logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କୋରାପୁଟରେ ସ୍ଵର୍ଣ୍ଣ ରାମ ଧନୁଷ ଯାତ୍ରା ଆଡ଼ମ୍ବର ସହକାରେ ପାଳନ କରାଯାଇଛି। ଏକ ସୁସଜ୍ଜିତ ଗାଡ଼ିରେ ପ୍ରାୟ ୨୮୫ କିଲୋ ଓଜନର ସ୍ବର୍ଣ୍ଣ ଧନୁଷ କୋରାପୁଟ ପହଞ୍ଚିବା ପରେ ବାଟ ମଙ୍ଗଳା ଛକରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରିବା ସହ ଶତାଧିକ ରାମଭକ୍ତ କୀର୍ତ୍ତନ କରି ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ରାମ ମନ୍ଦିର ନିକଟରେ ପହଞ୍ଚିଥିଲା। ସହରରେ ଶୋଭାଯାତ୍ରା ସମୟରେ ରାସ୍ତା ସାରା ଲୋକେ ସ୍ଵର୍ଣ୍ଣ ଧନୁଷ କୁ ଦର୍ଶନ କରିବା ସହ ପୁଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା।ଜୟ ଶ୍ରୀରାମ ଧ୍ୱନୀରେ ସହର ପ୍ରକମ୍ପିତ ହୋଇ ଉଠିଥିଲା। କୋରାପୁଟ ସହର ପରିକ୍ରମା ପରେ ସେମିଳିଗୁଡା ଓ ଦାମନଯୋଡି ଦେଇ ରାୟଗଡ଼ା ଜିଲ୍ଲା ଅଭିମୁଖେ ଯାତ୍ରା କରିଛି ସ୍ଵର୍ଣ୍ଣ ଧନୁଷ ଯାତ୍ରା।

16 hrs ago
user_Koraput News
Koraput News
Journalist କୋରାପୁଟ, କୋରାପୁଟ, ଓଡ଼ିଶା•
16 hrs ago

କୋରାପୁଟରେ ସ୍ଵର୍ଣ୍ଣ ରାମ ଧନୁଷ ଯାତ୍ରା ଆଡ଼ମ୍ବର ସହକାରେ ପାଳନ କରାଯାଇଛି। ଏକ ସୁସଜ୍ଜିତ ଗାଡ଼ିରେ ପ୍ରାୟ ୨୮୫ କିଲୋ ଓଜନର ସ୍ବର୍ଣ୍ଣ ଧନୁଷ କୋରାପୁଟ ପହଞ୍ଚିବା ପରେ ବାଟ ମଙ୍ଗଳା ଛକରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରିବା ସହ ଶତାଧିକ ରାମଭକ୍ତ କୀର୍ତ୍ତନ କରି ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ରାମ ମନ୍ଦିର ନିକଟରେ ପହଞ୍ଚିଥିଲା। ସହରରେ ଶୋଭାଯାତ୍ରା ସମୟରେ ରାସ୍ତା ସାରା ଲୋକେ ସ୍ଵର୍ଣ୍ଣ ଧନୁଷ କୁ ଦର୍ଶନ କରିବା ସହ ପୁଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା।ଜୟ ଶ୍ରୀରାମ ଧ୍ୱନୀରେ ସହର ପ୍ରକମ୍ପିତ ହୋଇ ଉଠିଥିଲା। କୋରାପୁଟ ସହର ପରିକ୍ରମା ପରେ ସେମିଳିଗୁଡା ଓ ଦାମନଯୋଡି ଦେଇ ରାୟଗଡ଼ା ଜିଲ୍ଲା ଅଭିମୁଖେ ଯାତ୍ରା କରିଛି ସ୍ଵର୍ଣ୍ଣ ଧନୁଷ ଯାତ୍ରା।

More news from ଓଡ଼ିଶା and nearby areas
  • କୋରାପୁଟ ଟିକିରା ସାହିରେ ସର୍ଟ ସର୍କିଟ ଯୋଗୁଁ ଜଳି ଗଲା ଘର, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
    1
    କୋରାପୁଟ ଟିକିରା ସାହିରେ ସର୍ଟ ସର୍କିଟ ଯୋଗୁଁ ଜଳି ଗଲା ଘର, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
    user_Koraput News
    Koraput News
    Journalist କୋରାପୁଟ, କୋରାପୁଟ, ଓଡ଼ିଶା•
    11 hrs ago
  • ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ସ୍ବର୍ଣ୍ଣ ଧନୁକୁ ଦାମନଯୋଡିରେ ସ୍ବାଗତ
    1
    ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ସ୍ବର୍ଣ୍ଣ ଧନୁକୁ ଦାମନଯୋଡିରେ ସ୍ବାଗତ
    user_Manas Ranjan Kar
    Manas Ranjan Kar
    News Reporting and social worker ଦାମନଯୋଡି, କୋରାପୁଟ, ଓଡ଼ିଶା•
    14 hrs ago
  • ଏବେ କେବଳ ଶୀତର ରାଜୁତି । ଥୁରୁ ଥୁରୁଆ କୋରାପୁଟିଆ ଶୀତରେ  ଥରୁଛି  ସାଧାରଣ ଜନ ଜୀବନ । ଏବେ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି l ଥଣ୍ଡା ସହର ପାଇଁ ଚର୍ଚ୍ଚାରେ ରହିଛି l  ପ୍ରବଳ ଥଣ୍ଡାରେ ସାରା ଅଞ୍ଚଳ ଥରୁଛି।  ସହର ଓ ଗାଁ ରେ ଶୀତର ପ୍ରକୋପରୁ ରକ୍ଷା ପାଇବା ସକାଶେ  ଠାଏଁ ଠାଏଁ ସ୍ଥାନରେ  ଲୋକେ ନିଆଁ  ଜାଳି ଉଷୁମ ଟାଣୁଥୁବା ଦେଖିବାକୁ ମିଳୁଛି । ପଶ୍ଚିମାକାଶରେ ସୂରଜ ଅସ୍ତ ନହେଉଣୁ ଥଣ୍ଡା ମାଡି ବସୁଛି । ଥଣ୍ଡା ଯୋଗୁଁ ହାତଗୋଡ଼ କାଲ ମାରିବା ସହ ନିଆଁର ସାହାରାରେ ଗ୍ରାମାଞ୍ଚଳରେ ଲୋକ ରହୁଥିବା ଦେଖିବାକୁ ମିଳିଛି।  ଧନୀ , ଗରିବ,ଯୁବକ ଓ ବୟସ୍କ  ଏବେ  ସମସ୍ତଙ୍କ ପାଇଁ ନିଆଁ ଭରସା ପାଲଟିଛି।
    6
    ଏବେ କେବଳ ଶୀତର ରାଜୁତି ।
ଥୁରୁ ଥୁରୁଆ କୋରାପୁଟିଆ ଶୀତରେ  ଥରୁଛି  ସାଧାରଣ ଜନ ଜୀବନ । ଏବେ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି l
ଥଣ୍ଡା ସହର ପାଇଁ ଚର୍ଚ୍ଚାରେ ରହିଛି l  ପ୍ରବଳ ଥଣ୍ଡାରେ ସାରା ଅଞ୍ଚଳ ଥରୁଛି।  ସହର ଓ ଗାଁ ରେ ଶୀତର ପ୍ରକୋପରୁ ରକ୍ଷା ପାଇବା ସକାଶେ  ଠାଏଁ ଠାଏଁ ସ୍ଥାନରେ  ଲୋକେ ନିଆଁ  ଜାଳି ଉଷୁମ ଟାଣୁଥୁବା ଦେଖିବାକୁ ମିଳୁଛି । ପଶ୍ଚିମାକାଶରେ ସୂରଜ ଅସ୍ତ ନହେଉଣୁ 
ଥଣ୍ଡା ମାଡି ବସୁଛି । ଥଣ୍ଡା ଯୋଗୁଁ ହାତଗୋଡ଼ କାଲ ମାରିବା ସହ ନିଆଁର ସାହାରାରେ ଗ୍ରାମାଞ୍ଚଳରେ ଲୋକ ରହୁଥିବା ଦେଖିବାକୁ ମିଳିଛି।  ଧନୀ , ଗରିବ,ଯୁବକ ଓ ବୟସ୍କ  ଏବେ  ସମସ୍ତଙ୍କ ପାଇଁ ନିଆଁ ଭରସା ପାଲଟିଛି।
    user_MEGHA GUNTHA
    MEGHA GUNTHA
    ପଟ୍ଟାଙ୍ଗି, କୋରାପୁଟ, ଓଡ଼ିଶା•
    17 hrs ago
  • Post by ଓମ୍ ସାଇ ରାମ୍
    1
    Post by ଓମ୍ ସାଇ ରାମ୍
    user_ଓମ୍ ସାଇ ରାମ୍
    ଓମ୍ ସାଇ ରାମ୍
    Singer Nabarangpur, Odisha•
    12 hrs ago
  • ରାଜପଲମା ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କଲେ ବିଧାୟକ
    1
    ରାଜପଲମା ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କଲେ ବିଧାୟକ
    user_KADAMBINI
    KADAMBINI
    Journalist ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    12 hrs ago
  • ମାଁ ମାଟି ପାଇଁ ଲଢେଇ କରୁଛନ୍ତି ଦେଖନ୍ତୁ
    1
    ମାଁ ମାଟି ପାଇଁ ଲଢେଇ କରୁଛନ୍ତି ଦେଖନ୍ତୁ
    user_Baleswar Naik
    Baleswar Naik
    Thuamul Rampur, Kalahandi•
    12 hrs ago
  • ବିଷମ କଟକ ପଞ୍ଚାୟତ ସମିତି ଦ୍ଵାରା ରାଷ୍ଟ୍ରୀୟ "ବନ୍ଦେ ମତାରମ୍ " ର ୧୫୦ ତମ ବର୍ଷ ପୂର୍ତ୍ତି ଅବସରରେ ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ। ରିପୋର୍ଟର ନରୋତ୍ତମ ପାଢ଼ୀ Anchor:ରାୟଗଡ଼ ଜିଲ୍ଲା ବିଷମ କଟକ ବ୍ଲକ୍ ସଦର ମହକୁମାର କଲ୍ୟାଣ ମଣ୍ଡପ ଠାରେ ରାଷ୍ଟ୍ରୀୟ ବନ୍ଦେ ମାତରମ ର ୧୫୦ ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଦିନିୟିକା ଅୟୋଜନ ହୋଇଥଲା। ମୂଖ୍ୟ ଅତିଥି ଭାବେ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ ନିଜର ଅଭିଭାଷଣ ରଖିଥିଲେ। ବ୍ଲକ ର ପ୍ରତ୍ୟେକ ଶିକ୍ଷ୍ୟା ଅନୁଷ୍ଠାନ ର ଜଣେ ଜଣେ ଅଧ୍ୟାପକ,ଅଧ୍ୟାପିକା,ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଥିଲେ। ଉକ୍ତ ପ୍ରଶିକ୍ଷଣରେ କେଦାର ସାହୁକାର, ରାଜେନ୍ଦ୍ର ଗଜିବିଲି ଓ ଭବାନୀ ପାଣିଗ୍ରାହୀ ତାଲିମ ପ୍ରଦାନ କରି ଥିଲେ। ଏହି କାର୍ଯ୍ୟ କର୍ମ ଟିକୁ ଗୋଷ୍ଟି ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମୁନା ତାଡିଙ୍ଗି, ସାମାଜିକ ସୁରକ୍ଷା କନିଷ୍ଟ ସହାୟକ ଶ୍ରୀ ସୁଧାକର ଗରଡିଆ, କାର୍ଯ୍ୟକାରୀ ସହାୟିକା ବାସନ୍ତୀ ବିହାରୀ ଓ ମଞ୍ଚ ପରିଚାଳନ ରାଜେଶ ବିଶ୍ଵାଳ ପ୍ରତିପାଦନ କରିଥିଲେ।
    4
    ବିଷମ କଟକ ପଞ୍ଚାୟତ ସମିତି ଦ୍ଵାରା ରାଷ୍ଟ୍ରୀୟ "ବନ୍ଦେ ମତାରମ୍ " ର ୧୫୦ ତମ ବର୍ଷ ପୂର୍ତ୍ତି ଅବସରରେ ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।
ରିପୋର୍ଟର ନରୋତ୍ତମ ପାଢ଼ୀ 
Anchor:ରାୟଗଡ଼ ଜିଲ୍ଲା ବିଷମ କଟକ ବ୍ଲକ୍ ସଦର ମହକୁମାର କଲ୍ୟାଣ ମଣ୍ଡପ ଠାରେ ରାଷ୍ଟ୍ରୀୟ  ବନ୍ଦେ ମାତରମ ର ୧୫୦ ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଦିନିୟିକା  ଅୟୋଜନ ହୋଇଥଲା। ମୂଖ୍ୟ ଅତିଥି ଭାବେ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ  ଶିବ ପ୍ରସାଦ ପଟ୍ଟନାୟକ ନିଜର ଅଭିଭାଷଣ ରଖିଥିଲେ। ବ୍ଲକ ର ପ୍ରତ୍ୟେକ ଶିକ୍ଷ୍ୟା ଅନୁଷ୍ଠାନ ର ଜଣେ ଜଣେ ଅଧ୍ୟାପକ,ଅଧ୍ୟାପିକା,ଶିକ୍ଷକ ଓ ଶିକ୍ଷୟତ୍ରୀ  ମାନେ ଉପସ୍ଥିତ ରହି ଥିଲେ। ଉକ୍ତ ପ୍ରଶିକ୍ଷଣରେ କେଦାର ସାହୁକାର, ରାଜେନ୍ଦ୍ର ଗଜିବିଲି ଓ ଭବାନୀ ପାଣିଗ୍ରାହୀ  ତାଲିମ ପ୍ରଦାନ କରି ଥିଲେ। ଏହି କାର୍ଯ୍ୟ କର୍ମ ଟିକୁ ଗୋଷ୍ଟି ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମୁନା ତାଡିଙ୍ଗି, ସାମାଜିକ ସୁରକ୍ଷା କନିଷ୍ଟ ସହାୟକ ଶ୍ରୀ ସୁଧାକର ଗରଡିଆ, କାର୍ଯ୍ୟକାରୀ  ସହାୟିକା ବାସନ୍ତୀ ବିହାରୀ ଓ  ମଞ୍ଚ ପରିଚାଳନ ରାଜେଶ ବିଶ୍ଵାଳ ପ୍ରତିପାଦନ କରିଥିଲେ।
    user_Narattam Kumar padhy
    Narattam Kumar padhy
    Journalist ବିଷମାକଟକ, ରାୟଗଡା, ଓଡ଼ିଶା•
    10 hrs ago
  • କୋରାପୁଟରେ ସ୍ଵର୍ଣ୍ଣ ରାମ ଧନୁଷ ଯାତ୍ରା ଆଡ଼ମ୍ବର ସହକାରେ ପାଳନ କରାଯାଇଛି। ଏକ ସୁସଜ୍ଜିତ ଗାଡ଼ିରେ ପ୍ରାୟ ୨୮୫ କିଲୋ ଓଜନର ସ୍ବର୍ଣ୍ଣ ଧନୁଷ କୋରାପୁଟ ପହଞ୍ଚିବା ପରେ ବାଟ ମଙ୍ଗଳା ଛକରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରିବା ସହ ଶତାଧିକ ରାମଭକ୍ତ କୀର୍ତ୍ତନ କରି ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ରାମ ମନ୍ଦିର ନିକଟରେ ପହଞ୍ଚିଥିଲା। ସହରରେ ଶୋଭାଯାତ୍ରା ସମୟରେ ରାସ୍ତା ସାରା ଲୋକେ ସ୍ଵର୍ଣ୍ଣ ଧନୁଷ କୁ ଦର୍ଶନ କରିବା ସହ ପୁଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା।ଜୟ ଶ୍ରୀରାମ ଧ୍ୱନୀରେ ସହର ପ୍ରକମ୍ପିତ ହୋଇ ଉଠିଥିଲା। କୋରାପୁଟ ସହର ପରିକ୍ରମା ପରେ ସେମିଳିଗୁଡା ଓ ଦାମନଯୋଡି ଦେଇ ରାୟଗଡ଼ା ଜିଲ୍ଲା ଅଭିମୁଖେ ଯାତ୍ରା କରିଛି ସ୍ଵର୍ଣ୍ଣ ଧନୁଷ ଯାତ୍ରା।
    1
    କୋରାପୁଟରେ ସ୍ଵର୍ଣ୍ଣ ରାମ ଧନୁଷ ଯାତ୍ରା ଆଡ଼ମ୍ବର ସହକାରେ ପାଳନ କରାଯାଇଛି। ଏକ ସୁସଜ୍ଜିତ ଗାଡ଼ିରେ ପ୍ରାୟ ୨୮୫ କିଲୋ ଓଜନର ସ୍ବର୍ଣ୍ଣ ଧନୁଷ କୋରାପୁଟ ପହଞ୍ଚିବା ପରେ ବାଟ ମଙ୍ଗଳା ଛକରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରିବା ସହ ଶତାଧିକ ରାମଭକ୍ତ କୀର୍ତ୍ତନ କରି ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ରାମ ମନ୍ଦିର ନିକଟରେ ପହଞ୍ଚିଥିଲା। 
ସହରରେ ଶୋଭାଯାତ୍ରା ସମୟରେ ରାସ୍ତା ସାରା ଲୋକେ ସ୍ଵର୍ଣ୍ଣ ଧନୁଷ କୁ ଦର୍ଶନ କରିବା ସହ ପୁଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା।ଜୟ ଶ୍ରୀରାମ ଧ୍ୱନୀରେ ସହର ପ୍ରକମ୍ପିତ ହୋଇ ଉଠିଥିଲା। କୋରାପୁଟ ସହର ପରିକ୍ରମା ପରେ ସେମିଳିଗୁଡା ଓ ଦାମନଯୋଡି ଦେଇ ରାୟଗଡ଼ା ଜିଲ୍ଲା ଅଭିମୁଖେ ଯାତ୍ରା କରିଛି ସ୍ଵର୍ଣ୍ଣ ଧନୁଷ ଯାତ୍ରା।
    user_Koraput News
    Koraput News
    Journalist କୋରାପୁଟ, କୋରାପୁଟ, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.