logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କାଲିମେଳା ପୋଲିସ ଦ୍ଵାରା 1025 କେଜି ଗଞ୍ଜେଇ ଜବତ, ଜବତ ଗଞ୍ଜେଇ ଏକ କୋଟି ଟଙ୍କା ରୁ ଉର୍ଦ୍ଧ ହେବା ଅନୁମାନ l କାଲିମେଳା:26.8 ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। କାଲିମେଳା ଥାନା ଅଧୀନ କାଙ୍ଗୁରକୋଣ୍ଡା ଗ୍ରାମପଞ୍ଚାୟତର ଏମ୍‌ଭି-୭୩ ଗ୍ରାମ ନିକଟରୁ ପରିତ୍ୟକ୍ତ ଅବସ୍ଥାରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ।ସୂଚନା ଅନୁଯାୟୀ, ଗତ ୨୫ ଅଗଷ୍ଟ ୨୦୨୬ ତାରିଖ ସକାଳ ୧୦ଟା ୩୦ ମିନିଟରୁ ସନ୍ଧ୍ୟା ୬ଟା ୧୫ ମିନିଟ ପର୍ଯ୍ୟନ୍ତ ପୋଲିସ ଚଢ଼ାଉ ଓ ତଲାସି ଅଭିଯାନ ଚଳାଇଥିଲା। କାଲିମେଳା ଥାନାଠାରୁ ପ୍ରାୟ ୧୨ କିଲୋମିଟର ଏମ୍‌ଭି-୭୩ ଗ୍ରାମ ନିକଟରେ ଏହି ଗଞ୍ଜେଇ ଗଚ୍ଛିତ ଅବସ୍ଥାରେ ମିଳିଥିଲା। ପୋଲିସ ଘଟଣାସ୍ଥଳରୁ ପ୍ରାୟ ୧୦୨୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୨ ଲକ୍ଷ ୫୦ ହଜାର ଟଙ୍କା ବୋଲି ଜଣାପଡ଼ିଛି।ଏହି ଘଟଣାରେ କାଲିମେଳା ଥାନା କେସ୍ ନଂ-୧୯୩/୨୦୨୬, ତାରିଖ ୨୫.୦୮.୨୦୨୬ ଅନୁଯାୟୀ NDPS ଆଇନର ଧାରା ୨୦(ବି)(ii)Cରେ ମାମଲା ରୁଜୁ କରାଯାଇଛି।କାଲିମେଳା ଥାନାର ଏସ୍‌ଆଇ ପି. କେ. ସାବତ ଏହି ମାମଲାରେ ଅଭିଯୋଗକାରୀ ଥିବାବେଳେ, ଥାନାର ଇନ୍ସପେକ୍ଟର ପ୍ରଭୁଦତ୍ତ ବିଶ୍ୱାଳ ଘଟଣାର ତଦନ୍ତ କରୁଛନ୍ତି। ତେବେ ଗଞ୍ଜେଇଗୁଡ଼ିକୁ କେହି ଅଜଣା ବ୍ୟକ୍ତି ଘଟଣାସ୍ଥଳରେ ଗଚ୍ଛିତ କରି ରଖିଥିବାରୁ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କୌଣସି ଅଭିଯୁକ୍ତ ଗିରଫ ହୋଇନାହାନ୍ତି। ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁ ଉଦ୍ଦେଶ୍ୟରେ ଗଚ୍ଛିତ କରାଯାଇଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

1 day ago
user_Jitendra Das
Jitendra Das
କାଲିମେଳା, ମାଲକାନଗିରି, ଓଡ଼ିଶା•
1 day ago
5d2c43b0-2427-40c1-8af2-8d6acc74f2c2

କାଲିମେଳା ପୋଲିସ ଦ୍ଵାରା 1025 କେଜି ଗଞ୍ଜେଇ ଜବତ, ଜବତ ଗଞ୍ଜେଇ ଏକ କୋଟି ଟଙ୍କା ରୁ ଉର୍ଦ୍ଧ ହେବା ଅନୁମାନ l କାଲିମେଳା:26.8 ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। କାଲିମେଳା ଥାନା ଅଧୀନ କାଙ୍ଗୁରକୋଣ୍ଡା ଗ୍ରାମପଞ୍ଚାୟତର ଏମ୍‌ଭି-୭୩ ଗ୍ରାମ ନିକଟରୁ ପରିତ୍ୟକ୍ତ ଅବସ୍ଥାରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ।ସୂଚନା ଅନୁଯାୟୀ, ଗତ ୨୫ ଅଗଷ୍ଟ ୨୦୨୬ ତାରିଖ ସକାଳ ୧୦ଟା ୩୦ ମିନିଟରୁ ସନ୍ଧ୍ୟା ୬ଟା ୧୫ ମିନିଟ ପର୍ଯ୍ୟନ୍ତ ପୋଲିସ ଚଢ଼ାଉ ଓ ତଲାସି ଅଭିଯାନ ଚଳାଇଥିଲା। କାଲିମେଳା ଥାନାଠାରୁ ପ୍ରାୟ ୧୨ କିଲୋମିଟର ଏମ୍‌ଭି-୭୩ ଗ୍ରାମ ନିକଟରେ ଏହି ଗଞ୍ଜେଇ ଗଚ୍ଛିତ ଅବସ୍ଥାରେ ମିଳିଥିଲା। ପୋଲିସ ଘଟଣାସ୍ଥଳରୁ ପ୍ରାୟ ୧୦୨୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୨ ଲକ୍ଷ ୫୦ ହଜାର ଟଙ୍କା ବୋଲି ଜଣାପଡ଼ିଛି।ଏହି ଘଟଣାରେ କାଲିମେଳା ଥାନା କେସ୍ ନଂ-୧୯୩/୨୦୨୬, ତାରିଖ ୨୫.୦୮.୨୦୨୬ ଅନୁଯାୟୀ NDPS ଆଇନର ଧାରା ୨୦(ବି)(ii)Cରେ ମାମଲା ରୁଜୁ କରାଯାଇଛି।କାଲିମେଳା ଥାନାର ଏସ୍‌ଆଇ ପି. କେ. ସାବତ ଏହି ମାମଲାରେ ଅଭିଯୋଗକାରୀ ଥିବାବେଳେ, ଥାନାର ଇନ୍ସପେକ୍ଟର ପ୍ରଭୁଦତ୍ତ ବିଶ୍ୱାଳ ଘଟଣାର ତଦନ୍ତ କରୁଛନ୍ତି। ତେବେ ଗଞ୍ଜେଇଗୁଡ଼ିକୁ କେହି ଅଜଣା ବ୍ୟକ୍ତି ଘଟଣାସ୍ଥଳରେ ଗଚ୍ଛିତ କରି ରଖିଥିବାରୁ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କୌଣସି ଅଭିଯୁକ୍ତ ଗିରଫ ହୋଇନାହାନ୍ତି। ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁ ଉଦ୍ଦେଶ୍ୟରେ ଗଚ୍ଛିତ କରାଯାଇଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

More news from ଓଡ଼ିଶା and nearby areas
  • ମାଲକାନଗିରି. ମାଥିଲି. ମୁଂଡଗୁଡା.. ରୁ ମୁଣ୍ଡିଗୁଡା ଜାନବନ ଯିବା ହସିବା. କରୁଷନ୍ତି. ରେଡ. କାମ. ସରୁନି.ଏବେ. 3ବର୍ଷ. ଲାଗିଲା. ସରିନି. କାମ.
    1
    ମାଲକାନଗିରି. ମାଥିଲି. ମୁଂଡଗୁଡା.. ରୁ ମୁଣ୍ଡିଗୁଡା ଜାନବନ ଯିବା ହସିବା. କରୁଷନ୍ତି. ରେଡ. କାମ. ସରୁନି.ଏବେ. 3ବର୍ଷ. ଲାଗିଲା. ସରିନି. କାମ.
    user_Siba.nayak
    Siba.nayak
    ମାଥିଲି, ମାଲକାନଗିରି, ଓଡ଼ିଶା•
    5 hrs ago
  • ଜୟପୁରରେ ପୋଲିସର ବଡ଼ ସଫଳତା: ୮ ବାଇକ ଜବତ, ୧୦ ଜଣ କୋର୍ଟ ଚାଲାଣ ଜୟପୁରରେ ପୋଲିସର ବଡ଼ ସଫଳତା: ୮ ବାଇକ ଜବତ, ୧୦ ଜଣ କୋର୍ଟ ଚାଲାଣ
    1
    ଜୟପୁରରେ ପୋଲିସର ବଡ଼ ସଫଳତା: ୮ ବାଇକ ଜବତ, ୧୦ ଜଣ କୋର୍ଟ ଚାଲାଣ

ଜୟପୁରରେ ପୋଲିସର ବଡ଼ ସଫଳତା: ୮ ବାଇକ ଜବତ, ୧୦ ଜଣ କୋର୍ଟ ଚାଲାଣ
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    2 hrs ago
  • Slug _୬୪ ବାଟାଲିୟନ ସିଆରପିଏଫ୍ କ୍ୟାମ୍ପରେ ନିଆରା ରକ୍ଷା ବନ୍ଧନ ଦେଶର ରକ୍ଷକ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ Anchor:- ଭାଇ-ଭଉଣୀଙ୍କ ଅତୁଟ ସ୍ନେହ, ବିଶ୍ୱାସ ଓ ସୁରକ୍ଷାର ପ୍ରତୀକ ପବିତ୍ର ରକ୍ଷା ବନ୍ଧନ ପର୍ବ ଅବସରରେ ଭାବପୂର୍ଣ୍ଣ ହୋଇଉଠିଲା ଭବାନୀପାଟଣା ଅଟଙ୍ଗଗୁଡ଼ା ସ୍ଥିତ ୬୪ ବାଟାଲିୟନ ସିଆରପିଏଫ୍ କ୍ୟାମ୍ପ। ଏହି ଅବସରରେ ଛାତ୍ରୀ ଓ ଭଉଣୀମାନେ ସିଆରପିଏଫ୍ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇଚାରା ଓ ଆତ୍ମୀୟତାର ନିଆରା ବାର୍ତ୍ତା ଦେଇଥିଲେ। ଦେଶର ସୁରକ୍ଷା ପାଇଁ ନିଜ ପରିବାରଠାରୁ ଦୂରରେ ରହି କର୍ତ୍ତବ୍ୟ ସମ୍ପାଦନ କରୁଥିବା ଯବାନମାନଙ୍କୁ ନିଜ ଭାଇ ଭାବେ ରାକ୍ଷୀ ବାନ୍ଧିବା ଦୃଶ୍ୟ କ୍ୟାମ୍ପ ପରିସରରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା। ରାକ୍ଷୀ ବାନ୍ଧିବା ସହ ଭଉଣୀମାନେ ଯବାନଙ୍କ ଦୀର୍ଘାୟୁ, ସୁସ୍ଥ ଓ ସୁରକ୍ଷିତ ଜୀବନ କାମନା କରିଥିଲେ। ଅନ୍ୟପକ୍ଷରେ, ଯବାନମାନେ ମଧ୍ୟ ଏହି ସ୍ନେହ ଓ ଆତ୍ମୀୟତାର ଅନୁଭବକୁ ଆନନ୍ଦର ସହ ଗ୍ରହଣ କରିଥିଲେ। ପରିବାରଠାରୁ ଦୂରରେ ରହି ଦେଶର ସୁରକ୍ଷାରେ ନିୟୋଜିତ ଯବାନମାନଙ୍କ ପାଇଁ ଏଭଳି ଆୟୋଜନ ରକ୍ଷା ବନ୍ଧନର ମହତ୍ତ୍ୱକୁ ଆହୁରି ଉଜ୍ଜ୍ୱଳ କରିଛି। ସ୍ନେହ, ସମ୍ମାନ ଓ ଭାଇଚାରାର ଏହି ନିଆରା ଉତ୍ସବ ଉପସ୍ଥିତ ସମସ୍ତଙ୍କ ମନରେ ଏକ ସ୍ମରଣୀୟ ଅନୁଭୂତି ଛାଡ଼ିଯାଇଥିଲ Slug _୬୪ ବାଟାଲିୟନ ସିଆରପିଏଫ୍ କ୍ୟାମ୍ପରେ ନିଆରା ରକ୍ଷା ବନ୍ଧନ ଦେଶର ରକ୍ଷକ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ Anchor:- ଭାଇ-ଭଉଣୀଙ୍କ ଅତୁଟ ସ୍ନେହ, ବିଶ୍ୱାସ ଓ ସୁରକ୍ଷାର ପ୍ରତୀକ ପବିତ୍ର ରକ୍ଷା ବନ୍ଧନ ପର୍ବ ଅବସରରେ ଭାବପୂର୍ଣ୍ଣ ହୋଇଉଠିଲା ଭବାନୀପାଟଣା ଅଟଙ୍ଗଗୁଡ଼ା ସ୍ଥିତ ୬୪ ବାଟାଲିୟନ ସିଆରପିଏଫ୍ କ୍ୟାମ୍ପ। ଏହି ଅବସରରେ ଛାତ୍ରୀ ଓ ଭଉଣୀମାନେ ସିଆରପିଏଫ୍ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇଚାରା ଓ ଆତ୍ମୀୟତାର ନିଆରା ବାର୍ତ୍ତା ଦେଇଥିଲେ। ଦେଶର ସୁରକ୍ଷା ପାଇଁ ନିଜ ପରିବାରଠାରୁ ଦୂରରେ ରହି କର୍ତ୍ତବ୍ୟ ସମ୍ପାଦନ କରୁଥିବା ଯବାନମାନଙ୍କୁ ନିଜ ଭାଇ ଭାବେ ରାକ୍ଷୀ ବାନ୍ଧିବା ଦୃଶ୍ୟ କ୍ୟାମ୍ପ ପରିସରରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା। ରାକ୍ଷୀ ବାନ୍ଧିବା ସହ ଭଉଣୀମାନେ ଯବାନଙ୍କ ଦୀର୍ଘାୟୁ, ସୁସ୍ଥ ଓ ସୁରକ୍ଷିତ ଜୀବନ କାମନା କରିଥିଲେ। ଅନ୍ୟପକ୍ଷରେ, ଯବାନମାନେ ମଧ୍ୟ ଏହି ସ୍ନେହ ଓ ଆତ୍ମୀୟତାର ଅନୁଭବକୁ ଆନନ୍ଦର ସହ ଗ୍ରହଣ କରିଥିଲେ। ପରିବାରଠାରୁ ଦୂରରେ ରହି ଦେଶର ସୁରକ୍ଷାରେ ନିୟୋଜିତ ଯବାନମାନଙ୍କ ପାଇଁ ଏଭଳି ଆୟୋଜନ ରକ୍ଷା ବନ୍ଧନର ମହତ୍ତ୍ୱକୁ ଆହୁରି ଉଜ୍ଜ୍ୱଳ କରିଛି। ସ୍ନେହ, ସମ୍ମାନ ଓ ଭାଇଚାରାର ଏହି ନିଆରା ଉତ୍ସବ ଉପସ୍ଥିତ ସମସ୍ତଙ୍କ ମନରେ ଏକ ସ୍ମରଣୀୟ ଅନୁଭୂତି ଛାଡ଼ିଯାଇଥିଲ
    4
    Slug _୬୪ ବାଟାଲିୟନ ସିଆରପିଏଫ୍ କ୍ୟାମ୍ପରେ ନିଆରା ରକ୍ଷା ବନ୍ଧନ
ଦେଶର ରକ୍ଷକ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ

Anchor:- ଭାଇ-ଭଉଣୀଙ୍କ ଅତୁଟ ସ୍ନେହ, ବିଶ୍ୱାସ ଓ ସୁରକ୍ଷାର ପ୍ରତୀକ ପବିତ୍ର ରକ୍ଷା ବନ୍ଧନ ପର୍ବ ଅବସରରେ ଭାବପୂର୍ଣ୍ଣ ହୋଇଉଠିଲା ଭବାନୀପାଟଣା ଅଟଙ୍ଗଗୁଡ଼ା ସ୍ଥିତ ୬୪ ବାଟାଲିୟନ ସିଆରପିଏଫ୍ କ୍ୟାମ୍ପ।
ଏହି ଅବସରରେ ଛାତ୍ରୀ ଓ ଭଉଣୀମାନେ ସିଆରପିଏଫ୍ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇଚାରା ଓ ଆତ୍ମୀୟତାର ନିଆରା ବାର୍ତ୍ତା ଦେଇଥିଲେ। ଦେଶର ସୁରକ୍ଷା ପାଇଁ ନିଜ ପରିବାରଠାରୁ ଦୂରରେ ରହି କର୍ତ୍ତବ୍ୟ ସମ୍ପାଦନ କରୁଥିବା ଯବାନମାନଙ୍କୁ ନିଜ ଭାଇ ଭାବେ ରାକ୍ଷୀ ବାନ୍ଧିବା ଦୃଶ୍ୟ କ୍ୟାମ୍ପ ପରିସରରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା।
ରାକ୍ଷୀ ବାନ୍ଧିବା ସହ ଭଉଣୀମାନେ ଯବାନଙ୍କ ଦୀର୍ଘାୟୁ, ସୁସ୍ଥ ଓ ସୁରକ୍ଷିତ ଜୀବନ କାମନା କରିଥିଲେ। ଅନ୍ୟପକ୍ଷରେ, ଯବାନମାନେ ମଧ୍ୟ ଏହି ସ୍ନେହ ଓ ଆତ୍ମୀୟତାର ଅନୁଭବକୁ ଆନନ୍ଦର ସହ ଗ୍ରହଣ କରିଥିଲେ।
ପରିବାରଠାରୁ ଦୂରରେ ରହି ଦେଶର ସୁରକ୍ଷାରେ ନିୟୋଜିତ ଯବାନମାନଙ୍କ ପାଇଁ ଏଭଳି ଆୟୋଜନ ରକ୍ଷା ବନ୍ଧନର ମହତ୍ତ୍ୱକୁ ଆହୁରି ଉଜ୍ଜ୍ୱଳ କରିଛି। ସ୍ନେହ, ସମ୍ମାନ ଓ ଭାଇଚାରାର ଏହି ନିଆରା ଉତ୍ସବ ଉପସ୍ଥିତ ସମସ୍ତଙ୍କ ମନରେ ଏକ ସ୍ମରଣୀୟ ଅନୁଭୂତି ଛାଡ଼ିଯାଇଥିଲ

    user_ରିତେଶ ମୁଣ୍ଡ କୋକସରା ମେଡ଼ିଆ
    ରିତେଶ ମୁଣ୍ଡ କୋକସରା ମେଡ଼ିଆ
    Press advisory କୋକସରା, କଳାହାଣ୍ଡି, ଓଡ଼ିଶା•
    1 hr ago
  • ସାଧା ପୋଷାକରେ ଦୁଇ ଯୁବକଙ୍କୁ ଉଠାଇ ନେବା ଅଭିଯୋଗ କରିଛନ୍ତି ସନପୁର ଡ଼ିଏନକେ ଗ୍ରାମ ଲୋକ ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସନପୁର ଡିଏନକେ ଗ୍ରାମରେ ସାଧା ପୋଷାକରେ ଆସି ଦୁଇଜଣ ଯୁବକଙ୍କୁ ଉଠାଇ ନେବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଘଟଣାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବନ ବିଭାଗର କିଛି ଅଧିକାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ ଦିଆଯାଇଥିବା ଜଣାପଡ଼ିଛି।
    2
    ସାଧା ପୋଷାକରେ ଦୁଇ ଯୁବକଙ୍କୁ ଉଠାଇ ନେବା ଅଭିଯୋଗ କରିଛନ୍ତି ସନପୁର ଡ଼ିଏନକେ ଗ୍ରାମ ଲୋକ 
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସନପୁର ଡିଏନକେ ଗ୍ରାମରେ ସାଧା ପୋଷାକରେ ଆସି ଦୁଇଜଣ ଯୁବକଙ୍କୁ ଉଠାଇ ନେବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଘଟଣାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବନ ବିଭାଗର କିଛି ଅଧିକାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ ଦିଆଯାଇଥିବା ଜଣାପଡ଼ିଛି।
    user_Dinu kuldeep
    Dinu kuldeep
    ରାୟଘର, ନବରଙ୍ଗପୁର, ଓଡ଼ିଶା•
    9 hrs ago
  • NAACH JHUM BAND PARTY 💥B. MUSKUNI
    1
    NAACH JHUM BAND PARTY 💥B. MUSKUNI
    user_NAACH JHUM BAND PARTY
    NAACH JHUM BAND PARTY
    ରାୟଗଡା, ରାୟଗଡା, ଓଡ଼ିଶା•
    15 hrs ago
  • Format - ପକେଜ Date -27. 8.26 Slug - NEET ରେ ସଫଳତା ରାୟଗଡା ଜ଼ିଲ୍ଲା ର ପ୍ରଥମ ଆଦିବାସୀ ଝିଅ ! Place - ବିଷମକଟକ Report - ନରୋତ୍ତମ ପାଢ଼ୀ Anchor, ଦୃଢ ଇଚ୍ଛାଶକ୍ତି, ଅକ୍ଳାନ୍ତ ପରିଶ୍ରମ ଓ ଡାକ୍ତର ହେବାର ସ୍ୱପ୍ନକୁ ସାକାର କରିଛନ୍ତି ବିଷମକଟକ ନିର୍ବାଚନ ମଣ୍ଡଳୀ ସାହାଡ଼ା ଗ୍ରାମର ପ୍ରଥମ ଆଦିବାସୀ ଝିଅ କବିତା ହିକକା । ନିଟ୍ ପରୀକ୍ଷାରେ ସଫଳତା ହାସଲ କରି ସେ ଅଞ୍ଚଳ ପାଇଁ ଗୌରବ ଆଣିଥିବା ବେଳେ, ଅର୍ଥାଭାବ ଏବେ ତାଙ୍କ ଡାକ୍ତରୀ ପାଠପଢ଼ାରେ ବଡ଼ ବାଧକ ସାଜିଛି । VO -1- ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ସାହାଡ଼ା ଗ୍ରାମର ଲବ ହିକକା ଓ ମାତା କମଳା ହିକକାଙ୍କ ଏକମାତ୍ର ଝିଅ କବିତା ହିକକା। ଚଳିତ ନିଟ ପରୀକ୍ଷାରେ ତୃତୀୟ ଚେଷ୍ଟାରେ ସଫଳତା ହାସଲ କରିଛନ୍ତି। କବିତା ନିଜ ଶିକ୍ଷା ଗାଁ ବିଦ୍ୟାଳୟରୁ ଆରମ୍ଭ କରି ଭାଲେରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦଶମରେ ୯୦ ପ୍ରତିଶତ ନମ୍ବର ରଖ୍ ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ବରର ଆଇକନିକ୍ରେ ମନୋନୀତ ହୋଇଥିଲେ। ତାଙ୍କର ଲକ୍ଷ୍ୟ ଥିଲା ସେ ଡାକ୍ତର ହେବେ। ଦୃଢ଼ଇଚ୍ଛା ଶକ୍ତି ଅଗ୍ଲାନ୍ତ ପରିଶ୍ରମ ବଳରେ ସଫଳତା ହାସଲ କରିଛନ୍ତି। କବିତା ଓଡ଼ିଶା ରାଜ୍ୟ ରେଙ୍କ ୪୧୭୮ ଓ ଏସ୍‌ଟି ୧୩୭ ରେଙ୍କରେ ଉତ୍ତୀର୍ଣ୍ଣହୋଇ କୋରାପୁଟ ମେଡିକାଲ କଲେଜରେ ଡାକ୍ତରୀ ପାଠ ପଡ଼ିବା ପାଇଁ ମନୋନୀତ ହୋଇଛନ୍ତି। ଅକ୍ଲାନ୍ତ ପରିଶ୍ରମ ସହ ବାପା ମା, ଗୁରୁଜୀଙ୍କ ପ୍ରେରଣା ତାଙ୍କୁ ଏହି ସଫଳତା ଆଣିଦେଇଥିବା କହିଛନ୍ତି କବିତା. ତେବେ ଉଦ୍ୟମ କରିବା ସହ ଆଗାମୀ ଦିନରେ ଅଞ୍ଚଳର ବହୁ ଆଦିବାସୀ ଛାତ୍ରୀ ନିଟ ପରୀକ୍ଷାରେ ତାଙ୍କୁ ସନୁସରଣ କରିବେ ବୋଲି କହିଛନ୍ତି କବିତା। Byte -କବିତା ହିକକା, ସଫଳ ପ୍ରଥମ ଆଦିବାସୀ ଝିଅ। VO -2- କବିତାଙ୍କ ବାପା ଲବ ହିକକା ଓ ମାତା କମଳା ହିକକା ଦିନମଜୁରିଆ ଭାବେ କାମ କରି ପରିବାରର ଭରଣପୋଷଣ କରୁଛନ୍ତି । ସୀମିତ ଆୟରେ ପରିବାର ଚଳାଇବା ମଧ୍ଯ କଷ୍ଟକର ହୋଇଥିବା ବେଳେ ଝିଅର ଡାକ୍ତରୀ ଶିକ୍ଷାର ଖର୍ଚ୍ଚ ବହନ କରିବା ପରିବାର ପାଇଁ ଚିନ୍ତାର କାରଣ ହୋଇଛି। ଟଙ୍କା କେଉଁଠୁ ଆଣି ଝିଅକୁ କେମିତି ଡାକ୍ତରୀ ପାଠ ପଢ଼ାଇବେ ଚିନ୍ତାରେ ରହି ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି ପରିବାର। Byte -ବାପା ଲବ ହିକକା ! ଅନ୍ୟପଟେ ରାୟଗଡା ଜ଼ିଲ୍ଲା ର ପୂର୍ବତନ ସଭାପତି ଶ୍ରୀ ସୁଧୀର ଦାସ ଏଇ ଆଦିବାସୀ ଝିଅର ସଫଳତା କୁ ଆହୁରି ମଜବୁତ କରିବା ଦିଗରେ ପରିବାର କୁ ଭେଟି ଶିକ୍ଷା ପାଇଁ ପ୍ରତିବର୍ଷ 50000 ଟଙ୍କା ଦେବା ପାଇଁ ପ୍ରତିଶୃତି ଦେଇ , ଆଦିବାସୀ ଝିଅ ର ମନବଳ କୁ ଆହୁରି ସୁଦୃଢ କରି , ଭବିଷ୍ୟ ଗଠନ ର ମାର୍ଗ ଦର୍ଶକ ହୋଇ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ହୋଇ ଛନ୍ତି , Byte - ସୁଧୀର ଦାସ ( ପୂର୍ବତନ ଜ଼ିଲ୍ଲା ବିଜେଡି ସଭାପତି ) ଏବଂ ବରଗଡ଼ ଜ଼ିଲ୍ଲା ର ଏକ ଡାକ୍ତର ଦମ୍ପତି ସସ୍ମିତା ଦାସ ଓ ରାଜିବ ତ୍ରିପାଠି ଖବର ପାଇ ଚଳିତ ବର୍ଷ ର ଫି ବହନ ପାଇଁ ସହଯୋଗ ର ହାତ ବଢ଼େଇ ଛନ୍ତି ! ଏଥିସହ ସ୍ଥାନୀୟ ତହସିଲଦାର ମଧ୍ୟ ସରକାର ଙ୍କ ତରଫରୁ ଯଥା ସମ୍ଭବ ସାହାଯ୍ୟ କରିବା କଥା ମଧ୍ୟ ଜଣାଇ ଥିବା ବେଳେ , ଭୁବନେଶ୍ୱର ନୟାପଲ୍ଲୀ ର ଜଣେ ବ୍ୟବସାୟୀ ଶ୍ରୀ ବିକାଶ ରାଉତ ପରିବାର ସହ ଯୋଗାଯୋଗ କରି ତାଙ୍କ ଏକାଉଣ୍ଟ କୁ 41 ହଜାର ଟଙ୍କା ପଠେଇ ଝିଅ ଟିର ଶିକ୍ଷା ଦିଗରେ ସହାନୁଭୂତି ର ଦୃଢତା କୁ ସଶକ୍ତ କରିଛନ୍ତି ! Vol 3 ରାୟଗଡା ଜ଼ିଲ୍ଲା ର ପ୍ରଥମ ଆଦିବାସୀ ଝିଅ ଡାକ୍ତରୀ ପଢି ସମାଜ ର ସେବା ରେ ସମର୍ପିତ ପାଇଁ ଆଗଭର ହେଉଥିବା ବେଳେ ସମସ୍ତଙ୍କ ଆଶ୍ରିବାଦ ଓ ସହାନୁଭୂତି କୁ ପାଥେୟ କରି ଉଜ୍ବଳ ଭବିଷ୍ୟ ଗଠନ ରେ ସହାୟ ହେଉ ଏହା ସମସ୍ତ ଙ୍କ ତରଫରୁ ମଧ୍ୟ ଶୁଭେଚ୍ଛା ଓ ଶୁଭ କାମନା ରହିବ ! Byte - ଅଶୋକ ପାଢ଼ୀ ( ସମାଜ ସେବୀ ) Byte 1 - ସୁଧୀର ଦାସ ( ପୂର୍ବତନ ବିଜେଡି ଜ଼ିଲ୍ଲା ସଭାପତି ) Byte -2 କବିତା ହିକକା ( ଛାତ୍ରୀ ) Byte 3, ଅଶୋକ ପାଢ଼ୀ ( ସମାଜ ସେବୀ ) Byte 4 , ରାମଚାନ୍ଦ୍ର କୁତୃକା (ଆଦିବାସୀ ସମାଜ ସଭାପତି )
    4
    Format - ପକେଜ
Date -27. 8.26
Slug - NEET ରେ  ସଫଳତା  ରାୟଗଡା ଜ଼ିଲ୍ଲା ର  ପ୍ରଥମ ଆଦିବାସୀ ଝିଅ !
Place - ବିଷମକଟକ 
Report - ନରୋତ୍ତମ ପାଢ଼ୀ 
       Anchor,

ଦୃଢ ଇଚ୍ଛାଶକ୍ତି, ଅକ୍ଳାନ୍ତ ପରିଶ୍ରମ ଓ ଡାକ୍ତର ହେବାର ସ୍ୱପ୍ନକୁ ସାକାର କରିଛନ୍ତି ବିଷମକଟକ ନିର୍ବାଚନ ମଣ୍ଡଳୀ ସାହାଡ଼ା ଗ୍ରାମର ପ୍ରଥମ ଆଦିବାସୀ ଝିଅ କବିତା ହିକକା । ନିଟ୍ ପରୀକ୍ଷାରେ ସଫଳତା ହାସଲ କରି ସେ ଅଞ୍ଚଳ ପାଇଁ ଗୌରବ ଆଣିଥିବା ବେଳେ, ଅର୍ଥାଭାବ ଏବେ ତାଙ୍କ ଡାକ୍ତରୀ ପାଠପଢ଼ାରେ ବଡ଼ ବାଧକ ସାଜିଛି ।

VO -1- ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ସାହାଡ଼ା ଗ୍ରାମର ଲବ ହିକକା ଓ ମାତା କମଳା ହିକକାଙ୍କ ଏକମାତ୍ର ଝିଅ କବିତା ହିକକା। ଚଳିତ ନିଟ ପରୀକ୍ଷାରେ ତୃତୀୟ ଚେଷ୍ଟାରେ ସଫଳତା ହାସଲ କରିଛନ୍ତି। କବିତା ନିଜ ଶିକ୍ଷା ଗାଁ ବିଦ୍ୟାଳୟରୁ ଆରମ୍ଭ କରି ଭାଲେରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦଶମରେ ୯୦ ପ୍ରତିଶତ ନମ୍ବର ରଖ୍ ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ବରର ଆଇକନିକ୍ରେ ମନୋନୀତ ହୋଇଥିଲେ। ତାଙ୍କର ଲକ୍ଷ୍ୟ ଥିଲା ସେ ଡାକ୍ତର ହେବେ। ଦୃଢ଼ଇଚ୍ଛା ଶକ୍ତି ଅଗ୍ଲାନ୍ତ ପରିଶ୍ରମ ବଳରେ ସଫଳତା ହାସଲ କରିଛନ୍ତି। କବିତା ଓଡ଼ିଶା ରାଜ୍ୟ ରେଙ୍କ ୪୧୭୮ ଓ ଏସ୍‌ଟି  ୧୩୭ ରେଙ୍କରେ ଉତ୍ତୀର୍ଣ୍ଣହୋଇ କୋରାପୁଟ ମେଡିକାଲ କଲେଜରେ ଡାକ୍ତରୀ ପାଠ ପଡ଼ିବା ପାଇଁ ମନୋନୀତ ହୋଇଛନ୍ତି। ଅକ୍ଲାନ୍ତ ପରିଶ୍ରମ ସହ ବାପା ମା, ଗୁରୁଜୀଙ୍କ ପ୍ରେରଣା ତାଙ୍କୁ ଏହି ସଫଳତା ଆଣିଦେଇଥିବା କହିଛନ୍ତି କବିତା. ତେବେ ଉଦ୍ୟମ କରିବା ସହ ଆଗାମୀ ଦିନରେ ଅଞ୍ଚଳର ବହୁ ଆଦିବାସୀ ଛାତ୍ରୀ ନିଟ ପରୀକ୍ଷାରେ ତାଙ୍କୁ ସନୁସରଣ କରିବେ ବୋଲି କହିଛନ୍ତି କବିତା।
Byte -କବିତା ହିକକା, ସଫଳ ପ୍ରଥମ ଆଦିବାସୀ ଝିଅ।
VO -2- କବିତାଙ୍କ ବାପା ଲବ ହିକକା ଓ ମାତା କମଳା ହିକକା ଦିନମଜୁରିଆ ଭାବେ କାମ କରି ପରିବାରର ଭରଣପୋଷଣ କରୁଛନ୍ତି । ସୀମିତ ଆୟରେ ପରିବାର ଚଳାଇବା ମଧ୍ଯ କଷ୍ଟକର ହୋଇଥିବା ବେଳେ ଝିଅର ଡାକ୍ତରୀ ଶିକ୍ଷାର ଖର୍ଚ୍ଚ ବହନ କରିବା ପରିବାର ପାଇଁ ଚିନ୍ତାର କାରଣ ହୋଇଛି। ଟଙ୍କା କେଉଁଠୁ ଆଣି ଝିଅକୁ କେମିତି ଡାକ୍ତରୀ ପାଠ ପଢ଼ାଇବେ ଚିନ୍ତାରେ ରହି ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି ପରିବାର।
Byte -ବାପା ଲବ ହିକକା  !
ଅନ୍ୟପଟେ  ରାୟଗଡା ଜ଼ିଲ୍ଲା ର ପୂର୍ବତନ  ସଭାପତି  ଶ୍ରୀ ସୁଧୀର ଦାସ 
ଏଇ ଆଦିବାସୀ ଝିଅର ସଫଳତା କୁ ଆହୁରି ମଜବୁତ  କରିବା ଦିଗରେ  ପରିବାର କୁ ଭେଟି  ଶିକ୍ଷା ପାଇଁ ପ୍ରତିବର୍ଷ  50000 ଟଙ୍କା  ଦେବା ପାଇଁ 
ପ୍ରତିଶୃତି ଦେଇ , ଆଦିବାସୀ ଝିଅ ର ମନବଳ କୁ ଆହୁରି  ସୁଦୃଢ କରି , ଭବିଷ୍ୟ ଗଠନ ର ମାର୍ଗ ଦର୍ଶକ ହୋଇ  ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ହୋଇ ଛନ୍ତି  ,
Byte  - ସୁଧୀର ଦାସ ( ପୂର୍ବତନ  ଜ଼ିଲ୍ଲା ବିଜେଡି ସଭାପତି  )

ଏବଂ  ବରଗଡ଼ ଜ଼ିଲ୍ଲା ର ଏକ ଡାକ୍ତର ଦମ୍ପତି   ସସ୍ମିତା ଦାସ ଓ ରାଜିବ ତ୍ରିପାଠି  ଖବର ପାଇ  ଚଳିତ ବର୍ଷ ର ଫି   ବହନ ପାଇଁ  ସହଯୋଗ ର ହାତ ବଢ଼େଇ ଛନ୍ତି !  ଏଥିସହ  ସ୍ଥାନୀୟ ତହସିଲଦାର ମଧ୍ୟ ସରକାର ଙ୍କ ତରଫରୁ  ଯଥା ସମ୍ଭବ  ସାହାଯ୍ୟ କରିବା କଥା  ମଧ୍ୟ ଜଣାଇ ଥିବା ବେଳେ ,   ଭୁବନେଶ୍ୱର  ନୟାପଲ୍ଲୀ  ର ଜଣେ ବ୍ୟବସାୟୀ ଶ୍ରୀ ବିକାଶ ରାଉତ  ପରିବାର ସହ ଯୋଗାଯୋଗ କରି  ତାଙ୍କ  ଏକାଉଣ୍ଟ କୁ  41 ହଜାର ଟଙ୍କା ପଠେଇ  ଝିଅ ଟିର  ଶିକ୍ଷା ଦିଗରେ  ସହାନୁଭୂତି ର ଦୃଢତା କୁ  ସଶକ୍ତ କରିଛନ୍ତି  !
Vol 3
ରାୟଗଡା ଜ଼ିଲ୍ଲା ର ପ୍ରଥମ ଆଦିବାସୀ  ଝିଅ  ଡାକ୍ତରୀ ପଢି  ସମାଜ ର ସେବା  ରେ  ସମର୍ପିତ  ପାଇଁ  ଆଗଭର  ହେଉଥିବା ବେଳେ   ସମସ୍ତଙ୍କ  ଆଶ୍ରିବାଦ ଓ ସହାନୁଭୂତି  କୁ  ପାଥେୟ କରି  ଉଜ୍ବଳ ଭବିଷ୍ୟ  ଗଠନ ରେ  ସହାୟ ହେଉ  ଏହା   ସମସ୍ତ ଙ୍କ ତରଫରୁ  ମଧ୍ୟ 
ଶୁଭେଚ୍ଛା ଓ ଶୁଭ କାମନା ରହିବ !
Byte  - ଅଶୋକ  ପାଢ଼ୀ  ( ସମାଜ ସେବୀ  )

Byte  1 - ସୁଧୀର ଦାସ ( ପୂର୍ବତନ ବିଜେଡି  ଜ଼ିଲ୍ଲା ସଭାପତି )
Byte -2   କବିତା ହିକକା  ( ଛାତ୍ରୀ )
Byte  3,  ଅଶୋକ ପାଢ଼ୀ  ( ସମାଜ ସେବୀ  )
Byte 4 ,  ରାମଚାନ୍ଦ୍ର କୁତୃକା     (ଆଦିବାସୀ ସମାଜ  ସଭାପତି )
    user_Narattam Kumar padhy
    Narattam Kumar padhy
    ବିଷମାକଟକ, ରାୟଗଡା, ଓଡ଼ିଶା•
    43 min ago
  • ଜୟପୁରରେ ରାତ୍ରିକାଳୀନ ପୋଲିସ ପେଟ୍ରୋଲିଂ ଜୋରଦାର ଜୟପୁରରେ ରାତ୍ରିକାଳୀନ ପୋଲିସ ପେଟ୍ରୋଲିଂ ଜୋରଦାର ଜୟପୁରରେ ରାତ୍ରିକାଳୀନ ପୋଲିସ ପେଟ୍ରୋଲିଂ ଜୋରଦାର
    1
    ଜୟପୁରରେ ରାତ୍ରିକାଳୀନ ପୋଲିସ ପେଟ୍ରୋଲିଂ ଜୋରଦାର

ଜୟପୁରରେ ରାତ୍ରିକାଳୀନ ପୋଲିସ ପେଟ୍ରୋଲିଂ ଜୋରଦାର
ଜୟପୁରରେ ରାତ୍ରିକାଳୀନ ପୋଲିସ ପେଟ୍ରୋଲିଂ ଜୋରଦାର
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    5 hrs ago
  • କାଜୁ ବାଡ଼ରେ ବେକରେ ଗାମୁଛା ଲଗାଇ ମହିଳାଙ୍କ ଆତ୍ମହତ୍ୟା #Kundura #National24
    1
    କାଜୁ ବାଡ଼ରେ ବେକରେ ଗାମୁଛା ଲଗାଇ ମହିଳାଙ୍କ ଆତ୍ମହତ୍ୟା #Kundura #National24
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.