logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗ୍ରାମ ମାଝୀଗାଁ ପଞ୍ଚାୟତ କେରପାଇ ବ୍ଳକ ଥୁଆମୂଳ ରାମପୁର ଜିଲ୍ଲା କଳାହାଣ୍ଡି

8 hrs ago
user_Baleswar Naik
Baleswar Naik
Thuamul Rampur, Kalahandi•
8 hrs ago
3b545d20-946f-4129-b9c5-eef7c000fa43
2dcdd3d5-dacc-4ca1-b419-d79225c5a793

ଗ୍ରାମ ମାଝୀଗାଁ ପଞ୍ଚାୟତ କେରପାଇ ବ୍ଳକ ଥୁଆମୂଳ ରାମପୁର ଜିଲ୍ଲା କଳାହାଣ୍ଡି

More news from ଓଡ଼ିଶା and nearby areas
  • ବିଜେପି ବିଧାୟକଙ୍କ ଉପରେ ବର୍ଷିଲେ ତାରା ପ୍ରସାଦ ବାହିନୀପତି
    1
    ବିଜେପି ବିଧାୟକଙ୍କ ଉପରେ ବର୍ଷିଲେ ତାରା ପ୍ରସାଦ ବାହିନୀପତି
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    21 hrs ago
  • ଓଡ଼ିଶା ଅମଲା ସଂଘ ର ତ୍ରୟୋବାର୍ଷିକି ସମ୍ମିଳନି କୋରାପୁଟ ଜିଲ୍ଲା ରେ କରିବା ନିମନ୍ତେ ଦିର୍ଘ ବର୍ଷ ଧରି ଦାବି ହୋଇ ଆସୁଥିବା ବେଳେ, ରାଜ୍ୟ ସଂଘ ଟାଳ ଟୁଳ ନିତି ଅବଲମ୍ବନ କରୁଥିବାରୁ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ମଧ୍ୟରେ ଅଷୋନ୍ତଷ ବୃଦ୍ଧି ପାଉଛି,
    1
    ଓଡ଼ିଶା ଅମଲା ସଂଘ ର ତ୍ରୟୋବାର୍ଷିକି ସମ୍ମିଳନି କୋରାପୁଟ ଜିଲ୍ଲା ରେ କରିବା ନିମନ୍ତେ ଦିର୍ଘ ବର୍ଷ ଧରି ଦାବି ହୋଇ ଆସୁଥିବା ବେଳେ, ରାଜ୍ୟ ସଂଘ ଟାଳ ଟୁଳ ନିତି ଅବଲମ୍ବନ କରୁଥିବାରୁ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ମଧ୍ୟରେ ଅଷୋନ୍ତଷ ବୃଦ୍ଧି ପାଉଛି,
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    2 hrs ago
  • ଟିଟିଲାଗଡ଼ ରେ ଆଜି ପବିତ୍ର ହନୁମାନ ଜୟନ୍ତୀ ଅବସରରେ ବ୍ୟାପକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଛି l ବିଭିନ୍ନ ହନୁମାନ ମନ୍ଦିର ରେ ଭକ୍ତ ଙ୍କ ସମାଗମ ହେବାରେ ଲାଗିଛି l ସମଗ୍ର ସହରରେ ଆଜି ଆଧ୍ୟାତ୍ମିକ ବାତାବରଣ ଦେଖା ଦେଇଛି l ଜୟଶ୍ରୀ ରାମ, ଜୟ ହନୁମାନ ନାରା ରେ ଆଜି ସମଗ୍ର ଅଂଚଳ ପ୍ରକମ୍ପିତ ହେଉଛି l ଟିଟିଲାଗଡ଼ ସହର ଠିକାଦାର ପଡା ରେ ଆଜି ସ୍ୱତନ୍ତ୍ର ସାଜସଜ୍ଜା କରାଯାଇଛି l ରଙ୍ଗୋଲି ରେ ପ୍ରଭୁ ହନୁମାନ ଙ୍କ ଫଟୋ ଚିତ୍ର କରାଯାଇ ମନ୍ଦିର ରେ ଆଲୋକମାଳା ରେ ସଜ୍ଜଜି କରାଯାଇଛି l ଆଜି ସଂଧ୍ୟା ରେ ବ୍ୟାପକ କାର୍ଯ୍ୟକ୍ରମ, ରୀତିନୀତି ଆୟୋଜନ ହେବା ନେଇ ମନ୍ଦିର କମିଟି ସୂଚନା ଦେଇଛି l
    3
    ଟିଟିଲାଗଡ଼ ରେ ଆଜି ପବିତ୍ର ହନୁମାନ ଜୟନ୍ତୀ ଅବସରରେ ବ୍ୟାପକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଛି l ବିଭିନ୍ନ ହନୁମାନ ମନ୍ଦିର ରେ ଭକ୍ତ ଙ୍କ ସମାଗମ ହେବାରେ ଲାଗିଛି l ସମଗ୍ର ସହରରେ ଆଜି ଆଧ୍ୟାତ୍ମିକ ବାତାବରଣ ଦେଖା ଦେଇଛି l ଜୟଶ୍ରୀ ରାମ, ଜୟ ହନୁମାନ ନାରା ରେ ଆଜି ସମଗ୍ର ଅଂଚଳ ପ୍ରକମ୍ପିତ ହେଉଛି l ଟିଟିଲାଗଡ଼ ସହର ଠିକାଦାର ପଡା ରେ ଆଜି ସ୍ୱତନ୍ତ୍ର ସାଜସଜ୍ଜା କରାଯାଇଛି l ରଙ୍ଗୋଲି ରେ ପ୍ରଭୁ ହନୁମାନ ଙ୍କ ଫଟୋ ଚିତ୍ର କରାଯାଇ ମନ୍ଦିର ରେ ଆଲୋକମାଳା ରେ ସଜ୍ଜଜି କରାଯାଇଛି l ଆଜି ସଂଧ୍ୟା ରେ ବ୍ୟାପକ କାର୍ଯ୍ୟକ୍ରମ, ରୀତିନୀତି ଆୟୋଜନ ହେବା ନେଇ ମନ୍ଦିର କମିଟି ସୂଚନା ଦେଇଛି l
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    6 hrs ago
  • ହନୁମାନ ଜୟନ୍ତୀ ପାଇଁ ଦାମନଯୋଡି ନାଲକୋ ଟାଉନସିପ ସ୍ଥିତ ଶ୍ରୀ ଅଭୟ ଆଞେନେୟଙ୍କ ପୀଠରେ ଉତ୍ସବ ଶୁଭାରମ୍ଭ ହୋଇଛି। ୧୦୮ ଫୁଟ ଉଚ୍ଚତା ତଥା ଓଡ଼ିଶାର ସର୍ବୋଚ୍ଚ ହନୁମାନଙ୍କ ଏହି ବାଟିକାରେ ରବିବାର ଠାରୁ ୪ ଦିନ ଧରି ହନୁମାନ ଜୟନ୍ତୀ ଉତ୍ସବ ଏବଂ ବିଶ୍ୱଶାନ୍ତି ମହାଯଜ୍ଞ ପାଳନ କରାଯିବ ବୋଲି ଜଣାପଡ଼ିଛି। ଏହି ଅବସରରେ କଳଶ ଶୋଭାଯାତ୍ରା,ଆଚାର୍ଯ୍ୟବରଣ,ମଣ୍ଡଳାଦି ପୂଜା,ଅଗ୍ନି ସଂସ୍କାର ଓ ହବନ ଆଦି ଅନୁଷ୍ଠିତ ହୋଇଥିଲା। ହରିବୋଲ,ହୁଳହୁଳି,ପାରମ୍ପରିକ ବାଦ୍ୟ ଓ ସଙ୍କୀର୍ତ୍ତନ ସହିତ ଜୟ ଶ୍ରୀରାମ ଓ ଜୟ ବଜରଙ୍ଗବାଲି ନାରା ମଧ୍ୟରେ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ମନ୍ଦିରର ନିୟମିତ ପୂଜକ ଏବଂ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରୁ ଆସିଥିବା ପଣ୍ଡିତ ମାନେ ଏହି ଉତ୍ସବରେ ପୂଜାନୀତି ପୂଜାର୍ଚ୍ଚନା କରୁଥିବା ବେଳେ ନାଲକୋର ଚିପ୍ ଜେନେରାଲ ମ୍ୟାନେଜର ସଞ୍ଜୟ ପଟ୍ଟନାୟକ,ଋଷିକେଶ ବାହାଦୁର ସିଂ,ଏନ ରବି କୁମାର,କ୍ଷୀରୋଦ ବିଷୋୟୀ ପ୍ରମୁଖ ସସ୍ତ୍ରୀକ କର୍ତ୍ତା ଦାୟିତ୍ୱରେ ରହିଛନ୍ତି। ମନ୍ଦିର ପରିଚାଳନା କମିଟି ପକ୍ଷରୁ ସରୋଜ କୁମାର ସ୍ବାଇଁ,ଆଲୋକ ଚୌଧୁରୀ, ଶ୍ୟାମସୁନ୍ଦର ପଣ୍ଡା ପ୍ରମୁଖ କର୍ମକର୍ତ୍ତା ଓ ସଦସ୍ୟମାନେ ଉତ୍ସବ ପରିଚାଳନା କରୁଥିବା ବେଳେ ବାଟିକା ବାହାରେ ଦେଶର ବିଭିନ୍ନ ପ୍ରାନ୍ତରୁ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମେଳା ଆଦିର ଷ୍ଟଲ ବ୍ୟବସ୍ଥା କରାଯାଇଛି।
    1
    ହନୁମାନ ଜୟନ୍ତୀ ପାଇଁ ଦାମନଯୋଡି ନାଲକୋ ଟାଉନସିପ ସ୍ଥିତ ଶ୍ରୀ ଅଭୟ ଆଞେନେୟଙ୍କ ପୀଠରେ ଉତ୍ସବ ଶୁଭାରମ୍ଭ ହୋଇଛି। ୧୦୮ ଫୁଟ ଉଚ୍ଚତା ତଥା ଓଡ଼ିଶାର ସର୍ବୋଚ୍ଚ ହନୁମାନଙ୍କ ଏହି ବାଟିକାରେ ରବିବାର ଠାରୁ ୪ ଦିନ ଧରି ହନୁମାନ ଜୟନ୍ତୀ ଉତ୍ସବ ଏବଂ ବିଶ୍ୱଶାନ୍ତି ମହାଯଜ୍ଞ ପାଳନ କରାଯିବ ବୋଲି ଜଣାପଡ଼ିଛି। ଏହି ଅବସରରେ କଳଶ ଶୋଭାଯାତ୍ରା,ଆଚାର୍ଯ୍ୟବରଣ,ମଣ୍ଡଳାଦି ପୂଜା,ଅଗ୍ନି ସଂସ୍କାର ଓ ହବନ ଆଦି ଅନୁଷ୍ଠିତ ହୋଇଥିଲା। ହରିବୋଲ,ହୁଳହୁଳି,ପାରମ୍ପରିକ ବାଦ୍ୟ ଓ ସଙ୍କୀର୍ତ୍ତନ ସହିତ ଜୟ ଶ୍ରୀରାମ ଓ ଜୟ ବଜରଙ୍ଗବାଲି ନାରା ମଧ୍ୟରେ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ମନ୍ଦିରର ନିୟମିତ ପୂଜକ ଏବଂ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରୁ ଆସିଥିବା ପଣ୍ଡିତ ମାନେ ଏହି ଉତ୍ସବରେ ପୂଜାନୀତି ପୂଜାର୍ଚ୍ଚନା କରୁଥିବା ବେଳେ ନାଲକୋର ଚିପ୍  ଜେନେରାଲ ମ୍ୟାନେଜର ସଞ୍ଜୟ ପଟ୍ଟନାୟକ,ଋଷିକେଶ ବାହାଦୁର ସିଂ,ଏନ ରବି କୁମାର,କ୍ଷୀରୋଦ ବିଷୋୟୀ ପ୍ରମୁଖ ସସ୍ତ୍ରୀକ କର୍ତ୍ତା ଦାୟିତ୍ୱରେ ରହିଛନ୍ତି। ମନ୍ଦିର ପରିଚାଳନା କମିଟି ପକ୍ଷରୁ ସରୋଜ କୁମାର ସ୍ବାଇଁ,ଆଲୋକ ଚୌଧୁରୀ, ଶ୍ୟାମସୁନ୍ଦର ପଣ୍ଡା ପ୍ରମୁଖ କର୍ମକର୍ତ୍ତା ଓ ସଦସ୍ୟମାନେ ଉତ୍ସବ ପରିଚାଳନା କରୁଥିବା ବେଳେ ବାଟିକା ବାହାରେ ଦେଶର ବିଭିନ୍ନ ପ୍ରାନ୍ତରୁ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମେଳା ଆଦିର ଷ୍ଟଲ ବ୍ୟବସ୍ଥା କରାଯାଇଛି।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    18 hrs ago
  • ​ନୂଆପଡ଼ା- ୧୩ -/୪- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର ଗ୍ରାମ ପଞ୍ଚାୟତ ର ଉଦ୍ୟାନବନ୍ଧ ଗ୍ରାମଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଭବ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଶ୍ରମିକ ସମସ୍ୟାର ସମାଧାନ ସହ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ​ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ-ଜିଲ୍ଲାପାଳ ସୁର୍ମି ସୋରେନ, ସିଡିଏମଓ ଡାଃ ଧନେଶ୍ୱର ସେଠୀ,ବ୍ଲକ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ବିଡିଓ ପବିତ୍ର କୁମାର ସାମଲ ଓ ତହସିଲଦାର ସର୍ବେଶ୍ୱର ଜାଲ ପ୍ରମୁଖ ଯୋଗ ଦେଇଥିଲେ। ବିଭିନ୍ନ ବିଭାଗର ଅଧିକାରୀମାନେ ଶ୍ରମିକ, ଚାଷୀ ଓ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାଗୁଡ଼ିକର ସୁଫଳ କିଭଳି ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ, ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ। ​"ଝିଅ ପାଇଁ ଗଛଟିଏ" ଓ ସାମାଜିକ ସଚେତନତା ​ଏହି ଅବସରରେ ଜିଲ୍ଲାପାଳ ନବଜାତ କନ୍ୟା ଶିଶୁ 'ରୀୟଂଶି'ଙ୍କୁ କୋଳକୁ ନେଇ ଆଶୀର୍ବାଦ ପ୍ରଦାନ କରିବା ସହ "ଝିଅ ପାଇଁ ଗଛଟିଏ" ଅଭିଯାନରେ ତାଙ୍କ ପିତାମାତାଙ୍କୁ ବୃକ୍ଷ ଚାରା ଓ ଉପହାର ପ୍ରଦାନ କରିଥିଲେ। ଏହା ସହିତ "ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ" କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାମାନଙ୍କୁ ପୁଷ୍ଟିକର ଖାଦ୍ୟ ଓ ସହାୟତା ବଣ୍ଟନ କରାଯାଇଥିଲା। ସ୍ଥାନୀୟ ଶିଶୁ କଳାକାରମାନଙ୍କ ଦ୍ୱାରା ନୃତ୍ୟ ମାଧ୍ୟମରେ ପ୍ରବାସୀ ଶ୍ରମିକ ସମସ୍ୟା ଉପରେ ଏକ ସୁନ୍ଦର ସଚେତନତା ବାର୍ତ୍ତା ପରିବେଷଣ କରାଯାଇଥିଲା। ​ଜିଲ୍ଲାପାଳ ଏ ଅବସର ରେ ଆହ୍ୱାନ ଦେଇ କହିଲେ ଯେ, ଦଲାଲଙ୍କୁ ଦୂରେଇ ରୁହନ୍ତୁ । ​ ଜିଲ୍ଲାପାଳ ଶ୍ରୀ ଦାଶ ଆହୁରି କହିଥିଲେ, "ନିଜ ମାଟିରେ ରୋଜଗାରର ଅନେକ ସୁଯୋଗ ଅଛି। ଶ୍ରମିକ ଦଲାଲମାନଙ୍କ ପ୍ରଲୋଭନରେ ପଡ଼ି ବାହାରକୁ ନଯାଇ ସରକାରୀ ଯୋଜନାର ଲାଭ ଉଠାନ୍ତୁ।" ​ ଶିଶୁମାନଙ୍କୁ କାମରେ ନଲଗାଇ ବିଦ୍ୟାଳୟକୁ ପଠାନ୍ତୁ। ଗ୍ରାମକୁ ପ୍ଲାଷ୍ଟିକ ମୁକ୍ତ ରଖନ୍ତୁ। ମା, ମାତୃଭାଷା ଓ ମାତୃଭୂମିକୁ ସର୍ବଦା ସମ୍ମାନ ଦିଅନ୍ତୁ। ​ହିତାଧିକାରୀଙ୍କୁ ସମ୍ମାନ ଓ ସହାୟତା ​କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସଫଳତା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା । ​ବିବାହ ସହାୟତା, ଶ୍ରମ ବିଭାଗ ପକ୍ଷରୁ ରେଖରାମ ଅହିର ଓ ପୂର୍ଣ୍ଣିମା ମାଝୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ। ​ଶ୍ରମିକ ଙ୍କ ଶ୍ରମ କୁ ସମ୍ମାନ । ମନରେଗା ଯୋଜନାରେ ୧୦୦ ଦିନରୁ ଅଧିକ କାର୍ଯ୍ୟ କରିଥିବା ଶ୍ରମିକଙ୍କୁ ସମ୍ବର୍ଦ୍ଧନା। ​ସ୍ୱଚ୍ଛତା ପାଇଁ ଚନ୍ଦ୍ର କୁମ୍ଭାର, କଶ୍ୟପ ସାଗରିଆ ଓ ପ୍ରଫୁଲ୍ଲ ମଲ୍ଲିକଙ୍କୁ "ସ୍ୱଚ୍ଛତା ଦୂତ" ସମ୍ମାନ ପ୍ରଦାନ। ​ଜୀବଜନ୍ତୁ ସେବା "ପକ୍ଷୀ ପାଇଁ ଦିନଟିଏ" କାର୍ଯ୍ୟକ୍ରମ ଅଧୀନରେ ପକ୍ଷୀଙ୍କ ପାଇଁ ଜଳ ଓ ଖାଦ୍ୟର ବ୍ୟବସ୍ଥା। ​ଶେଷରେ ଜିଲ୍ଲାପାଳ ନିଜେ ପ୍ରବାସୀ ଶ୍ରମିକ ଜଳନ୍ଧର ବେମାଲଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କୋମନା ବିଡିଓ, ତହସିଲଦାର ଓ ଜଙ୍ଗଲ ବିଭାଗର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି।
    6
    ​ନୂଆପଡ଼ା- ୧୩ -/୪- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର ଗ୍ରାମ ପଞ୍ଚାୟତ ର ଉଦ୍ୟାନବନ୍ଧ ଗ୍ରାମଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଭବ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଶ୍ରମିକ ସମସ୍ୟାର ସମାଧାନ ସହ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା।
​ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ-ଜିଲ୍ଲାପାଳ ସୁର୍ମି ସୋରେନ, ସିଡିଏମଓ ଡାଃ ଧନେଶ୍ୱର ସେଠୀ,ବ୍ଲକ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ବିଡିଓ ପବିତ୍ର କୁମାର ସାମଲ ଓ ତହସିଲଦାର ସର୍ବେଶ୍ୱର ଜାଲ ପ୍ରମୁଖ ଯୋଗ ଦେଇଥିଲେ। ବିଭିନ୍ନ ବିଭାଗର ଅଧିକାରୀମାନେ ଶ୍ରମିକ, ଚାଷୀ ଓ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାଗୁଡ଼ିକର ସୁଫଳ କିଭଳି ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ, ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ।
​"ଝିଅ ପାଇଁ ଗଛଟିଏ" ଓ ସାମାଜିକ ସଚେତନତା
​ଏହି ଅବସରରେ ଜିଲ୍ଲାପାଳ ନବଜାତ କନ୍ୟା ଶିଶୁ 'ରୀୟଂଶି'ଙ୍କୁ କୋଳକୁ ନେଇ ଆଶୀର୍ବାଦ ପ୍ରଦାନ କରିବା ସହ "ଝିଅ ପାଇଁ ଗଛଟିଏ" ଅଭିଯାନରେ ତାଙ୍କ ପିତାମାତାଙ୍କୁ ବୃକ୍ଷ ଚାରା ଓ ଉପହାର ପ୍ରଦାନ କରିଥିଲେ। ଏହା ସହିତ "ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ" କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାମାନଙ୍କୁ ପୁଷ୍ଟିକର ଖାଦ୍ୟ ଓ ସହାୟତା ବଣ୍ଟନ କରାଯାଇଥିଲା। ସ୍ଥାନୀୟ ଶିଶୁ କଳାକାରମାନଙ୍କ ଦ୍ୱାରା ନୃତ୍ୟ ମାଧ୍ୟମରେ ପ୍ରବାସୀ ଶ୍ରମିକ ସମସ୍ୟା ଉପରେ ଏକ ସୁନ୍ଦର ସଚେତନତା ବାର୍ତ୍ତା ପରିବେଷଣ କରାଯାଇଥିଲା।
​ଜିଲ୍ଲାପାଳ ଏ ଅବସର ରେ ଆହ୍ୱାନ ଦେଇ କହିଲେ ଯେ, ଦଲାଲଙ୍କୁ ଦୂରେଇ ରୁହନ୍ତୁ ।
​ ଜିଲ୍ଲାପାଳ ଶ୍ରୀ ଦାଶ ଆହୁରି କହିଥିଲେ, "ନିଜ ମାଟିରେ ରୋଜଗାରର ଅନେକ ସୁଯୋଗ ଅଛି। ଶ୍ରମିକ ଦଲାଲମାନଙ୍କ ପ୍ରଲୋଭନରେ ପଡ଼ି ବାହାରକୁ ନଯାଇ ସରକାରୀ ଯୋଜନାର ଲାଭ ଉଠାନ୍ତୁ।"
​ ଶିଶୁମାନଙ୍କୁ କାମରେ ନଲଗାଇ ବିଦ୍ୟାଳୟକୁ ପଠାନ୍ତୁ। ଗ୍ରାମକୁ ପ୍ଲାଷ୍ଟିକ ମୁକ୍ତ ରଖନ୍ତୁ।
ମା, ମାତୃଭାଷା ଓ ମାତୃଭୂମିକୁ ସର୍ବଦା ସମ୍ମାନ ଦିଅନ୍ତୁ।
​ହିତାଧିକାରୀଙ୍କୁ ସମ୍ମାନ ଓ ସହାୟତା
​କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସଫଳତା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା ।
​ବିବାହ ସହାୟତା, ଶ୍ରମ ବିଭାଗ ପକ୍ଷରୁ ରେଖରାମ ଅହିର ଓ ପୂର୍ଣ୍ଣିମା ମାଝୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ।
​ଶ୍ରମିକ ଙ୍କ ଶ୍ରମ କୁ ସମ୍ମାନ । ମନରେଗା ଯୋଜନାରେ ୧୦୦ ଦିନରୁ ଅଧିକ କାର୍ଯ୍ୟ କରିଥିବା ଶ୍ରମିକଙ୍କୁ ସମ୍ବର୍ଦ୍ଧନା।
​ସ୍ୱଚ୍ଛତା ପାଇଁ ଚନ୍ଦ୍ର କୁମ୍ଭାର, କଶ୍ୟପ ସାଗରିଆ ଓ ପ୍ରଫୁଲ୍ଲ ମଲ୍ଲିକଙ୍କୁ "ସ୍ୱଚ୍ଛତା ଦୂତ" ସମ୍ମାନ ପ୍ରଦାନ।
​ଜୀବଜନ୍ତୁ ସେବା  "ପକ୍ଷୀ ପାଇଁ ଦିନଟିଏ" କାର୍ଯ୍ୟକ୍ରମ ଅଧୀନରେ ପକ୍ଷୀଙ୍କ ପାଇଁ ଜଳ ଓ ଖାଦ୍ୟର ବ୍ୟବସ୍ଥା।
​ଶେଷରେ ଜିଲ୍ଲାପାଳ ନିଜେ ପ୍ରବାସୀ ଶ୍ରମିକ ଜଳନ୍ଧର ବେମାଲଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କୋମନା ବିଡିଓ, ତହସିଲଦାର ଓ ଜଙ୍ଗଲ ବିଭାଗର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି।
    user_Surendra Tiwari
    Surendra Tiwari
    Life Insurance Agency ନୂଆପଡା, ନୂଆପଡ଼ା, ଓଡ଼ିଶା•
    21 hrs ago
  • Post by Ansubhai Pandey
    2
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    20 hrs ago
  • ଭାରତର ସଂବିଧାନ ଶିଳ୍ପୀ, ବିଶ୍ୱବିଖ୍ୟାତ ଆଇନବିଦ୍ ଏବଂ ପ୍ରଥମ ଆଇନ ଓ ନ୍ୟାୟମନ୍ତ୍ରୀ ଡ଼. ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ କୋରାପୁଟ ଜିଲ୍ଲା କଂଗ୍ରେସ ଦଳ ତରଫରୁ ଜୟପୁର କଂଗ୍ରେସ ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ପୁଷ୍ପାର୍ଚ୍ଚନା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ଏହି ଶୁଭ ଅବସରରେ ସମସ୍ତ ସାଧାରଣ ଜନତା, କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ସକ୍ରିୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ!
    1
    ଭାରତର ସଂବିଧାନ ଶିଳ୍ପୀ, ବିଶ୍ୱବିଖ୍ୟାତ ଆଇନବିଦ୍ ଏବଂ ପ୍ରଥମ ଆଇନ ଓ ନ୍ୟାୟମନ୍ତ୍ରୀ ଡ଼. ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ କୋରାପୁଟ ଜିଲ୍ଲା କଂଗ୍ରେସ ଦଳ ତରଫରୁ ଜୟପୁର କଂଗ୍ରେସ ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ପୁଷ୍ପାର୍ଚ୍ଚନା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ଏହି ଶୁଭ ଅବସରରେ ସମସ୍ତ ସାଧାରଣ ଜନତା, କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ସକ୍ରିୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ!
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    3 hrs ago
  • ଟିଟିଲାଗଡ଼ ପୋଲିସ ଆସନ୍ତାକାଲି ହେବାକୁ ଥିବା ହନୁମାନ ଜୟନ୍ତୀ ସହରରେ ଶାନ୍ତି ଶୃଙ୍ଖଳା ର ସହିତ ପାଳନ କରିବା ନେଇ ଆଜି ପୋଲିସ ପ୍ରଶାସନ ତରଫରୁ ସାଇରନ ଗାଡି ଧରି ଟିଟିଲାଗଡ଼ ପୋଲିସ ବାହିନୀ, ଗୃହରକ୍ଷୀ ବାହିନୀ, ରିଜର୍ଭ ପୋଲିସ ଫୋର୍ସ ଆଦି ସଦଳବଳ ଟିଟିଲାଗଡ଼ ସହରରେ ପରିକ୍ରମା କରିବା ସହିତ ଫ୍ଲାଗ ମାର୍ଚ୍ଚ କରିଛନ୍ତି l ହନୁମାନ ଜୟନ୍ତୀ ସହରରେ ଭକ୍ତିଭାବ ତଥା ଶ୍ରଦ୍ଧା ର ସହିତ ଏକ ଭାଇଚାରା ର ପ୍ରତୀକ ଭାବରେ ସହରରେ ପାଳନ କରାଯାଉଛି l
    2
    ଟିଟିଲାଗଡ଼ ପୋଲିସ ଆସନ୍ତାକାଲି ହେବାକୁ ଥିବା ହନୁମାନ ଜୟନ୍ତୀ ସହରରେ ଶାନ୍ତି ଶୃଙ୍ଖଳା ର ସହିତ ପାଳନ କରିବା ନେଇ ଆଜି ପୋଲିସ ପ୍ରଶାସନ ତରଫରୁ ସାଇରନ ଗାଡି ଧରି ଟିଟିଲାଗଡ଼ ପୋଲିସ ବାହିନୀ, ଗୃହରକ୍ଷୀ ବାହିନୀ, ରିଜର୍ଭ ପୋଲିସ ଫୋର୍ସ ଆଦି ସଦଳବଳ ଟିଟିଲାଗଡ଼ ସହରରେ ପରିକ୍ରମା କରିବା ସହିତ ଫ୍ଲାଗ ମାର୍ଚ୍ଚ କରିଛନ୍ତି l ହନୁମାନ ଜୟନ୍ତୀ ସହରରେ ଭକ୍ତିଭାବ ତଥା ଶ୍ରଦ୍ଧା ର ସହିତ ଏକ ଭାଇଚାରା ର ପ୍ରତୀକ ଭାବରେ ସହରରେ ପାଳନ କରାଯାଉଛି l
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    22 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    53 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.