Shuru
Apke Nagar Ki App…
ଆଜି କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାଜଗଡ଼ ଗ୍ରାମର ବିଶିଷ୍ଟ ସମାଜସେବୀ ଗୋବର୍ଦ୍ଧନ ସାହୁଙ୍କ ୭୦ ବର୍ଷିଆ ଧର୍ମପତ୍ନୀ ଆରତୀ ସାହୁ ଭୁବନେଶ୍ୱର କିମସ୍ ହସ୍ପିଟାଲରେ ଦୀର୍ଘଦିନ ଧରି ଚିକିତ୍ସାଧିନ ଅବସ୍ଥାରେ ସକାଳୁ ମୃତ୍ୟୁ ବରଣ କରିବା ପରେ ତାଙ୍କ ପ୍ରାର୍ଥୀବ ମରଶରୀରକୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ରୁ ନିଜ ଗ୍ରାମ ରାଜଗଡ଼ ସ୍ଥିତ ବସଭବନ ଅଭିମୁଖେ ଅଣାଯିବା ପରେ ଖବର ପାଇ ଆଖ ପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସଂଗେ ସଂଗେ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ମହା ପ୍ରଭୁଙ୍କ ନିକଟରେ ଆତ୍ମାର ସଦଗତି କାମନା କରିଥିବା ଜଣାପଡିଛି..
Prafulla Kumar Malla

More news from ଓଡ଼ିଶା and nearby areas
- ଏସିଆ ମଧ୍ୟ ପ୍ରାଚ୍ୟ ଲାଗିରହିଥିବା ଯୁଦ୍ଧ୍ୟ ପାଇଁ ପେଟ୍ରୋଲ ଡିଜେଲ ଦାମ ବଢିବା ଆଶଙ୍କାରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପ ରେ ଲୋକଙ୍କ ପ୍ରବଳ ଭିଡ,ଏସିଆ ମଧ୍ୟ ପ୍ରାଚ୍ୟ ରେ ଲାଗିରହିଥିବା ଯୁଦ୍ଧ୍ୟ କୁ ନଜରରେ ରଖି ସରକାର ଆଗାମୀ ସମୟରେ ପେଟ୍ରୋଲ,ଡିଜେଲ ଦର ବୃଦ୍ଧି କରିପାରନ୍ତି, ଯାହା କାରଣରୁ ଲୋକଙ୍କ ମନରେ ଏକ ଆଶଙ୍କା ସୃଷ୍ଟି ହୋଇଛି ଯାହା ଦ୍ୱାରା ଲୋକେ କେନ୍ଦ୍ରାପଡ଼ା ବିଭିନ୍ନ ପେଟ୍ରୋଲ ଟାଙ୍କିରେ ଭିଡ ଜମାଇ ଆବଶ୍ୟକତା ଠାରୁ ଅଧିକ ପେଟ୍ରୋଲ କିଣିବାରେ ବ୍ୟସ୍ଥ ହୋଇପଡିଛନ୍ତି, ଏହା ଦ୍ୱାରା ସରକାର ଙ୍କ ନିକଟରେ ଦୀର୍ଘ ଦିନ ପର୍ଯ୍ୟନ୍ତ ମହଜୁଦ ଥିବା ପେଟ୍ରୋଲ କିଛିଦିନ ମଧ୍ୟରେ ସମାପ୍ତ ହୋଇଯିବା ଆଶଙ୍କା ବଢିଯାଇଛି I1
- Post by Jena1
- Post by ବିଂଝାରପୁର ଖବର ଉପର ନଜର1
- Post by Mo Adhikar news1
- Post by Bikram Mohapatra1
- Post by ଯାଜପୁର ଖବର ପ୍ରସାରିତ1
- ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ର ସିଙ୍ଗାପୁର ଠାରେ ଆଜି ଠାରୁ ପ୍ରସିଦ୍ଧ ସିଙ୍ଗାପୁର ଯାତ୍ରା ଆରମ୍ଭ ହୋଇଛି।ଗତକାଲି ସକାଳ ୭:୩0 ସମୟରେ ପଣ୍ଡିତ ମାନେ ପୁଷ୍ପିରିଣୀ ରୁ ବାହାର କରି ନାରାୟଣ ଗୋସାଇଁ ଙ୍କୁ ବାହାରକୁ ବାହାର କରି,ପୂର୍ବ ପାବଛ ରେ ୩୦୮ ପଇଡ଼ ପାଣି ଓ କଞ୍ଚା କ୍ଷୀରରେ ସ୍ନାନ କରାଇ ପାରମ୍ପରିକ ନୀତିରେ ପୂଜା କରିଥିଲେ ।ଏହି ଯାତ୍ରା ୫ ଦିନ ଧରି ଚାଲିବ ଏବଂ ପ୍ରଭୁ ନାରାୟଣ ଗୋସାଇଁ ଙ୍କୁ ଶ୍ରଦ୍ଧାଳୁ ମାନେ ଦର୍ଶନ କରିପାରିବେ ବୋଲି ମୁଖ୍ୟ ସେବାୟତ କହିଛନ୍ତି।1
- ଏସିଆ ମଧ୍ୟ ପ୍ରାଚ୍ୟ ରେ ଲାଗିରହିଥିବା ଯୁଦ୍ଧ୍ୟ କୁ ନଜରରେ ରଖି ସରକାର ଆଗାମୀ ସମୟରେ ପେଟ୍ରୋଲ,ଡିଜେଲ ଦର ବୃଦ୍ଧି କରିପାରନ୍ତି, ଯାହା କାରଣରୁ ଲୋକଙ୍କ ମନରେ ଏକ ଆଶଙ୍କା ସୃଷ୍ଟି ହୋଇଛି ଯାହା ଦ୍ୱାରା ଲୋକେ କେନ୍ଦ୍ରାପଡ଼ା ବିଭିନ୍ନ ପେଟ୍ରୋଲ ଟାଙ୍କିରେ ଭିଡ ଜମାଇ ଆବଶ୍ୟକତା ଠାରୁ ଅଧିକ ପେଟ୍ରୋଲ କିଣିବାରେ ବ୍ୟସ୍ଥ ହୋଇପଡିଛନ୍ତି, ଏହା ଦ୍ୱାରା ସରକାର ଙ୍କ ନିକଟରେ ଦୀର୍ଘ ଦିନ ପର୍ଯ୍ୟନ୍ତ ମହଜୁଦ ଥିବା ପେଟ୍ରୋଲ କିଛିଦିନ ମଧ୍ୟରେ ସମାପ୍ତ ହୋଇଯିବା ଆଶଙ୍କା ବଢିଯାଇଛି.1