ଚାଲୁଣୀ ଗାଁ ର ପାଣି ନିଷ୍କାସନ ହେଉନାହିଁ,ତହସିଲ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା l ସିମୁଳିଆ,-ପାଣି ନିଷ୍କାସନ ହେଉ ନ ଥିବା ଯୋଗୁଁ ବାରମ୍ବାର ପ୍ରଶାସନକୁ ଅଭିଯୋଗ କରି ନିରାଶ୍ରୟ ହୋଇ ଶେଷରେ ଗ୍ରାମବାସୀ ସିମୁଳିଆ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି l ସୂଚନାରୁ ପ୍ରକାଶ ସିମୁଳିଆ ବ୍ଳକ ଅନ୍ତର୍ଗତ ଚାଲୁଣୀ ଗାଁ ପଞ୍ଚାୟତର ଚାଲୁଣି ଗାଁ ଗ୍ରାମର ଦାସ ସାହି, ପାଟଣା ସାହି, ମହାପାତ୍ର ସାହି, ନାୟକ ସାହି, ବେହେରା ସାହି ଓ ମଳିକ ସାହିରେ ଲଗାଣ ବର୍ଷା ଯୋଗୁଁ ପାଣି ନିଷ୍କାସନ ହୋଇ ନ ପାରି ଚାରୋଟି ପରିବାର ଜଳବନ୍ଦୀ ଘେରରେ ରହିବା ସହ 3ଶହ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି l 50ଏକରରୁ ଉର୍ଦ୍ଧ୍ୱ ଚାଷ ଜମି ନଷ୍ଟ ହେବାକୁ ବସିଛି l ସମିତି ସଭ୍ୟ ପ୍ରତିନିଧି ବିଜୟ ନାୟକଙ୍କ ନେତୃତ୍ୱରେ ବହୁ ମହିଳା ଓ ପୁରୁଷ ଆଜି ଦିନ ଗୋଟାଏ ସମୟରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଥିଲେ l ଏ ସଂକ୍ରାନ୍ତରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ପଚାରିବାରୁ ସେ ସିମୁଳିଆ ତହସିଲଦାରଙ୍କ କଥା କେମିତି ସମାଧାନ ହୋଇ ପାରିବ ପ୍ରକାଶ କରିଥିଲେ l ତେବେ ସିମୁଳିଆ ତହସିଲଦାର ସୌମ୍ୟରଞ୍ଜନ ମହାପାତ୍ର କ୍ଷତିଗ୍ରସ୍ତ ସ୍ଥଳକୁ ଯାଇ ସମାଧାନ କରିବା ନିମନ୍ତେ ଧାରଣାକାରିଙ୍କୁ ପ୍ରତିଶୃତି ଦେବା ପରେ ସନ୍ଧ୍ୟା 6.30ମିନିଟରେ ଧାରଣା ପ୍ରତ୍ୟାହୃତ ହୋଇଥିଲା l

- ପିଏମ୍ ଶ୍ରୀ ମଧୁସୂଦନ ସରକାରୀ ଉଚ୍ଚବିଦ୍ୟାଳୟ ଶଙ୍ଖାରୀରେ ସମ୍ବର୍ଦ୍ଧନା ସଭା : ପିଏମ୍ ଶ୍ରୀ ମଧୁସୂଦନ ସରକାରୀ ଉଚ୍ଚବିଦ୍ୟାଳୟ ଶଙ୍ଖାରୀରେ ସମ୍ବର୍ଦ୍ଧନା ସଭା : ଫୁଲବଣୀ,୩୧/୭(ଇମିସ) ଭୋଗରାଇ ବ୍ଲକର ଶଙ୍ଖରୀ ପଞ୍ଚାୟତ ଅଧୀନ ପିଏମ୍ ଶ୍ରୀ ମଧୁସୂଦନ ସରକାରୀ ଉଚ୍ଚବିଦ୍ୟାଳୟ ଶଙ୍ଖାରୀରେ ଶୁକ୍ରବାର ଶିକ୍ଷାୟତନର ତଥା ଭୋଗରାଇର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷା କର୍ମଚାରୀ, ସଂପୃକ୍ତ ବିଦ୍ୟାଳୟର ପ୍ରାକ୍ତନ ଓ ଏବର ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ଶିକ୍ଷା କର୍ମଚାରୀ ଗୀତାରାଣୀ ପରିଡ଼ାଙ୍କ ସେବାନିବୃତ ଅବସରରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସେଥିପାଇଁ ଆୟୋଜିତ ସଭାକୁ ପ୍ରଧାନ ଶିକ୍ଷକ ସୁନିଲ କୁମାର ଦତ୍ତ ପରିଚାଳନା କରିଥିବା ବେଳେ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ଦାସ, ହରେକୃଷ୍ଣ ବେହେରା, ପ୍ରାକ୍ତନ ଶିକ୍ଷକ ତଥା ଆଲୁମିନି ସଭାପତି ବିଜୟ କୁମାର ସିଂହ, ପ୍ରାକ୍ତନ ଶିକ୍ଷକ ରାଧାବିନୋଦ ଦାସ, ରାଧାଶ୍ୟାମ ଦାସ, ସ୍ବପନ କୁମାର ପଣ୍ଡା, ଦକ୍ଷିଣ ଭୋଗରାଇ ଓଷ୍ଟା ସଭାପତି ମହେଶ୍ବର ଗିରି, ସମ୍ପାଦକ ଶାଶ୍ବତ କୁମାର ଜେନା,ଶଙ୍ଖାରି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନୁନା ହେମ୍ବ୍ରମ, ଏସ୍.ଏମ୍.ସି ସଭାପତି ଯୁଗଳ କିଶୋର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦୀପକ ଜେନା, ସୀମାନ୍ତ ମାନକୁଣ୍ଡାର ପ୍ରଧାନ ଶିକ୍ଷକ ମନୋରଞ୍ଜନ ଦାସ, ଶିକ୍ଷକ ରାମକୃଷ୍ଣ ପାତ୍ର, ପ୍ରଦୀପ୍ତ କଟୁଆଳ, ଶିକ୍ଷାକର୍ମଚାରୀ ଅନନ୍ତ ପାତ୍ର, କାଳି କୁମାର ଜେନା, ପ୍ରାକ୍ତନ ଶିକ୍ଷକ ଶ୍ରୀପତି ସଁ, ପ୍ରାକ୍ତନ ଓ୍ବାର୍ଡ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ଜେନା, ପ୍ରାକ୍ତନ ସରପଞ୍ଚ ନଗେନ୍ଦ୍ର ଜେନା ତଥା ବହୁ ବିଶିଷ୍ଟ ବ୍ୟକ୍ତି, ଛାତ୍ରଛାତ୍ରୀ ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଗୀତାରାଣୀ ବିଦ୍ୟାଳୟକୁ କର୍ମଭୂମି ରୂପେ ଗ୍ରହଣ କରି ସୁଦୀର୍ଘ ୩୦ବର୍ଷ ନିରବଚ୍ଛିନ୍ନ ସେବା ମଧ୍ୟରେ ଦ୍ଵିଧାହୀନ କର୍ମ ତତ୍ପରତା, ଅକୁଣ୍ଠିତ ସୌହାର୍ଦ୍ଧ୍ୟତା ସ୍ନେହ - ପ୍ରେମ - ମମତାରେ ସମସ୍ତଙ୍କୁ ବାନ୍ଧିରଖିବାରେ ଥିଲେ ବିନ୍ଧାଣୀ । ମେ ୩୧ତାରିଖରୁ ସେବାରୁ ନିବୃତ ରହିଥିବାରୁ ସମସ୍ତେ ଦୁଃଖ ପ୍ରକାଶ କରିବା ସହିତ ଇଶ୍ଵରଙ୍କ ଠାରେ ଜୀବନର ବାକିତକ ସମୟର ସୁସ୍ଥତା କାମନା କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଧ୍ରୁବ ଚରଣ ପ୍ରଧାନ ମଞ୍ଚ ଆହ୍ବାନ ଓ ଅତିଥି ପରିଚୟ, ଶିକ୍ଷୟିତ୍ରୀ ଝରଣା ମାଝୀ ମଙ୍ଗଳା ଚରଣ, ଶିକ୍ଷକ ଦୀପକ ଦିଣ୍ଡା ମାନପତ୍ର ପଠନ ଓ ଶିକ୍ଷକ ହରେକୃଷ୍ଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଓ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ ।3
- ଲଗାଣ ବର୍ଷାରେ ସିନାପାଲି ଅଞ୍ଚଳରେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ।1
- ସ୍ୱପ୍ନା ପାର୍ଲର ହଳଦୀପାଳ ରିହାତି ଅଫର ସ୍ୱାଧୀନତା ଦିବସ ଓ ରାକ୍ଷୀପୂର୍ଣିମା ନିମନ୍ତେ ସ୍ୱାଧୀନତା ଦିବସ ଓ ରାକ୍ଷୀ ପୁର୍ଣିମା ଅଫର1
- ଗୋ ଚାଲାଣ VS ମଣିଷ ଚାଲାଣ କିଏ ଦାୟୀ, ମାଫିଆ ନା ଜନତା ନା ପ୍ରଶାସନ ଗୋଟେ ଗାଡ଼ିରେ ପିକୁପ୍ ରେ 70- 110 ଲୋକ କାମକୁ ପାହାଡ଼ ରାସ୍ତା ଦେଇ ଯାଆନ୍ତି। ଦୈନିକ 150 ଟଙ୍କା ମୁଣ୍ଡ ପିଛା ନିଅନ୍ତି। ଯାହାକି passenger ଗାଡ଼ିରେ ବି ଅନୁମତି ନାହିଁ। ଅନେକ ଥର accident ହେଇ ଭଦ୍ରକ, ଉଦଳା, କଟକ ମଧ୍ଯ ଯାଇ ସାରିଛନ୍ତି। ମୃତ୍ୟୁ କି handicapped ଲୋକଙ୍କୁ ନା ସୁବିଧା ନା ଦେଖା ମାଫିଆର, ମେଡିସିନ ଖର୍ଚ୍ଚ ବି ନୁହେଁ। ଏପରି ଲୋକଙ୍କୁ ଚିହ୍ନଟ କରି ସୋସିଆଲ ମିଡିଆରେ ଅର୍ଥ ମାଗିବା ଓ ସରକାରଙ୍କ ପକ୍ଷରୁ ଆମ ଜନତାଙ୍କ ଟଙ୍କା ଦୁର୍ଘଟଣା ପରେ କିଛି ନ ଦେବା ଦରକାର।1
- ଲଗାଣ ବର୍ଷାରେ ହଠାତ ଦେଓ ନଦୀ ର ଜଳସ୍ତର ବୃଦ୍ଧି, ସୁସୁ ଗର୍ଜନ କରି ମାଡି ଆସିଲା ପାଣି ଲୋକେ ଭୟଭୀତ, ଅନ୍ୟ ପଟେ ବାଲେଶ୍ୱର ଉଦଳା ସାଇଁ କୁଳା, ଯଇଦା, କଂସ ଯୋଗାଯୋଗ ବିଛିନ୍ନ, କଇଁସାରୀ ପୋଲ ପାଇଁ ବଢୁଛି ଲୋକଙ୍କ ଦୁଃଖ, ଆସ୍ଥା ଇ ପୋଲ ଉପରେ ୬/୭ ଫୁଟ ଉଚ୍ଚାରେ ପାଣି ପ୍ରବାହିତ... ଦେଖନ୍ତୁ ପୁରା ରିପୋର୍ଟ...4
- 11:10 ଶରୁ ନ୍ୟୁଜ୍ ଲୋକାଲ୍ ଆପ୍ ବର୍ତ୍ତମାନ | Leena Pradhan ଆପଣଙ୍କ ପ୍ରୋଫାଇଲ ଦେଖୁଛନ୍ତି! ସେମାନଙ୍କ ପ୍ରୋଫାଇଲ ପରିଚିତ କରନ୍ତୁ! କିମ୍ବା ଓଡିଶା ରିପୋ ODISHA RAMCO 4 OR ଓଡ଼ିଶା ରିପୋର୍ଟର ଓଡ଼ିଶା ରିପୋର୍ଟର ନିମ୍ନଲିଖିତ #ଦଶମ_ଛାତ୍ରଙ୍କୁ_ଛୁରି ଭୁସି_ହତ୍ୟା ଜୟପୁର ନିକଟ ବାରିଣୀପୁଟ ପ୍ରକଳ୍ପ ହାଇସ୍କୁଲରେ ଘଟିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଦଶମ ଶ୍ରେଣୀର ଜଣେ ଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଛୁଟି ସମୟରେ ସ୍କୁଲ ବାହାରକୁ ଡାକି ଛୁରି ଭୁଷି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ହେଲେ ମହେଶ ବାଘ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି।1
- ଆରମ୍ଭ ହେଲା ପବିତ୍ର ଶ୍ରାବଣ ମାସର ବୋଲବମ ବ୍ରତ ଓ ଧଣ୍ଡାପୂଜା କାର୍ଯ୍ୟକ୍ରମ l1
- Bhadrak mein Pani Jyada hone ki vajah se log bahut Pareshan mein hai1
- #କୁଆଖାଇକୁ_ଡେଇଁଲେ_ମହିଳା କୁଆଖାଇ ପୋଲ ଉପରେ କୁଆଖାଇକୁ ଡେଇଁଲେ ମହିଳା, ୫ କିଲୋମିଟର ଭିତରେ ପଶି ଖୋଜିଲା ଉଦ୍ଧାରକାରୀ ଦଳ, ହେଲେ .....1