Shuru
Apke Nagar Ki App…
ଓଡ଼ିଶାରେ ବିଜେପି ନେତାଙ୍କ କାର ସଫା କରୁଛି ଅଗ୍ନିଶମ ବାହିନୀର ଗାଡ଼ି କାର ଧୁଆ ହେବ ଅଗ୍ନିଶମ ବାହିନୀର ଗାଡ଼ି ବ୍ୟବହାର କରି ?
ସଞ୍ଜୟ ଦତ୍ତ ଆଚାର୍ଯ୍ୟ
ଓଡ଼ିଶାରେ ବିଜେପି ନେତାଙ୍କ କାର ସଫା କରୁଛି ଅଗ୍ନିଶମ ବାହିନୀର ଗାଡ଼ି କାର ଧୁଆ ହେବ ଅଗ୍ନିଶମ ବାହିନୀର ଗାଡ଼ି ବ୍ୟବହାର କରି ?
More news from ଓଡ଼ିଶା and nearby areas
- ଓଡ଼ିଶାରେ ବିଜେପି ନେତାଙ୍କ କାର ସଫା କରୁଛି ଅଗ୍ନିଶମ ବାହିନୀର ଗାଡ଼ି କାର ଧୁଆ ହେବ ଅଗ୍ନିଶମ ବାହିନୀର ଗାଡ଼ି ବ୍ୟବହାର କରି ?1
- ବାଙ୍କୀ ରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବାଙ୍କୀ ରେ ଶୁଖିଲା ରିଲିଫ ବଣ୍ଟନ #spnewstvliveodia #breakingnews #bankingnews ବାଙ୍କୀ ରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବାଙ୍କୀ ରେ ଶୁଖିଲା ରିଲିଫ ବଣ୍ଟନ #spnewstvliveodia #breakingnews #bankingnews1
- ଢେଙ୍କାନାଳ ରେ ବସ୍ତି ଉଛେଦ ପରେ ମୁଁହ ଖୋଲିଲେ ପୌରାଧ୍ୟକ୍ଷା. ଏଥିରେ ରାଜନୀତି ନକରି ଲୋକଙ୍କୁ ଥଇଥାନ କରିବା ପ୍ରାଥମିକତା ଆମ କର୍ତ୍ତବ୍ୟ ଢେଙ୍କାନାଳ ରେ କୁଟୁଣୀଆଁ ବସ୍ତି ଉଛେଦ ପରେ ବିଜେପି ବିଜେଡି ମଧ୍ୟରେ ରାଜନୀତି ଜୋର ଧରିଛି. ପୋଲିସ ପ୍ରଶାସନ ନାକେଦମ ମଧ୍ୟ ହୋଇଛନ୍ତି. ଆଜି ଏହାକୁ ନେଇ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ମୁଁହ ଖୋଲିଛନ୍ତି. କହିଲେ ରାଜନୀତି ନକରି ଲୋକଙ୍କୁ ଥଇଥାନ କରିବା ଆମର ପ୍ରଥମ କର୍ତ୍ତବ୍ୟ. ଏହାକୁ ରଖିଲେ ପ୍ରତିକ୍ରିୟା.1
- my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha4
- my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha4
- ଶ୍ରାବଣୀ ଉପାକର୍ମ ଉତ୍ସବରେ ଗୁରୁ ପୂଜନ ଓ ଶିଷ୍ୟଙ୍କ ଉପଦେଶ ଗ୍ରହଣ ଶ୍ରୀକ୍ଷେତ୍ର ପୁରୀ ସ୍ଥିତ ପ୍ରଫେସର ଦିବାକର ମହାପାତ୍ରଙ୍କ ବାସଗୃହରେ ଶିଷ୍ୟମାନେ ଏକତ୍ରିତ ହୋଇ ନିଜ ଗୁରୁ ପ୍ରଫେସର ମହାପାତ୍ରଙ୍କୁ ପୂଜନ କରିଥିଲେ। ଏହି ପରିପ୍ରେକ୍ଷୀରେ ପୂଜନ ପରେ ଉପସ୍ଥିତ ଶିଷ୍ୟ ପଣ୍ଡିତ ଶ୍ରୀକାନ୍ତ ମହାପାତ୍ର, ପଣ୍ଡିତ ମହନ୍ତ ଶ୍ରୀ ବିଶ୍ବରଂଜନ ଚଇନି, ପଣ୍ଡିତ ଶ୍ରୀନିବାସ ମହାପାତ୍ର, ପଣ୍ଡିତ ସୁରେନ୍ଦ୍ର ଦାଶ, ପଣ୍ଡିତ ବିରଞ୍ଚି ନାରାୟଣ ଷଡ଼ଙ୍ଗୀ, ଡ଼ଃ କୃପାସିନ୍ଧୁ ପଣ୍ଡା ପ୍ରଭୃତି ବହୁ ଶିଷ୍ୟମାନଙ୍କୁ ଶ୍ରାବଣୀ ଉପାକର୍ମର ଉପାଦେୟତା ଏବଂ କିଭଳି ଜନ୍ମଜନ୍ମାନ୍ତର ଜ୍ଞାତ ଅଜ୍ଞାତ ପଞ୍ଚସୂନାଦି କୃତ ସମସ୍ତ ପାତକ ଉପପାତକକୁ ଉତ୍ସର୍ଗ କରି ଦଶ ବିଧ ସ୍ନାନ ଇତ୍ୟାଦି ଦ୍ବାରା ଶୁଦ୍ଧି ହୋଇ ନୂତନ ଯଜ୍ଞୋପବିତ ଧାରଣ କରିଥାନ୍ତି। ଯାଜ୍ଞବଳ୍କ୍ୟାଦି ଋଷିଙ୍କୁ ପୂଜନ କରି ଦେବାଦେବୀଙ୍କୁ କାଷ୍ଠ ପଞ୍ଚକ ମନ୍ତ୍ର ରେ ହୋମ କରି ବେଦ ବେଦାଙ୍ଗାଦି ଅଧ୍ୟୟନ କରିଥାନ୍ତି। ଗୃହସ୍ଥ ଆଦି ସମସ୍ତ ବୈଦିକ ମାନେ ଏହି ଉତ୍ସର୍ଗ ଉପାକର୍ମ କରିବା ନିତ୍ୟାନ୍ତ ଆବଶ୍ୟକ ଏବଂ ଵ୍ରହ୍ମଯଜ୍ଞାଦି ପଞ୍ଚ ମହାଯଜ୍ଞ ପ୍ରତ୍ୟେକଦିନ କରିବା ଉଚିତ ଏହା ଦ୍ବାରା ସମଗ୍ର ବିଶ୍ଵରେ ସୁଖ, ଶାନ୍ତି, ମୈତ୍ରୀ ଓ ସମୃଦ୍ଧି ହୋଇଥାଏ ବୋଲି ଉପଦେଶ ଦେଇଛନ୍ତି।3
- ତ୍ରିରଙ୍ଗା ରେ ତ୍ରିରଙ୍ଗା ଛଳନା ରଙ୍ଗରେ ସାରା ଦୁନିଆ ରଙ୍ଗା1
- ମୁଖ୍ୟମନ୍ତ୍ରୀଙ୍କ ନୟାଗଡ଼ ଗସ୍ତ ପୂର୍ବରୁ ଛାତ୍ର ଛାତ୍ରୀ ମାନେ ବଖାଣିଲେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ସ୍କୁଲରେ ବହି ମିଳିନି, ପୋଷାକ ମିଳିନି ଏପରି ବିଭିନ୍ନ ସମସ୍ୟା ନେଇ ଭିଡିଓ ମାଧ୍ୟମରେ ଗୁହାରି କରିଲେ ଛାତ୍ର ଛାତ୍ରୀ1