Shuru
Apke Nagar Ki App…
ରାଇକିଆ କନ୍ଧମାଳ ଅଭକିଯୋଗ ଶୁଣାଣି ରାଇକିଆ ବ୍ଲକ କାର୍ଯ୍ୟାଳୟ ଠାରେ
Wseta Digal
ରାଇକିଆ କନ୍ଧମାଳ ଅଭକିଯୋଗ ଶୁଣାଣି ରାଇକିଆ ବ୍ଲକ କାର୍ଯ୍ୟାଳୟ ଠାରେ
More news from ଓଡ଼ିଶା and nearby areas
- କୁଟି ସେ ଆ ନା ଜାନା1
- Post by Padmanabha Naik1
- ଘରଭିତରୁ ଉଦ୍ଧାର ହେଲା ଅହିରାଜ ଛଅ ଘଣ୍ଟା କଲା ନାକେଦମ 15ଫୁଟର ଅହିରାଜ ଉଦ୍ଧାର, ସ୍ନେକ ହେଲ୍ପ ଲାଇନ ର 5ଜଣିଆ ଟିମ ଛଘଣ୍ଟା ପରିଶ୍ରମ କରି ଘର ଭିତରୁ କଲେ ଉଦ୍ଧାର l ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧୂଙ୍ଗିଆ ମୁଣ୍ଡାଗିଣ୍ଡୁରୀ ସାହି ଗ୍ରାମର ରତ୍ନାକର ବେହେରା ଙ୍କ ଘରୁ ପନ୍ଦର ଫୁଟ ଲମ୍ବାର ଅହିରାଜ ସାପ ଉଦ୍ଧାର l ଉଦ୍ଧାର ଅହିରାଜ କୁ ପୁରୁଣାକଟକ ରେଞ୍ଜ ଅଧିକାରୀ ଜୟନ୍ତ କୁମାର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଫରେଷ୍ଟର ଦିଗାମ୍ବର ପ୍ରଧାନ ଓ ସ୍ନେକ ହେଲ୍ଫ ଲାଇନ ପ୍ରାଣେଶ୍ଵର ସାହୁ, ମିଥୁନ ଭୋକ୍ତା, ଧନଞ୍ଜୟ ପାତ୍ର, ସଞ୍ଜୟ ଗୁରୁ, ଅର୍ଜୁନ ପାତ୍ର ସମେତ 5ଜଣିଆ ଟିମ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ କୁସଙ୍ଗ ରେଞ୍ଜଅଧିକାରୀ ସଂସାର ବର୍ଗିଆ, ସୀତଲପାଣି ଫରେଷ୍ଟ ର ସଞ୍ଜୟ ରାଉତ, ସୁନାଖଣିଆ ଫରେଷ୍ଟ ର ଅଜୟ ସ୍ୱାଇଁ ଙ୍କ ଉପସ୍ଥିତି ରେ ସୀତଲପାଣି ବିଟ ଡିମ୍ବିରିଆ ଅଞ୍ଚଳ ରେ ଛାଡିଥିବା ସୂଚନାମିଳିଛି l1
- ବୌଦ୍ଧ ଜିଲ୍ଲା କଣ୍ଟାମାଳ ଓକିଲ ସଂଘ ନିର୍ବାଚନ, ନୂତନ ସଭାପତି ହେଲେ ଦୂତୀଆ ସାହୁ ଓ ସମ୍ପାଦକ ଭାବେ ନିର୍ବାଚିତ ହେଲେ କୈଳାଶ ବାରିକ । ଉଭାୟଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ ।1
- Post by BAHUJAN ADHIKAR1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୩୧/୦୩/୨୦୨୬ ମଙ୍ଗଲବାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।1
- Post by Sonepur news khulasa1
- ବଂଶ ବୃଦ୍ଧି ପାଇଁ ସାତକୋଶିଆ ଗଣ୍ଡରେ ୧୨ ଘଡ଼ିଆଳ ଛଡ଼ାଗଲା l ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ରେଞ୍ଜ ଶୁନାଖଣିଆ ବିଟରେ ବଂଶବୃଦ୍ଧି ପାଇଁ ୧୨ଟି ଘଡ଼ିଆଳକୁ ମହାନଦୀରେ ଛାଡ଼ାଯାଇଥିବା ସୂଚନା । ଏହି କୁମ୍ଭୀରମାନ ଙ୍କୁ ନନ୍ଦନକାନନରୁ ସ୍ୱତନ୍ତ୍ର ସୁରକ୍ଷାରେ ଆଣାଯାଇଥିଲେ। ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ଅଧିକାରୀ ଅମରେଶ ପ୍ରଧାନଙ୍କ ଉପସ୍ଥିତିରେ ଛଡାଯାଇଥିବା ଜଣାପଡିଛି! ଏପଟେ କୁମ୍ଭୀରମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଜିପିଏସ ଓ ଟ୍ରାନ୍ସମିଟର ଲଗାଯାଇଛି। ବନ୍ୟପ୍ରାଣୀ ବିଭାଗ କହିଛି, ସୁନାଖଣିଆ ବିଟ ଦିନକୁ ଦିନ କୁମ୍ଭୀର ବଂଶବୃଦ୍ଧି ପାଇଁ ଉତ୍ତମ ସ୍ଥାନ ହେଉଛି। ଏହି ସମୟରେ ବନ୍ୟପ୍ରାଣୀ ବିଭାଗ ଓ ନନ୍ଦନକାନନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବା ସୂଚନା l1