logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପୁରୀଜିଲ୍ଲା କୋର୍ଟ ସ୍ଥାନାନ୍ତର ନେଇ ପୁରୀଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ଅବରୋଧ l ପୁରୀଜିଲ୍ଲା କୋର୍ଟ ସ୍ଥାନାନ୍ତର କୁ ଦୀର୍ଘ ଏକବର୍ଷ କାଳ ଓକିଲ ସଂଘ ପକ୍ଷରୁ ପୁରୀଜିଲ୍ଲା ଓକିଲ ବାର ଆସୋସିଏସନ ଆଗରେ ଧାରଣାରେ ବସିବା ସହିତ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ କିନ୍ତୁ କୌଣସି ସରକାରୀ ଦତ୍ପର ରେ ଏହି ଆବେଦନ କୁ ଗୁରୁତ୍ୱ ଦିଆଯାଇନଥିଲା l ତେଣୁ ଆଜି ପୁରୀଜିଲ୍ଲା ଓକିଲ ସଂଘର ସଭାପତି ପ୍ରେମାନନ୍ଦ ମହାନ୍ତି ସମ୍ପାଦକ ଶରତ ରୟଗୁରୁଙ୍କ ଅଧକ୍ଷତା ରେ ପୁରୀଜିଲ୍ଲା ର ପାଞ୍ଚଶହ ରୁ ଉର୍ଦ୍ଧ ଓକିଲ ପୁରୀ ଭୁବନେଶ୍ୱର ମୁଖ୍ୟ ଜାତୀୟ ରାଜପଥ ମାଳତୀପାଟପୁର ଠାରେ ରାସ୍ତା ଅବରୋଧ କରି କୋର୍ଟ ସ୍ଥାନାନ୍ତର ବିରୁଦ୍ଧରେ ନାରା ଦେବା ସହିତ ଯାନବାହାନ ଚଳାଚଳ ବନ୍ଦ କରିଥିଲେ l ଏହି ବନ୍ଦକୁ ସମର୍ଥନ କରି ପୁରୀଜିଲ୍ଲା କଂଗ୍ରେସ କମିଟି ସଭାପତି ରାଜେଶ ମିଶ୍ରଙ୍କ ତତ୍ୱାବଧାନ ରେ ଶତାଧିକ କଂଗ୍ରେସକର୍ମୀ ଏହି ରାସ୍ତା ଅବରୋଧ କୁ ସହଯୋଗ କରିଥିଲେ l କିନ୍ତୁ ହଇରାଣ ହୋଇଥିଲେ ସାଧାରଣ ଜନତା, ପର୍ଯ୍ୟଟକ, ତୀର୍ଥଯାତ୍ରୀ l ଆଗକୁ ଦେଖିବାକୁ ରହିଲା କୋର୍ଟ ସ୍ଥାନାନ୍ତରିତ ନହୋଇ କଚେରୀ ନିକଟରେ କୋର୍ଟର ନବକଳେବର ହେଉଛି କେବେ l ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂ

8 hrs ago
user_Manoj kumar baliyarsingh
Manoj kumar baliyarsingh
ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
8 hrs ago

ପୁରୀଜିଲ୍ଲା କୋର୍ଟ ସ୍ଥାନାନ୍ତର ନେଇ ପୁରୀଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ଅବରୋଧ l ପୁରୀଜିଲ୍ଲା କୋର୍ଟ ସ୍ଥାନାନ୍ତର କୁ ଦୀର୍ଘ ଏକବର୍ଷ କାଳ ଓକିଲ ସଂଘ ପକ୍ଷରୁ ପୁରୀଜିଲ୍ଲା ଓକିଲ ବାର ଆସୋସିଏସନ ଆଗରେ ଧାରଣାରେ ବସିବା ସହିତ ବିଭିନ୍ନ କାର୍ଯ୍ୟାନୁଷ୍ଠାନ

ଗ୍ରହଣ କରିଥିଲେ କିନ୍ତୁ କୌଣସି ସରକାରୀ ଦତ୍ପର ରେ ଏହି ଆବେଦନ କୁ ଗୁରୁତ୍ୱ ଦିଆଯାଇନଥିଲା l ତେଣୁ ଆଜି ପୁରୀଜିଲ୍ଲା ଓକିଲ ସଂଘର ସଭାପତି ପ୍ରେମାନନ୍ଦ ମହାନ୍ତି ସମ୍ପାଦକ ଶରତ ରୟଗୁରୁଙ୍କ ଅଧକ୍ଷତା ରେ ପୁରୀଜିଲ୍ଲା ର ପାଞ୍ଚଶହ ରୁ ଉର୍ଦ୍ଧ ଓକିଲ ପୁରୀ

ଭୁବନେଶ୍ୱର ମୁଖ୍ୟ ଜାତୀୟ ରାଜପଥ ମାଳତୀପାଟପୁର ଠାରେ ରାସ୍ତା ଅବରୋଧ କରି କୋର୍ଟ ସ୍ଥାନାନ୍ତର ବିରୁଦ୍ଧରେ ନାରା ଦେବା ସହିତ ଯାନବାହାନ ଚଳାଚଳ ବନ୍ଦ କରିଥିଲେ l ଏହି ବନ୍ଦକୁ ସମର୍ଥନ କରି ପୁରୀଜିଲ୍ଲା କଂଗ୍ରେସ କମିଟି ସଭାପତି ରାଜେଶ ମିଶ୍ରଙ୍କ ତତ୍ୱାବଧାନ ରେ ଶତାଧିକ

କଂଗ୍ରେସକର୍ମୀ ଏହି ରାସ୍ତା ଅବରୋଧ କୁ ସହଯୋଗ କରିଥିଲେ l କିନ୍ତୁ ହଇରାଣ ହୋଇଥିଲେ ସାଧାରଣ ଜନତା, ପର୍ଯ୍ୟଟକ, ତୀର୍ଥଯାତ୍ରୀ l ଆଗକୁ ଦେଖିବାକୁ ରହିଲା କୋର୍ଟ ସ୍ଥାନାନ୍ତରିତ ନହୋଇ କଚେରୀ ନିକଟରେ କୋର୍ଟର ନବକଳେବର ହେଉଛି କେବେ l ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂ

More news from ଓଡ଼ିଶା and nearby areas
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    32 min ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    3 hrs ago
  • କୋଣାର୍କ, ୨୦/୦୨: ଏକଦିବସୀୟ ସାଂସ୍କୃତିକ ସନ୍ଧ୍ୟାରେ ଓଡିଶୀ ଶୈଳୀରେ ପଞ୍ଚ ଦେବ ନମସ୍ତୁତେ ଓ ବେହେଲା ବାଦନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି । ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ସ୍ୱର୍ଗତଃ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ଵାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟ ମଣ୍ଡପ ପକ୍ଷରୁ ଅର୍କବିହାର ସ୍ଥିତ କୋଣାର୍କ ନାଟ୍ୟ ମଣ୍ଡପରେ ଏକ ଦିବସୀୟ ୪୦ତମ କୋଣାର୍କ ନୃତ୍ୟ ସଙ୍ଗୀତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାର ପ୍ରଥମାର୍ଦ୍ଧରେ କୋଣାର୍କ ନାଟ୍ୟ ମଣ୍ଡପର କଳାକାର ମାନଙ୍କ ବାବା ବାଲୁଙ୍କେଶ୍ୱର ନିକଟରୁ ଆଜ୍ଞାମାଳ ଆସିବା ପରେ ଘଣ୍ଟ ମର୍ଦ୍ଦଳ ଓ ପଞ୍ଚଦେବ ନମସ୍ତୁତେ ,ନୃତ୍ୟାଳୟାର କଳାକାର ମାନଙ୍କ ଦ୍ଵାରା ଓଡ଼ିଶୀ ଶୈଳୀରେ ଗୁରୁବନ୍ଦନା , ମୁମ୍ବାଇରେ ଅବସ୍ଥାପିତ ବିଶିଷ୍ଟ ବେହଲା ବାଦକ କୈଳାଶ ପାତ୍ରଙ୍କ ଦ୍ୱାରା ଵେହେଲା ବାଦନ , ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର କଳାକାରଙ୍କ ଦ୍ବାରା ଓଡିଶୀ , ବାଙ୍ଗାଲୋରର କଳାକାରଙ୍କ ଦ୍ବାରା ଭାରତ ନାଟ୍ୟମ ଓ କୁଚୂପୁଡ଼ି ନୃତ୍ୟ ପରିବେଷଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବା ବିଶିଷ୍ଟ ସଂଗୀତଜ୍ଞ ଡଃ ବିଜୟ କୁମାର ଜେନା ,ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ସୁଜାତା ମହାପାତ୍ର, ନିମାପଡ଼ା ପ୍ରେସ କ୍ଲବ୍ ସଭାପତି ଅକ୍ଷୟ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
    1
    କୋଣାର୍କ, ୨୦/୦୨: ଏକଦିବସୀୟ ସାଂସ୍କୃତିକ ସନ୍ଧ୍ୟାରେ ଓଡିଶୀ ଶୈଳୀରେ ପଞ୍ଚ ଦେବ ନମସ୍ତୁତେ ଓ ବେହେଲା ବାଦନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି । ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ସ୍ୱର୍ଗତଃ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ଵାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟ ମଣ୍ଡପ ପକ୍ଷରୁ ଅର୍କବିହାର ସ୍ଥିତ କୋଣାର୍କ ନାଟ୍ୟ ମଣ୍ଡପରେ ଏକ ଦିବସୀୟ ୪୦ତମ କୋଣାର୍କ ନୃତ୍ୟ ସଙ୍ଗୀତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାର ପ୍ରଥମାର୍ଦ୍ଧରେ କୋଣାର୍କ ନାଟ୍ୟ ମଣ୍ଡପର କଳାକାର ମାନଙ୍କ ବାବା ବାଲୁଙ୍କେଶ୍ୱର ନିକଟରୁ ଆଜ୍ଞାମାଳ ଆସିବା ପରେ  ଘଣ୍ଟ ମର୍ଦ୍ଦଳ ଓ ପଞ୍ଚଦେବ ନମସ୍ତୁତେ ,ନୃତ୍ୟାଳୟାର କଳାକାର ମାନଙ୍କ ଦ୍ଵାରା ଓଡ଼ିଶୀ ଶୈଳୀରେ ଗୁରୁବନ୍ଦନା ,  ମୁମ୍ବାଇରେ ଅବସ୍ଥାପିତ ବିଶିଷ୍ଟ ବେହଲା  ବାଦକ  କୈଳାଶ ପାତ୍ରଙ୍କ ଦ୍ୱାରା ଵେହେଲା ବାଦନ , ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର କଳାକାରଙ୍କ ଦ୍ବାରା ଓଡିଶୀ , ବାଙ୍ଗାଲୋରର କଳାକାରଙ୍କ ଦ୍ବାରା ଭାରତ ନାଟ୍ୟମ ଓ କୁଚୂପୁଡ଼ି ନୃତ୍ୟ ପରିବେଷଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବା ବିଶିଷ୍ଟ ସଂଗୀତଜ୍ଞ ଡଃ ବିଜୟ କୁମାର ଜେନା ,ବିଶିଷ୍ଟ  ଓଡ଼ିଶୀ ନୃତ୍ୟ ଗୁରୁ ସୁଜାତା ମହାପାତ୍ର, ନିମାପଡ଼ା ପ୍ରେସ କ୍ଲବ୍ ସଭାପତି ଅକ୍ଷୟ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
    user_Bibhuti TV
    Bibhuti TV
    ସାମ୍ବାଦିକ ନିମାପଡା, ପୁରୀ, ଓଡ଼ିଶା•
    23 hrs ago
  • India.
    1
    India.
    user_Susanta Kumar Patnaik
    Susanta Kumar Patnaik
    Building society ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    10 hrs ago
  • ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି 2026-27 ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଏହା ପୂର୍ବରୁ ସେ ବଜେଟ ବାକ୍ସ ଧରି ବାଚସ୍ପତି ସୁରମା ପାଢ଼ୀ ଓ ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ସାକ୍ଷାତ କରିଥିଲେ l ଦେଖନ୍ତୁ ଭିଡ଼ିଓl
    1
    ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି 2026-27 ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଏହା ପୂର୍ବରୁ ସେ ବଜେଟ ବାକ୍ସ ଧରି ବାଚସ୍ପତି ସୁରମା ପାଢ଼ୀ ଓ ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ସାକ୍ଷାତ କରିଥିଲେ l ଦେଖନ୍ତୁ ଭିଡ଼ିଓl
    user_Saroj Kumar Mohapatra
    Saroj Kumar Mohapatra
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    15 hrs ago
  • ଅପେରା ଯାଜ୍ଞସେନି ର ସନାତନି ନାଟକ ଘୋଷଣା
    2
    ଅପେରା ଯାଜ୍ଞସେନି ର ସନାତନି ନାଟକ ଘୋଷଣା
    user_DAILYNEWS ALERT
    DAILYNEWS ALERT
    Bhubaneswar (M.Corp.), Khordha•
    23 hrs ago
  • କେହି ଜଣେ ବ୍ୟକ୍ତି ଖାନ୍ ନଗର ସ୍ଥିତ ମା ଦକ୍ଷିଣ କାଳୀ ଙ୍କ ମନ୍ଦିର ସମ୍ମୁଖ ରେ ବୁଲେଟ ରଖି ଯାଇଥିଲେ ହେଲେ କୌଣସି କାରଣ ବଶତଃ ବୁଲେଟ ଟିରେ ନିଆଁ ଲାଗି ଯାଇଥିଲା ଯାହାଫଳରେ ଚାହୁଁ ଚାହୁଁ ବୁଲେଟ ଟି ଜଳି ନଷ୍ଟ ହୋଇଯାଇଥିଲା।
    1
    କେହି ଜଣେ ବ୍ୟକ୍ତି ଖାନ୍ ନଗର ସ୍ଥିତ ମା ଦକ୍ଷିଣ  କାଳୀ ଙ୍କ ମନ୍ଦିର ସମ୍ମୁଖ ରେ ବୁଲେଟ ରଖି ଯାଇଥିଲେ ହେଲେ କୌଣସି କାରଣ ବଶତଃ ବୁଲେଟ ଟିରେ ନିଆଁ ଲାଗି ଯାଇଥିଲା ଯାହାଫଳରେ ଚାହୁଁ ଚାହୁଁ ବୁଲେଟ ଟି ଜଳି ନଷ୍ଟ ହୋଇଯାଇଥିଲା।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    4 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.