Shuru
Apke Nagar Ki App…
ଓଡ଼ିଶାର ଜଣେ ଜଣା ଶୁଣା ସାମ୍ବାଦିକ ଆଶୁତୋଷ ମିଶ୍ର ଏଇ ନିକଟରେ ଇହଲୀଳା ସମ୍ବରଣ କରିଗଲେ ତାଙ୍କର ଅନିର୍ଦିଷ୍ଟ ମୃତ୍ୟୁ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛୁ
ମାନସ କୁମାର ଦାସ
ଓଡ଼ିଶାର ଜଣେ ଜଣା ଶୁଣା ସାମ୍ବାଦିକ ଆଶୁତୋଷ ମିଶ୍ର ଏଇ ନିକଟରେ ଇହଲୀଳା ସମ୍ବରଣ କରିଗଲେ ତାଙ୍କର ଅନିର୍ଦିଷ୍ଟ ମୃତ୍ୟୁ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛୁ
More news from ଓଡ଼ିଶା and nearby areas
- Post by Darbar Tv1
- Post by Thabira Majhi1
- Post by NEWS MANORANJAN1
- ଜଟଣୀ :ପିପିଲି ଖୋର୍ଦ୍ଧା ମୂଖ୍ୟ ରାସ୍ତା ନାଇଜର ପାଖରେ ମରମନ୍ତୁଦ ସଡ଼କ ଦୁର୍ଘଟଣା। ପାସେଞ୍ଜର ଅଟକୁ ଧକାଦେଲା କାର। ଦୁର୍ଘଟଣା ରେ ମହିଳା ଯାତ୍ରୀ ମୃତ। ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଁଚି ଦୁଇଟି ଗାଡି ଜବତ କରି ଅଧିକ ତଦନ୍ତ କରୁଛି। ବିଗତ ୧ ବର୍ଷ ଭିତରେ ୧୪ ଜଣଙ୍କ ଜୀବନ ଗଲାଣି ଏହି ରାସ୍ତାରେ। ତଥାପି ପ୍ରଶାସନ ତରଫରୁ ସ୍ପିଡ଼ ଗାଡି ଚାଳନା ଉପରେ ରୋକ ଲଗାଇପାରୁନି ପ୍ରଶାସନ।8
- Post by Gagan Bhoi1
- କଟକ ଗଣ୍ଡରପୁରରେ ରୋଡ଼ ଜାମ୍। ଜଗତପୁର ଆଡୁ ଆସୁଥିବା ଅନେକ ଗାଡ଼ି ଘଣ୍ଟା ଘଣ୍ଟା ଧରି ଫସି ରହିଥିବା ଦେଖିବାକୁ ମିଳିଛି। ଗଣ୍ଡରପୁର ରାସ୍ତାରେ ଏକ କଣ୍ଟେନର ଟ୍ରକ ଟି ଖରାପ ହୋଇଯିବା କାରଣରୁ ରୋଡ଼ ଜାମ୍ ହୋଇଥିବା ଦେଖିବାକୁ ମିଳିଛି।1
- Post by Manoj kumar baliyarsingh4
- Post by Darbar Tv1