logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଅଡବା ପୋଲିସ ଅଡବା ଥାନା ଅଂଚଳରେ ଚାଲିଥିବା ଏକ ବେଆଇନ ମଦ ଭାଟି ଉପରେ ଚଢ଼ାଉ କରିଛି। ଏହି ଚଢ଼ାଉ ସମୟରେ ପୋଲିସ ବିପୁଳ ପରିମାଣର ମଦ ନଷ୍ଟ କରିବା ସହ ମଦ ଭାଟିକୁ ମଧ୍ୟ ଭାଙ୍ଗି ନଷ୍ଟ କରିଦେଇଛି।

2 days ago
user_Ansubhai Pandey
Ansubhai Pandey
ମୋହନା, ଗଜପତି, ଓଡ଼ିଶା•
2 days ago

ଅଡବା ପୋଲିସ ଅଡବା ଥାନା ଅଂଚଳରେ ଚାଲିଥିବା ଏକ ବେଆଇନ ମଦ ଭାଟି ଉପରେ ଚଢ଼ାଉ କରିଛି। ଏହି ଚଢ଼ାଉ ସମୟରେ ପୋଲିସ ବିପୁଳ ପରିମାଣର ମଦ ନଷ୍ଟ କରିବା ସହ ମଦ ଭାଟିକୁ ମଧ୍ୟ ଭାଙ୍ଗି ନଷ୍ଟ କରିଦେଇଛି।

More news from ଓଡ଼ିଶା and nearby areas
  • ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ଲାଞ୍ଜିଆ ଗ୍ରାମ ପଞ୍ଚାୟତରେ ଏକ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଲୋକମାନେ ସିଧାସଳଖ ବିଭାଗୀୟ ଅଧିକାରୀଙ୍କୁ ନିଜର ସମସ୍ୟା ଓ ଅଭିଯୋଗ ଜଣାଇବାର ସୁଯୋଗ ପାଇଥିଲେ।
    1
    ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ଲାଞ୍ଜିଆ ଗ୍ରାମ ପଞ୍ଚାୟତରେ ଏକ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଲୋକମାନେ ସିଧାସଳଖ ବିଭାଗୀୟ ଅଧିକାରୀଙ୍କୁ ନିଜର ସମସ୍ୟା ଓ ଅଭିଯୋଗ ଜଣାଇବାର ସୁଯୋଗ ପାଇଥିଲେ।
    user_Live Odisha NewsUpdate Distric
    Live Odisha NewsUpdate Distric
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    23 hrs ago
  • ଆନ୍ଧ୍ରା ବିଇଡି କରେଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ନେଇ କିଛି ଛାତ୍ରଛାତ୍ରୀ ପୋଲିସ ଥାନାର ଦ୍ୱାରସ୍ତ ହୋଇଛନ୍ତି।
    1
    ଆନ୍ଧ୍ରା ବିଇଡି କରେଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ନେଇ କିଛି ଛାତ୍ରଛାତ୍ରୀ ପୋଲିସ ଥାନାର ଦ୍ୱାରସ୍ତ ହୋଇଛନ୍ତି।
    user_ମଳୟ ବେନୁଆଁ.
    ମଳୟ ବେନୁଆଁ.
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    17 hrs ago
  • ଚାମେଲି ମାମଲାରେ ଚାଲିଥିବା ତଦନ୍ତ ପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନର ସଙ୍କେତ ମିଳିଛି। ଏହି ପ୍ରସଙ୍ଗରେ ଜିଲାପାଳ ସ୍ପଷ୍ଟ କରିଛନ୍ତି ଯେ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ସଜାଗ ରହିଛି।
    1
    ଚାମେଲି ମାମଲାରେ ଚାଲିଥିବା ତଦନ୍ତ ପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନର ସଙ୍କେତ ମିଳିଛି। ଏହି ପ୍ରସଙ୍ଗରେ ଜିଲାପାଳ ସ୍ପଷ୍ଟ କରିଛନ୍ତି ଯେ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ସଜାଗ ରହିଛି।
    user_Prime time press
    Prime time press
    Agistment service Nayagarh, Odisha•
    5 hrs ago
  • କଂଗ୍ରେସ ନେତା ମନୋଜ କୁମାର ସାହୁ ନୟାଗଡ଼ର ବିଭିନ୍ନ ସମସ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
    1
    କଂଗ୍ରେସ ନେତା ମନୋଜ କୁମାର ସାହୁ ନୟାଗଡ଼ର ବିଭିନ୍ନ ସମସ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    17 hrs ago
  • ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଗ୍ରାମରେ ଜଣେ ବ୍ୟକ୍ତି ଅବରୋଧ କରି ରଖିଥିବା ପ୍ରାୟ ୧୦୦ ମିଟର ରାସ୍ତାକୁ ଶେଷରେ ମୁକ୍ତ କରାଯାଇଛି। ଜଣେ ଅସାମାଜିକ ବ୍ୟକ୍ତି ଏହି ରାସ୍ତା ନିର୍ମାଣ କାମ କରାଇ ଦେଉନଥିବାରୁ ସ୍ଥାନୀୟ ଲୋକେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବଂ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ସମାଧାନ ହୋଇପାରିନଥିଲା। ମଙ୍ଗଳବାର ରାତିରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଛଣଗିରି ଗ୍ରାମକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ରାସ୍ତାର ଦୁରବସ୍ଥା ଦେଖିବା ସହ ଅଞ୍ଚଳବାସୀଙ୍କ ଅଭିଯୋଗ ଶୁଣିଥିଲେ। ଏହାପରେ ସେ ତୁରନ୍ତ ରାତି ଅଧରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଡକାଇ ରାସ୍ତାକୁ ଅବରୋଧ ମୁକ୍ତ କରିବା ସହ ରାସ୍ତା କାମ ଆରମ୍ଭ କରିଥିଲେ। ବିଧାୟକ ନିଜେ ଉପସ୍ଥିତ ରହିବା ସହ ଗ୍ରାମବାସୀଙ୍କ ଉପସ୍ଥିତିରେ ସକାଳ ସୁଦ୍ଧା ସେହି ସ୍ଥାନରେ କଂକ୍ରିଟ ରାସ୍ତା ନିର୍ମାଣ କରାଇଥିଲେ। ବିଧାୟକଙ୍କ ଏଭଳି ତ୍ୱରିତ ପଦକ୍ଷେପକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଥିବା ବେଳେ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସମସ୍ୟାର ସମାଧାନ ହୋଇପାରିଛି।
    3
    ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଗ୍ରାମରେ ଜଣେ ବ୍ୟକ୍ତି ଅବରୋଧ କରି ରଖିଥିବା ପ୍ରାୟ ୧୦୦ ମିଟର ରାସ୍ତାକୁ ଶେଷରେ ମୁକ୍ତ କରାଯାଇଛି। ଜଣେ ଅସାମାଜିକ ବ୍ୟକ୍ତି ଏହି ରାସ୍ତା ନିର୍ମାଣ କାମ କରାଇ ଦେଉନଥିବାରୁ ସ୍ଥାନୀୟ ଲୋକେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବଂ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ସମାଧାନ ହୋଇପାରିନଥିଲା।

ମଙ୍ଗଳବାର ରାତିରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଛଣଗିରି ଗ୍ରାମକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ରାସ୍ତାର ଦୁରବସ୍ଥା ଦେଖିବା ସହ ଅଞ୍ଚଳବାସୀଙ୍କ ଅଭିଯୋଗ ଶୁଣିଥିଲେ। ଏହାପରେ ସେ ତୁରନ୍ତ ରାତି ଅଧରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଡକାଇ ରାସ୍ତାକୁ ଅବରୋଧ ମୁକ୍ତ କରିବା ସହ ରାସ୍ତା କାମ ଆରମ୍ଭ କରିଥିଲେ।

ବିଧାୟକ ନିଜେ ଉପସ୍ଥିତ ରହିବା ସହ ଗ୍ରାମବାସୀଙ୍କ ଉପସ୍ଥିତିରେ ସକାଳ ସୁଦ୍ଧା ସେହି ସ୍ଥାନରେ କଂକ୍ରିଟ ରାସ୍ତା ନିର୍ମାଣ କରାଇଥିଲେ। ବିଧାୟକଙ୍କ ଏଭଳି ତ୍ୱରିତ ପଦକ୍ଷେପକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଥିବା ବେଳେ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସମସ୍ୟାର ସମାଧାନ ହୋଇପାରିଛି।
    user_ଦୀପକ କୁମାର ପ୍ରଧାନ
    ଦୀପକ କୁମାର ପ୍ରଧାନ
    ଟାଙ୍ଗୀ, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ମୋହନା କଲ୍ୟାଣୀ ମଣ୍ଡପଠାରେ କିଶୋରୀ ବାଳିକାମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ରଜ ଉତ୍ସବ ପାଳନ କରାଯାଇଛି। ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ନାଚ, ଗୀତ ଏବଂ ଖେଳକୁଦ ଭଳି ବିଭିନ୍ନ ଆୟୋଜନ କରାଯାଇଥିଲା।
    1
    ମୋହନା କଲ୍ୟାଣୀ ମଣ୍ଡପଠାରେ କିଶୋରୀ ବାଳିକାମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ରଜ ଉତ୍ସବ ପାଳନ କରାଯାଇଛି। ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ନାଚ, ଗୀତ ଏବଂ ଖେଳକୁଦ ଭଳି ବିଭିନ୍ନ ଆୟୋଜନ କରାଯାଇଥିଲା।
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    20 hrs ago
  • ଖୋର୍ଦ୍ଧା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଉପ ଅବକାରୀ ଅଧିକ୍ଷକ ରାଧାକାନ୍ତ ଭୋଇ ଏବଂ ଟାଙ୍ଗୀ ଅବକାରୀ ନିରୀକ୍ଷକ ଅଜିତ କୁମାର ପାତ୍ରଙ୍କ ତତ୍ତ୍ଵାବଧାନରେ ଟାଙ୍ଗୀ ଅବକାରୀ ଅଧିକାରୀ ରମେଶ ଚନ୍ଦ୍ର ବାରିକଙ୍କ ପରିଚାଳନାରେ ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଠାରେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ଏକ କାରକୁ କାବୁ କରାଯାଇଛି। ଜିଲ୍ଲା ଅବକାରୀ ବିଭାଗକୁ ମିଳିଥିବା ସୂଚନା ମୁତାବକ, ଓଡି ୦୨ ସି ଡବ୍ଲୁ ୬୫୩୧ ନମ୍ବର ବିଶିଷ୍ଟ ଏକ ଧଳା ରଙ୍ଗର ଡିଜାର କାରରେ ଗଞ୍ଜେଇ ଚାଲାଣ ହେଉଥିଲା। ଆଜି ମଧ୍ୟାହ୍ନ ୧୨ ଘଟିକା ସମୟରେ ଛଣଗିରି ଦୋଳପଡ଼ିଆ ଠାରେ ଅବକାରୀ ବିଭାଗର ଟିମ୍ ଉକ୍ତ କାରକୁ କାବୁ କରି ୩ଟି ଜରି ବସ୍ତାରୁ ୮୦ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିଥିଲା, ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଗଞ୍ଜେଇ ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଚାଲାଣ ହେଉଥିଲା। ଏହି ଘଟଣାରେ ଫୁଲବାଣୀର ଶୁଣ୍ଢୀ ସାହିର ଅମିତ କୁମାର ସାହୁକୁ ଗିରଫ କରାଯାଇ ଟାଙ୍ଗୀ ଅବକାରୀ ଥାନାରେ ୫୬/୨୬-୨୭ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି ଏବଂ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଖୋର୍ଦ୍ଧା ସଦର ଓଆଇସି ସୁଜିତ କୁମାର ମୁଦୁଲି, ଏଏସଆଇ ଶମ୍ବୁନାଥ ପ୍ରଧାନ, ଜିତେନ୍ଦ୍ର ବେହେରା, ଇସି ଟିଟୁ ସାହୁ, ଅନିଲ କୁମାର ପ୍ରଧାନ, ମନୋଜ କୁମାର ଜୟସିଂହ ଏବଂ ପ୍ରଣବ କୁମାର ବେହେରା ପ୍ରମୁଖ ସାମିଲ ଥିଲେ।
    1
    ଖୋର୍ଦ୍ଧା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଉପ ଅବକାରୀ ଅଧିକ୍ଷକ ରାଧାକାନ୍ତ ଭୋଇ ଏବଂ ଟାଙ୍ଗୀ ଅବକାରୀ ନିରୀକ୍ଷକ ଅଜିତ କୁମାର ପାତ୍ରଙ୍କ ତତ୍ତ୍ଵାବଧାନରେ ଟାଙ୍ଗୀ ଅବକାରୀ ଅଧିକାରୀ ରମେଶ ଚନ୍ଦ୍ର ବାରିକଙ୍କ ପରିଚାଳନାରେ ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଠାରେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ଏକ କାରକୁ କାବୁ କରାଯାଇଛି। ଜିଲ୍ଲା ଅବକାରୀ ବିଭାଗକୁ ମିଳିଥିବା ସୂଚନା ମୁତାବକ, ଓଡି ୦୨ ସି ଡବ୍ଲୁ ୬୫୩୧ ନମ୍ବର ବିଶିଷ୍ଟ ଏକ ଧଳା ରଙ୍ଗର ଡିଜାର କାରରେ ଗଞ୍ଜେଇ ଚାଲାଣ ହେଉଥିଲା।

ଆଜି ମଧ୍ୟାହ୍ନ ୧୨ ଘଟିକା ସମୟରେ ଛଣଗିରି ଦୋଳପଡ଼ିଆ ଠାରେ ଅବକାରୀ ବିଭାଗର ଟିମ୍ ଉକ୍ତ କାରକୁ କାବୁ କରି ୩ଟି ଜରି ବସ୍ତାରୁ ୮୦ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିଥିଲା, ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଗଞ୍ଜେଇ ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଚାଲାଣ ହେଉଥିଲା।

ଏହି ଘଟଣାରେ ଫୁଲବାଣୀର ଶୁଣ୍ଢୀ ସାହିର ଅମିତ କୁମାର ସାହୁକୁ ଗିରଫ କରାଯାଇ ଟାଙ୍ଗୀ ଅବକାରୀ ଥାନାରେ ୫୬/୨୬-୨୭ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି ଏବଂ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଖୋର୍ଦ୍ଧା ସଦର ଓଆଇସି ସୁଜିତ କୁମାର ମୁଦୁଲି, ଏଏସଆଇ ଶମ୍ବୁନାଥ ପ୍ରଧାନ, ଜିତେନ୍ଦ୍ର ବେହେରା, ଇସି ଟିଟୁ ସାହୁ, ଅନିଲ କୁମାର ପ୍ରଧାନ, ମନୋଜ କୁମାର ଜୟସିଂହ ଏବଂ ପ୍ରଣବ କୁମାର ବେହେରା ପ୍ରମୁଖ ସାମିଲ ଥିଲେ।
    user_ଦୀପକ କୁମାର ପ୍ରଧାନ
    ଦୀପକ କୁମାର ପ୍ରଧାନ
    ଟାଙ୍ଗୀ, ଖୋର୍ଦ୍ଧା, ଓଡ଼ିଶା•
    16 hrs ago
  • ବର୍ତ୍ତମାନ ଗୋଟିକ ପରେ ଗୋଟିଏ ବିଜେପି ବିଧାୟକଙ୍କ ଅଡୁଆ ବଢ଼ିବାରେ ଲାଗିଛି। ପୂର୍ବରୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଫାଙ୍କା ଗୁଳିଚାଳନା କରି ଚର୍ଚ୍ଚାକୁ ଆସି ଅଡୁଆରେ ପଡ଼ିଥିବା ବେଳେ, ଏବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ବିଧାୟକ ଲକ୍ଷ୍ମଣ ବାଗଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୋଗ ଅନୁଯାୟୀ, ଏକ ଘରୋଇ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ବିଧାୟକ ଲକ୍ଷ୍ମଣ ବାଗ ଆଦିବାସୀମାନଙ୍କୁ 'ଦୂଷିତ' ବୋଲି କହିଥିଲେ, ଯାହାକୁ ନେଇ ସଂଘ ତୀବ୍ର ବିରୋଧ ପ୍ରଦର୍ଶନ କରିଛି। ଏହି ଘଟଣାକୁ ନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଟିଟିଲାଗଡ଼ ଥାନା ସମ୍ମୁଖରେ ବିଧାୟକ ଲକ୍ଷ୍ମଣ ବାଗଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି। ସଂଘ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ଯେ ଯଦି ତାଙ୍କୁ ଗିରଫ କରାନଯାଏ, ତେବେ ଆଗାମୀ ଦିନରେ ଏକ ଭୟଙ୍କର ଆନ୍ଦୋଳନ କରାଯିବ। ଏହି ମାମଲା ରୁଜୁ କରିବା ଏବଂ ବିରୋଧ ପ୍ରଦର୍ଶନ ସମୟରେ ଟିଟିଲାଗଡ଼ ବ୍ଲକ୍ ସଭାପତି ପଦ୍ମନ ପ୍ରଧାନୀଙ୍କ ନେତୃତ୍ୱରେ ଉପଦେଷ୍ଟା ଦେବ ସିଂ ମାଝୀ, ଉପସଭାପତି ଶତ୍ରୁଘ୍ନ ମାଝୀ ଓ ନିତ୍ୟାନନ୍ଦ ମାଝୀ, ସମ୍ପାଦକ ସୁନୀଲ ମାଝୀ, ପୃଥ୍ୱୀରାଜ ମାଝୀ, ଜଗଦିଶ ମାଝୀ, ଶଙ୍କର ମାଝୀ, ଭୁବନେଶ୍ୱର ପାତ୍ରଙ୍କ ସମେତ ଆଦିବାସୀ କଲ୍ୟାଣ ସଂଘର ଅନେକ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।
    3
    ବର୍ତ୍ତମାନ ଗୋଟିକ ପରେ ଗୋଟିଏ ବିଜେପି ବିଧାୟକଙ୍କ ଅଡୁଆ ବଢ଼ିବାରେ ଲାଗିଛି। ପୂର୍ବରୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଫାଙ୍କା ଗୁଳିଚାଳନା କରି ଚର୍ଚ୍ଚାକୁ ଆସି ଅଡୁଆରେ ପଡ଼ିଥିବା ବେଳେ, ଏବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ବିଧାୟକ ଲକ୍ଷ୍ମଣ ବାଗଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୋଗ ଅନୁଯାୟୀ, ଏକ ଘରୋଇ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ବିଧାୟକ ଲକ୍ଷ୍ମଣ ବାଗ ଆଦିବାସୀମାନଙ୍କୁ 'ଦୂଷିତ' ବୋଲି କହିଥିଲେ, ଯାହାକୁ ନେଇ ସଂଘ ତୀବ୍ର ବିରୋଧ ପ୍ରଦର୍ଶନ କରିଛି।

ଏହି ଘଟଣାକୁ ନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଟିଟିଲାଗଡ଼ ଥାନା ସମ୍ମୁଖରେ ବିଧାୟକ ଲକ୍ଷ୍ମଣ ବାଗଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି। ସଂଘ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ଯେ ଯଦି ତାଙ୍କୁ ଗିରଫ କରାନଯାଏ, ତେବେ ଆଗାମୀ ଦିନରେ ଏକ ଭୟଙ୍କର ଆନ୍ଦୋଳନ କରାଯିବ।

ଏହି ମାମଲା ରୁଜୁ କରିବା ଏବଂ ବିରୋଧ ପ୍ରଦର୍ଶନ ସମୟରେ ଟିଟିଲାଗଡ଼ ବ୍ଲକ୍ ସଭାପତି ପଦ୍ମନ ପ୍ରଧାନୀଙ୍କ ନେତୃତ୍ୱରେ ଉପଦେଷ୍ଟା ଦେବ ସିଂ ମାଝୀ, ଉପସଭାପତି ଶତ୍ରୁଘ୍ନ ମାଝୀ ଓ ନିତ୍ୟାନନ୍ଦ ମାଝୀ, ସମ୍ପାଦକ ସୁନୀଲ ମାଝୀ, ପୃଥ୍ୱୀରାଜ ମାଝୀ, ଜଗଦିଶ ମାଝୀ, ଶଙ୍କର ମାଝୀ, ଭୁବନେଶ୍ୱର ପାତ୍ରଙ୍କ ସମେତ ଆଦିବାସୀ କଲ୍ୟାଣ ସଂଘର ଅନେକ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    16 hrs ago
  • ଗତକାଲି କଳାହାଣ୍ଡି ଜିଲ୍ଲାର ନର୍ଲା ସହର ଅନ୍ତର୍ଗତ ପାଇକ ପଡ଼ାର ଏକ ଥୁଣ୍ଟା ତେନ୍ତୁଳି ଗଛରେ ଅଜଣା କାରଣରୁ ନିଆଁ ଲାଗିଯାଇଥିଲା। ଏହି ଘଟଣା ଯୋଗୁଁ ଆଖପାଖରେ ଥିବା ଘର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ସକାଳୁ ସକାଳୁ ନିଆଁ ଲାଗିବା ପରେ, ସ୍ଥାନୀୟ ଲୋକେ ପ୍ରଥମେ ଗରା ଓ ବାଲ୍ଟି ସାହାଯ୍ୟରେ ପାଣି ଆଣି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହା ସମ୍ଭବ ହୋଇନଥିଲା। ଏହାପରେ ନର୍ଲା ଦମକଳ ବାହିନୀର ସହଯୋଗ ଲୋଡ଼ାଯାଇଥିଲା। ତୁରନ୍ତ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ପ୍ରଥମେ ଲିଭାଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ରୂପେ ଲିଭିନଥିଲା। କିଛି ସମୟ ପରେ ପବନ ହେବାରୁ ନିଆଁ ପୁଣି ଥରେ ଜଳି ଉଠିଥିଲା, ଯାହା ଦେଖି ସ୍ଥାନୀୟ ଲୋକେ ପୁଣି ଭୟଭୀତ ହୋଇପଡ଼ିଥିଲେ। ପରିଶେଷରେ, ନର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ ବାହିନୀର ସହାୟତାରେ ମଧ୍ୟରାତ୍ରି ପର୍ଯ୍ୟନ୍ତ ନିଆଁକୁ ସମ୍ପୂର୍ଣ୍ଣ ରୂପେ ଲିଭାଇବାରେ ସଫଳ ହୋଇଥିଲେ। ଏହି ପ୍ରୟାସ ପରେ, ସ୍ଥାନୀୟ ଲୋକେ ନର୍ଲା ପ୍ରଶାସନକୁ ପ୍ରଶଂସା କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି।
    1
    ଗତକାଲି କଳାହାଣ୍ଡି ଜିଲ୍ଲାର ନର୍ଲା ସହର ଅନ୍ତର୍ଗତ ପାଇକ ପଡ଼ାର ଏକ ଥୁଣ୍ଟା ତେନ୍ତୁଳି ଗଛରେ ଅଜଣା କାରଣରୁ ନିଆଁ ଲାଗିଯାଇଥିଲା। ଏହି ଘଟଣା ଯୋଗୁଁ ଆଖପାଖରେ ଥିବା ଘର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ସକାଳୁ ସକାଳୁ ନିଆଁ ଲାଗିବା ପରେ, ସ୍ଥାନୀୟ ଲୋକେ ପ୍ରଥମେ ଗରା ଓ ବାଲ୍ଟି ସାହାଯ୍ୟରେ ପାଣି ଆଣି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହା ସମ୍ଭବ ହୋଇନଥିଲା।

ଏହାପରେ ନର୍ଲା ଦମକଳ ବାହିନୀର ସହଯୋଗ ଲୋଡ଼ାଯାଇଥିଲା। ତୁରନ୍ତ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ପ୍ରଥମେ ଲିଭାଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ରୂପେ ଲିଭିନଥିଲା। କିଛି ସମୟ ପରେ ପବନ ହେବାରୁ ନିଆଁ ପୁଣି ଥରେ ଜଳି ଉଠିଥିଲା, ଯାହା ଦେଖି ସ୍ଥାନୀୟ ଲୋକେ ପୁଣି ଭୟଭୀତ ହୋଇପଡ଼ିଥିଲେ। ପରିଶେଷରେ, ନର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ ବାହିନୀର ସହାୟତାରେ ମଧ୍ୟରାତ୍ରି ପର୍ଯ୍ୟନ୍ତ ନିଆଁକୁ ସମ୍ପୂର୍ଣ୍ଣ ରୂପେ ଲିଭାଇବାରେ ସଫଳ ହୋଇଥିଲେ। ଏହି ପ୍ରୟାସ ପରେ, ସ୍ଥାନୀୟ ଲୋକେ ନର୍ଲା ପ୍ରଶାସନକୁ ପ୍ରଶଂସା କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି।
    user_Gopal Das Mahananda
    Gopal Das Mahananda
    Voice of people ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.