ଇଚ୍ଛାପୁରଠାରେ ଜିଲ୍ଲା ଗୋଁଡୱାନା ଗୋଁଡ ସମାଜର ଭବ୍ୟ ସମାବେଶ : ନୂତନ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା। ନୂଆପଡ଼ା -୨୦/୦୪- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଇଚ୍ଛାପୁରଠାରେ ଜିଲ୍ଲା ଗୋଁଡୱାନା ଗୋଁଡ ସମାଜ ପକ୍ଷରୁ ଏକ ବିଶାଳ ସାଂଗଠନିକ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ରବିବାର ଦିନ ଆୟୋଜିତ ଏହି ସ୍ୱତନ୍ତ୍ର ଅଧିବେଶନରେ ସମାଜର ଏକତା, ସାଂସ୍କୃତିକ ଭାଇଚାରା ଏବଂ ସାଂଗଠନିକ ସୁଦୃଢ଼ୀକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ନୂତନ ଅଧ୍ୟକ୍ଷଙ୍କୁ ଭବ୍ୟ ସ୍ୱାଗତ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ନୂତନ ଭାବେ ନିଯୁକ୍ତ ହୋଇଥିବା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ହୋମ ସିଂ ମାଝି ଙ୍କୁ ସମ୍ବର୍ଦ୍ଧନା। ଇଚ୍ଛାପୁର ଗ୍ରାମ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ଏହି ସଭାରେ ତାଙ୍କୁ ସମାଜ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଜିଲ୍ଲା ସଭାପତି ଦିବ୍ୟ ସିଂ ମାଝି ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସ୍ଵତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋମ ସିଂହ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମଞ୍ଚାସୀନ ଅତିଥି ଓ ତାଙ୍କ ଅଭିଭାଷଣ। ସଭାରେ ମୁଖ୍ୟ ବକ୍ତା ଭାବେ ଅଖିଳ ଭାରତୀୟ ଗୋଁଡୱାନା ଗୋଁଡ ମହାସଭାର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଖାମ ସିଂ ମାଝି ଯୋଗଦେଇ ଆଦିବାସୀ ସମାଜର ଉନ୍ନତି ଓ ସାମାଜିକ ଶୃଙ୍ଖଳା ଉପରେ ଦିଗଦର୍ଶନ ପ୍ରଦାନ କରିଥିଲେ। ଅନ୍ୟାନ୍ୟ ସମ୍ମାନିତ ଅତିଥି ହେଲେ ଜିଲ୍ଲା ଉପ-ସଭାପତି ସନ୍ତ ରାମ ମାଝି, ମାତୃଶକ୍ତି ପ୍ରତିନିଧି ରୂପେ ସ୍ଵତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ବେଲମତି ମାଝି, ଜିଲ୍ଲା ଉପ-ସଭାନେତ୍ରୀ ପଙ୍କଜିନୀ ମାଝି, ସୁମିତ୍ରା ମାଝି, ଗୀତା ମାଝି ଜିଲ୍ଲା ସମ୍ପାଦକ ଚମ୍ପା ଲାଲ ମାଝି, ସହ-ସମ୍ପାଦକ ଟିକେ ରାମ ମାଝି, କୋଷାଧ୍ୟକ୍ଷ ଅର୍ଜ୍ଜୁନ ମାଝି, ସରପଞ୍ଚ ପ୍ରତିନିଧି ସୂରୁ ସିଂ ମାଝି, ଏଥିସହ ଖଡ଼ିଆଳ ବ୍ଲକ ସଭାପତି ବିକ୍ରମ ମାଝି, ସିନାପାଲି ବ୍ଲକ ସଭାପତି ରମାକାନ୍ତୀ ମାଝି, ନୂଆପଡ଼ା ବ୍ଲକ ସଭାପତି ଲାଲ ସିଂ ମାଝି, କୋମନା ବ୍ଲକ ସଭାପତି ଭଗବାନ ମାଝି ଏବଂ ବୋଡ଼େନ ବ୍ଲକ ସଭାପତି ମଝିଆ ମାଝି, ସରପଞ୍ଚ ପଲସିପାଣି ଗଙ୍ଗାରାମ ମାଝି , ସରପଞ୍ଚ ଢୋର୍ଲା ପଦ୍ମିନୀ ମାଝି, ସରପଞ୍ଚ ମୁଣ୍ଡାପଲା ରଜନୀ ମାଝି, ସରପଞ୍ଚ ଜଡ଼ାମୁଣ୍ଡା ଶୁରୁ ସିଂ ମାଝି, ପାରେଶ୍ୱର୍ ମାଝି ପ୍ରମୁଖ ମଞ୍ଚାସୀନ ରହି ସାଂଗଠନିକ ଏକତା ଉପରେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ସାଂଗଠନିକ ଆଲୋଚନା ଓ ଶାନ୍ତି ଶୃଙ୍ଖଳା ସହ ଅଧିବେଶନ ସମାପନ ହୋଇଥିଲା। କୋମନା ବ୍ଲକର ସମସ୍ତ ସର୍କଲ ସଭାପତି, ସମ୍ପାଦକ, ପଦାଧିକାରୀ ଓ ବହୁ ସଂଖ୍ୟକ ମାତୃଶକ୍ତି ଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ସମାଜର ପରମ୍ପରାକୁ ବଜାୟ ରଖିବା ସହ ଶିକ୍ଷା ଓ ଅର୍ଥନୈତିକ କ୍ଷେତ୍ରରେ କିଭଳି ଅଗ୍ରଗତି ହେବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଶେଷରେ ଜିଲ୍ଲା ଗୋଁଡୱାନା ଗୋଁଡ ସମାଜର ସମ୍ପାଦକ ଚମ୍ପା ଲାଲ ମାଝୀ ଏବଂ କୋମନା ବ୍ଲକ ସଭାପତି ଭଗବାନ ସିଂ ମାଝୀ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ।
ଇଚ୍ଛାପୁରଠାରେ ଜିଲ୍ଲା ଗୋଁଡୱାନା ଗୋଁଡ ସମାଜର ଭବ୍ୟ ସମାବେଶ : ନୂତନ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା। ନୂଆପଡ଼ା -୨୦/୦୪- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଇଚ୍ଛାପୁରଠାରେ ଜିଲ୍ଲା ଗୋଁଡୱାନା ଗୋଁଡ ସମାଜ ପକ୍ଷରୁ ଏକ ବିଶାଳ ସାଂଗଠନିକ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ରବିବାର ଦିନ ଆୟୋଜିତ ଏହି ସ୍ୱତନ୍ତ୍ର ଅଧିବେଶନରେ ସମାଜର ଏକତା, ସାଂସ୍କୃତିକ ଭାଇଚାରା ଏବଂ ସାଂଗଠନିକ ସୁଦୃଢ଼ୀକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ନୂତନ ଅଧ୍ୟକ୍ଷଙ୍କୁ ଭବ୍ୟ ସ୍ୱାଗତ। ଏହି କାର୍ଯ୍ୟକ୍ରମର
ମୁଖ୍ୟ ଆକର୍ଷଣ ଥିଲା ନୂତନ ଭାବେ ନିଯୁକ୍ତ ହୋଇଥିବା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ହୋମ ସିଂ ମାଝି ଙ୍କୁ ସମ୍ବର୍ଦ୍ଧନା। ଇଚ୍ଛାପୁର ଗ୍ରାମ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ଏହି ସଭାରେ ତାଙ୍କୁ ସମାଜ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଜିଲ୍ଲା ସଭାପତି ଦିବ୍ୟ ସିଂ ମାଝି ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସ୍ଵତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋମ ସିଂହ ମାଝି
ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମଞ୍ଚାସୀନ ଅତିଥି ଓ ତାଙ୍କ ଅଭିଭାଷଣ। ସଭାରେ ମୁଖ୍ୟ ବକ୍ତା ଭାବେ ଅଖିଳ ଭାରତୀୟ ଗୋଁଡୱାନା ଗୋଁଡ ମହାସଭାର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଖାମ ସିଂ ମାଝି ଯୋଗଦେଇ ଆଦିବାସୀ ସମାଜର ଉନ୍ନତି ଓ ସାମାଜିକ ଶୃଙ୍ଖଳା ଉପରେ ଦିଗଦର୍ଶନ ପ୍ରଦାନ କରିଥିଲେ। ଅନ୍ୟାନ୍ୟ ସମ୍ମାନିତ ଅତିଥି ହେଲେ ଜିଲ୍ଲା ଉପ-ସଭାପତି ସନ୍ତ ରାମ ମାଝି, ମାତୃଶକ୍ତି ପ୍ରତିନିଧି ରୂପେ ସ୍ଵତନ୍ତ୍ର ଆଦିବାସୀ
ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ବେଲମତି ମାଝି, ଜିଲ୍ଲା ଉପ-ସଭାନେତ୍ରୀ ପଙ୍କଜିନୀ ମାଝି, ସୁମିତ୍ରା ମାଝି, ଗୀତା ମାଝି ଜିଲ୍ଲା ସମ୍ପାଦକ ଚମ୍ପା ଲାଲ ମାଝି, ସହ-ସମ୍ପାଦକ ଟିକେ ରାମ ମାଝି, କୋଷାଧ୍ୟକ୍ଷ ଅର୍ଜ୍ଜୁନ ମାଝି, ସରପଞ୍ଚ ପ୍ରତିନିଧି ସୂରୁ ସିଂ ମାଝି, ଏଥିସହ ଖଡ଼ିଆଳ ବ୍ଲକ ସଭାପତି ବିକ୍ରମ ମାଝି, ସିନାପାଲି ବ୍ଲକ ସଭାପତି ରମାକାନ୍ତୀ ମାଝି, ନୂଆପଡ଼ା ବ୍ଲକ ସଭାପତି ଲାଲ ସିଂ ମାଝି, କୋମନା ବ୍ଲକ ସଭାପତି ଭଗବାନ ମାଝି ଏବଂ
ବୋଡ଼େନ ବ୍ଲକ ସଭାପତି ମଝିଆ ମାଝି, ସରପଞ୍ଚ ପଲସିପାଣି ଗଙ୍ଗାରାମ ମାଝି , ସରପଞ୍ଚ ଢୋର୍ଲା ପଦ୍ମିନୀ ମାଝି, ସରପଞ୍ଚ ମୁଣ୍ଡାପଲା ରଜନୀ ମାଝି, ସରପଞ୍ଚ ଜଡ଼ାମୁଣ୍ଡା ଶୁରୁ ସିଂ ମାଝି, ପାରେଶ୍ୱର୍ ମାଝି ପ୍ରମୁଖ ମଞ୍ଚାସୀନ ରହି ସାଂଗଠନିକ ଏକତା ଉପରେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ସାଂଗଠନିକ ଆଲୋଚନା ଓ ଶାନ୍ତି ଶୃଙ୍ଖଳା ସହ ଅଧିବେଶନ ସମାପନ ହୋଇଥିଲା। କୋମନା ବ୍ଲକର ସମସ୍ତ ସର୍କଲ ସଭାପତି, ସମ୍ପାଦକ, ପଦାଧିକାରୀ ଓ
ବହୁ ସଂଖ୍ୟକ ମାତୃଶକ୍ତି ଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ସମାଜର ପରମ୍ପରାକୁ ବଜାୟ ରଖିବା ସହ ଶିକ୍ଷା ଓ ଅର୍ଥନୈତିକ କ୍ଷେତ୍ରରେ କିଭଳି ଅଗ୍ରଗତି ହେବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଶେଷରେ ଜିଲ୍ଲା ଗୋଁଡୱାନା ଗୋଁଡ ସମାଜର ସମ୍ପାଦକ ଚମ୍ପା ଲାଲ ମାଝୀ ଏବଂ କୋମନା ବ୍ଲକ ସଭାପତି ଭଗବାନ ସିଂ ମାଝୀ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ।
- ନୂଆପଡ଼ା -୨୦/୦୪- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଇଚ୍ଛାପୁରଠାରେ ଜିଲ୍ଲା ଗୋଁଡୱାନା ଗୋଁଡ ସମାଜ ପକ୍ଷରୁ ଏକ ବିଶାଳ ସାଂଗଠନିକ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ରବିବାର ଦିନ ଆୟୋଜିତ ଏହି ସ୍ୱତନ୍ତ୍ର ଅଧିବେଶନରେ ସମାଜର ଏକତା, ସାଂସ୍କୃତିକ ଭାଇଚାରା ଏବଂ ସାଂଗଠନିକ ସୁଦୃଢ଼ୀକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ନୂତନ ଅଧ୍ୟକ୍ଷଙ୍କୁ ଭବ୍ୟ ସ୍ୱାଗତ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ନୂତନ ଭାବେ ନିଯୁକ୍ତ ହୋଇଥିବା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ହୋମ ସିଂ ମାଝି ଙ୍କୁ ସମ୍ବର୍ଦ୍ଧନା। ଇଚ୍ଛାପୁର ଗ୍ରାମ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ଏହି ସଭାରେ ତାଙ୍କୁ ସମାଜ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଜିଲ୍ଲା ସଭାପତି ଦିବ୍ୟ ସିଂ ମାଝି ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସ୍ଵତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋମ ସିଂହ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମଞ୍ଚାସୀନ ଅତିଥି ଓ ତାଙ୍କ ଅଭିଭାଷଣ। ସଭାରେ ମୁଖ୍ୟ ବକ୍ତା ଭାବେ ଅଖିଳ ଭାରତୀୟ ଗୋଁଡୱାନା ଗୋଁଡ ମହାସଭାର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଖାମ ସିଂ ମାଝି ଯୋଗଦେଇ ଆଦିବାସୀ ସମାଜର ଉନ୍ନତି ଓ ସାମାଜିକ ଶୃଙ୍ଖଳା ଉପରେ ଦିଗଦର୍ଶନ ପ୍ରଦାନ କରିଥିଲେ। ଅନ୍ୟାନ୍ୟ ସମ୍ମାନିତ ଅତିଥି ହେଲେ ଜିଲ୍ଲା ଉପ-ସଭାପତି ସନ୍ତ ରାମ ମାଝି, ମାତୃଶକ୍ତି ପ୍ରତିନିଧି ରୂପେ ସ୍ଵତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ବେଲମତି ମାଝି, ଜିଲ୍ଲା ଉପ-ସଭାନେତ୍ରୀ ପଙ୍କଜିନୀ ମାଝି, ସୁମିତ୍ରା ମାଝି, ଗୀତା ମାଝି ଜିଲ୍ଲା ସମ୍ପାଦକ ଚମ୍ପା ଲାଲ ମାଝି, ସହ-ସମ୍ପାଦକ ଟିକେ ରାମ ମାଝି, କୋଷାଧ୍ୟକ୍ଷ ଅର୍ଜ୍ଜୁନ ମାଝି, ସରପଞ୍ଚ ପ୍ରତିନିଧି ସୂରୁ ସିଂ ମାଝି, ଏଥିସହ ଖଡ଼ିଆଳ ବ୍ଲକ ସଭାପତି ବିକ୍ରମ ମାଝି, ସିନାପାଲି ବ୍ଲକ ସଭାପତି ରମାକାନ୍ତୀ ମାଝି, ନୂଆପଡ଼ା ବ୍ଲକ ସଭାପତି ଲାଲ ସିଂ ମାଝି, କୋମନା ବ୍ଲକ ସଭାପତି ଭଗବାନ ମାଝି ଏବଂ ବୋଡ଼େନ ବ୍ଲକ ସଭାପତି ମଝିଆ ମାଝି, ସରପଞ୍ଚ ପଲସିପାଣି ଗଙ୍ଗାରାମ ମାଝି , ସରପଞ୍ଚ ଢୋର୍ଲା ପଦ୍ମିନୀ ମାଝି, ସରପଞ୍ଚ ମୁଣ୍ଡାପଲା ରଜନୀ ମାଝି, ସରପଞ୍ଚ ଜଡ଼ାମୁଣ୍ଡା ଶୁରୁ ସିଂ ମାଝି, ପାରେଶ୍ୱର୍ ମାଝି ପ୍ରମୁଖ ମଞ୍ଚାସୀନ ରହି ସାଂଗଠନିକ ଏକତା ଉପରେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ସାଂଗଠନିକ ଆଲୋଚନା ଓ ଶାନ୍ତି ଶୃଙ୍ଖଳା ସହ ଅଧିବେଶନ ସମାପନ ହୋଇଥିଲା। କୋମନା ବ୍ଲକର ସମସ୍ତ ସର୍କଲ ସଭାପତି, ସମ୍ପାଦକ, ପଦାଧିକାରୀ ଓ ବହୁ ସଂଖ୍ୟକ ମାତୃଶକ୍ତି ଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ସମାଜର ପରମ୍ପରାକୁ ବଜାୟ ରଖିବା ସହ ଶିକ୍ଷା ଓ ଅର୍ଥନୈତିକ କ୍ଷେତ୍ରରେ କିଭଳି ଅଗ୍ରଗତି ହେବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଶେଷରେ ଜିଲ୍ଲା ଗୋଁଡୱାନା ଗୋଁଡ ସମାଜର ସମ୍ପାଦକ ଚମ୍ପା ଲାଲ ମାଝୀ ଏବଂ କୋମନା ବ୍ଲକ ସଭାପତି ଭଗବାନ ସିଂ ମାଝୀ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ।6
- ମୋବାଇଲ ମାଲିକ ମନରେ ହସ ଫୁଟାଇଲେ ଟିଟିଲାଗଡ଼ ପୋଲିସ.. ଟିଟିଲାଗଡ଼.. ଗତ ଏକ ବର୍ଷ ତଥା ଉର୍ଦ୍ଧ ସମୟ ଧରି ନିଜ ଝାଳ ବୁହା ଟଙ୍କା ରେ ମୋବାଇଲ କିଣିଥିବା ବେଳେ ଉକ୍ତ ମୋବାଇଲ ଗୁଡିକ ଚୋରି ହୋଇଯାଇଥିବା ବେଳେ କେତେକ ମୋବାଇଲ ହଜି ଯାଇଥିବା ନେଇ ଟିଟିଲାଗଡ଼ ଥାନା ରେ ଅଭିଯୋଗ ହୋଇଥିଲା l ଅଭିଯୋଗ ପାଇବା ପରେ ବଲାଙ୍ଗୀର ଏସ ପି ଅଭିଳାଷ ଜି ଙ୍କ ନିର୍ଦେଶ ରେ ତଥା ଟିଟିଲାଗଡ଼ ଏସ ଡ଼ି ପି ଓ ଯଶୋବନ୍ତ ପ୍ରଧାନ ଙ୍କ ନେତୃତ୍ୱ ରେ ଟିଟିଲାଗଡ଼ ଥାନାଅଧିକାରୀ ମନୋଜ କୁମାର ମୁଣ୍ଡା ଏକ ସ୍ୱତନ୍ତ୍ର ଟିମ କରି ଏହାର ତଦନ୍ତ ଆରମ୍ଭ କରିଥିଲେ l ତଦନ୍ତକାରୀ ଟିମ ଟିଟିଲାଗଡ଼ ଥାନାରେ ହୋଇଥିବା ବିଭିନ୍ନ ମୋବାଇଲ କେଶ ଗୁଡିକୁ ତଦାରଖ କରି ତଦନ୍ତ କରିବା ସହିତ ଆଜି ୧୬ ଗୋଟି ମୋବାଇଲ କୁ ଉଦ୍ଧାର କରି ମୋବାଇଲ ମାଲିକ ମାନଙ୍କୁ ହସ୍ତାନ୍ତର କରିବାରେ ସଫଳ ହୋଇଛି l ନିଜ ହଜି ଯାଇଥିବା ତଥା ଚୋରି ହୋଇଥିବା ମୋବାଇଲ ପୁଣି ଫେରିପାଇବାର ଆଶା ଛାଡି ଦେଇଥିବା ଲୋକେ ନିଜ ନିଜ ମୋବାଇଲ ପାଇ ଟିଟିଲାଗଡ଼ ପୋଲିସ କୁ ଧନ୍ୟବାଦ ଦେବା ସହ ଥାନାଅଧିକାରୀ ଏବଂ ତଦନ୍ତ କାରି ଟିମ କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ମୋବାଇଲ ଫେରିପାଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଗୁଳାପ ଛତର, ତେନ୍ତୁଳୀଖୁଣ୍ଟି, ବିବେକ ଘିଭେଲା ଗୂଂଚିତରା, ମଳୟ କୁମାର ବିଶି, ଲୁଥୁରବନ୍ଧ, ସୁଜିତ ସାହୁ, ଗୁଲମୀ, ଚନ୍ଦ୍ରଶିକା, ଭାଟି ପଡା, ପିତାମ୍ବର ବଗର୍ତି, ଶିରୋଲ,ସୁବ୍ରତ ପଣ୍ଡା, ରଘୁନାଥ ପଡା, କାଞ୍ଚନ ମହାରଣା, ହାଟପଦା ପଡା, ସୁଜିତ ସାହୁ, ତେଜରାଜ କୁମ୍ଭାର, ଦୀନବନ୍ଧୁ ସାହୁ, ବୈକୁଣ୍ଠ ବଗର୍ତି,ମିହିର ଚରଣ ଆଡ଼ଜୁଆର୍ଡ, ଙ୍କ ମୋବାଇଲ ଉଦ୍ଧାର କରି ହସ୍ତାନ୍ତର କରିଛି ଟିଟିଲାଗଡ଼ ପୋଲିସ l ଇନ୍ସପେକ୍ଟର ମନୋଜ କୁମାର ମୁଣ୍ଡା,ଏସ ଆଇ ତାରାବତୀ କିଷାନ ପ୍ରମୁଖ ରହିଛନ୍ତି l ଏହା ପୂର୍ବରୁ ମଧ୍ୟ ଟିଟିଲାଗଡ଼ ପୋଲିସ ଅନେକ ମୋବାଇଲ ଉଦ୍ଧାର କରି ମାଲିକ ମାନଙ୍କୁ ହସ୍ତାନ୍ତର କରି ପ୍ରଶଂସା ର ପାତ୍ର ହୋଇପାରିଛି l5
- Post by RAGHUNANDAN SINGH1
- ଅକ୍ଷୟତୃତୀୟା ର ଶୁଭେଚ୍ଛା ଜଣାଇଲେ ଉପମୁଖ୍ୟମନ୍ତ୍ରୀ ତଥା ପାଟଣା ମହାରାଜ କନକ ବର୍ଦ୍ଧନ ସିଂ ଦେଓ...... Live... Live1
- *ତତଲାଗଡ ରୂପେ ପରିଚିତ ଟିଟିଲାଗଡ ରେ ଜଳ ସଙ୍କଟ, ଡିସେମ୍ବର ସୁଦ୍ଧା ଜଳ ଯୋଗାଣ ହୋଇ ପାରିବନି,ଜିଲ୍ଲା ମୁଖ୍ୟ ଅଧିକାରୀ ଗଗନ କୁମାର କିସାନ ଙ୍କ ସ୍ପଷ୍ଟି କରଣ* *ବଲାଙ୍ଗୀର/ଟିଟିଲାଗଡ,ପାଣି ଟୋପେ ପାଇଁ ଲୋକେ ଯାହା ହୁଅନ୍ତୁ, ଡିସେମ୍ବର ମାସ ପୂର୍ବରୁ ଆମେ କିଛି କରି ପାରିବୁନି, ଏଭଳି ବୟାନ ଦେଇଛନ୍ତି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଜଳ ଓ ପରିମଳ ବିଭାଗ ଅଧିକାରୀ ଗଗନ କୁମାର କିସାନ* *୫୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ସୃଷ୍ଟି କରିଥିବା ତତଲାଗଡ ରୂପେ ଚିର ପରିଚିତ ଟିଟିଲାଗଡ ସବ ଡିଭିଜନ ଅଞ୍ଚଳ ରେ ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହୋଇ ଆସୁଥିବା ବେଳେ ପୂର୍ବରୁ ମାର୍ଚ୍ଚ ମାସ ୩୦ ତାରିଖ ସୁଦ୍ଧା ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଦିଆଯାଇଥିଲା*। *ଏପରିକି ଖୋଦ୍ ବିଭାଗୀୟ ମନ୍ତ୍ରୀ ଗସ୍ତ କରି ଆସି ପୂର୍ବରୁ ସବୁ ଘରକୁ ପାନୀୟ ଜଳ ଯୋଗାଣ ପ୍ରତିଶ୍ରୁତି ଆମ କ୍ୟାମେରା ସାମ୍ନା ରେ ଦେଇ ଥିବା ବେଳେ ତାହା କାର୍ଯ୍ୟକାରୀ ହୋଇ ପାରିନି* । *ଏବେ କିଭଳି ଏହି ଗ୍ରୀଷ୍ମ ଋତୁ ଦୁଇ, ତିନି ମାସ ଚାଲିଯାଉ ଭାବି ବିଭାଗୀୟ ଅଧିକାରୀ ଠୁଁ ଶାସକ ଦଳ ନେତା,ମନ୍ତ୍ରୀ ନୀରବ ରହିଛନ୍ତି* । *ଅପର ପକ୍ଷ ରେ ଗ୍ରାମବାସୀ ମାନେ କ୍ୟାମେରା ସାମ୍ନା ରେ କହି,କହି ଆଉ କିଛି ଲାଭ ନାହିଁ କହି ଗଣ ମାଧ୍ୟମ ଉପରେ ଭରସା ତୁଟେଇ ନିରାଶ ଅଛନ୍ତି* *ଏ ନେଇ ପୂର୍ବତନ ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଏକ ପ୍ରେସ ମିଟ କରି କୋଟି କୋଟି ଟଙ୍କା ବ୍ୟୟ ଅଟକଳ ରେ ତାଙ୍କ ସରକାର ନିର୍ମାଣ କରିଥିବା ଓଭର ହେଡ଼ ଟ୍ୟାଙ୍କ ମାନଙ୍କୁ ଏତେ ଦିନ ଶାସନ କାଳରେ ପାଣି ଯୋଗାଇ ନ ପାରିବା ଓ କେବଳ ପିସି କାରବାର ରେ ବ୍ୟସ୍ତ ବୋଲି ପ୍ରକାଶ କରିଥିଲେ* *ଲୋକେ ପାଣି ନ ପାଇ ଏବେ କରିବେ କଣ ଚାନ୍ଦା ଆଦାୟ କରି ଟ୍ୟାଙ୍କର ଓ ବୋତଲ ପାଣି କେତେ ଦିନ ବ୍ୟବହାର କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି* *ସରକାରୀ ଅଧିକାରୀ ସଠିକ୍ ସମୟ ରେ ନିଜ କାର୍ଯ୍ୟ ସମ୍ପାଦନ ନ କଲେ ତାଙ୍କ ବିରୋଧ ରେ ତୁରନ୍ତ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ନିୟମ ଥିବା ବେଳେ କାର୍ଯ୍ୟ କାରି କରାଯାଉ ନାହିଁ ବୋଲି ବିଭିନ୍ନ ମହଲ ରେ ଉଦ୍ ଦେଗ ପ୍ରକାଶ ପାଇଛି* *ତିନି ଥର ଜିଲ୍ଲା ଆଦିବାସୀ କଲ୍ୟାଣ ମହା ସଙ୍ଘ ତରଫ ରୁ ଏକ ଟିମ୍ ଗଠନ କରି ଭୁବନେଶ୍ୱର ମୁଖ୍ୟ ମନ୍ତ୍ରୀ ତଥା ବିଭାଗୀୟ ମୁଖ୍ୟ ଅଧିକାରୀ ଙ୍କୁ ଅଭିଯୋଗ କରି ସୁଦ୍ଧା କୌଣସି ସୁଫଳ ମିଳିନାହିଁ* *ଏବେ ଏହି ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ଏଭଳି ଖାମ,ଖିଆଲ ମନୋଭାବ ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି*1
- 🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯1
- Post by TV5ODIA 95566059931
- Post by MSP TV (Reporter:-MiHiR)1