logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

D. R. D. A ର A. P. D. ମହେଶ୍ୱର ରଥ ଙ୍କ ନାମରେ ସଂଗୀନ ଅଭିଯୋଗ #spnewstvliveodia #breakingnews #nayagarhnews

13 hrs ago
user_ସର୍ବେଶ୍ୱର ନାୟକ
ସର୍ବେଶ୍ୱର ନାୟକ
ନୟାଗଡ଼, ନୟାଗଡ଼, ଓଡ଼ିଶା•
13 hrs ago

D. R. D. A ର A. P. D. ମହେଶ୍ୱର ରଥ ଙ୍କ ନାମରେ ସଂଗୀନ ଅଭିଯୋଗ #spnewstvliveodia #breakingnews #nayagarhnews

More news from ଓଡ଼ିଶା and nearby areas
  • D. R. D. A ର A. P. D. ମହେଶ୍ୱର ରଥ ଙ୍କ ନାମରେ ସଂଗୀନ ଅଭିଯୋଗ #spnewstvliveodia #breakingnews #nayagarhnews
    1
    D. R. D. A ର A. P. D. ମହେଶ୍ୱର ରଥ ଙ୍କ ନାମରେ ସଂଗୀନ ଅଭିଯୋଗ #spnewstvliveodia #breakingnews #nayagarhnews
    user_ସର୍ବେଶ୍ୱର ନାୟକ
    ସର୍ବେଶ୍ୱର ନାୟକ
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    13 hrs ago
  • ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ଉତ୍ସାହି, ଉଦ୍ୟମି, ସଂସ୍କୃତି ପ୍ରେମୀ ଏବଂ ଦେଶ ପ୍ରେମୀ ଯୁବକ ମାନଙ୍କୁ ନେଇ ନୂଆକରି ଗଠନ ହୋଇଛି ରାଷ୍ଟ୍ରବାଦୀ ଯୁବଶକ୍ତି ପରିଷଦ। ଏ ଅବସରରେ ପରିଷଦର ଲୋଗୋ ଏବଂ ଟି ସାର୍ଟ ଉନ୍ମୋଚନ କରାଯାଇଥିଲା। ଏନେଇ ବ୍ଲକ ଅଧୀନ ବନମାଳୀପୁର ସ୍ଥିତ ବାବା ସୋମନାଥ ଦେବଙ୍କ ପୀଠରେ ନବଗଠିତ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ଆୟୋଜିତ ସମ୍ମିଳନୀରେ ପରିଷଦର ସଭାପତି ଶୁଭେନ୍ଦୁ କୁମାର ସାହୁ କହିଛନ୍ତି ଯେ, ଯୁବ ଶକ୍ତି ମାନଙ୍କୁ ଏକତା ସୂତ୍ରରେ ବାନ୍ଧିରଖି ସମାଜସେବା କ୍ଷେତ୍ରରେ ନିୟୋଜିତ କରିବା ସହ ସେମାନଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱବୋଧ ଓ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ସଂଗଠନର ମୂଳ ଲକ୍ଷ୍ୟ। ସେହିପରି ଆସନ୍ତା ଏପ୍ରିଲ ୧୧ ତାରିଖରେ ପରିଷଦ ପକ୍ଷରୁ ଏକ ବିଶାଳ ଅଧିବେଶନ ବନମାଳୀପୁର ସ୍ଥିତ ବାବା ସୋମନାଥ ଦେବଙ୍କ ପୀଠରେ ଆୟୋଜନ କରାଯିବା ନେଇ ସୂଚନା ଦିଆଯାଇଛି। ଏଥିରେ ବହୁ ସଂଖ୍ୟାରେ ଯୁବ ଶକ୍ତି ମାନେ ଯୋଡ଼ି ହୋଇ ସାମୂହିକ ହନୁମାନ ଚାଳିଶା ପଠନ କରିବା ସହ ସମାଜରୁ ନିଶା ବ୍ୟାଧିକୁ ଦୂର କରିବା ଏବଂ ସମସ୍ତ ହିନ୍ଦୁ ପର୍ବ ପର୍ବାଣୀରେ ବିନା ନିଶା ସେବନ କରି ଉତ୍ସବ ପାଳନ କରିବା ପାଇଁ ନିଶାମୁକ୍ତି ସଂକଳ୍ପ ଗ୍ରହଣ କରିବେ ବୋଲି ପରିଷଦର ସଭାପତି କହିଛନ୍ତି।
    1
    ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ଉତ୍ସାହି, ଉଦ୍ୟମି, ସଂସ୍କୃତି ପ୍ରେମୀ ଏବଂ ଦେଶ ପ୍ରେମୀ ଯୁବକ ମାନଙ୍କୁ ନେଇ ନୂଆକରି ଗଠନ ହୋଇଛି ରାଷ୍ଟ୍ରବାଦୀ ଯୁବଶକ୍ତି ପରିଷଦ। ଏ ଅବସରରେ ପରିଷଦର ଲୋଗୋ ଏବଂ ଟି ସାର୍ଟ ଉନ୍ମୋଚନ କରାଯାଇଥିଲା। ଏନେଇ ବ୍ଲକ ଅଧୀନ ବନମାଳୀପୁର ସ୍ଥିତ ବାବା ସୋମନାଥ ଦେବଙ୍କ ପୀଠରେ ନବଗଠିତ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ଆୟୋଜିତ ସମ୍ମିଳନୀରେ ପରିଷଦର ସଭାପତି ଶୁଭେନ୍ଦୁ କୁମାର ସାହୁ କହିଛନ୍ତି ଯେ, ଯୁବ ଶକ୍ତି ମାନଙ୍କୁ ଏକତା ସୂତ୍ରରେ ବାନ୍ଧିରଖି ସମାଜସେବା କ୍ଷେତ୍ରରେ ନିୟୋଜିତ କରିବା ସହ ସେମାନଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱବୋଧ ଓ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ସଂଗଠନର ମୂଳ ଲକ୍ଷ୍ୟ। ସେହିପରି ଆସନ୍ତା ଏପ୍ରିଲ ୧୧ ତାରିଖରେ ପରିଷଦ ପକ୍ଷରୁ ଏକ ବିଶାଳ ଅଧିବେଶନ ବନମାଳୀପୁର ସ୍ଥିତ ବାବା ସୋମନାଥ ଦେବଙ୍କ ପୀଠରେ ଆୟୋଜନ କରାଯିବା ନେଇ ସୂଚନା ଦିଆଯାଇଛି। ଏଥିରେ ବହୁ ସଂଖ୍ୟାରେ ଯୁବ ଶକ୍ତି ମାନେ ଯୋଡ଼ି ହୋଇ ସାମୂହିକ ହନୁମାନ ଚାଳିଶା ପଠନ କରିବା ସହ ସମାଜରୁ ନିଶା ବ୍ୟାଧିକୁ ଦୂର କରିବା ଏବଂ ସମସ୍ତ ହିନ୍ଦୁ ପର୍ବ ପର୍ବାଣୀରେ ବିନା ନିଶା ସେବନ କରି ଉତ୍ସବ ପାଳନ କରିବା ପାଇଁ ନିଶାମୁକ୍ତି ସଂକଳ୍ପ ଗ୍ରହଣ କରିବେ ବୋଲି ପରିଷଦର ସଭାପତି କହିଛନ୍ତି।
    user_Bhabani prameya journalist
    Bhabani prameya journalist
    ଖଣ୍ଡପଡ଼ା, ନୟାଗଡ଼, ଓଡ଼ିଶା•
    17 hrs ago
  • ଭଲପାଇ ବିବାହ କରିଥିବା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା କରୁକୁଡୁପା ଗ୍ରାମର ଫିଲମନ ଦିଗାଲ କଣାସ ବ୍ଲକ କୋଟକଣା ଛକରେ ସ୍ୱାମୀ ସ୍ତ୍ରୀ ଭଡାଘରେ ରହୁଥିବାବେଳେ ଫିଲମନର ଶଶ୍ୱୁର କୃଷ୍ଣପ୍ରସାଦର ବ୍ଲକର  ମୋହନ ବେହେରା ଫେବୃଆରୀ ୯ ତାରିଖରେ ଜ୍ୱାଇଁଙ୍କ ଭଡାଘରେ ପହଁଚି ଜ୍ୱାଇଁକୁ ବଜାରକୁ ଯିବା ବୋଲି ଡାକି ନେଇ ମଝି ରାସ୍ତାରେ ଝାଡା ବସିବା କଥା କହି ଖସିଯାଇଥିବାବେଳେ ଫୂର୍ବରୁ ପ୍ରସ୍ତୁତି ଅନୁଯାୟୀ  ଚାରି ପା ଜଣ ବ୍ୟକ୍ତି ଫିଲମନକୁ ଅପହରଣ କରି ନେଇ ମାରି ଦେଇଥିବା ଫିଲମାନର ପତ୍ନୀ ଝାନ୍ସୀ ବେହେରା ଗଡିଶାଗୋଦା ଥାନାରେ  ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଗଡିଶାଗୋଦା ଥାନା ଅଧିକାରୀ ତଦନ୍ତ କରି ଅପହରଣ କରିଥିବା ଶଶ୍ୱୁର ମୋହନ ବେହେରାଙ୍କୁ  ବାହାର ରାଜ୍ୟରୁ ଏକ ମାସ ପରେ ବଗିରଫ କରି କୋର୍ଟ ଚାଲଣ କରିଥିଲେ । ତିନି ଦିନ ହେଲା ହତ୍ୟାକାଣ୍ଡରେ ସହ ଯୋଗ କରିଥିବା ଆସାମୀମାନଙ୍କୁ ପୁଲିସ ବାହାର ରାଜ୍ୟରୁ ଗିରଫ କରି ଫିଲମନକୁ ହତ୍ୟାକରି କେଉଁଠାରେ ପକାଇଛ ସ୍ଥାନ ଦେଖାଇବାକୁ  ପଚାରିବାରୁ ନୂଆ ନଈରେ ହତ୍ୟାକାଣ୍ଡ ପରେ ଫିଲମନର ଶବକୁ ପକାଇଥିବା କହିବାରୁ ଆସାମୀ ମାନଙ୍କୁ ଘଟଣା ସ୍ଥଳକୁ ନେଇ ଅଗ୍ନିସମ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା ନୂଆନଈ ଖୋଜାଖୋଜି କରିଥିଲେ ମଧ୍ୟ  ଫିଲମନର ଶବ କୈାଣସି ସନ୍ଧାନ ନପାଇ ପୁଲିସ ନିରାଶରେ ଫେରି ଆସିଛି ।
    3
    ଭଲପାଇ ବିବାହ କରିଥିବା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା କରୁକୁଡୁପା ଗ୍ରାମର ଫିଲମନ ଦିଗାଲ କଣାସ ବ୍ଲକ କୋଟକଣା ଛକରେ ସ୍ୱାମୀ ସ୍ତ୍ରୀ ଭଡାଘରେ ରହୁଥିବାବେଳେ ଫିଲମନର ଶଶ୍ୱୁର କୃଷ୍ଣପ୍ରସାଦର ବ୍ଲକର  ମୋହନ ବେହେରା ଫେବୃଆରୀ ୯ ତାରିଖରେ ଜ୍ୱାଇଁଙ୍କ ଭଡାଘରେ ପହଁଚି ଜ୍ୱାଇଁକୁ ବଜାରକୁ ଯିବା ବୋଲି ଡାକି ନେଇ ମଝି ରାସ୍ତାରେ ଝାଡା ବସିବା କଥା କହି ଖସିଯାଇଥିବାବେଳେ ଫୂର୍ବରୁ ପ୍ରସ୍ତୁତି ଅନୁଯାୟୀ  ଚାରି ପା ଜଣ ବ୍ୟକ୍ତି ଫିଲମନକୁ ଅପହରଣ କରି ନେଇ ମାରି ଦେଇଥିବା ଫିଲମାନର ପତ୍ନୀ ଝାନ୍ସୀ ବେହେରା ଗଡିଶାଗୋଦା ଥାନାରେ  ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଗଡିଶାଗୋଦା ଥାନା ଅଧିକାରୀ ତଦନ୍ତ କରି ଅପହରଣ କରିଥିବା ଶଶ୍ୱୁର ମୋହନ ବେହେରାଙ୍କୁ  ବାହାର ରାଜ୍ୟରୁ ଏକ ମାସ ପରେ ବଗିରଫ କରି କୋର୍ଟ ଚାଲଣ କରିଥିଲେ । ତିନି ଦିନ ହେଲା ହତ୍ୟାକାଣ୍ଡରେ ସହ ଯୋଗ କରିଥିବା ଆସାମୀମାନଙ୍କୁ ପୁଲିସ ବାହାର ରାଜ୍ୟରୁ ଗିରଫ କରି ଫିଲମନକୁ ହତ୍ୟାକରି କେଉଁଠାରେ ପକାଇଛ ସ୍ଥାନ ଦେଖାଇବାକୁ  ପଚାରିବାରୁ ନୂଆ ନଈରେ ହତ୍ୟାକାଣ୍ଡ ପରେ ଫିଲମନର ଶବକୁ ପକାଇଥିବା କହିବାରୁ ଆସାମୀ ମାନଙ୍କୁ ଘଟଣା ସ୍ଥଳକୁ ନେଇ ଅଗ୍ନିସମ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା ନୂଆନଈ ଖୋଜାଖୋଜି କରିଥିଲେ ମଧ୍ୟ  ଫିଲମନର ଶବ କୈାଣସି ସନ୍ଧାନ ନପାଇ ପୁଲିସ ନିରାଶରେ ଫେରି ଆସିଛି ।
    user_Sujit Tripathy
    Sujit Tripathy
    Accountant ଗାଡ଼ିସାଗଡ଼ା, ପୁରୀ, ଓଡ଼ିଶା•
    5 hrs ago
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପରିସରରେ ଆଜି ଅନୁଷ୍ଠିତ ଜିଲ୍ଲାପାଳଙ୍କ ପାଲଟିଲା ପ୍ରହସନ. ଦିବ୍ୟାଙ୍ଗ, ବୃଦ୍ଧ ବୃଦ୍ଧା. ଅସହାୟ ମାନଙ୍କ ପାଇଁ ନାହିଁ ସୁବିଧା. କେବଳ ଲୋକ ଦେଖାଣିଆ ହେଉଛି ଏହି ଶିବିର.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପରିସରରେ ଆଜି ଅନୁଷ୍ଠିତ ଜିଲ୍ଲାପାଳଙ୍କ ପାଲଟିଲା ପ୍ରହସନ. ଦିବ୍ୟାଙ୍ଗ, ବୃଦ୍ଧ ବୃଦ୍ଧା. ଅସହାୟ ମାନଙ୍କ ପାଇଁ ନାହିଁ ସୁବିଧା. କେବଳ ଲୋକ ଦେଖାଣିଆ ହେଉଛି ଏହି ଶିବିର.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    7 hrs ago
  • Post by ମାନସ କୁମାର ଦାସ
    1
    Post by ମାନସ କୁମାର ଦାସ
    user_ମାନସ କୁମାର ଦାସ
    ମାନସ କୁମାର ଦାସ
    Credit reporting agency ପିପିଲି, ପୁରୀ, ଓଡ଼ିଶା•
    10 hrs ago
  • OT, ICU ରେ ଲାଇଭ ଦେଖିବା ଦରକାର ରୋଗୀ ପରିବାର ଏହି ନିୟମ ଲାଗୁ କରାଯାଉ #Hospital #Government #odisha #bhubaneswar #update #news #viral #latest #utkalgourav #odisha
    1
    OT, ICU  ରେ ଲାଇଭ ଦେଖିବା ଦରକାର ରୋଗୀ ପରିବାର ଏହି ନିୟମ ଲାଗୁ କରାଯାଉ 
#Hospital
#Government
#odisha
#bhubaneswar
#update
#news
#viral
#latest
#utkalgourav
#odisha
    user_Utkal Gourav
    Utkal Gourav
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    18 hrs ago
  • sriya
    2
    sriya
    user_OTV
    OTV
    ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    2 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.