logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଦୁଇ ଗାଡ଼ି ମଧ୍ୟରେ ଧକ୍କା ପରେ ଭୟଙ୍କର ନିଆଁ | Update News | Dally Speed News | Mayurbhanj Public News #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 25.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703

3 hrs ago
user_Mayurbhanj Public News
Mayurbhanj Public News
ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
3 hrs ago

ଦୁଇ ଗାଡ଼ି ମଧ୍ୟରେ ଧକ୍କା ପରେ ଭୟଙ୍କର ନିଆଁ | Update News | Dally Speed News | Mayurbhanj Public News #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 25.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703

More news from ଓଡ଼ିଶା and nearby areas
  • ଜିଲ୍ଲା ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ବାରିପଦାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ପାଳନ ପୂର୍ବରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବାରିପଦା ସ୍ଥିତ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଡି.ବି.ଏ. ଲାଇବ୍ରେରୀ ହଲ୍‌ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଓ ଦୌରା ଜଜ୍ ସୁଦୀପ୍ତ ଆଚାର୍ଯ୍ୟ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଶିବିରରେ ସଂଘର ସଦସ୍ୟଙ୍କ ସମେତ ଅନେକ ସ୍ବେଚ୍ଛାସେବୀ ଉତ୍ସାହର ସହ ଯୋଗଦେଇ ରକ୍ତଦାନ କରିଥିଲେ। ତେବେ ମୋଟ ୨୩ ୟୁନିଟ୍ ରକ୍ତ ଏଥିରେ ସଂଗ୍ରହ କରାଯାଇଥିଲା। ମୁଖ୍ୟତଃ ଗ୍ରୀଷ୍ମ ଦିନରେ ରକ୍ତ ର ଅଭାବ ଦେଖା ଦେଇଥାଏ, ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ଶିବିର ଆୟୋଜନ ହୋଇଥିବା ନେଇ ଓକିଲ ସଂଘ ପକ୍ଷରୁ କୁହାଯାଇଛି। *ବାଇଟ - ବିପ୍ଳବ ବାରିକ (ସମ୍ପାଦକ, ଜିଲ୍ଲା ଓକିଲ ସଂଘ)* *ବାଇଟ - ଜ୍ୟୋତିପ୍ରକାଶ ରଥ (ସଭାପତି, ଜିଲ୍ଲା ଓକିଲ ସଂଘ)*
    1
    ଜିଲ୍ଲା ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ବାରିପଦାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ପାଳନ ପୂର୍ବରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବାରିପଦା ସ୍ଥିତ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଡି.ବି.ଏ. ଲାଇବ୍ରେରୀ ହଲ୍‌ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଓ ଦୌରା ଜଜ୍ ସୁଦୀପ୍ତ ଆଚାର୍ଯ୍ୟ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଶିବିରରେ ସଂଘର ସଦସ୍ୟଙ୍କ ସମେତ ଅନେକ ସ୍ବେଚ୍ଛାସେବୀ ଉତ୍ସାହର ସହ ଯୋଗଦେଇ ରକ୍ତଦାନ କରିଥିଲେ। ତେବେ ମୋଟ ୨୩ ୟୁନିଟ୍ ରକ୍ତ ଏଥିରେ ସଂଗ୍ରହ କରାଯାଇଥିଲା। ମୁଖ୍ୟତଃ ଗ୍ରୀଷ୍ମ ଦିନରେ ରକ୍ତ ର ଅଭାବ ଦେଖା ଦେଇଥାଏ, ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ଶିବିର ଆୟୋଜନ ହୋଇଥିବା ନେଇ ଓକିଲ ସଂଘ ପକ୍ଷରୁ କୁହାଯାଇଛି।
*ବାଇଟ - ବିପ୍ଳବ ବାରିକ (ସମ୍ପାଦକ, ଜିଲ୍ଲା ଓକିଲ ସଂଘ)*
*ବାଇଟ - ଜ୍ୟୋତିପ୍ରକାଶ ରଥ (ସଭାପତି, ଜିଲ୍ଲା ଓକିଲ ସଂଘ)*
    user_NEW VIDEO FOR EVERYTHING
    NEW VIDEO FOR EVERYTHING
    ମୁରୁଡା, ମୟୂରଭଞ୍ଜ, ଓଡ଼ିଶା•
    51 min ago
  • Post by Maso murmu
    1
    Post by Maso murmu
    user_Maso murmu
    Maso murmu
    Bangiriposi, Mayurbhanj•
    6 hrs ago
  • ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୩ ବଖରା ଘର ଜାଳି ଦେଲେ ଦୃର୍ବୁତ୍ତ।
    1
    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୩ ବଖରା ଘର ଜାଳି ଦେଲେ ଦୃର୍ବୁତ୍ତ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    39 min ago
  • ସିମୁଳିଆ ବ୍ଲକ 16ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା କଲ୍ୟାଣ ମଣ୍ଡପ ପରିସରରେ ସିମୁଳିଆ ନିର୍ବାଚନ ମଣ୍ଡଳୀର ଖଇରା ବ୍ଲକର ବିଜେଡି ଜିଲ୍ଲା ପରିଷଦ, ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ସମେତ ବହୁ କର୍ମୀ ବିଜୁ ଜନତା ଦଳରୁ ସମୂହ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି l ଆଗାମୀ ଦିନରେ ବିଜେପିରେ ମିଶିବା ନେଇ କହୁଥିବା ବେଳେ ବିଜୁ ଜନତା ଦଳ ସଂଗଠନ ହ୍ରାସ ପାଉଥିବା ବେଳେ ବିଜେପି ଶିବିରରେ ଖୁସିର ଲହରୀ ଦେଖିବାକୁ ମିଳିଛି l
    1
    ସିମୁଳିଆ ବ୍ଲକ 16ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା କଲ୍ୟାଣ ମଣ୍ଡପ ପରିସରରେ ସିମୁଳିଆ ନିର୍ବାଚନ ମଣ୍ଡଳୀର ଖଇରା ବ୍ଲକର ବିଜେଡି ଜିଲ୍ଲା ପରିଷଦ, ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ସମେତ ବହୁ କର୍ମୀ ବିଜୁ ଜନତା ଦଳରୁ ସମୂହ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି l ଆଗାମୀ ଦିନରେ ବିଜେପିରେ ମିଶିବା ନେଇ କହୁଥିବା ବେଳେ ବିଜୁ ଜନତା ଦଳ ସଂଗଠନ ହ୍ରାସ ପାଉଥିବା ବେଳେ ବିଜେପି ଶିବିରରେ ଖୁସିର ଲହରୀ ଦେଖିବାକୁ ମିଳିଛି l
    user_PP NEWS ODISHA
    PP NEWS ODISHA
    Similia, Baleshwar, Odisha•
    3 hrs ago
  • Post by Mr chiku
    1
    Post by Mr chiku
    user_Mr chiku
    Mr chiku
    ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    7 hrs ago
  • ବାଲେଶ୍ୱରରେ ଧୁମଧାମରେ ଆରମ୍ଭ ୧୦୮ତମ ମିର୍ଜାପୋଖରୀ ଚନ୍ଦନ ଯାତ୍ରା
    1
    ବାଲେଶ୍ୱରରେ ଧୁମଧାମରେ ଆରମ୍ଭ ୧୦୮ତମ ମିର୍ଜାପୋଖରୀ ଚନ୍ଦନ ଯାତ୍ରା
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    10 hrs ago
  • ଟ୍ରକ ଧକ୍କାରେ ଯୁବକ ଙ୍କ ମୃତ୍ୟୁ,ଆସନ୍ତାକାଲି ହୋଇଥାନ୍ତା ବାହାଘର ବିଶୋଇ ଥାନା ବଡ ମଣଦା ବାସ ଷ୍ଟାଣ୍ଡ ନିକଟରେ ଟ୍ରକ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ।ମୃତକ ସାନ ମଣଦା ଗ୍ରାମ ର ଚିନ୍ମୟ ଗିରି ବୋଲି ଜଣା ପଡିଛି।ଚିନ୍ମୟ ଙ୍କ ଆସନ୍ତାକାଲି ବାହାଘର ହେଇ ଥାନ୍ତା।ତାଙ୍କ ମୃତ୍ୟୁ ରେ ଗ୍ରାମ ରେ ଶୋକ ର ଛାୟା ଖେଳି ଯାଇଛି। ଦୁର୍ଘଟଣା ଘଟାଇ ଟ୍ରକ୍ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।ବିଶୋଇ ପୁଲିସ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ କରୁଛି।
    1
    ଟ୍ରକ ଧକ୍କାରେ ଯୁବକ ଙ୍କ ମୃତ୍ୟୁ,ଆସନ୍ତାକାଲି ହୋଇଥାନ୍ତା ବାହାଘର
ବିଶୋଇ ଥାନା ବଡ ମଣଦା ବାସ ଷ୍ଟାଣ୍ଡ ନିକଟରେ ଟ୍ରକ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ।ମୃତକ ସାନ ମଣଦା ଗ୍ରାମ ର ଚିନ୍ମୟ ଗିରି ବୋଲି ଜଣା ପଡିଛି।ଚିନ୍ମୟ ଙ୍କ ଆସନ୍ତାକାଲି ବାହାଘର ହେଇ ଥାନ୍ତା।ତାଙ୍କ ମୃତ୍ୟୁ ରେ ଗ୍ରାମ ରେ ଶୋକ ର ଛାୟା ଖେଳି ଯାଇଛି। ଦୁର୍ଘଟଣା ଘଟାଇ ଟ୍ରକ୍ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।ବିଶୋଇ ପୁଲିସ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ କରୁଛି।
    user_NEW VIDEO FOR EVERYTHING
    NEW VIDEO FOR EVERYTHING
    ମୁରୁଡା, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • ୪୨ ବର୍ଷ ପରେ ଏକଜୁଟ ହେଲା କନ୍ତୋର ଗାଁ। କନ୍ତୋର ଯାତ୍ରା ଗଣ୍ଡଗୋଳକୁ ନେଇ ଗ୍ରାମବାସୀଙ୍କ ଫେରାଦ ପରେ ଶାନ୍ତି ଶୃଙ୍ଖଳା ଫେରାଇ ଆଣିବାକୁ ନିବେଦନ।
    1
    ୪୨ ବର୍ଷ ପରେ ଏକଜୁଟ ହେଲା କନ୍ତୋର ଗାଁ। କନ୍ତୋର ଯାତ୍ରା ଗଣ୍ଡଗୋଳକୁ ନେଇ ଗ୍ରାମବାସୀଙ୍କ ଫେରାଦ ପରେ ଶାନ୍ତି ଶୃଙ୍ଖଳା ଫେରାଇ ଆଣିବାକୁ ନିବେଦନ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    1 hr ago
  • ପ୍ରଚଣ୍ଡ ଖରାରେ ଜରି ଗୋଟାଉ ଗୋଟାଉ ଟଳି ପଡିଲେ ବୃଦ୍ଧ l ସିମୁଳିଆ
    1
    ପ୍ରଚଣ୍ଡ ଖରାରେ ଜରି ଗୋଟାଉ ଗୋଟାଉ ଟଳି ପଡିଲେ ବୃଦ୍ଧ l ସିମୁଳିଆ
    user_PP NEWS ODISHA
    PP NEWS ODISHA
    Similia, Baleshwar, Odisha•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.