logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ବେଳେ ଜିଲ୍ଲାପାଳଙ୍କୁ କାକୁତି ମିନତୀ ହୋଇ ତଳେ ବସି ଗଲେ ଜଣେ ଚାଷି, ୯ ବର୍ଷ ଧରି କୋଟି କୋଟି ଟଙ୍କାର ଋଣ ହଡପ ଅଭିଯୋଗର ହୋଇ ପାରୁନି ତଦନ୍ତ । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦାହୁଣଦା ସେବା ସମବାୟ ସମିତିରେ ଦୀର୍ଘ ୯ ବର୍ଷ ତଳେ ବହୁ ଚାଷୀଙ୍କ ନାମରେ ନକଲି କାଗଜପତ୍ର ଦେଇ କୋଟି କୋଟି ଟଙ୍କା ଅନେକ ଚାଷି ନାଁରେ ଋଣ କରାଯାଇଥିଲା ।ଯାହାକୁ ନେଇ ନିରୀହ ଚାଷୀ ମାନେ ଆଜି ପର୍ଯ୍ୟନ୍ତ ଋଣ ଭାରରୁ ମୁକୁଳି ନଥିବା ବେଳେ ବାରମ୍ବାର ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ଅଭିଯୋଗ କଲେ ମଧ୍ୟ କୌଣସି ସମାଧାନ ହୋଇ ପାରିନଥିଲା ।ଯାହାକୁ ନେଇ ଆଜି ଜଣେ ଚାଷୀ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ଆଣି ୯ ବର୍ଷ ତଳେ ହୋଇଥିବା ଏହି ଦୁର୍ନୀତିର ତଦନ୍ତ ପାଇଁ ନିବେଦନ କରି ତଳେ ବସିଯାଇଥିଲେ । ଖୁବ ଶୀଘ୍ର ଯୋଉ ଚାଷୀ ମାନଙ୍କ ନାମରେ ଋଣ ହୋଇଥିଲା ସେମାନେ ଆଜି ପର୍ଯ୍ୟନ୍ତ ନା ଋଣ ପାଇ ପାରୁଛନ୍ତି ନା ସେ ଋଣ ଜାଲରୁ ମୁକୁଳି ପାରୁଛନ୍ତି । ଯୋଉଥି ପାଇଁ ବିଭାଗ ପାଖରୁ ଆରମ୍ଭ କରି ମନ୍ତ୍ରୀ ଏବଂ ଭିଜିଲାନ୍ସ ପର୍ଯ୍ୟନ୍ତ ଅଭିଯୋଗ ଗଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସନ୍ତୋଷ ଜନକ ଉତ୍ତର ଚାଷୀ ମାନଙ୍କୁ ମିଳିପାରିନି ।

5 hrs ago
user_Jagannath Giri
Jagannath Giri
Journalist ଭୋଗରାଇ, ବାଲେଶ୍ୱର, ଓଡ଼ିଶା•
5 hrs ago

ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ବେଳେ ଜିଲ୍ଲାପାଳଙ୍କୁ କାକୁତି ମିନତୀ ହୋଇ ତଳେ ବସି ଗଲେ ଜଣେ ଚାଷି, ୯ ବର୍ଷ ଧରି କୋଟି କୋଟି ଟଙ୍କାର ଋଣ ହଡପ ଅଭିଯୋଗର ହୋଇ ପାରୁନି ତଦନ୍ତ । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦାହୁଣଦା ସେବା ସମବାୟ ସମିତିରେ ଦୀର୍ଘ ୯ ବର୍ଷ ତଳେ ବହୁ ଚାଷୀଙ୍କ ନାମରେ ନକଲି କାଗଜପତ୍ର ଦେଇ କୋଟି କୋଟି ଟଙ୍କା ଅନେକ ଚାଷି ନାଁରେ ଋଣ କରାଯାଇଥିଲା ।ଯାହାକୁ ନେଇ ନିରୀହ ଚାଷୀ ମାନେ ଆଜି ପର୍ଯ୍ୟନ୍ତ ଋଣ ଭାରରୁ ମୁକୁଳି ନଥିବା ବେଳେ ବାରମ୍ବାର ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ଅଭିଯୋଗ କଲେ ମଧ୍ୟ କୌଣସି ସମାଧାନ ହୋଇ ପାରିନଥିଲା ।ଯାହାକୁ ନେଇ ଆଜି ଜଣେ ଚାଷୀ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ଆଣି ୯ ବର୍ଷ ତଳେ ହୋଇଥିବା ଏହି ଦୁର୍ନୀତିର ତଦନ୍ତ ପାଇଁ ନିବେଦନ କରି ତଳେ ବସିଯାଇଥିଲେ । ଖୁବ ଶୀଘ୍ର ଯୋଉ ଚାଷୀ ମାନଙ୍କ ନାମରେ ଋଣ ହୋଇଥିଲା ସେମାନେ ଆଜି ପର୍ଯ୍ୟନ୍ତ ନା ଋଣ ପାଇ ପାରୁଛନ୍ତି ନା ସେ ଋଣ ଜାଲରୁ ମୁକୁଳି ପାରୁଛନ୍ତି । ଯୋଉଥି ପାଇଁ ବିଭାଗ ପାଖରୁ ଆରମ୍ଭ କରି ମନ୍ତ୍ରୀ ଏବଂ ଭିଜିଲାନ୍ସ ପର୍ଯ୍ୟନ୍ତ ଅଭିଯୋଗ ଗଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସନ୍ତୋଷ ଜନକ ଉତ୍ତର ଚାଷୀ ମାନଙ୍କୁ ମିଳିପାରିନି ।

More news from ଓଡ଼ିଶା and nearby areas
  • ମେଗା ସ୍ୱାସ୍ଥ୍ୟ ଶିବିର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦେଉଳା ସ୍କୁଲ ପରିସରରେ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଦେଉଳା ପଂଚାୟତ ପକ୍ଷରୁ ଭୁବନେଶ୍ୱର ହାଇ ଟେକ କଲେଜ ଓ ହସ୍ପିଟାଲ ଦ୍ୱାରା ଏହି ମେଗା ସ୍ୱାସ୍ଥ ଶିବିର ଆୟୋଜନ କରାଯାଇଛି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଅସହାୟ ଲୋକମାନେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ଓ ଉତ୍ତମ ଚିକିତ୍ସା ପାଇଁ କଟକ ଭୁବନେଶ୍ୱର ଭଳି ବଡ଼ ବଡ଼ ହସ୍ପିଟାଲକୁ ଯାଇ ଚିକିତ୍ସା ହେବା ସେମାନଙ୍କ ପଖେ ସମ୍ଭବ ପର ନୁହେଁ। ତେଣୁ ସେମାନଙ୍କ ପାଖକୁ କିଭଳି ଉତ୍ତମ ଚିକିତ୍ସା ପହଂଚି ପାରିବ ସେ ନେଇ ବଡ଼ ହସ୍ପିଟାଲ ବିଭିନ୍ନ ବିଭାଗର ପ୍ରଫେସର ଓ ସର୍ଜନ ମାନଙ୍କୁ ନେଇ ଏଭଳି ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଛନ୍ତି ବୋଲି ଦେଉଳା ସରପଞ୍ଚ କହିଛନ୍ତି। ଏଥିରେ ମୋଟ ୧୧ ବିଭାଗର ୧୭ ଜଣ ଅଭିଜ୍ଞ ଡାକ୍ତର ଉପସ୍ଥିତ ହୋଇ ପାଖାପାଖି ୨ ହଜାର ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣାରେ ଔଷଧ ପ୍ରଦାନ କରିଥିଲେ।ଯେଉଁଥିରେ ଭୋଗରାଇର ବିଭିନ୍ନ କଣ ଅନୁକଣରୁ ଲୋକେ ଆସି ମାଗଣାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାରେ ସୁଯୋଗ ପାଇଥିଲେ। ତେବେ ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଗ୍ରାମାଞ୍ଚଳ ମାନଙ୍କରେ ଜାରି ରହିବ ବୋଲି ହାଇଟେକ ହସ୍ପିଟାଲର ଉପାଦକ୍ଷ କହିଛନ୍ତି।
    4
    ମେଗା ସ୍ୱାସ୍ଥ୍ୟ ଶିବିର
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦେଉଳା ସ୍କୁଲ ପରିସରରେ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଦେଉଳା ପଂଚାୟତ ପକ୍ଷରୁ ଭୁବନେଶ୍ୱର ହାଇ ଟେକ  କଲେଜ ଓ ହସ୍ପିଟାଲ ଦ୍ୱାରା ଏହି ମେଗା ସ୍ୱାସ୍ଥ ଶିବିର ଆୟୋଜନ କରାଯାଇଛି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଅସହାୟ ଲୋକମାନେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ଓ ଉତ୍ତମ ଚିକିତ୍ସା ପାଇଁ କଟକ ଭୁବନେଶ୍ୱର ଭଳି ବଡ଼ ବଡ଼ ହସ୍ପିଟାଲକୁ ଯାଇ ଚିକିତ୍ସା ହେବା ସେମାନଙ୍କ ପଖେ ସମ୍ଭବ ପର ନୁହେଁ। ତେଣୁ ସେମାନଙ୍କ ପାଖକୁ କିଭଳି ଉତ୍ତମ ଚିକିତ୍ସା ପହଂଚି ପାରିବ ସେ ନେଇ ବଡ଼ ହସ୍ପିଟାଲ ବିଭିନ୍ନ ବିଭାଗର ପ୍ରଫେସର ଓ ସର୍ଜନ ମାନଙ୍କୁ ନେଇ ଏଭଳି ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଛନ୍ତି ବୋଲି ଦେଉଳା ସରପଞ୍ଚ କହିଛନ୍ତି। ଏଥିରେ ମୋଟ ୧୧ ବିଭାଗର ୧୭ ଜଣ ଅଭିଜ୍ଞ ଡାକ୍ତର ଉପସ୍ଥିତ ହୋଇ ପାଖାପାଖି ୨ ହଜାର ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣାରେ ଔଷଧ ପ୍ରଦାନ କରିଥିଲେ।ଯେଉଁଥିରେ ଭୋଗରାଇର ବିଭିନ୍ନ କଣ ଅନୁକଣରୁ ଲୋକେ ଆସି ମାଗଣାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାରେ ସୁଯୋଗ ପାଇଥିଲେ। ତେବେ ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଗ୍ରାମାଞ୍ଚଳ ମାନଙ୍କରେ ଜାରି ରହିବ ବୋଲି ହାଇଟେକ ହସ୍ପିଟାଲର ଉପାଦକ୍ଷ କହିଛନ୍ତି।
    user_ଭୋଗରାଇ ଖବର
    ଭୋଗରାଇ ଖବର
    ଭୋଗରାଇ, ବାଲେଶ୍ୱର, ଓଡ଼ିଶା•
    23 hrs ago
  • କପ୍ତିପଦା ଉପଖଣ୍ଡ ସ୍ତରୀୟ ୭୭ତମ ସାଧାରଣ ତନ୍ତ୍ର ଦିବସ 🇮🇳 କପ୍ତିପଦା ଉପଖଣ୍ଡ ସ୍ତରୀୟ ୭୭ତମ ସାଧାରଣ ତନ୍ତ୍ର ଦିବସ ସମାରୋହ ୨୦୨୬ ମସିହା ଜାନୁଆରୀ ୨୬ ତାରିଖରେ ଉଦଳା ପ୍ୟାରେଡ ପଡିଆ ଠାରେ ଭବ୍ୟ ଭାବେ ପାଳିତ ହୋଇଯାଇଛି। ଜାତୀୟ ପତାକା ଉତ୍ତୋଳନ, ପ୍ୟାରେଡ ଓ ଦେଶଭକ୍ତିମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶପ୍ରେମର ଭାବନା ଉଜାଗର ହୋଇଥିଲା। ପ୍ରଶାସନ, ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି ଆଉ ଅଧିକ ଗରିମାମୟ ହୋଇଉଠିଥିଲା। 🇮🇳 ଜୟ ହିନ୍ଦ 🇮🇳 #ସାଧାରଣତନ୍ତ୍ରଦିବସ #RepublicDay2026 #କପ୍ତିପଦା #ଉଦଳା #ଦେଶପ୍ରେମ
    1
    କପ୍ତିପଦା ଉପଖଣ୍ଡ ସ୍ତରୀୟ ୭୭ତମ ସାଧାରଣ ତନ୍ତ୍ର ଦିବସ 🇮🇳
କପ୍ତିପଦା ଉପଖଣ୍ଡ ସ୍ତରୀୟ ୭୭ତମ ସାଧାରଣ ତନ୍ତ୍ର ଦିବସ ସମାରୋହ ୨୦୨୬ ମସିହା ଜାନୁଆରୀ ୨୬ ତାରିଖରେ ଉଦଳା ପ୍ୟାରେଡ ପଡିଆ ଠାରେ ଭବ୍ୟ ଭାବେ ପାଳିତ ହୋଇଯାଇଛି।
ଜାତୀୟ ପତାକା ଉତ୍ତୋଳନ, ପ୍ୟାରେଡ ଓ ଦେଶଭକ୍ତିମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶପ୍ରେମର ଭାବନା ଉଜାଗର ହୋଇଥିଲା।
ପ୍ରଶାସନ, ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି ଆଉ ଅଧିକ ଗରିମାମୟ ହୋଇଉଠିଥିଲା।
🇮🇳 ଜୟ ହିନ୍ଦ 🇮🇳
#ସାଧାରଣତନ୍ତ୍ରଦିବସ
#RepublicDay2026
#କପ୍ତିପଦା
#ଉଦଳା
#ଦେଶପ୍ରେମ
    user_Rajib Behera
    Rajib Behera
    Journalist Mayurbhanj, Odisha•
    12 hrs ago
  • Mamma Special Birthday Cake by @shivinaren_cakeartist https://www.instagram.com/reel/DSEf5uukU2V/?igsh=MTJob203bWt4OGYybg==
    1
    Mamma Special Birthday Cake by @shivinaren_cakeartist
https://www.instagram.com/reel/DSEf5uukU2V/?igsh=MTJob203bWt4OGYybg==
    user_The Cake Gallery ( Home Made Fresh Cake)
    The Cake Gallery ( Home Made Fresh Cake)
    Artist ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    22 hrs ago
  • #ପତାକା_ଉତ୍ତୋଳନ_କଲେ_ସମାଜ ସେବୀ ମିଥୁନ ଜେନା #୭୭ତମ ସାଧାରଣତନ୍ତ୍ର ଦିବସ। କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି। #RepublicDay #77thRepublicDay #PresidentOf Bhadrak Zila Rakta Sangathan Charitable Trust,Odisha I #Mithun jena#National
    1
    #ପତାକା_ଉତ୍ତୋଳନ_କଲେ_ସମାଜ ସେବୀ ମିଥୁନ ଜେନା 
#୭୭ତମ ସାଧାରଣତନ୍ତ୍ର ଦିବସ। କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି। 
#RepublicDay #77thRepublicDay  #PresidentOf Bhadrak Zila Rakta Sangathan Charitable Trust,Odisha I #Mithun jena#National
    user_Mithuna Jena
    Mithuna Jena
    ଚାନ୍ଦବାଲି, ଭଦ୍ରକ, ଓଡ଼ିଶା•
    23 hrs ago
  • ଟ୍ରକ୍ ଧକା ରେ ମରିଥିବା ଯୁବକ ଙ୍କୁ ମିଳିବ କ୍ଷୟକ୍ଷତି।
    1
    ଟ୍ରକ୍ ଧକା ରେ ମରିଥିବା ଯୁବକ ଙ୍କୁ ମିଳିବ କ୍ଷୟକ୍ଷତି।
    user_24Anandapur
    24Anandapur
    Fitness Trainer ନନ୍ଦିପଡା, କେନ୍ଦୁଝର, ଓଡ଼ିଶା•
    6 hrs ago
  • ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ୩ୟ ଇଣ୍ଡିଆନ ରିଜର୍ଭ ବାଟାଲିୟନରେ ୭୭ ତମ ସାଧାରଣତନ୍ତ୍ର ଦିବସ ସମାରୋହ 2026 ଅନୁଷ୍ଠିତ ହୋଇଯାଇଥିବା ସୋମବାର ଦିବା 10 ଘଟିକା ସମୟରେ ଦେଖିବାକୁ ମିଳିଛି । ୩ୟ ଇଣ୍ଡିଆନ ରିଜର୍ଭ ବାଟାଲିୟନରେ ୭୭ ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ଦୂର୍ଗପତି ୟାକୁବ ଖାଁନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ଯବାନ ମାନଙ୍କ ପ୍ୟାରେଡ ପ୍ରଦର୍ଶନ କରାଯାଇଥିବା ବେଳେ ପରେ ବାଟାଲିୟନର ଯବାନ ଓ କୁନି କୁନି ପିଲା ମାନଙ୍କ ଦ୍ବାରା ନାଚ ପ୍ରଦର୍ଶନ କରାଯାଇଥିଲା ।
    1
    ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ୩ୟ ଇଣ୍ଡିଆନ ରିଜର୍ଭ ବାଟାଲିୟନରେ ୭୭ ତମ ସାଧାରଣତନ୍ତ୍ର ଦିବସ ସମାରୋହ 2026  ଅନୁଷ୍ଠିତ ହୋଇଯାଇଥିବା ସୋମବାର ଦିବା 10 ଘଟିକା ସମୟରେ ଦେଖିବାକୁ ମିଳିଛି । ୩ୟ ଇଣ୍ଡିଆନ ରିଜର୍ଭ ବାଟାଲିୟନରେ ୭୭ ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ଦୂର୍ଗପତି ୟାକୁବ ଖାଁନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ଯବାନ ମାନଙ୍କ ପ୍ୟାରେଡ ପ୍ରଦର୍ଶନ କରାଯାଇଥିବା ବେଳେ ପରେ ବାଟାଲିୟନର ଯବାନ ଓ କୁନି କୁନି ପିଲା ମାନଙ୍କ ଦ୍ବାରା ନାଚ ପ୍ରଦର୍ଶନ କରାଯାଇଥିଲା ।
    user_Kalingnagar khabar
    Kalingnagar khabar
    କଳିଙ୍ଗନଗର, ଯାଜପୁର, ଓଡ଼ିଶା•
    5 hrs ago
  • ସାରା ଭାରତ ବର୍ଷ ଆଜି ପାଳନ କରୁଛି ୭୭ ତମ ସାଧାରଣତନ୍ତ୍ର ଦିବସ। ସବୁଠି ଫରଫର ହୋଇ ଉଡ଼ୁଛି ଭାରତୀୟ ମାନଙ୍କ ଗର୍ବ ଆଉ ଗୌରବର ତ୍ରିରଙ୍ଗା। ଭାରତ ସ୍ୱାଧୀନତା ପାଇବା ପରେ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ପ୍ରଥମ କରି ଏକ ଲିଖିତ ସମ୍ବିଧାନ ପ୍ରଣୟନ ହୋଇଥିଲା। ଆଉ ସେବୁଠୁ ଏକ ଗଣତନ୍ତ୍ର ରାଷ୍ଟ୍ରରେ ସମ୍ବିଧାନ ପ୍ରତିଷ୍ଠା ପରେ ପ୍ରତି ବର୍ଷ ଏହି ଦିନକୁ ସାଧାରଣତନ୍ତ୍ର ଦିବସ ପାଳନ ହୋଇ ଆସୁଛି। ଏହି ଅବସରରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଥାନାଛକ ହେଲିପ୍ୟାଡ଼ ପଡିଆରେ ୭୭ ତମ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଛି। ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତକା ଉତ୍ତଳୋନ କରିଥିଲେ। ଏଥିରେ ଭୋଗରାଇର ବିଭିନ୍ନ ସ୍କୁଲ କଲେଜର ପିଲାଙ୍କୁ ନେଇ ଫ୍ଲାଗ ମାର୍ଚ୍ଚ କରାଯଇଥିଲା। ଯୋଗ ଦେଇଥିବା ଅଥିତି ମାନେ ପୁର୍ବ ପୁରୁଷଙ୍କୁ ବଳିଦାନର ଆଜି ଆମେ ସ୍ୱାଧୀନତା ହାସଲ କରିଛୁ ବୋଲି କହିଥିଲେ ।
    1
    ସାରା ଭାରତ ବର୍ଷ ଆଜି ପାଳନ କରୁଛି ୭୭ ତମ ସାଧାରଣତନ୍ତ୍ର ଦିବସ। ସବୁଠି ଫରଫର ହୋଇ ଉଡ଼ୁଛି ଭାରତୀୟ ମାନଙ୍କ ଗର୍ବ ଆଉ ଗୌରବର ତ୍ରିରଙ୍ଗା। ଭାରତ ସ୍ୱାଧୀନତା ପାଇବା ପରେ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ପ୍ରଥମ କରି ଏକ ଲିଖିତ ସମ୍ବିଧାନ ପ୍ରଣୟନ ହୋଇଥିଲା। ଆଉ ସେବୁଠୁ ଏକ ଗଣତନ୍ତ୍ର ରାଷ୍ଟ୍ରରେ ସମ୍ବିଧାନ ପ୍ରତିଷ୍ଠା ପରେ ପ୍ରତି ବର୍ଷ ଏହି ଦିନକୁ ସାଧାରଣତନ୍ତ୍ର ଦିବସ ପାଳନ ହୋଇ ଆସୁଛି। ଏହି ଅବସରରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଥାନାଛକ ହେଲିପ୍ୟାଡ଼ ପଡିଆରେ ୭୭ ତମ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଛି। ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତକା ଉତ୍ତଳୋନ କରିଥିଲେ। ଏଥିରେ ଭୋଗରାଇର ବିଭିନ୍ନ ସ୍କୁଲ କଲେଜର ପିଲାଙ୍କୁ ନେଇ ଫ୍ଲାଗ ମାର୍ଚ୍ଚ କରାଯଇଥିଲା। ଯୋଗ ଦେଇଥିବା ଅଥିତି ମାନେ ପୁର୍ବ ପୁରୁଷଙ୍କୁ ବଳିଦାନର ଆଜି ଆମେ ସ୍ୱାଧୀନତା ହାସଲ କରିଛୁ ବୋଲି କହିଥିଲେ ।
    user_Jagannath Giri
    Jagannath Giri
    Journalist ଭୋଗରାଇ, ବାଲେଶ୍ୱର, ଓଡ଼ିଶା•
    22 hrs ago
  • Post by 24Anandapur
    1
    Post by 24Anandapur
    user_24Anandapur
    24Anandapur
    Fitness Trainer ନନ୍ଦିପଡା, କେନ୍ଦୁଝର, ଓଡ଼ିଶା•
    6 hrs ago
  • କେନ୍ଦ୍ରାପଡ଼ା ଜିଲା ପଟାମୁଣ୍ଡାଇ ଠାରୁ ରାଜନଗର ମୁଖ୍ୟ ରାସ୍ତା ନିମ୍ନ ମାନର ହେଉଥିବା ନେଇ ଅଭିଯୋଗ
    1
    କେନ୍ଦ୍ରାପଡ଼ା ଜିଲା ପଟାମୁଣ୍ଡାଇ ଠାରୁ ରାଜନଗର ମୁଖ୍ୟ ରାସ୍ତା ନିମ୍ନ ମାନର ହେଉଥିବା ନେଇ ଅଭିଯୋଗ
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.