Shuru
Apke Nagar Ki App…
ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟାପାର ବିଭାଗର ଯୁଗ୍ମ ସଚିବଙ୍କ ପାରାଦ୍ଵୀପ ବନ୍ଦର ପରିଦର୍ଶନ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ଯୁଗ୍ମ ସଚିବ ଜୁହି ମୁଖାର୍ଜୀ ଉଚ୍ଚ ପ୍ରତିନିଧିମାନଙ୍କ ସହିତ ସୋମବାର ଦିନ ପାରାଦ୍ଵୀପ ବନ୍ଦର ପରିଦର୍ଶନ କରିଛନ୍ତି। ପ୍ରଶାସନିକ ଭବନରେ ପିପିଏ ଅଧ୍ୟକ୍ଷ ଶ୍ରୀ ପି ଏଲ ହାରାନଧ, ଉପାଧ୍ୟକ୍ଷ ଶ୍ରୀ ଟି ଭେନୁଗୋପାଳ, ଟ୍ରାଫିକ ମ୍ୟାନେଜର ଶ୍ରୀ ଏ କେ ବୋଷ ଏବଂ ବିଭିନ୍ନ ବିଭାଗର ମୁଖ୍ୟ ଓ ବରିଷ୍ଠ ପଦାଧିକାରୀଙ୍କ ସହ ଶ୍ରୀମତୀ ମୁଖାର୍ଜୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ବନ୍ଦର ଶିଳ୍ପ ବିକାଶ, ପଣ୍ୟ ଦ୍ରବ୍ୟ ପରିବହନ, ପରିଚାଳନା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ସେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
ନୃସିଂହ ଚରଣ ବାରିକ
ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟାପାର ବିଭାଗର ଯୁଗ୍ମ ସଚିବଙ୍କ ପାରାଦ୍ଵୀପ ବନ୍ଦର ପରିଦର୍ଶନ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ଯୁଗ୍ମ ସଚିବ ଜୁହି ମୁଖାର୍ଜୀ ଉଚ୍ଚ ପ୍ରତିନିଧିମାନଙ୍କ ସହିତ ସୋମବାର ଦିନ ପାରାଦ୍ଵୀପ ବନ୍ଦର ପରିଦର୍ଶନ କରିଛନ୍ତି। ପ୍ରଶାସନିକ ଭବନରେ ପିପିଏ ଅଧ୍ୟକ୍ଷ ଶ୍ରୀ ପି ଏଲ ହାରାନଧ, ଉପାଧ୍ୟକ୍ଷ ଶ୍ରୀ ଟି ଭେନୁଗୋପାଳ, ଟ୍ରାଫିକ ମ୍ୟାନେଜର ଶ୍ରୀ ଏ କେ ବୋଷ ଏବଂ ବିଭିନ୍ନ ବିଭାଗର ମୁଖ୍ୟ ଓ ବରିଷ୍ଠ ପଦାଧିକାରୀଙ୍କ ସହ ଶ୍ରୀମତୀ ମୁଖାର୍ଜୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ବନ୍ଦର ଶିଳ୍ପ ବିକାଶ, ପଣ୍ୟ ଦ୍ରବ୍ୟ ପରିବହନ, ପରିଚାଳନା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ସେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
More news from ଓଡ଼ିଶା and nearby areas
- ଗୋଟିଏ ସପ୍ତାହରେ କଣାସ-ବାଲିଅନ୍ତା-ବାଲିପାଟଣାରେ ୩ଟି ଭିଡ଼ହତ୍ୟା ବା ମବ୍-ଲିଂଚିଂ ଘଟିଛି । ଯାହା ପ୍ରମାଣ କରୁଛି ଯେ ଲୋକେ ନିଜ ହାତକୁ ଶାସନ ବ୍ୟବସ୍ଥାକୁ ନେଇସାରିଲେଣି1
- ବୀରମହାରାଜପୁରର ଶିବା ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।1
- माननीय मंत्री सूर्यवंशी सुरज ने धामनगर विधानसभा क्षेत्र में विभिन्न विकासात्मक परियोजनाओं का किया उद्घाटन एवं शिलान्यास माननीय मंत्री सूर्यवंशी सुरज ने धामनगर विधानसभा क्षेत्र में विभिन्न विकासात्मक परियोजनाओं का किया उद्घाटन एवं शिलान्यास1
- ଆଜି ପବିତ୍ର ଦିନରେ ଭାରତର ଅନେକ ଶୈବପୀଠରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ ଢ଼େଙ୍କାନାଳ ଜିଲ୍ଲା ର ପ୍ରସିଦ୍ଧ ଶୈବପୀଠ କପିଳାସ ର ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ନିକଟରେ ମଧ୍ୟ ସୋମନାଥ ସ୍ୱାଭିମାନ ପର୍ବ ପାଳନ ହୋଇଯାଇଛି। ପବିତ୍ର କପିଳାସ ର ପାଦଦେଶରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ମଞ୍ଚରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଏହାକୁ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କୋଦଣ୍ତଧର ସାହୁ , ବ୍ଲକ୍ ଅଧ୍ୟକ୍ଷା ରିନା ରାଣୀ ଖଟୁଆ, ଗଁଦିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପବିତ୍ର କୁମାର ବେହେରା ଙ୍କ ସମେତ ବହୁ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ। #ଶୈବପୀଠ_କପିଳାସ #Dhenkanal #Kapilas #OdishaNews #SomnathSwabhimanParba #BreakingNews #OdishaTemple #ReligiousEvent1
- Chudasama basudevpur1
- ଝାଡେଶ୍ୱରୀ କ୍ଲବରେ ଗ୍ରୀଷ୍ମ କାଳୀନ ଥ୍ରୋବଲ୍ ପ୍ରଶିକ୍ଷଣ ଶିବିର। ପୁରୀ ଜିଲ୍ଲା ଥ୍ରୋବଲ୍ ଆସୋସିୟସନ ପକ୍ଷରୁ ସ୍ଥାନୀୟ ଝାଡେଶ୍ୱରୀ କ୍ଲବ ପରିସରରେ ଏକ ଗ୍ରୀଷ୍ମକାଳୀନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ମୋଟ ୭୫ ଜଣ ଉଦୀୟମାନ ଖେଳାଳି ଅଂଶଗ୍ରହଣ କରି ନିଜର କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୫୬ ଜଣ ଖେଳାଳିଙ୍କୁ ଆଗାମୀ ଦିନରେ ମଧ୍ୟପ୍ରଦେଶର ଭୋପାଳଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ସଂଗଠକ ଅରବିନ୍ଦ ଦାସ, ଓଡିଶା ଥ୍ରୋବଲ୍ ସମ୍ପାଦକ ଜିତେନ୍ଦ୍ର ନାଥ ଦାସ, ପୁରୀ ଜିଲ୍ଲା ଥ୍ରୋବଲ୍ ସମ୍ପାଦକ ଦିପ୍ତୀରଞ୍ଜନ ସାମନ୍ତରାୟ ଏବଂ କୋଚ୍ ସୁଧା ସିନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ମାର୍ଗଦର୍ଶନ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଜାତୀୟ ସ୍ତରରେ ପୁରୀ ତଥା ଓଡିଶାର ଟେକ ରଖିବା ପାଇଁ ଖେଳାଳିମାନେ ଏବେଠାରୁ ପ୍ରସ୍ତୁତି ଜୋରଦାର କରିଛନ୍ତି।(ଡ଼ଃ ମନୋଜ କୁମାର ବଳିଆରସିଂ)4
- ସୌମ୍ୟ ହତ୍ୟା ମାମଲାରେ କଂଗ୍ରେସର ଆନ୍ଦୋଳନ, ସିପି ଅଫିସ ବାହାରେ ଖଣ୍ଡଯୁଦ୍ଧ1
- ଢେଙ୍କାନାଳ ପୋଲିସ୍ ପ୍ରଶାସନ ପକ୍ଷରୁ ଜୁଭେଣ୍ଟିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ........1
- ପୁରୀ ଟାଉନ ହଲ୍ରେ ପ୍ରିୟଙ୍କାଦେବୀ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନର ଦୁଇ ଦିନିଆ ବାର୍ଷିକ ଉତ୍ସବ 'ପୁଣ୍ୟତ୍ସଵ' ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ସାଂସଦ ଡଃ ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଉତ୍ସବକୁ ଉଦ୍ଘାଟନ କରିବା ସହ ଡଃ ବାମଦେବ ମହାନ୍ତିଙ୍କୁ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରିଛନ୍ତି।4