ଯ୍ୟାବଳୀ ପ୍ରତିକୂଳ ଭାବେ ପ୍ରଭାବିତ ହୋଇ ବିଭିନ୍ନ କାର୍ଯ୍ୟ ଅଟକି ରହୁଥିବା ଅଭିଯୋଗ ରେ ଓଡିଶା ସରକାର ଙ୍କ ପଞ୍ଚାୟତ ରାଜ ବିଭାଗ ସାଇବାଣୀ ଙ୍କୁ ଅଧ୍ୟକ୍ଷା ପଦରୁ ଅପସାରିତ କରିଛନ୍ତି। ଅଧ୍ୟକ୍ଷା ଦାୟିତ୍ୱ ରୁ ଅପସାରିତ ହେବା ପରେ ପଞ୍ଚାୟତ ରାଜ ବିଭାଗ ର ନିର୍ଦେଶ ତଥା ନିୟମ ପ୍ରକାରେ ଆଜି ସୋରଡ଼ା ସୋରଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମିତି ର ଉପାଧ୍ୟକ୍ଷ ଅମୁଲ୍ୟ ସାହୁ ଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଛନ୍ତି,ଦାୟିତ୍ୱ ପ୍ରଦାନ ସମୟ ରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଜିଲ୍ଲା ପରିଷଦ ସଭ୍ୟ ସମରେନ୍ଦ୍ର ସାହୁ ଓ ରାମ ଶବର ଙ୍କ ସହ ବହୁ ସମିତି ସଭ୍ୟ ଓ ସରପଞ୍ଚ ଓ ତାଙ୍କରି ସମର୍ଥକ ଉପସ୍ଥିତ ରହିଥିଲେ। ବର୍ତମାନ ଉପାଧ୍ୟକ୍ଷ ସମିତି ର ଚାରି ବର୍ଷ ହେଲା ପଡିରହିଥିବା ଅଧୁରା କାମ କୁ ଛଅ ମାସ ମଧ୍ୟରେ ସମ୍ପୂର୍ଣ କରିବାର ଆଶା ରଖିଛନ୍ତି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ। ଗଣେଶ ପାଣିଗ୍ରାହୀ ରିପୋର୍ଟ ଗଞ୍ଜାମ ଜିଲ୍ଲା ସୋରଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ସାଇବାଣୀ ମଳିକ ଙ୍କୁ ଅଧ୍ୟକ୍ଷା ପଦରୁ ହଟାଇଲେ ପଞ୍ଚାୟତ ରାଜ ବିଭାଗ ଗଞ୍ଜାମ ଜିଲ୍ଲା ସୋରଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦରୁ ହଟିଲେ ସାଇବାଣୀ ମଳିକ, ସୂଚନା ପ୍ରକାରେ ଅଧ୍ୟକ୍ଷା କ୍ରମାଗତ ସମିତି ବୈଠକ କରିବାରେ ବିଫଳତା ଯୋଗୁଁ ସମିତି ର ନିୟମିତ କାର୍ଯ୍ୟକାରିତା ଓ ଆଇନଗତ କାର୍ଯ୍ୟାବଳୀ ପ୍ରତିକୂଳ ଭାବେ ପ୍ରଭାବିତ ହୋଇ ବିଭିନ୍ନ କାର୍ଯ୍ୟ ଅଟକି ରହୁଥିବା ଅଭିଯୋଗ ରେ ଓଡିଶା ସରକାର ଙ୍କ ପଞ୍ଚାୟତ ରାଜ ବିଭାଗ ସାଇବାଣୀ ଙ୍କୁ ଅଧ୍ୟକ୍ଷା ପଦରୁ ଅପସାରିତ କରିଛନ୍ତି। ଅଧ୍ୟକ୍ଷା ଦାୟିତ୍ୱ ରୁ ଅପସାରିତ ହେବା ପରେ ପଞ୍ଚାୟତ ରାଜ ବିଭାଗ ର ନିର୍ଦେଶ ତଥା ନିୟମ ପ୍ରକାରେ ଆଜି ସୋରଡ଼ା ସୋରଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମିତି ର ଉପାଧ୍ୟକ୍ଷ ଅମୁଲ୍ୟ ସାହୁ ଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଛନ୍ତି,ଦାୟିତ୍ୱ ପ୍ରଦାନ ସମୟ ରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଜିଲ୍ଲା ପରିଷଦ ସଭ୍ୟ ସମରେନ୍ଦ୍ର ସାହୁ ଓ ରାମ ଶବର ଙ୍କ ସହ ବହୁ ସମିତି ସଭ୍ୟ ଓ ସରପଞ୍ଚ ଓ ତାଙ୍କରି ସମର୍ଥକ ଉପସ୍ଥିତ ରହିଥିଲେ। ବର୍ତମାନ ଉପାଧ୍ୟକ୍ଷ ସମିତି ର ଚାରି ବର୍ଷ ହେଲା ପଡିରହିଥିବା ଅଧୁରା କାମ କୁ ଛଅ ମାସ ମଧ୍ୟରେ ସମ୍ପୂର୍ଣ କରିବାର ଆଶା ରଖିଛନ୍ତି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ। ଗଣେଶ ପାଣିଗ୍ରାହୀ ରିପୋର୍ଟ

13 hrs ago
user_GANESH PANlGRAHl
GANESH PANlGRAHl
ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•

More news from Ganjam and nearby areas
  • ଭଞ୍ଜନଗର : ଜଗନ୍ନାଥପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇଂରାଜୀ ଅଧ୍ୟାପକଙ୍କ ବିରୁଧ ରେ ଅଭିଯୋଗ ଆଣି ଉପଜିଲାପାଳ ଙ୍କ କାର୍ଯ୍ୟାଳୟରେ ପଂହଁଚିଲେ ଛାତ୍ର ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର +୨ ର ଛାତ୍ର ମାନେ ଅତିଥି ଶିକ୍ଷକ ଭାବେ ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକଙ୍କୁ ନରଖିବା ପାଇଁ ଭଂଜନଗର ଉପଜିଲାପାଳ ଙ୍କ କାର୍ଯ୍ୟାଳୟରେ ପଂହଁଚି ସହକାରୀ ଜିଲାପାଳ ଚନ୍ଦ୍ରଗିରି ଗାୟତ୍ରୀ ଙ୍କୁ ଅଭିଯୋଗ ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା ଅବସର ନେଇଥିବା ଇଂରାଜୀ ଅଧ୍ୟାପାକ ସୁନିର କାନ୍ତ ମିଶ୍ର ଙ୍କୁ ପୁଣି ଅତିଥି ଅଧ୍ୟାପକ ଭାବେ ରଖିବାକୁ ବିରୋଧ କରିଛନ୍ତି । ସେ ଜଗନ୍ନଥପ୍ରସାଦ ନିକଟ ଜିରାବାଡ଼ି ଗାଁ ରେ କୋଚିଂ ସେଣ୍ଟର କରି ସେଠାରେ ପାଠ ପଢିବାକୁ ବାଧ୍ୟ କରୁଛନ୍ତି । ସେଠି ନପଢିଲେ ପିଲାଙ୍କୁ ମାନସିକ ଚାପ ଦେଉଛନ୍ତି । ମାର୍କ କାଟିବାକୁ ଧମକ ଦେଉଥିବା ଛାତ୍ର ମାନେ ଅଭିଯୋଗ କରିଛନ୍ତି ।
    1
    ଭଞ୍ଜନଗର : ଜଗନ୍ନାଥପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇଂରାଜୀ ଅଧ୍ୟାପକଙ୍କ ବିରୁଧ ରେ ଅଭିଯୋଗ ଆଣି ଉପଜିଲାପାଳ ଙ୍କ କାର୍ଯ୍ୟାଳୟରେ ପଂହଁଚିଲେ ଛାତ୍ର
ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର +୨ ର ଛାତ୍ର ମାନେ ଅତିଥି ଶିକ୍ଷକ ଭାବେ ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକଙ୍କୁ ନରଖିବା ପାଇଁ ଭଂଜନଗର ଉପଜିଲାପାଳ ଙ୍କ କାର୍ଯ୍ୟାଳୟରେ ପଂହଁଚି  ସହକାରୀ ଜିଲାପାଳ ଚନ୍ଦ୍ରଗିରି ଗାୟତ୍ରୀ ଙ୍କୁ ଅଭିଯୋଗ ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା ଅବସର ନେଇଥିବା ଇଂରାଜୀ ଅଧ୍ୟାପାକ ସୁନିର କାନ୍ତ ମିଶ୍ର ଙ୍କୁ ପୁଣି  ଅତିଥି ଅଧ୍ୟାପକ ଭାବେ ରଖିବାକୁ ବିରୋଧ କରିଛନ୍ତି ।  ସେ ଜଗନ୍ନଥପ୍ରସାଦ ନିକଟ ଜିରାବାଡ଼ି ଗାଁ  ରେ କୋଚିଂ ସେଣ୍ଟର କରି ସେଠାରେ ପାଠ ପଢିବାକୁ ବାଧ୍ୟ କରୁଛନ୍ତି । ସେଠି ନପଢିଲେ ପିଲାଙ୍କୁ ମାନସିକ ଚାପ ଦେଉଛନ୍ତି । ମାର୍କ କାଟିବାକୁ ଧମକ ଦେଉଥିବା ଛାତ୍ର ମାନେ ଅଭିଯୋଗ କରିଛନ୍ତି ।
    user_Pitabas dash
    Pitabas dash
    Asika, Ganjam•
    6 hrs ago
  • ମୋହନା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିଶ୍ୱର ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହେଇଚି ମୁଖ୍ୟ ଅତିଥି ଭାବେ ସୁତନ୍ତ୍ର ଉନୟନ ପରିଷଦ ଅଦକ୍ଷ କାମଦେବ ବଡ଼ନାୟକ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ରହିଥିଲେ
    1
    ମୋହନା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିଶ୍ୱର ରେ  ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହେଇଚି ମୁଖ୍ୟ ଅତିଥି ଭାବେ ସୁତନ୍ତ୍ର ଉନୟନ ପରିଷଦ ଅଦକ୍ଷ କାମଦେବ ବଡ଼ନାୟକ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ରହିଥିଲେ
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    7 hrs ago
  • କୁକୁଡ଼ାଖଣ୍ତି ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଜ୍ଞାନବିଜ୍ଞାନ ମେଳା* କୁକୁଡ଼ାଖଣ୍ତି ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଜ୍ଞାନବିଜ୍ଞାନ ମେଳା* #Live_Odisha_News_update #FacebookPage P.k. Murty Liveodisha Newsupdate
    1
    କୁକୁଡ଼ାଖଣ୍ତି ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଜ୍ଞାନବିଜ୍ଞାନ ମେଳା* 

କୁକୁଡ଼ାଖଣ୍ତି ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଜ୍ଞାନବିଜ୍ଞାନ ମେଳା* 
#Live_Odisha_News_update #FacebookPage 
P.k. Murty Liveodisha Newsupdate
    user_Live Odisha NewsUpdate Distric
    Live Odisha NewsUpdate Distric
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    3 hrs ago
  • ଚାଲନ୍ତୁ ଜାଣିବା ମଣିଷର ପାଞ୍ଚୋଟି ଗହଣା କଣ ? #gyan #knowledge #ହୁମାନବେହାବିର #shuruapp #publicpost #nuagaon #Nayagarh #socialmediapost
    1
    ଚାଲନ୍ତୁ ଜାଣିବା ମଣିଷର ପାଞ୍ଚୋଟି ଗହଣା କଣ ?
#gyan #knowledge #ହୁମାନବେହାବିର #shuruapp #publicpost #nuagaon #Nayagarh #socialmediapost
    user_PRATIKHYA WEB MEDIA,NAYAGARH
    PRATIKHYA WEB MEDIA,NAYAGARH
    Education Centre ନୟାଗଡ଼, ନୟାଗଡ଼, ଓଡ଼ିଶା•
    1 hr ago
  • ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ୧୦ ଦିନ ହେଲା ଚାଲିଛି ଅଙ୍ଗନବାଡି କେନ୍ଦ୍ର ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ଚାଲିଛି ଅଙ୍ଗନବାଡି କେନ୍ଦ୍ର l ପିଲା ମାନଙ୍କୁ କେବଳ ହେଲ୍ପର ରନ୍ଧା ଖାଦ୍ୟ ଦେଇ ଚାଲି ଯାଉଛନ୍ତି l କେନ୍ଦ୍ର ରେ ୬ଗୋଟି ପିଲା ଥିବା ବେଳେ ସେମାଙ୍କୁ କୌଣସି ପାଠ ପଢ଼ା ଯାଉନି କି ଖେଳ କୁଦ କରା ଯାଉନି l ଏବଂ ସରାକରଙ୍କ ନିୟମ ଅନୁଯାୟୀ କିଶୋରୀ ଓ ଗର୍ଭବତୀଙ୍କୁ ଦିଆଯାଉନି ଅଣ୍ଡା ଓ ଛତୁଆ l ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ନିଜୁମା ଅଙ୍ଗନବାଡି କେନ୍ଦ୍ର ରେ l ଗତ ୧୦ ଦିନ ହେଲାଣି ଅଙ୍ଗନବାଡି କେନ୍ଦ୍ର ର କର୍ମୀ ମମତା ରଇତ ଉପରିସ୍ଥ ଅଧିକାରୀଙ୍କୁ ବିନା ଜଣାତରେ ବମ୍ବେ ଯାଇଛନ୍ତି l ଫଳରେ କେନ୍ଦ୍ରର ସହାୟିକା କେବଳ ଶିଶୁମାନଙ୍କୁ ଖାଇବାକୁ ଦେଇ ଛାଡ଼ି ଦେଉଛନ୍ତି l ଅଙ୍ଗନବାଡି କର୍ମୀ ଚିକିତ୍ସା ପାଇଁ ବମ୍ବେ ଯାଇଥିବା ଗ୍ରାମବାସୀ କହୁଥିବା ବେଳେ ସିଡିପିଓ କହିଛନ୍ତି ଘଟଣା ସମ୍ପର୍କରେ ସେ ଜାଣି ନାହାଁନ୍ତି l ସୁପର୍ଭାଇଜର ଓ ହେଲପରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବେ ବୋଲି କହିଛନ୍ତି l ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ
    1
    ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ୧୦ ଦିନ ହେଲା ଚାଲିଛି ଅଙ୍ଗନବାଡି କେନ୍ଦ୍ର
ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ଚାଲିଛି ଅଙ୍ଗନବାଡି କେନ୍ଦ୍ର l ପିଲା ମାନଙ୍କୁ କେବଳ ହେଲ୍ପର ରନ୍ଧା ଖାଦ୍ୟ ଦେଇ ଚାଲି ଯାଉଛନ୍ତି l କେନ୍ଦ୍ର ରେ ୬ଗୋଟି ପିଲା ଥିବା ବେଳେ ସେମାଙ୍କୁ କୌଣସି ପାଠ ପଢ଼ା ଯାଉନି କି ଖେଳ କୁଦ କରା ଯାଉନି l ଏବଂ ସରାକରଙ୍କ ନିୟମ ଅନୁଯାୟୀ କିଶୋରୀ ଓ ଗର୍ଭବତୀଙ୍କୁ ଦିଆଯାଉନି ଅଣ୍ଡା ଓ ଛତୁଆ l ଏଭଳି ଅଭିଯୋଗ  ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ନିଜୁମା ଅଙ୍ଗନବାଡି କେନ୍ଦ୍ର ରେ l  ଗତ ୧୦ ଦିନ ହେଲାଣି ଅଙ୍ଗନବାଡି କେନ୍ଦ୍ର ର କର୍ମୀ ମମତା ରଇତ ଉପରିସ୍ଥ ଅଧିକାରୀଙ୍କୁ ବିନା ଜଣାତରେ ବମ୍ବେ ଯାଇଛନ୍ତି l ଫଳରେ କେନ୍ଦ୍ରର ସହାୟିକା କେବଳ ଶିଶୁମାନଙ୍କୁ ଖାଇବାକୁ ଦେଇ ଛାଡ଼ି ଦେଉଛନ୍ତି  l ଅଙ୍ଗନବାଡି କର୍ମୀ ଚିକିତ୍ସା ପାଇଁ  ବମ୍ବେ ଯାଇଥିବା ଗ୍ରାମବାସୀ କହୁଥିବା ବେଳେ ସିଡିପିଓ କହିଛନ୍ତି ଘଟଣା ସମ୍ପର୍କରେ ସେ ଜାଣି ନାହାଁନ୍ତି l ସୁପର୍ଭାଇଜର ଓ ହେଲପରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବେ ବୋଲି କହିଛନ୍ତି l
ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    3 hrs ago
  • ଜରଡା ଥାନା ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ; ୧୫୦ ଲିଟର ପୋଚ ଓ ୨୦ ଲିଟର ଦେଶୀ ମଦ ଜବତ #ExciseRaid #JaradaPolice #DigapahandiNews #GanjamNews #IllegalLiquor #JagrutiKhabar #OdiaNews #Ganjam #BreakingNewsOdia #OdishaPolice
    1
    ଜରଡା ଥାନା ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ; ୧୫୦ ଲିଟର ପୋଚ ଓ ୨୦ ଲିଟର ଦେଶୀ ମଦ ଜବତ
#ExciseRaid #JaradaPolice #DigapahandiNews #GanjamNews #IllegalLiquor #JagrutiKhabar #OdiaNews #Ganjam #BreakingNewsOdia #OdishaPolice
    user_Jagruti khabar
    Jagruti khabar
    TV News Anchor ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
    23 hrs ago
  • ଗଞ୍ଜାମ ଜିଲ୍ଲା ସୋରଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ସାଇବାଣୀ ମଳିକ ଙ୍କୁ ଅଧ୍ୟକ୍ଷା ପଦରୁ ହଟାଇଲେ ପଞ୍ଚାୟତ ରାଜ ବିଭାଗ ଗଞ୍ଜାମ ଜିଲ୍ଲା ସୋରଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦରୁ ହଟିଲେ ସାଇବାଣୀ ମଳିକ, ସୂଚନା ପ୍ରକାରେ ଅଧ୍ୟକ୍ଷା କ୍ରମାଗତ ସମିତି ବୈଠକ କରିବାରେ ବିଫଳତା ଯୋଗୁଁ ସମିତି ର ନିୟମିତ କାର୍ଯ୍ୟକାରିତା ଓ ଆଇନଗତ କାର୍ଯ୍ୟାବଳୀ ପ୍ରତିକୂଳ ଭାବେ ପ୍ରଭାବିତ ହୋଇ ବିଭିନ୍ନ କାର୍ଯ୍ୟ ଅଟକି ରହୁଥିବା ଅଭିଯୋଗ ରେ ଓଡିଶା ସରକାର ଙ୍କ ପଞ୍ଚାୟତ ରାଜ ବିଭାଗ ସାଇବାଣୀ ଙ୍କୁ ଅଧ୍ୟକ୍ଷା ପଦରୁ ଅପସାରିତ କରିଛନ୍ତି। ଅଧ୍ୟକ୍ଷା ଦାୟିତ୍ୱ ରୁ ଅପସାରିତ ହେବା ପରେ ପଞ୍ଚାୟତ ରାଜ ବିଭାଗ ର ନିର୍ଦେଶ ତଥା ନିୟମ ପ୍ରକାରେ ଆଜି ସୋରଡ଼ା ସୋରଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମିତି ର ଉପାଧ୍ୟକ୍ଷ ଅମୁଲ୍ୟ ସାହୁ ଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଛନ୍ତି,ଦାୟିତ୍ୱ ପ୍ରଦାନ ସମୟ ରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଜିଲ୍ଲା ପରିଷଦ ସଭ୍ୟ ସମରେନ୍ଦ୍ର ସାହୁ ଓ ରାମ ଶବର ଙ୍କ ସହ ବହୁ ସମିତି ସଭ୍ୟ ଓ ସରପଞ୍ଚ ଓ ତାଙ୍କରି ସମର୍ଥକ ଉପସ୍ଥିତ ରହିଥିଲେ। ବର୍ତମାନ ଉପାଧ୍ୟକ୍ଷ ସମିତି ର ଚାରି ବର୍ଷ ହେଲା ପଡିରହିଥିବା ଅଧୁରା କାମ କୁ ଛଅ ମାସ ମଧ୍ୟରେ ସମ୍ପୂର୍ଣ କରିବାର ଆଶା ରଖିଛନ୍ତି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ। ଗଣେଶ ପାଣିଗ୍ରାହୀ ରିପୋର୍ଟ ଗଞ୍ଜାମ ଜିଲ୍ଲା ସୋରଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ସାଇବାଣୀ ମଳିକ ଙ୍କୁ ଅଧ୍ୟକ୍ଷା ପଦରୁ ହଟାଇଲେ ପଞ୍ଚାୟତ ରାଜ ବିଭାଗ ଗଞ୍ଜାମ ଜିଲ୍ଲା ସୋରଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦରୁ ହଟିଲେ ସାଇବାଣୀ ମଳିକ, ସୂଚନା ପ୍ରକାରେ ଅଧ୍ୟକ୍ଷା କ୍ରମାଗତ ସମିତି ବୈଠକ କରିବାରେ ବିଫଳତା ଯୋଗୁଁ ସମିତି ର ନିୟମିତ କାର୍ଯ୍ୟକାରିତା ଓ ଆଇନଗତ କାର୍ଯ୍ୟାବଳୀ ପ୍ରତିକୂଳ ଭାବେ ପ୍ରଭାବିତ ହୋଇ ବିଭିନ୍ନ କାର୍ଯ୍ୟ ଅଟକି ରହୁଥିବା ଅଭିଯୋଗ ରେ ଓଡିଶା ସରକାର ଙ୍କ ପଞ୍ଚାୟତ ରାଜ ବିଭାଗ ସାଇବାଣୀ ଙ୍କୁ ଅଧ୍ୟକ୍ଷା ପଦରୁ ଅପସାରିତ କରିଛନ୍ତି। ଅଧ୍ୟକ୍ଷା ଦାୟିତ୍ୱ ରୁ ଅପସାରିତ ହେବା ପରେ ପଞ୍ଚାୟତ ରାଜ ବିଭାଗ ର ନିର୍ଦେଶ ତଥା ନିୟମ ପ୍ରକାରେ ଆଜି ସୋରଡ଼ା ସୋରଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମିତି ର ଉପାଧ୍ୟକ୍ଷ ଅମୁଲ୍ୟ ସାହୁ ଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଛନ୍ତି,ଦାୟିତ୍ୱ ପ୍ରଦାନ ସମୟ ରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଜିଲ୍ଲା ପରିଷଦ ସଭ୍ୟ ସମରେନ୍ଦ୍ର ସାହୁ ଓ ରାମ ଶବର ଙ୍କ ସହ ବହୁ ସମିତି ସଭ୍ୟ ଓ ସରପଞ୍ଚ ଓ ତାଙ୍କରି ସମର୍ଥକ ଉପସ୍ଥିତ ରହିଥିଲେ। ବର୍ତମାନ ଉପାଧ୍ୟକ୍ଷ ସମିତି ର ଚାରି ବର୍ଷ ହେଲା ପଡିରହିଥିବା ଅଧୁରା କାମ କୁ ଛଅ ମାସ ମଧ୍ୟରେ ସମ୍ପୂର୍ଣ କରିବାର ଆଶା ରଖିଛନ୍ତି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ। ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଗଞ୍ଜାମ ଜିଲ୍ଲା ସୋରଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ସାଇବାଣୀ ମଳିକ ଙ୍କୁ ଅଧ୍ୟକ୍ଷା ପଦରୁ ହଟାଇଲେ ପଞ୍ଚାୟତ ରାଜ ବିଭାଗ
ଗଞ୍ଜାମ ଜିଲ୍ଲା ସୋରଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦରୁ ହଟିଲେ ସାଇବାଣୀ ମଳିକ, ସୂଚନା ପ୍ରକାରେ ଅଧ୍ୟକ୍ଷା କ୍ରମାଗତ ସମିତି ବୈଠକ କରିବାରେ ବିଫଳତା ଯୋଗୁଁ ସମିତି ର ନିୟମିତ କାର୍ଯ୍ୟକାରିତା ଓ ଆଇନଗତ କାର୍ଯ୍ୟାବଳୀ ପ୍ରତିକୂଳ ଭାବେ ପ୍ରଭାବିତ ହୋଇ ବିଭିନ୍ନ କାର୍ଯ୍ୟ ଅଟକି ରହୁଥିବା ଅଭିଯୋଗ ରେ ଓଡିଶା ସରକାର ଙ୍କ ପଞ୍ଚାୟତ ରାଜ ବିଭାଗ ସାଇବାଣୀ ଙ୍କୁ ଅଧ୍ୟକ୍ଷା ପଦରୁ ଅପସାରିତ କରିଛନ୍ତି। ଅଧ୍ୟକ୍ଷା ଦାୟିତ୍ୱ ରୁ ଅପସାରିତ ହେବା ପରେ ପଞ୍ଚାୟତ ରାଜ ବିଭାଗ ର ନିର୍ଦେଶ ତଥା ନିୟମ ପ୍ରକାରେ ଆଜି ସୋରଡ଼ା ସୋରଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମିତି ର ଉପାଧ୍ୟକ୍ଷ ଅମୁଲ୍ୟ ସାହୁ ଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଛନ୍ତି,ଦାୟିତ୍ୱ ପ୍ରଦାନ ସମୟ ରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଜିଲ୍ଲା ପରିଷଦ ସଭ୍ୟ ସମରେନ୍ଦ୍ର ସାହୁ ଓ ରାମ ଶବର ଙ୍କ ସହ ବହୁ ସମିତି ସଭ୍ୟ ଓ ସରପଞ୍ଚ ଓ ତାଙ୍କରି ସମର୍ଥକ ଉପସ୍ଥିତ ରହିଥିଲେ। ବର୍ତମାନ ଉପାଧ୍ୟକ୍ଷ ସମିତି ର ଚାରି ବର୍ଷ ହେଲା ପଡିରହିଥିବା ଅଧୁରା କାମ କୁ ଛଅ ମାସ ମଧ୍ୟରେ ସମ୍ପୂର୍ଣ କରିବାର ଆଶା ରଖିଛନ୍ତି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ। ଗଣେଶ ପାଣିଗ୍ରାହୀ ରିପୋର୍ଟ

View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.