Shuru
Apke Nagar Ki App…
1234 ମାଲିପରତ ସୂର୍ କିୟl ସମିତ୍ ସପ କିୟ ପାରିଟି ଧଲ
Manjukhara
1234 ମାଲିପରତ ସୂର୍ କିୟl ସମିତ୍ ସପ କିୟ ପାରିଟି ଧଲ
More news from ଓଡ଼ିଶା and nearby areas
- Post by ଟଙ୍କଧରମେହେର,83288889811
- Post by Manjukhara1
- ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିଥିବା ଗଣ ଧାରଣା ଆଜକୁ ୬୦ ଦିନରେ ପହଁଚିଛି l ତାଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଗଣ ଧାରଣା ଚାଲୁ ରହିଛି l1
- ଢେଙ୍କାନାଳ ଜିଲ୍ଲାରେ ଛତୁ ଫୁଟିଲା ପରି ଖୋଲିଛି ଶିଳ୍ପ ଅନୁଷ୍ଠାନ. ହେଲେ ଜମିହରା ପ୍ରଜା ମାନଙ୍କୁ ପ୍ରତାରଣା କରିବା ଏବଂ ଦେଇଥିବା ପ୍ରତିଶୃତି ପାଳନ କରିବାରେ ଅବହେଳାକୁ ନେଇ ଆଜି ଆଇନଜୀବି ଦେଲେ ପ୍ରତିକ୍ରିୟା. ଆସନ୍ତୁ ଶୁଣିବା କଣ କହୁଛି ଆଉ କଣ ମାନୁ ନାହାନ୍ତି କମ୍ପାନୀ କର୍ତୃପକ୍ଷ.1
- ଖରା ବର୍ଷା ଶୀତକାକରରେ ଯିଏ ଅନ୍ୟ ମାନଙ୍କୁ ସାହାରା ଦେଉଥିଲା, ସେ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଏହିପରି ଅବସ୍ଥାରେ ପଡ଼ିରହିଛି ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ ଖଙ୍କର ଗ୍ରାମର ଯାତ୍ରୀ ବିଶ୍ରାମଗାର। ଅନେକ ବର୍ଷ ତଳରୁ ଏହି ଯାତ୍ରୀ ବିଶ୍ରାମଗାର ନିର୍ମାଣ ହୋଇଥିଲା। ସରକାର ଅନେକ ସ୍ଥାନରେ ଏହିପରି ବିଶ୍ରାମଗାର ତିଆରି କରିଛନ୍ତି। କାଳକ୍ରମେ ଏହାର ରକ୍ଷଣା ବେକ୍ଷଣ ହୋଇ ନପାରିବାରୁ ଧୀରେ ଧୀରେ ନଷ୍ଟ ହୋଇଯାଉଛି। ପ୍ରଶାସନ ନା କାହାକୁ ଦାୟୀତ୍ୱ ଦେଉଛି ନା ନିଜେ ରାକ୍ଷଣା ବେକ୍ଷଣ କରୁଛି। ଏବେ ଗାଇଗୋରୁଙ୍କ ଗୁହାଳ ପାଲଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। କେତେବେଳେ ମସ୍ତିଷ୍କ ବିକୃତ ବ୍ୟକ୍ତିମାନେ ପୁରୁଣା ଲୁଗାପଟା ଆଣି ଗଦା କରୁଛନ୍ତି ତ କେତେବେଳେ ଅଳିଆ ଆବର୍ଜନା ଆଣି ଗଦା କରୁଛନ୍ତି। ପାଖରେ ଗୋଟିଏ ଛୋଟ ବଜାର ରହିଛି। ସ୍ଥାନୀୟ ବ୍ୟବସାୟୀ ମାନେ ମଧ୍ୟ ସଫାସୁତୁରା ରଖିବାପାଇଁ ଚେଷ୍ଟା କରିଛନ୍ତି। ତାହା ଏବେ କେଉଁଠି ଭାଙ୍ଗିରୁଜି ଗଲାଣି ତ ଏବେ ମଦ ବୋତଲ ଓ ଗ୍ଲାସ ଖଲିଚଉପତି ପଡ଼ି ମଦୁଆ ମାନଙ୍କ ଅଡ୍ଡାସ୍ଥଳୀ ପାଲଟି ଯାଇଛି। ଏହି ଯାତ୍ରୀ ବିଶ୍ରାମଗାରକୁ ମରାମତି କରାଯିବାପାଇଁ ସ୍ଥାନୀୟ ଲୋକମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି।1
- Post by Dhenkanal News1
- କେଡେ ରଙ୍ଗରେ କେଡେ ଢଙ୍ଗରେ ନୀଳ ଚକ୍ରେ ବାନା ଉଡ଼ୁଛି 🙏🙏1
- Post by Manjukhara1