logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜଳ ବନ୍ଦୀରେ ଗୋକନେଶ୍ୱର ବାବା l ଆଜିକୁ 11 ଦିନ ହେଲା ଗୋକନେଶ୍ୱର ବାବା ଜଳ ବନ୍ଦୀ ଥିବାରୁ ନୀତିକାନ୍ତି ବନ୍ଦ ରହିଛି

2 hrs ago
user_SONEPUR NEWS
SONEPUR NEWS
ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
2 hrs ago

ଜଳ ବନ୍ଦୀରେ ଗୋକନେଶ୍ୱର ବାବା l ଆଜିକୁ 11 ଦିନ ହେଲା ଗୋକନେଶ୍ୱର ବାବା ଜଳ ବନ୍ଦୀ ଥିବାରୁ ନୀତିକାନ୍ତି ବନ୍ଦ ରହିଛି

More news from ଓଡ଼ିଶା and nearby areas
  • ବିନିକାଅଗ୍ନିଶମ ବାହିନୀ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କଇଁତରା ଘଣ୍ଟୋପାଲି ଗ୍ରାମର ୭ଜଣ ଉଦ୍ଧାର
    1
    ବିନିକାଅଗ୍ନିଶମ ବାହିନୀ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କଇଁତରା ଘଣ୍ଟୋପାଲି ଗ୍ରାମର ୭ଜଣ ଉଦ୍ଧାର
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • ସୁବର୍ଣ୍ଣପୁର ଗୁରୁପୂର୍ଣ୍ଣିମା ରେ କିଛି ମୁହୂର୍ତ ଗୋ ସେବା ରେ ଅତିବାହିତ l ସୁବର୍ଣ୍ଣପୁର ଗୁରୁପୂର୍ଣ୍ଣିମା ରେ କିଛି ମୁହୂର୍ତ ଗୋ ସେବା ରେ ଅତିବାହିତ lଯୁବ ସାମ୍ବାଦିକ ସମାଜସେବୀ ଦେବାନନ୍ଦ ମେଣ୍ଡିଲି ସୁବର୍ଣ୍ଣପୁର l
    1
    ସୁବର୍ଣ୍ଣପୁର ଗୁରୁପୂର୍ଣ୍ଣିମା ରେ କିଛି ମୁହୂର୍ତ ଗୋ ସେବା ରେ ଅତିବାହିତ l
ସୁବର୍ଣ୍ଣପୁର ଗୁରୁପୂର୍ଣ୍ଣିମା ରେ କିଛି ମୁହୂର୍ତ ଗୋ ସେବା ରେ ଅତିବାହିତ lଯୁବ ସାମ୍ବାଦିକ ସମାଜସେବୀ ଦେବାନନ୍ଦ ମେଣ୍ଡିଲି ସୁବର୍ଣ୍ଣପୁର l
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    14 hrs ago
  • ବୀରମହାରାଜପୁର ରଣାପାଲି ପ୍ରମୋଦ କୁମାର ମିଶ୍ର ଙ୍କ ଘର ଏବେ ପାଣିଘେରରେ, ଘର ଭିତରେ ୨ ଫୁଟ ପାଣି।
    3
    ବୀରମହାରାଜପୁର ରଣାପାଲି ପ୍ରମୋଦ କୁମାର ମିଶ୍ର ଙ୍କ ଘର ଏବେ ପାଣିଘେରରେ, ଘର ଭିତରେ ୨ ଫୁଟ ପାଣି।
    user_BAHUJAN ADHIKAR
    BAHUJAN ADHIKAR
    Media house Sonapur, Sonepur•
    21 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର 10 କଇରାପାଳିରେ ଜଳବନ୍ଦୀ ସ୍ଥିତିର ସମୀକ୍ଷା କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର 10 କଇରାପାଳିରେ ଜଳବନ୍ଦୀ ସ୍ଥିତିର ସମୀକ୍ଷା କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ। ଲଗାଣ ବର୍ଷାରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସୁରକ୍ଷା, ସ୍ଥାନାନ୍ତର ଓ ରିଲିଫ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପ୍ରଭାବିତ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ସହ ଆବଶ୍ୟକ ସହାୟତା ଜାରି ରହିଛି। ବନ୍ୟା କୁ ନେଇ କେତେ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ ଶୁଣନ୍ତୁ ଜିଲ୍ଲାପାଳ ଙ୍କ ଠାରୁ ।
    1
    ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର 10 କଇରାପାଳିରେ ଜଳବନ୍ଦୀ ସ୍ଥିତିର ସମୀକ୍ଷା କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର 10 କଇରାପାଳିରେ ଜଳବନ୍ଦୀ ସ୍ଥିତିର ସମୀକ୍ଷା କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ। ଲଗାଣ ବର୍ଷାରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସୁରକ୍ଷା, ସ୍ଥାନାନ୍ତର ଓ ରିଲିଫ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପ୍ରଭାବିତ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ସହ ଆବଶ୍ୟକ ସହାୟତା ଜାରି ରହିଛି। ବନ୍ୟା କୁ ନେଇ କେତେ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ ଶୁଣନ୍ତୁ ଜିଲ୍ଲାପାଳ ଙ୍କ ଠାରୁ ।
    user_BINKA KHABAR
    BINKA KHABAR
    ବିନିକା, ସୋନପୁର, ଓଡ଼ିଶା•
    5 hrs ago
  • *🌹{{ଶ୍ରୀ ମହାବୀର ପଞ୍ଚାଙ୍ଗ}}🌹* *🌹[[ବ୍ୟାସ ଓ ଗୁରୁ ପୂର୍ଣ୍ଣିମା]]🌹* *🌹୨୯-୭-୨୦୨୬((ବୁଧବାର))🌹* 🪷🪷🪷🪷🪷🪷🪷🪷🪷 *ଅଦ୍ଯ କର୍କଟ ଦି୧୩ନ, ଆଷାଢ଼ ଶୁକ୍ଳ ପୂର୍ଣ୍ଣିମା ଦ୩୭।୦ ରାଘ୮।୧୩,ଉତ୍ତରାଷାଢ଼ା ଦ୨୭।୪୦ ଦିଘ୪।୨୯,ମକର ଚନ୍ଦ୍ର ୬୦।* 🪷🪷🪷🪷🪷🪷🪷🪷🪷 *ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)* *କର୍କଟ ଦ ୧/୫୮/୨୫ ଇଂଘ ୫/୨୪/୫୨ ଗତେ ଉଦୟ।* *ମକର ଦ ୧/୫୩/୩୦ ଇଂଘ ୬/୨୧/୩୪ ଗତେ ଅସ୍ତ।* 🪷🪷🪷🪷🪷🪷🪷🪷🪷 *ଯୋଗିନୀ ବାୟବ୍ୟେ । ରାତ୍ରି ଘ୮।୧୩ ଗତେ ପୂର୍ବେ ।ଯାତ୍ରାଦି ଶୁଭକର୍ମ ନାସ୍ତି ।ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର ।କର୍କଟ ରାଶିର ଘାତବାର । ଦିବା ଘ୪।୨୯ ଗତେ ଧନିଷ୍ଠା,ଶତଭିଷା, ଉତ୍ତରଭାଦ୍ର, ଅଶ୍ବିନୀ ,କୃତ୍ତିକା ,ମୃଗଶିରା, ଆର୍ଦ୍ର ପୁଷ୍ୟା ମଘା ଉତ୍ତରାଫାଃ ,ଚିତ୍ରା, ସ୍ଵାତୀ, ଅନୁରାଧା ମୂଳା ଉତ୍ତରାଷାଢ଼ା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୮।୩୯ ଗତେ ଘ୧୦।୧୬ ମଧ୍ୟେ କାଳବେଳା । ଘ୧୧।୫୩ ଗତେ ଘ୧।୩୦ ମଧ୍ୟେ ବାରବେଳା* *। ରାତ୍ରି ଘ୨।୩୯ ଗତେ ଘ୪।୨ ମଧ୍ୟେ କାଳରାତ୍ରି । ମୃତେ ଦିବା ଘ୪।୨୯ ମଧ୍ୟେ ପାଦଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ରଜଶ୍ଚକ୍ରେ ବିଧବା । ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ସ୍ତ୍ରୀ ତୈଳବର୍ଜନ । ମତ୍ସ୍ୟ ମାଂସ ରାତ୍ରି ଘ୮।୧୩ ଗତେ କୁଷ୍ମାଣ୍ଡ(ପାଣି କଖାରୁ) ଭକ୍ଷଣ ନିଷେଧ । ଅଦ୍ୟ ବ୍ୟାସ ଓ ଗୁରୁପୂର୍ଣ୍ଣିମା । ବ୍ୟାସଦେବଙ୍କ ଜୟନ୍ତୀ ।ଶରଣଂ ।* 🪷🪷🪷🪷🪷🪷🪷🪷🪷 *(ଅମୃତ)-ଦିବା ଘ୭।୧ ମଧ୍ୟେ ଘ୧୧।୪୯ ଗତେ ଘ୧।୨୫ ମଧ୍ୟେ । ରାତ୍ରି ଘ୭।୧୦ ଗତେ ଘ୯।୩୪ ମଧ୍ୟେ ଘ୨।୨୨ ଗତେ ଘ୫।୨୫ ମଧ୍ୟେ । (ମାହେନ୍ଦ୍ର)-ଦିବା ଘ୩।୪୯ ଗତେ ଘ୫।୨୪ ମଧ୍ୟେ ରାତ୍ରି ଘ୯।୩୪ ଗତେ ଘ୧୧।୧୦ ମଧ୍ୟେ ।* 🪷🪷🪷🪷🪷🪷🪷🪷🪷 🪷🪷🪷🪷🪷🪷🪷🪷🪷 *ମେଷ: ଆପଣଙ୍କ ମନ ଓ ହୃଦୟ ବିରୋଧାଭାସ ସୃଷ୍ଟି କରିପାରନ୍ତି। ଜୀବନରେ ଆଗକୁ ବଢ଼ିବା ପାଇଁ ଲୋକଙ୍କ ସାହାଯ୍ୟ ପାଇବେ। ପ୍ରେମିକଙ୍କ ସହିତ ସମ୍ବନ୍ଧ ସୁଖଦ ହେବ।* *ବୃଷ: ଆପଣଙ୍କ ରଚନାତ୍ମକ ପ୍ରତିଭା ଲୋକଙ୍କ ସାମନାକୁ ଆସିବ। କୌଣସି ଶୁଭ ସମାଚାର ପାଇବାର ସମ୍ଭାବନା ଅଛି। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ।* *ମିଥୁନ: ବାପା ମାଆଙ୍କ ସାହାଯ୍ୟରେ ଗୁରୁତ୍ବପୂର୍ଣ୍ଣ କାମ ସ˚ପୂର୍ଣ୍ଣ ହେବ। ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ। ଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।* *କର୍କଟ: ବିଶେଷ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ବନ୍ଧୁ ସହିତ ଦର୍ଶନୀୟ ସ୍ଥାନକୁ ବୁଲି ଯାଇପାରନ୍ତି। ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ।* *ସି˚ହ: ଅଫିସରେ ଆପଣଙ୍କ ବେଶଭୂଷାର ପ୍ରଶ˚ସା ହେବ। ଆପଣଙ୍କ ବ୍ୟବହାରରେ କିଛି ଲୋକ ଖୁସି ହେବେ। ନୂଆ ଘର ନିର୍ମାଣ ଲାଗି ଯୋଜନା କରିବେ।* *କନ୍ୟା: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। କୌଣସି ନୂଆ କାମ କରିବାର ସୁଯୋଗ ପାଇବେ। ପାରିବାରିକ ଜୀବନ ସୁଖକର ହେବ।* *ତୁଳା: ନିଜର ଭବିଷ୍ୟତ ସମ୍ବନ୍ଧରେ ଚିନ୍ତା କରିବେ। ଆପଣଙ୍କର ଆୟ ବୃଦ୍ଧି ହେବାର ସ˚କେତ ମିଳିବ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।* *ବିଛା: ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ନିଜର ଧୀଶକ୍ତି ବଳରେ ସବୁ କାମ ସମ୍ଭାଳି ନେବେ। ମହିଳାଙ୍କର ଅଫିସରେ ଉନ୍ନତି ହେବ।* *ଧନୁ: ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହେବାର ସମ୍ଭାବନା ଅଛି। ଘରେ ମାଙ୍ଗଳିକ କାର୍ଯ୍ୟ ଲାଗି ଭାବି ପାରନ୍ତି। ବ୍ୟବସାୟ କାମରେ ପାଖ ସହରକୁ ଯାଇପାରନ୍ତି।* *ମକର: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ବାଲ୍ୟବନ୍ଧୁଙ୍କ ସହିତ ଭେଟ ହୋଇପାରେ। କୌଣସି କାମ ପାଇଁ ବଡ଼ ନିଷ୍ପତ୍ତି ନେବେ।* *କୁମ୍ଭ: କୌଣସି ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ପରିବାର ଲୋକଙ୍କ ସହିତ ପ୍ରେମଭାବ ବଢ଼ିବ।* *ମୀନ: ପୂଜାପାଠରେ ଅଧିକ ସମୟ ବିତିବ। ପରିବାର ଲୋକଙ୍କ ପରାମର୍ଶ ମହତ୍ତ୍ବପୂର୍ଣ୍ଣ ରହିବ। କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ।*
    1
    *🌹{{ଶ୍ରୀ ମହାବୀର ପଞ୍ଚାଙ୍ଗ}}🌹*
*🌹[[ବ୍ୟାସ ଓ ଗୁରୁ ପୂର୍ଣ୍ଣିମା]]🌹*
*🌹୨୯-୭-୨୦୨୬((ବୁଧବାର))🌹*
🪷🪷🪷🪷🪷🪷🪷🪷🪷
*ଅଦ୍ଯ କର୍କଟ ଦି୧୩ନ, ଆଷାଢ଼ ଶୁକ୍ଳ ପୂର୍ଣ୍ଣିମା ଦ୩୭।୦ ରାଘ୮।୧୩,ଉତ୍ତରାଷାଢ଼ା ଦ୨୭।୪୦ ଦିଘ୪।୨୯,ମକର ଚନ୍ଦ୍ର ୬୦।*
🪷🪷🪷🪷🪷🪷🪷🪷🪷
*ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)*
*କର୍କଟ ଦ ୧/୫୮/୨୫ ଇଂଘ ୫/୨୪/୫୨ ଗତେ ଉଦୟ।*
*ମକର ଦ ୧/୫୩/୩୦ ଇଂଘ ୬/୨୧/୩୪ ଗତେ ଅସ୍ତ।*
🪷🪷🪷🪷🪷🪷🪷🪷🪷
*ଯୋଗିନୀ ବାୟବ୍ୟେ । ରାତ୍ରି ଘ୮।୧୩ ଗତେ ପୂର୍ବେ ।ଯାତ୍ରାଦି ଶୁଭକର୍ମ ନାସ୍ତି ।ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର ।କର୍କଟ ରାଶିର ଘାତବାର । ଦିବା ଘ୪।୨୯ ଗତେ ଧନିଷ୍ଠା,ଶତଭିଷା, ଉତ୍ତରଭାଦ୍ର, ଅଶ୍ବିନୀ ,କୃତ୍ତିକା ,ମୃଗଶିରା, ଆର୍ଦ୍ର ପୁଷ୍ୟା ମଘା ଉତ୍ତରାଫାଃ ,ଚିତ୍ରା, ସ୍ଵାତୀ, ଅନୁରାଧା ମୂଳା ଉତ୍ତରାଷାଢ଼ା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୮।୩୯ ଗତେ ଘ୧୦।୧୬ ମଧ୍ୟେ କାଳବେଳା । ଘ୧୧।୫୩ ଗତେ ଘ୧।୩୦ ମଧ୍ୟେ ବାରବେଳା* *। ରାତ୍ରି ଘ୨।୩୯ ଗତେ ଘ୪।୨ ମଧ୍ୟେ କାଳରାତ୍ରି । ମୃତେ ଦିବା ଘ୪।୨୯ ମଧ୍ୟେ ପାଦଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ରଜଶ୍ଚକ୍ରେ ବିଧବା । ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ସ୍ତ୍ରୀ ତୈଳବର୍ଜନ । ମତ୍ସ୍ୟ ମାଂସ ରାତ୍ରି ଘ୮।୧୩ ଗତେ କୁଷ୍ମାଣ୍ଡ(ପାଣି କଖାରୁ) ଭକ୍ଷଣ ନିଷେଧ । ଅଦ୍ୟ ବ୍ୟାସ ଓ ଗୁରୁପୂର୍ଣ୍ଣିମା । ବ୍ୟାସଦେବଙ୍କ ଜୟନ୍ତୀ ।ଶରଣଂ ।*
🪷🪷🪷🪷🪷🪷🪷🪷🪷 
*(ଅମୃତ)-ଦିବା ଘ୭।୧ ମଧ୍ୟେ ଘ୧୧।୪୯ ଗତେ ଘ୧।୨୫ ମଧ୍ୟେ । ରାତ୍ରି ଘ୭।୧୦ ଗତେ ଘ୯।୩୪ ମଧ୍ୟେ ଘ୨।୨୨ ଗତେ ଘ୫।୨୫ ମଧ୍ୟେ । (ମାହେନ୍ଦ୍ର)-ଦିବା ଘ୩।୪୯ ଗତେ ଘ୫।୨୪ ମଧ୍ୟେ ରାତ୍ରି ଘ୯।୩୪ ଗତେ ଘ୧୧।୧୦ ମଧ୍ୟେ ।*
🪷🪷🪷🪷🪷🪷🪷🪷🪷
🪷🪷🪷🪷🪷🪷🪷🪷🪷

*ମେଷ: ଆପଣଙ୍କ ମନ ଓ ହୃଦୟ ବିରୋଧାଭାସ ସୃଷ୍ଟି କରିପାରନ୍ତି। ଜୀବନରେ ଆଗକୁ ବଢ଼ିବା ପାଇଁ ଲୋକଙ୍କ ସାହାଯ୍ୟ ପାଇବେ। ପ୍ରେମିକଙ୍କ ସହିତ ସମ୍ବନ୍ଧ ସୁଖଦ ହେବ।*

*ବୃଷ: ଆପଣଙ୍କ ରଚନାତ୍ମକ ପ୍ରତିଭା ଲୋକଙ୍କ ସାମନାକୁ ଆସିବ। କୌଣସି ଶୁଭ ସମାଚାର ପାଇବାର ସମ୍ଭାବନା ଅଛି। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ।*

*ମିଥୁନ: ବାପା ମାଆଙ୍କ ସାହାଯ୍ୟରେ ଗୁରୁତ୍ବପୂର୍ଣ୍ଣ କାମ ସ˚ପୂର୍ଣ୍ଣ ହେବ। ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ। ଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।*

*କର୍କଟ: ବିଶେଷ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ବନ୍ଧୁ ସହିତ ଦର୍ଶନୀୟ ସ୍ଥାନକୁ ବୁଲି ଯାଇପାରନ୍ତି। ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ।*

*ସି˚ହ: ଅଫିସରେ ଆପଣଙ୍କ ବେଶଭୂଷାର ପ୍ରଶ˚ସା ହେବ। ଆପଣଙ୍କ ବ୍ୟବହାରରେ କିଛି ଲୋକ ଖୁସି ହେବେ। ନୂଆ ଘର ନିର୍ମାଣ ଲାଗି ଯୋଜନା କରିବେ।*

*କନ୍ୟା: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। କୌଣସି ନୂଆ କାମ କରିବାର ସୁଯୋଗ ପାଇବେ। ପାରିବାରିକ ଜୀବନ ସୁଖକର ହେବ।*

*ତୁଳା: ନିଜର ଭବିଷ୍ୟତ ସମ୍ବନ୍ଧରେ ଚିନ୍ତା କରିବେ। ଆପଣଙ୍କର ଆୟ ବୃଦ୍ଧି ହେବାର ସ˚କେତ ମିଳିବ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।*

*ବିଛା: ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ନିଜର ଧୀଶକ୍ତି ବଳରେ ସବୁ କାମ ସମ୍ଭାଳି ନେବେ। ମହିଳାଙ୍କର ଅଫିସରେ ଉନ୍ନତି ହେବ।*

*ଧନୁ: ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହେବାର ସମ୍ଭାବନା ଅଛି। ଘରେ ମାଙ୍ଗଳିକ କାର୍ଯ୍ୟ ଲାଗି ଭାବି ପାରନ୍ତି। ବ୍ୟବସାୟ କାମରେ ପାଖ ସହରକୁ ଯାଇପାରନ୍ତି।*

*ମକର: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ବାଲ୍ୟବନ୍ଧୁଙ୍କ ସହିତ ଭେଟ ହୋଇପାରେ। କୌଣସି କାମ ପାଇଁ ବଡ଼ ନିଷ୍ପତ୍ତି ନେବେ।*

*କୁମ୍ଭ: କୌଣସି ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ପରିବାର ଲୋକଙ୍କ ସହିତ ପ୍ରେମଭାବ ବଢ଼ିବ।*

*ମୀନ: ପୂଜାପାଠରେ ଅଧିକ ସମୟ ବିତିବ। ପରିବାର ଲୋକଙ୍କ ପରାମର୍ଶ ମହତ୍ତ୍ବପୂର୍ଣ୍ଣ ରହିବ। କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ।*
    user_Binod pandey
    Binod pandey
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    11 hrs ago
  • ଡୁଙ୍ଗୁରିପାଲି ଅଗ୍ନିଶମ ବାହିନୀର ଉଦ୍ୟମରେ ସମସ୍ତ ୨୦ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର
    1
    ଡୁଙ୍ଗୁରିପାଲି ଅଗ୍ନିଶମ ବାହିନୀର ଉଦ୍ୟମରେ ସମସ୍ତ ୨୦ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • ଜଳ ବନ୍ଦୀରେ ଗୋକନେଶ୍ୱର ବାବା l ଆଜିକୁ 11 ଦିନ ହେଲା ଗୋକନେଶ୍ୱର ବାବା ଜଳ ବନ୍ଦୀ ଥିବାରୁ ନୀତିକାନ୍ତି ବନ୍ଦ ରହିଛି
    1
    ଜଳ ବନ୍ଦୀରେ ଗୋକନେଶ୍ୱର ବାବା l ଆଜିକୁ 11 ଦିନ ହେଲା ଗୋକନେଶ୍ୱର ବାବା ଜଳ ବନ୍ଦୀ ଥିବାରୁ ନୀତିକାନ୍ତି ବନ୍ଦ ରହିଛି
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.