Shuru
Apke Nagar Ki App…
ପର୍ଜଙ୍ଗ ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଶୁଣାଣୀ ଶିବିର ଆଜି ପରଜଙ୍ଗ ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ 'ଯୁଗ୍ମ ଜନ ଶୁଣାଣି ଶିବିର' ଅନୁଷ୍ଠିତ ହୋଇଯାଇଛି। ଏହି ଜନ ଶୁଣାଣୀ ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ
Amani Sahoo
ପର୍ଜଙ୍ଗ ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଶୁଣାଣୀ ଶିବିର ଆଜି ପରଜଙ୍ଗ ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ 'ଯୁଗ୍ମ ଜନ ଶୁଣାଣି ଶିବିର' ଅନୁଷ୍ଠିତ ହୋଇଯାଇଛି। ଏହି ଜନ ଶୁଣାଣୀ ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ
More news from ଓଡ଼ିଶା and nearby areas
- Post by Devi prasad Das1
- ଛାଟିଆ ଗ୍ରାମରେ ବର୍ତମାନ ର ସବୁଠୁ ବଡ଼ ଖବର ଦୁଇ ମାସେ ତଳେ ଚୋରି ହୋଇଥିବା ପାଣି ଟାଙ୍କି ସହ ମିଚର ମେସିନୀ କୁ ଠାବ କଲା ଯୋରନ୍ଦା ଫାଣ୍ଡି ଅଧିକାରୀ ସହ ଷ୍ଟାପ ଧାରା ପଡିଲା ଚୋର ରାକେସେ ରାଉତ (ରିଙ୍କୁ) ବୟସ 28ହୋଇଥିବା ବେଳେ ପାଣି ଟାଙ୍କି ମିଚର ମେସିନ କୁ ଗଜମରା କୋରଙ୍ଗା ନିକଟରେ ଏକ ଜଙ୍ଗଲ ଭିତରେ ଦୁଇ ମାସେ ହେଲା ଲୁଚେଇ ରଖିଥିଲା ଚୋର ରାକେଶ ଯୋରନ୍ଦା ପାଣ୍ଡୀ ଅଧିକାରୀ ସହ ଷ୍ଟାପ ଙ୍କ ଚେଷ୍ଟାରେ ଧାରା ପଡିଲା ଚୋର ସୂଚନା1
- ସେକ୍ସୁଆଲ ଫେବର ମାଗୁଛି ଭରତପୁର ପୋଲିସ୍ ! ମୋ ରେପ୍ ଭିଡ଼ିଓ ଦେଖି ମଧ୍ୟ ମୋ କେଶ୍ ରଖିଲେ ନାହିଁ | ଭୁବନେଶ୍ବର, ଓଡ଼ିଶା #bhubaneswar #odisha1
- Post by NEWS MANORANJAN1
- Post by Sibanava Panda1
- Post by Gagan Bhoi1
- ହିନ୍ଦୋଳ ଫରେଷ୍ଟ ରେଞ୍ଜ ରାସୋଳ ସେକ୍ସନ ନୂଆପାଟଣା ଗାଁରେ ଗତକାଲି ଏକ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି. ଲୋକେ ଭୟଭୀତ ହେବା ସହ ଲୋକଙ୍କ ଘର ପାଚେରୀ ସହ ଏକ ବାଇକ କୁ ଭାଙ୍ଗି ଦେଇଥିବାର ସୂଚନା ମିଳିଛି.1
- ସୋସିଆଲ ସାଇଟରେ ଅଶିଳ ମନ୍ତବ୍ୟ ଜଣେ ଗିରଫ । *ସୋସିଆଲ ସାଇଟ୍ ବ୍ଲାକ ମେଲର ଗିରଫ । *ଟାର୍ଗେଟ କରୁଥିଲା ମହିଳା ମାନଙ୍କୁ। *ଟ୍ରୋଲ କରି ଦେଉଥିଲା ମାନସିକ ନିର୍ଯାତନା । * ପଛରେ ବିଜେଡିର ବଡ଼ ହାତ ଅଛି କହି ବୁଲୁଥିଲା *ଅନେକ ଥର ଜେଲ ମଧ୍ୟ ଯାଇ ସାରିଛି ଏହି ମୂଷା ବହୁଦିନ ର ଲୁଚକାଳି ଖେକ ପରେ ବନ୍ଧା ହେଲା ସୋସିଆଲ ସାଇଟ୍ ବ୍ଲାକ ମେଲର ରତିକାନ୍ତ ସ୍ୱାଇଁ ଓରଫ ମୂଷା | ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ପୋଲିସ କୁ ମିଳିଛି ଏହି ସଫଳତା । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡଜୁଆଣିଆ ଗାଁରୁ ଗିରଫ କରାଯାଇଛି | ଫୋକସ ପ୍ଲସ ର ଗଁଦିଆ ପ୍ରତିନିଧିଙ୍କ ପ୍ରତି ସୋସିଆଲ ମିଡିଆରେ ଅଶାଳୀନ ଓ ଆପତ୍ତି ଜନକ ମିଥ୍ୟା ମନ୍ତବ୍ୟ ସାଙ୍ଗକୁ ଧମକ ଦେବା ପଡିଲା ମହଙ୍ଗା ଏହି ଅଭିଯୋଗରେ ଗିରଫ କରିଛି ଗଁଦିଆ ପୋଲିସ | ସ୍ୱାସ୍ଥ୍ୟ ପରୀକ୍ଷା ପରେ ରତିକାନ୍ତକୁ ଗଁଦିଆ ସିଭିଲ ଜଜ ଙ୍କ କୋର୍ଟରେ ହାଜର କରାଯାଇଥିଲା l ରତିକାନ୍ତ ନାମରେ ଭାରତୀୟ ନ୍ୟାୟ ସଂହିତା ଅଧିନିୟମ ୨୯୬,୭୭,୩୫୧/୨,୩୧୫ ଏବଂ It ୬୭ ଅନୁସାରେ ଗାଳିମନ୍ଦ କରିବା ,ମହିଳାଙ୍କୁ ସର୍ବ ସମ୍ମୁଖରେ ଅପମାନିତ କରିବା ,ଧମକ ଦେବା ଭଳି ସଙ୍ଗିନ ଦଫା ଲାଗିଛି । ତେବେ ପୋଲିସ ସ୍କାନରରେ ବହୁ ଦିନ ହେବ ରତିକାନ୍ତ ଥିଲା ଏବଂ ବିଜେଡି ସରକାର ଗଡ଼ିଯିବା ଦିନଠାରୁ ରତିକାନ୍ତ ଓଡ଼ିଶାରୁ କଲିକତା ଯାଇ ସେଠାରେ କଂପାନୀରେ କାମ କରୁଥିବାରୁ ଏବଂ ବିଭିନ୍ନ ସମୟରେ ନିଜର ଠିକଣା ବଦଳାଉ ଥିବାରୁ ପୋଲିସ ନାକେଦମ୍ ହୋଇଥିଲା । ତେବେ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଗତକାଲି ଗଁଦିଆ ପୋଲିସ ଓ ଆଳି ପୋଲିସ ମିଳିତ ଭାବରେ ଚଢ଼ାଉ କରି ରତିକାନ୍ତକୁ ଧରିବାରେ ସକ୍ଷମ ହୋଇଥିଲେ | କିନ୍ତୁ ଏତେ ସହଜ ନଥିଲା ରତିକାନ୍ତକୁ ଧରିବା ପୋଲିସ ପାଇଁ ରାତିରେ ପ୍ରାୟ ୨(ଦୁଇ) ଘଣ୍ଟାର ପରିଶ୍ରମ ପରେ ମୂଷା କୁ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ । ତେବେ ରତିକାନ୍ତ ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଥିବା ଜଣାପଡିଛି।ଭୁବନେଶ୍ୱର ର ବିଭିନ୍ନ ଥାନା ରୁ ଆରମ୍ଭ କରି ଯାଜପୁର, ବ୍ରହ୍ମପୁର, ଭଦ୍ରକ ଏଭଳିକି ଢେଙ୍କାନାଳ ଥାନାରେ ମଧ୍ୟ ପୂର୍ବରୁ ରତିକାନ୍ତ ନାମରେ ଅପହରଣ, ଲୁଟ, ଦାଦା ବଟି ଆଦାୟ, ଅଶାଳୀନ ମନ୍ତବ୍ୟ ଦେବା, ମହିଳାଙ୍କ ପ୍ରତି ଦୁର୍ବ୍ୟବହାର କରିବା।ବିଜେଡି ଦଲାଲ ମୂଷା ଏବେର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଟ୍ରୋଲ କରିବାକୁ ପଛାଉ ନାହିଁ।ତା ପଛରେ ବଡ଼ ବଡ଼ ବିଜେଡି ନେତାଙ୍କ ହାତ ଅଛି ବୋଲି ମଧ୍ୟ କହି ବୁଲୁଛି ଏହି ବ୍ଲାକ ମେଲର । ତେବେ ମୂଷା କୁ ଏଭଳି ଘୃଣ୍ୟ କାମରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ମଧ୍ୟ ତଦନ୍ତ ପରିସର ଭୂକ୍ତ କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି। #public#newsodiaodisha1