Shuru
Apke Nagar Ki App…
କଟକ ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ ଛାତିଥରା ଦୁର୍ଘଟଣା... କଟକ ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା,ସାଇକେଲ ଆରୋହୀ ଙ୍କୁ ଘୋଷାଡ଼ି ଘୋଷାଡ଼ି ରାସ୍ତାରେ ଦଳିଦେଲା ଅଜଣା ଗାଡି, ଉତ୍ୟକ୍ତ ଲୋକଙ୍କ ଦ୍ୱାରା କଟକ ପାରାଦୀପ ରାସ୍ତାରୋକ l ମୃତ ସାଇକେଲ ଆରୋହୀ ହେଉଛନ୍ତି ସ୍ଥାନୀୟ ବଡପାଳ ଗ୍ରାମର ଉତ୍ତମ ଭୋଇ ବୋଲି ଅନୁମାନ କରାଯାଉଛି, ନିକଟରେ ରହିଥିବା କମଳା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନାଇଟ ୱାଚମ୍ୟାନ ଭାବରେ କାର୍ଯ୍ୟ କରନ୍ତି ବୋଲି ସୂଚନା ମିଳିଛି..
Biraja prasad tripathy Tripathy

More news from ଓଡ଼ିଶା and nearby areas
- ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ରୁ ହରିଣ ଉଦ୍ଧାର, କୁକୁର ଗୋଡ଼ାଇବାରୁ ଭୟଭୀତ ହୋଇ ବୁଲୁଥିବା ହରିଣକୁ ବନ୍ଦର ସିଆଇଏସଏଫ ୟୁନିଟ ଓ କୁଜଙ୍ଗ ବନବିଭାଗ ମିଳିତ ଉଦ୍ୟମ ରେ ହରିଣ ଟିକୁ ଉଦ୍ଧାର କରାଯାଇଛି...1
- ଡେରାବିଶ୍ ଫରେଷ୍ଟରଙ୍କ ନାମରେ ଅଭିଯୋଗ, ଗ୍ରାମବାସୀଙ୍କ ଅଭିଯୋଗ ।1
- Post by Bikram Mohapatra1
- କଟକ ଅଞ୍ଚଳର ଗ୍ରାମିଣ ହାଟ ପନି ପରିବା ହାଲ ଚାଲ1
- भुवनेश्वर सिंदूरपड़ा में जो छत पर बॉम्ब बिसपोरन हत्या इसकी वीडियो फुटेज मिलने का बाद पुलिस ने क्या एक्शन लेगा आगे देखना हे1
- ଯାଜପୁର ଜିଲ୍ଲା ରେ ସରକାରୀ ଜମିକୁ ଅନେକ ନେତା ଓ ମୁଷ୍ଟିମେୟ ଲୋକ ଜବର ଦଖଲ କରି ରଖିଥିବା ବେଳେ,ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରି ଫାର୍ମ ହାଉସ୍ ହୋଇଥିବା ଜମିକୁ ନେଇ ଅଭିଯୋଗ ହୋଇଥିଲା। ଏବଂ ସେହିପରି ଧର୍ମଶାଳା ତହସିଲ ପକ୍ଷରୁ ନୋଟିସ ମଧ୍ୟ କରା ଯାଇଥିଲା।ଏହା ଧର୍ମଶାଳା ତହସିଲ ଦ୍ୱାରା ଫାର୍ମ ହାଉସ୍ ଜମି କୁ ମାପଚୁପ କରାଯାଇଛି ।ଏହି ଜମି ମଧୁପୁରଗଡ଼ ପଞ୍ଚାୟତ ପନ୍ତୁରୀ ଠାରେ ହୋଇଥିବା ବେଳେ,ଫାର୍ମର ଖାତା ନଂ.୩୩୬, ପ୍ଲଟ ନଂ.୧୧୧୮ର ମୋଟ ୩୧.୬୦ ଏକର ପର୍ବତ କିସମ ବୋଲି ଅଭିଯୋଗ ହୋଇଛି।1
- ଚଳିତ ଉଚ୍ଚ ମାଧ୍ୟମିକ ଓ ମାଧ୍ୟମିକ ପରୀକ୍ଷା–୨୦୨୬ରେ ଅବତୀର୍ଣ୍ଣ ହେଉଥିବା ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳଙ୍କ ଶୁଭେଚ୍ଛା ବାର୍ତ୍ତା।1
- କଟକ ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା,ସାଇକେଲ ଆରୋହୀ ଙ୍କୁ ଘୋଷାଡ଼ି ଘୋଷାଡ଼ି ରାସ୍ତାରେ ଦଳିଦେଲା ଅଜଣା ଗାଡି, ଉତ୍ୟକ୍ତ ଲୋକଙ୍କ ଦ୍ୱାରା କଟକ ପାରାଦୀପ ରାସ୍ତାରୋକ l ମୃତ ସାଇକେଲ ଆରୋହୀ ହେଉଛନ୍ତି ସ୍ଥାନୀୟ ବଡପାଳ ଗ୍ରାମର ଉତ୍ତମ ଭୋଇ ବୋଲି ଅନୁମାନ କରାଯାଉଛି, ନିକଟରେ ରହିଥିବା କମଳା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନାଇଟ ୱାଚମ୍ୟାନ ଭାବରେ କାର୍ଯ୍ୟ କରନ୍ତି ବୋଲି ସୂଚନା ମିଳିଛି..1