logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

#ଢେଙ୍କାନାଳ_ରେ_ପ୍ରବାଦ_ପୁରୁଷ_ବିଜୁ_ପଟ୍ଟନାୟକଙ୍କର_୨୯_ତମ_ତିରୋଧାମ_ଦିବସ_ପାଳିତ...... ଢେଙ୍କାନାଳ ସହରର ସ୍ଥାନୀୟ ମୁନିସପାଲଟି ଅଡିଟୋରିୟମ ହଲରେ ବିଜୁ ଜନତା ଦଳ ପକ୍ଷରୁ ଗଭୀର ଶ୍ରଦ୍ଧା ଓ ସମ୍ମାନ ସହିତ “ପ୍ରବାଦ ପୁରୁଷ ଦିବସ” ପାଳନ କରାଯାଇଛି। ଏହି ଅବସରରେ ଓଡିଶାର ମହାନ ଜନନାୟକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଆଧୁନିକ ଓଡିଶା ଗଢ଼ିବାରେ ଅସାମାନ୍ୟ ଅବଦାନ ରଖିଥିବା ବରପୁତ୍ର ବିଜୁ ପଟନାୟକଙ୍କ ୨୯ତମ ତିରୋଧାନ ଦିବସକୁ ସ୍ମରଣ କରାଯାଇଥିଲା। #Dhenkanal #BJD #BijuPatnaik #PrabadaPurushaDibas #OdishaPolitics #DhenkanalNews #OdishaNews #Tribute #BijuBabu #PoliticalEvent #OdishaDevelopment

1 hr ago
user_Dhenkanal News
Dhenkanal News
Media company Dhenkanal Sadar, Odisha•
1 hr ago

#ଢେଙ୍କାନାଳ_ରେ_ପ୍ରବାଦ_ପୁରୁଷ_ବିଜୁ_ପଟ୍ଟନାୟକଙ୍କର_୨୯_ତମ_ତିରୋଧାମ_ଦିବସ_ପାଳିତ...... ଢେଙ୍କାନାଳ ସହରର ସ୍ଥାନୀୟ ମୁନିସପାଲଟି ଅଡିଟୋରିୟମ ହଲରେ ବିଜୁ ଜନତା ଦଳ ପକ୍ଷରୁ ଗଭୀର ଶ୍ରଦ୍ଧା ଓ ସମ୍ମାନ ସହିତ “ପ୍ରବାଦ ପୁରୁଷ ଦିବସ” ପାଳନ କରାଯାଇଛି। ଏହି ଅବସରରେ ଓଡିଶାର ମହାନ ଜନନାୟକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଆଧୁନିକ ଓଡିଶା ଗଢ଼ିବାରେ ଅସାମାନ୍ୟ ଅବଦାନ ରଖିଥିବା ବରପୁତ୍ର ବିଜୁ ପଟନାୟକଙ୍କ ୨୯ତମ ତିରୋଧାନ ଦିବସକୁ ସ୍ମରଣ କରାଯାଇଥିଲା। #Dhenkanal #BJD #BijuPatnaik #PrabadaPurushaDibas #OdishaPolitics #DhenkanalNews #OdishaNews #Tribute #BijuBabu #PoliticalEvent #OdishaDevelopment

More news from Odisha and nearby areas
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    1 hr ago
  • ଯୋରନ୍ଦା ସତ୍ୟlଗ୍ରହ #ଢେ଼ଙ୍କାନାଳ ଜିଲ୍ଲାର #ବିଜୁଜନତା ଦଳ ତରଫରୁ "ପ୍ରବାଦ ପୁରୁଷ ଦିବସ" ମହାନ ଜନନାୟକ, ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଦେଶର ବରପୁତ୍ର, #ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ।।🙏🙏🙏 ।।
    1
    ଯୋରନ୍ଦା ସତ୍ୟlଗ୍ରହ #ଢେ଼ଙ୍କାନାଳ ଜିଲ୍ଲାର #ବିଜୁଜନତା ଦଳ ତରଫରୁ "ପ୍ରବାଦ ପୁରୁଷ ଦିବସ"  ମହାନ ଜନନାୟକ, ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଦେଶର ବରପୁତ୍ର, #ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି  ।।🙏🙏🙏 ।।
    user_Tapasdas 6372788705
    Tapasdas 6372788705
    Photographer ଢେଙ୍କାନାଳ•
    5 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    8 hrs ago
  • Post by News odia odisha
    1
    Post by News odia odisha
    user_News odia odisha
    News odia odisha
    Tailor Dhenkanal Sadar, Odisha•
    20 hrs ago
  • ସିନେମା କଥା କହୁ କହୁ କାନ୍ଦି ପକାଇଲେ ଅଭିନେତା | ସିନେମାର ମେସେଜ୍ ସାରା ଦୁନିଆ ଜାଣିବ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
    1
    ସିନେମା କଥା କହୁ କହୁ କାନ୍ଦି ପକାଇଲେ ଅଭିନେତା | ସିନେମାର ମେସେଜ୍ ସାରା ଦୁନିଆ ଜାଣିବ |
ଭୁବନେଶ୍ବର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    9 hrs ago
  • Post by Darbar Tv
    1
    Post by Darbar Tv
    user_Darbar Tv
    Darbar Tv
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନୂଆବଗ ପ୍ରାଥମିକ କୃଷି ସେବା ସମବାୟ ସମିତି ପରିସରରେ ଆଜି ବାର୍ଷିକ ଅଧିବେସନ ସହ ବାର୍ଷିକ ବଜେଟ ଅଧିବେଶନ ଗୃହୀତ ହୋଇଯାଇଛି. ଏଥିରେ ସଭାପତି, ସମ୍ପାଦକ, ସମସ୍ତ ସଦସ୍ୟ ସଦସ୍ୟା, ମହିଳା ସଂଗଠନ ସଦସ୍ୟା ପ୍ରମୁଖ ଉପସ୍ଥିତ ହୋଇଥିଲେ. #krusi o krusak paribar #hindol nagarik foram #
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନୂଆବଗ ପ୍ରାଥମିକ କୃଷି ସେବା ସମବାୟ ସମିତି ପରିସରରେ ଆଜି ବାର୍ଷିକ ଅଧିବେସନ ସହ ବାର୍ଷିକ ବଜେଟ ଅଧିବେଶନ ଗୃହୀତ ହୋଇଯାଇଛି. ଏଥିରେ ସଭାପତି, ସମ୍ପାଦକ, ସମସ୍ତ ସଦସ୍ୟ ସଦସ୍ୟା, ମହିଳା ସଂଗଠନ ସଦସ୍ୟା ପ୍ରମୁଖ ଉପସ୍ଥିତ ହୋଇଥିଲେ. #krusi o krusak paribar #hindol nagarik foram #
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    3 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.