Shuru
Apke Nagar Ki App…
ସାମନ୍ତ ସାହି ପୂଜା କମିଟିର ପକ୍ଷ ରୁ ଭକ୍ତିମୟ ପରିବେଶରେ ଗଜାନନଙ୍କ ଭସାଣି । ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡମଧୁପୁର ପଞ୍ଚାୟତ ର ସାମନ୍ତ ସାହି ଗଣେଶ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ଆୟୋଜିତ ଗଣେଶ ପୂଜାର ଶେଷ ଦିନରେ ବିଘ୍ନ ବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ପ୍ରତିମା ଭକ୍ତିମୟ ପରିବେଶରେ ବିସର୍ଜନ କରାଯାଇଛି। ପୂଜା ମଣ୍ଡପରୁ ଗଜାନନଙ୍କ ପ୍ରତିମାକୁ ଶୋଭାଯାତ୍ରାରେ ନିଆଯାଇଥିଲା। ଏହି ଶୋଭାଯାତ୍ରାରେ କମିଟିର ସଦସ୍ୟ, ସ୍ଥାନୀୟ ଯୁବକ ଓ ବହୁ ଶ୍ରଦ୍ଧାଳୁ ଉତ୍ସାହର ସହିତ ସାମିଲ ହୋଇଥିଲେ।
Akash Abhishek Dhir
ସାମନ୍ତ ସାହି ପୂଜା କମିଟିର ପକ୍ଷ ରୁ ଭକ୍ତିମୟ ପରିବେଶରେ ଗଜାନନଙ୍କ ଭସାଣି । ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡମଧୁପୁର ପଞ୍ଚାୟତ ର ସାମନ୍ତ ସାହି ଗଣେଶ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ଆୟୋଜିତ ଗଣେଶ ପୂଜାର ଶେଷ ଦିନରେ ବିଘ୍ନ ବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ପ୍ରତିମା ଭକ୍ତିମୟ ପରିବେଶରେ ବିସର୍ଜନ କରାଯାଇଛି। ପୂଜା ମଣ୍ଡପରୁ ଗଜାନନଙ୍କ ପ୍ରତିମାକୁ ଶୋଭାଯାତ୍ରାରେ ନିଆଯାଇଥିଲା। ଏହି ଶୋଭାଯାତ୍ରାରେ କମିଟିର ସଦସ୍ୟ, ସ୍ଥାନୀୟ ଯୁବକ ଓ ବହୁ ଶ୍ରଦ୍ଧାଳୁ ଉତ୍ସାହର ସହିତ ସାମିଲ ହୋଇଥିଲେ।
More news from ଓଡ଼ିଶା and nearby areas
- ପୁଣି ଓଡ଼ିଶାକୁ ବାତ୍ୟା ଭୟ ବାତ୍ୟାକୁ ନେଇ ବିଭିନ୍ନ ଆକଳନ ଓ ୧୯୯୯ ମସିହା ପରି ବାତ୍ୟା ଚର୍ଚ୍ଚା କେତେ ସତ! ପୁଣି ଓଡ଼ିଶାକୁ ବାତ୍ୟା ଭୟ ବାତ୍ୟାକୁ ନେଇ ବିଭିନ୍ନ ଆକଳନ ଓ ଚର୍ଚ୍ଚା କେତେ ସତ । ୧୯୯୯ ମସିହା ଭଳି ଆଉ ଏକ ମହାପ୍ରଳୟଙ୍କାରୀ ବାତ୍ୟା ଓଡ଼ିଶାରେ କରିବ ବିଧ୍ଵଂସ । ଇସ୍ରୋ ର ଆକଳନ ଆଉ ପାଣିପାଗ ବିଶେଷଜ୍ଞଙ୍କ ମତ ଓ ପଞ୍ଜିକା ଗଣନା ଲୋକଙ୍କ ଛାତିରେ ଛନକା ପୁରାଇଛି ।1
- ନୂଆଗାଁ, ଜାରକା. ଯାଜପୁର ଗାରେ ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା. ଧର୍ମଶାଳା.1
- Neha Bora in Azamgarh #nehabora #cjp #aisa #uttamnews #uttamnewsarchanayadav1
- ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାଲୁଦ ଅଞ୍ଚଳରେ ଧୁମ୍ଧାମରେ ପାଳିତ ହେଉଛି ଗଣେଶ ପୂଜା। ଚଳିତବର୍ଷ ମାଲୁଦ ଅଞ୍ଚଳରେ ୨୩ଟି ପୂଜା ମଣ୍ଡପରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଉଛି। #News7odia #NewsPai #GaneshPuja #GaneshChaturthi #Malud #Krushnaprasad #Puri #GanapatiBappa #GaneshaPuja #OdishaNews #OdiaNews #FestivalNews #GaneshMahotsav #MaludNews #KrushnaprasadNews #PujaMandap #OdiaCulture1
- ମୋହନ ଚରଣ ମାଝୀ : ଭୋଟ ବ୍ୟାଙ୍କ ନୁହନ୍ତି, ମହିଳା ହେଉଛନ୍ତି ଶକ୍ତି ସ୍ୱରୂପିଣୀ । ପୁର୍ବ ସରକାରରେ ମହିଳାମାନଙ୍କୁ କେବଳ ରାଜନୈତିକ ସାଧନ ପାଇଁ ଉପଯୋଗ କରୁଛନ୍ତି । ମୋହନ ଚରଣ ମାଝୀ : ଭୋଟ ବ୍ୟାଙ୍କ ନୁହନ୍ତି, ମହିଳା ହେଉଛନ୍ତି ଶକ୍ତି ସ୍ୱରୂପିଣୀ । ପୁର୍ବ ସରକାରରେ ମହିଳାମାନଙ୍କୁ କେବଳ ରାଜନୈତିକ ସାଧନ ପାଇଁ ଉପଯୋଗ କରୁଛନ୍ତି । ସମ୍ବଲପୁର, ଓଡ଼ିଶା #Sambalpur #Odisha1
- ସମସ୍ତ ଙ୍କୁ ଅନୁରୋଧ... ବହୁତ୍ video post କରୁଛନ୍ତି ବୋଲି ସମସ୍ତେ ନ ଦେଖି delete କରି ଦିଅନ୍ତି, କିନ୍ତୁ ଏ ଭିଡିଓ ଟା କୁ tk ଦେଖିଲେ ଆଖିରେ ଥିବା ସବୁ ତକ୍ କଚଡା , ଧୂଳି ମଳି ଆପେ ଆପେ ସଫା ହୋଇ ଯିବ, ଆଉ eye drop ପକାଇବାର ଆବଶ୍ୟକ ହେବ ନାହିଁ।1
- ସ୍ୱାମୀ ଙ୍କୁ ହତ୍ୟା କରି ସ୍ତ୍ରୀ ଗଲା ଆଜୀବନ ଜେଲ ଯାଜପୁର ର ଚାଞ୍ଚଲ୍ୟକର ଖବର। #DistrictCourtJajpur #JajpurCourt #JajpurNews #JajpurPolice #JajpurSP #JajpurCollector #OdishaPolice #OdishaNews #CrimeNews #MurderCase #LifeImprisonment #CourtVerdict #CourtJudgement #SP #Collector #DG #IG #CMO #Odisha #News19ଓଡ଼ିଶା #News19Odisha1
- ଓରନାଳ ଗ୍ରାମରେ ଘଟିଛି ଅଘଟଣା । ଗଣେଶ ପୂଜା ଭସାଣି ବେଳେ ନଦୀରେ ଭାସିଯାଇ ୪ ଜଣ ଯୁବକ ମୃତ୍ୟୁ ବରଣ କରିଥିବା ସୂଚନା ଓରନାଳ ଗ୍ରାମରେ ଘଟିଛି ଅଘଟଣା । ଗଣେଶ ପୂଜା ଭସାଣି ବେଳେ ନଦୀରେ ଭାସିଯାଇ ୪ ଜଣ ଯୁବକ ମୃତ୍ୟୁ ବରଣ କରିଥିବା ସୂଚନା #LatestNews #UpdateNews #apanankakhabara #jagatsinghpur #news #OdishaNews #odisha1