ଇନ୍ନୋଭେସନ୍ ଆଣ୍ଡ ଷ୍ଟାର୍ଟଅପ୍ କମ୍ପିଟିସନ୍: ପୁରୀ ସୁରଜମଲ୍ଲ ସାହା ମହାବିଦ୍ୟାଳୟର ପ୍ରୟାସ। ପୁରୀ ସୁରଜମଲ୍ଲ ସାହା ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଧନୁର୍ଧର ମୁଦୁଲିଙ୍କ ଅଧ୍ୟକ୍ଷତାରେ 'ଇନ୍ନୋଭେସନ ଆଣ୍ଡ ଷ୍ଟାର୍ଟଅପ୍ କମ୍ପିଟିସନ ୨୦୨୬' ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ନଳିନୀକାନ୍ତ ପଟ୍ଟନାୟକ ଏବଂ ରବିନାରାୟଣ ମହାପାତ୍ର ଯୋଗଦେଇଥିବାବେଳେ ଆବାହକ ଅଜିତ କୁମାର ଦଳାଇ କାର୍ଯ୍ୟକ୍ରମ ସଞ୍ଚାଳନ କରି ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରିଥିଲେ। ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁଦୁଲି ଆଜିର ଯୁବ ସମାଜ ପାଇଁ ସୃଜନଶୀଳତାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ଅଧ୍ୟାପକ ନଳିନୀକାନ୍ତ ପଟ୍ଟନାୟକ ଯୁବବର୍ଗଙ୍କ ଭୂମିକା ଓ ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ। ପରିଶେଷରେ ଅଧ୍ୟାପକ ରବୀନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ବିଷ୍ଣୁପ୍ରସାଦ ଷଡ଼ଙ୍ଗୀ, ଅଧ୍ୟାପିକା କଳାଶ୍ରୀ ରଥ, ଅନ୍ନପୂର୍ଣ୍ଣା ଦାସ ଓ ସଂଗୀତା ମିଶ୍ର ପ୍ରମୁଖ ସୁଚାରୁରୂପେ ପରିଚାଳନା କରିଥିଲେ। (ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ)
ଇନ୍ନୋଭେସନ୍ ଆଣ୍ଡ ଷ୍ଟାର୍ଟଅପ୍ କମ୍ପିଟିସନ୍: ପୁରୀ ସୁରଜମଲ୍ଲ ସାହା ମହାବିଦ୍ୟାଳୟର ପ୍ରୟାସ। ପୁରୀ ସୁରଜମଲ୍ଲ ସାହା ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଧନୁର୍ଧର ମୁଦୁଲିଙ୍କ ଅଧ୍ୟକ୍ଷତାରେ 'ଇନ୍ନୋଭେସନ ଆଣ୍ଡ ଷ୍ଟାର୍ଟଅପ୍ କମ୍ପିଟିସନ ୨୦୨୬' ଉପରେ ଏକ ସଚେତନତା
କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ନଳିନୀକାନ୍ତ ପଟ୍ଟନାୟକ ଏବଂ ରବିନାରାୟଣ ମହାପାତ୍ର ଯୋଗଦେଇଥିବାବେଳେ ଆବାହକ ଅଜିତ କୁମାର ଦଳାଇ କାର୍ଯ୍ୟକ୍ରମ ସଞ୍ଚାଳନ କରି ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରିଥିଲେ। ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁଦୁଲି
ଆଜିର ଯୁବ ସମାଜ ପାଇଁ ସୃଜନଶୀଳତାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ଅଧ୍ୟାପକ ନଳିନୀକାନ୍ତ ପଟ୍ଟନାୟକ ଯୁବବର୍ଗଙ୍କ ଭୂମିକା ଓ ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ। ପରିଶେଷରେ ଅଧ୍ୟାପକ ରବୀନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମର ବିଭିନ୍ନ ଦିଗ
ଉପରେ ଆଲୋଚନା କରି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ବିଷ୍ଣୁପ୍ରସାଦ ଷଡ଼ଙ୍ଗୀ, ଅଧ୍ୟାପିକା କଳାଶ୍ରୀ ରଥ, ଅନ୍ନପୂର୍ଣ୍ଣା ଦାସ ଓ ସଂଗୀତା ମିଶ୍ର ପ୍ରମୁଖ ସୁଚାରୁରୂପେ ପରିଚାଳନା କରିଥିଲେ। (ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ)
- रेवेन्यू मिनिस्टर ने बाढ़ के इलाकों का दौरा किया और बाढ़ के हालात का रिव्यू किया1
- ଅଚ୍ୟୁତପୁର କାଜ ରେ ବନ୍ୟା ପାଣି ଆସି ସମଗ୍ର ଚାଷ ଜମି ଜଳମଗ୍ନ ହୋଇଯାଇଥିବା ସୂଚନା ମିଳିଛି । #Balipatna #Baliantablock #Balipatnablockblock #BDOBalianta #BDOBalipatna #DMKhordha #CMOdisha #Jayadevnews1
- ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ନୟାଗଡ଼ ଜିଲ୍ଲା ବିଜେଡ଼ି,,, ଭୁଲ୍ ବହି ଛପା କୁ ନେଇ ବିଜେଡିର ଆନ୍ଦୋଳନ,, ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା ଦାବି କଲା ବିଜେଡି,,, ନୟାଗଡ଼ ରେ ଗର୍ଜିଲା ବିଜେଡି,, ଆଗକୁ ଏହି ଆନ୍ଦୋଳନ କୁ ଯୋରଦାର କରାଯିବ,,,1
- ଦେବୀ ନଦୀ ରେ ବନ୍ୟା ଫଳରେ ଜଗତ ସିଂହପୁର ଜିଲ୍ଲାର ୪ ଟି ବ୍ଲକ ର ୨୦ ରୁ ଅଧିକ ଗ୍ରାମ ପ୍ରଭାବିତ1
- ଇନ୍ନୋଭେସନ୍ ଆଣ୍ଡ ଷ୍ଟାର୍ଟଅପ୍ କମ୍ପିଟିସନ୍: ପୁରୀ ସୁରଜମଲ୍ଲ ସାହା ମହାବିଦ୍ୟାଳୟର ପ୍ରୟାସ। ପୁରୀ ସୁରଜମଲ୍ଲ ସାହା ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଧନୁର୍ଧର ମୁଦୁଲିଙ୍କ ଅଧ୍ୟକ୍ଷତାରେ 'ଇନ୍ନୋଭେସନ ଆଣ୍ଡ ଷ୍ଟାର୍ଟଅପ୍ କମ୍ପିଟିସନ ୨୦୨୬' ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ନଳିନୀକାନ୍ତ ପଟ୍ଟନାୟକ ଏବଂ ରବିନାରାୟଣ ମହାପାତ୍ର ଯୋଗଦେଇଥିବାବେଳେ ଆବାହକ ଅଜିତ କୁମାର ଦଳାଇ କାର୍ଯ୍ୟକ୍ରମ ସଞ୍ଚାଳନ କରି ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରିଥିଲେ। ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁଦୁଲି ଆଜିର ଯୁବ ସମାଜ ପାଇଁ ସୃଜନଶୀଳତାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ଅଧ୍ୟାପକ ନଳିନୀକାନ୍ତ ପଟ୍ଟନାୟକ ଯୁବବର୍ଗଙ୍କ ଭୂମିକା ଓ ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ। ପରିଶେଷରେ ଅଧ୍ୟାପକ ରବୀନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ବିଷ୍ଣୁପ୍ରସାଦ ଷଡ଼ଙ୍ଗୀ, ଅଧ୍ୟାପିକା କଳାଶ୍ରୀ ରଥ, ଅନ୍ନପୂର୍ଣ୍ଣା ଦାସ ଓ ସଂଗୀତା ମିଶ୍ର ପ୍ରମୁଖ ସୁଚାରୁରୂପେ ପରିଚାଳନା କରିଥିଲେ। (ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ)4
- हेल्थ मिनिस्टर ने लोइसिंघा बाढ़ प्रभावित इलाकों में लोगों से मुलाकात की, हालात का जायज़ा लेने के लिए डूबे हुए पुलों पर चले,पका हुआ खाना बांटा, लोगों की परेशानियां सुनीं1
- ରାଜ୍ୟ ଓଡ଼ିଶା ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରା: ପ୍ର:ଜୟଦେବ ଗ୍ରାମ ସାହେବ ନଗର1